Latest Odisha News

BREAKING NEWS

Browsing Category

ଫିଚର

ଜି-୨୦ ସମ୍ମିଳନୀରେ ୧୫ ବୈଠକ କରିବେ ପ୍ରଧାନମନ୍ତ୍ରୀ: ଆଜି ଆମେରିକା, ବାଂଲାଦେଶ ଏବଂ ମରୀସସ ରାଷ୍ଟ୍ରମୁଖ୍ୟଙ୍କ ସହ…

ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଯାଇଛି । ଏହି ଶିଖର ସମ୍ମିଳନୀରେ ଭାଗ ନେବାକୁ ଥିବା ରାଷ୍ଟ୍ରାଧ୍ୟକ୍ଷମାନେ ପ୍ରାୟ ସମସ୍ତେ ଦିଲ୍ଲୀରେ  ପହଞ୍ଚି ଗଲେଣି । ଏହି ସମ୍ମିଳନୀରେ ଜି-୨୦ର ସଦସ୍ୟୃ ରାଷ୍ଟ୍ରମୁଖ୍ୟଙ୍କ ସମେତ ଅନ୍ୟ ୯ ରାଷ୍ଟ୍ରର ମୁଖ୍ୟ ମଧ୍ୟ ସାମିଲ…

ମଧ୍ୟାହ୍ନ ୧୨.୩୦ ସୁଦ୍ଧା ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିପାରେ : ସତର୍କ କଲା ଆଇଏମଡି

ଭୁବନେଶ୍ୱର:ବଙ୍ଗୋପ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଶୁକ୍ରବାର ୧୨ଟା ୩୦ ସୁଦ୍ଧା ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ  ଜାରି କରିଛି ଆଇଏମଡି । ପାଣିପାଗ ସୂଚନା ଅନୁଯାୟୀ, ଗଞ୍ଜାମ, ଗଜପତି,…

ଅନାଥାଶ୍ରମରୁ କୋଳେଇ ଆଣିଥିଲେ, ପୁଅ ନେଇଗଲା ବାପା-ମା’ଙ୍କ ଜୀବନ

ନ୍ୟୁୟର୍କ: ଅନାଥାଶ୍ରମରୁ ଆଣି ବାପା-ମା’ର ମମତା ଦେଇଥିଲେ । ଗେଲ ଆଦରରେ ବଢାଇଥିଲେ । ତା ଆଖିରେ ନିଜ ସ୍ୱପ୍ନକୁ ପୂରଣ କରୁଥିଲେ ଏଇ ଆମେରିକୀୟ ଦମ୍ପତ୍ତି । ହେଲେ ଏ ବାତ୍ସଲ୍ୟ ସ୍ନେହ ଆଉ ସମ୍ପର୍କ  ୭ ବର୍ଷ ବି ଗଲାନି । ଶେଷରେ ପୁଅ ସାଜିଲା ବାପା-ମା’ଙ୍କ ହତ୍ୟାକାରୀ । ଆମେରିକୀୟ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର: ପୁରସ୍କାର ଉପରେ ରାଜ୍ୟ ଓ ଜିଲ୍ଲା ସ୍ତରରେ ଆଲୋଚନା

ଭୁବନେଶ୍ୱର: ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ର ପ୍ରଥମ ଜିଲ୍ଲାସ୍ତରୀୟ କମିଟି ବୈଠକ ଶେଷ ହୋଇଛି । ଗତ ୩୧ ତାରିଖଠୁ ପର୍ଯ୍ୟାୟକ୍ରମେ ବିଭିନ୍ନ ଜିଲ୍ଲାରେ ଆୟୋଜିତ ହୋଇଥିବା ବୈଠକରେ  ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରର ବିଭିନ୍ନ ପୁରସ୍କାର ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା ।…

ରାଜ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ ମହେନ୍ଦ୍ର ବଢ଼େଇଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ ମହେନ୍ଦ୍ର ବଢ଼େଇଙ୍କ ପରଲୋକ ହୋଇଛି। ଦୁଇ ଦିନ ତଳେ ତାଙ୍କୁ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି କିନ୍ତୁ ସଂଧ୍ଯାରେ ତାଙ୍କର ରାଜଧାନୀ ସ୍ଥିତ କେୟାର ହସ୍ପିଟାଲରେ ପରଲୋକ ଘଟିଛି। ରାଜନୀତିରେ ପାଦ ଥାପିବା ପୂର୍ବରୁ…

ଛୋଟ ଛୁଆ ଭାଇରାଲ ଜ୍ୱରରେ ଆକ୍ରାନ୍ତ, ପ୍ରତିଦିନ କ୍ଯାପିଟାଲ ହସ୍ପିଟାଲ ଆସୁଛନ୍ତି ୫୦୦!

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏବେ ଭାଇରାଲ୍ ଜ୍ୱରର ପ୍ରକୋପ ଦେଖାଦେଇଛି। ପ୍ରତିଦିନ ପ୍ରାୟ ୫୦୦ ଶିଶୁ ଜ୍ୱରର ଲକ୍ଷଣ ନେଇ ସହରର ବିଭିନ୍ନ ଡାକ୍ତରଖାନାକୁ ଆସୁଛନ୍ତି। ରାଜଧାନୀ ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଏବେ ଭାଇରାଲ୍ ଜ୍ୱରରେ ଆକ୍ରାନ୍ତ ଶିଶୁଙ୍କ ଲମ୍ବା ଧାଡ଼ି ଦେଖିବାକୁ…

ମନ୍ତ୍ରୀ ପଦ ନପାଇବାରୁ ବିଧାୟକ ବ୍ଲାକମେଲିଂ କରୁଛନ୍ତି କହିଲେ ଅରୁଣ, ସୌମ୍ୟ କହିଲେ ଛାତିରେ ହାତ ରଖି ଆତ୍ମସମୀକ୍ଷା…

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବିଧାୟକ ଅରୁଣ ସାହୁ ନିଜ ଦଳୀୟ ସହଯୋଗୀ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଉପରେ ବର୍ଷିବା ସହ ତାଙ୍କୁ କେବଳ ନିଜର ସ୍ୱାର୍ଥ ସାଧନ ପାଇଁ ଆଗ୍ରହୀ ବ୍ୟକ୍ତି ବୋଲି କହିଛନ୍ତି। ଅରୁଣ ସାହୁ କହିଛନ୍ତି ଯେ ସୌମ୍ୟ ପଟ୍ଟନାୟକ…

ଘର ନିର୍ମାଣ ନାଁରେ ନକଲି ଅନୁମୋଦନ, ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷର ତିନି ଅଧିକାରୀ ଗିରଫ

ସମ୍ବଲପୁର: ୨ ଲକ୍ଷରୁ ଅଧିକ ଟଙ୍କା ନେବା ପରେ ଜଣେ ବ୍ୟକ୍ତିଙ୍କୁ ନକଲି ବିଲଡିଂ ପ୍ଲାନ୍ ଅନୁମୋଦନ ଦେବା ଅଭିଯୋଗରେ ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ (ଏସଡିଏ)ର ଜଣେ ପ୍ଲାନ୍ ମେମ୍ବର ଓ ଅନ୍ୟ ଦୁଇଜଣଙ୍କୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତମାନେ ହେଲେ ଏସଡିଏର ପ୍ଲାନିଂ ମେମ୍ବର ବନ୍ଦିତା…

ନବରଙ୍ଗପୁର ବିଜେଡିରେ ଅସନ୍ତୋଷ, ପ୍ରଦୀପ ମାଝୀଙ୍କ ଭାଇ ଖୋଜୁଛନ୍ତି ନୂଆ ଦଳ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଶାସକ ବିଜୁ ଜନତା ଦଳରେ ଅସନ୍ତୋଷ ଦେଖାଦେଇଛି। ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ପ୍ରଦୀପ ମାଝୀଙ୍କ ସାନ ଭାଇ ପ୍ରସନ୍ନ ମାଝୀଙ୍କୁ ରାଜନୈତିକ କାର୍ଯ୍ୟରୁ ଦୂରେଇ ରଖିବା ପାଇଁ ବିଜେଡିର ଝରିଗାଁ ବ୍ଲକ ଶାଖାକୁ ସମାଲୋଚନା କରିଛନ୍ତି। ଆଉ ଏବେ ସେ ନୂଆ ଦଳ…