Latest Odisha News

BREAKING NEWS

Browsing Category

ଫିଚର

ୱେଲକମ ଟୁ ଜଙ୍ଗଲର ବନ୍ଦ ହୋଇପାରେ ଶୁଟିଂ

ମୁମ୍ବାଇ: ଅକ୍ଷୟ କୁମାର ଅଭିନୀତ ୱେଲକମ ଟୁ ଜଙ୍ଗଲର ଶୁଟିଂ ବନ୍ଦ ହୋଇପାରେ । ସୋମବାର ଫେଡେରେଶନ ଅଫ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲାଇଜ ଭାୟାକମ ୧୮ର ସିଇଓ ଜ୍ୟୋତି ଦେଶପାଣ୍ଡେ ଓ ୱେଲକମ ୩ର କଳାକାର ଏବଂ ଟେକ୍ନିସିଆନଙ୍କୁ ପତ୍ର ଲେଖିଛନ୍ତି । ଏଥିରେ ଉଲ୍ଲେଖ ରହିଛି ଯେ, ଫିଲ୍ମର…

ରାଜସ୍ଥାନ ରାଜନୀତି ସରଗରମ: କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହେଲେ ଜ୍ୟୋତି ମିର୍ଦ୍ଧା

ନୂଆଦିଲ୍ଲୀ: ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଏଥିଲାଗି ସମସ୍ତ ଦଳର ନେତାଙ୍କ କସରତ ଆରମ୍ଭ ହେଲାଣି। ନିର୍ବାଚନ ଦିନ ପାଖେଇ ଆସୁଥିବାରୁ ରାଜସ୍ଥାନ ରାଜନୀତି ସରଗରମ ହୋଇପଡିଛି। ନିଜର ଲାଭକୁ ଧ୍ୟାନରେ ରଖି ନେତାଙ୍କ ଦଳ ପରିବର୍ତ୍ତନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ନାଗୋରର ପୂର୍ବତନ…

ବଙ୍ଗଳା କ୍ୟାବିନେଟରେ ବଡ଼ଧରଣର ଅଦଳବଦଳ; ବାବୁଲ ସୁପ୍ରିଓଙ୍କ ସମେତ ୬ ମନ୍ତ୍ରୀଙ୍କ ବଦଳିଲା ବିଭାଗ

କୋଲକତା: ପଶ୍ଚିମବଙ୍ଗ କ୍ୟାବିନେଟରେ ଅଦଳବଦଳ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୬ ଜଣ ମନ୍ତ୍ରୀଙ୍କ ବିଭାଗ ପରିବର୍ତ୍ତନ କରିଛନ୍ତି। ବାବୁଲ ସୁପ୍ରିଓଙ୍କଠାରୁ ପର୍ଯ୍ୟଟନ ବିଭାଗ ନିଆଯାଇ ଶକ୍ତି ବିଭାଗରେ ଦାୟିତ୍ୱ ଦିଆଯାଇଛି। ସେହିପରି ଜ୍ୟୋତିପ୍ରିୟା ମଲ୍ଲିକ ଜଙ୍ଗଲ ବିଭାଗ ଦାୟିତ୍ୱରେ ଥିଲେ।…

ଭୂକମ୍ପରେ ଥରିଲା ଇଣ୍ଡୋନେସିଆ: ରିକ୍ଟର ସ୍କେଲରେ ତୀବ୍ରତା ୬.୦

ଜାକର୍ତ୍ତା:ଭୂକମ୍ପରେ ଥରିଲା ଇଣ୍ଡୋନେସିଆ  । ଆଜି ଇଣ୍ଡୋନେସିଆର ଟରନେଟରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ଥିବା ଜଣାଯାଇଛି । ଭୂକମ୍ପରେ କ’ଣ କ୍ଷୟକ୍ଷତି ହୋଇଛି ଏହାର ସ୍ପଷ୍ଟ ବିବରଣୀ ଜଣା ପଡିନାହିଁ  । ତେବେ ଏହି ଖବର ଜଣାପଡିବା ପରେ ପ୍ରଶସନ ପକ୍ଷରୁ…

ଚିକିତ୍ସା ପାଇଁ ଧର୍ମେନ୍ଦ୍ରଙ୍କୁ ଆମେରିକା ନେଲେ ସନୀ ଦେଓଲ

ମୁମ୍ବାଇ: ଗଦର ୨ ଫିଲ୍ମ ମାଧ୍ୟମରେ ପ୍ରଶଂସକଙ୍କ ମନ ଜିଣିଥିବା ସନୀ ଦେଓଲ କିନ୍ତୁ ଏବେ ଚିନ୍ତାରେ ଅଛନ୍ତି । ତାଙ୍କ ବାପା ଧର୍ମେନ୍ଦ୍ର ଅସୁସ୍ଥ ହୋଇ ପଡିଛନ୍ତି । ଚିକିତ୍ସା ପାଇଁ ସନୀ ଦେଓଲ ତାଙ୍କୁ ଆମେରିକା ନେଇ ଯାଇଛନ୍ତି । ରିପୋର୍ଟ ମୁତାବକ ଧର୍ମେନ୍ଦ୍ର ସେଠାରେ ୧୫ରୁ ୨୦ ଦିନ ରହି…

ଟି-ସାର୍ଟରେ ଶଙ୍ଖ ଚିହ୍ନ ନାହିଁ କହି ଏସପି ଓ ଜିଲ୍ଲାପାଳଙ୍କ ସମର୍ଥନରେ ବାହାରିଲା ବିଜେଡି

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଟି-ସାର୍ଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋଗୋ ଥିବା ନେଇ ବିବାଦ ଦେଖାଦେଇଛି। ଟି-ସାର୍ଟକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ଏକ ପ୍ରକାର ଘେରାବନ୍ଦୀ କରି ସରକାରୀ ଅଧିକାରୀଙ୍କୁ ଏକା ମାଘକେ ଶୀତ ଯାଏନେ ବୋଲି ଚେତାବନୀ…

ହୋମିଓପ୍ୟାଥି ଓ ଆୟୁର୍ବେଦ ଚିକିତ୍ସାରୁ ଓଡ଼ିଶାବାସୀଙ୍କୁ ବଞ୍ଚିତ କରାଯାଉଛି-ବିଜେପି

ଭୁବନେଶ୍ୱର: ହୋମିଓପ୍ୟାଥି ଓ ଆୟୁର୍ବେଦ ଚିକିତ୍ସାରୁ ଓଡ଼ିଶାବାସୀ ସମ୍ପୂର୍ଣ୍ଣ ବଂଚିତ ହେଉଛନ୍ତି ।  ରାଜ୍ୟର ସାଢ଼େ ଚାରିକୋଟି ଜନସାଧାରଣଙ୍କ ପାଇଁ ୧୧୮୨ଟି ଆୟୁଷ ସ୍ୱାସ୍ଥ୍ୟକେନ୍ଦ୍ର ଓ ୯ଟି ଆୟୁଷ ଚିକିତ୍ସାଳୟ କାର୍ଯ୍ୟ କରୁଛି ।  ୧୧୪ଟି ବ୍ଲକରେ କୌଣସି ଆୟୁର୍ବେଦ ସ୍ୱାସ୍ଥ୍ୟକେନ୍ଦ୍ର ଓ…

ଏଥର ବକ୍ସ ଅଫିସରେ ମୁହାଁମୁହିଁ ହେବେ ପୁଷ୍ପା ୨ ଓ ସିଂଘମ ଏଗେନ

ମୁମ୍ବାଇ: ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା ୨ର ରିଲିଜ ତାରିଖ ସୋମବାର ଘୋଷଣା କରାଯାଇଛି । ପୁଷ୍ପାର ସଫଳତା ପରେ ଦର୍ଶକମାନେ ଏହାକୁ ବ୍ୟଗ୍ରତା ସହକାରେ ଅପେକ୍ଷା କରିଥିଲେ । ମେକର୍ସଙ୍କ ଅନୁସାରେ ପୁଷ୍ପା ୨ ଫିଲ୍ମ ୧୫ ଅଗଷ୍ଟ ୨୦୨୪ରେ ରିଲିଜ ହେବ । ୨୦୨୧ ପୁଷ୍ପା ଦି ରାଇଜର ଏହା ସିକ୍ୱେଲ । ଏହି…

୨୦୨୪ ପ୍ରସ୍ତୁତି, ଆରମ୍ଭ ହେଲା ଦଳୀୟ କର୍ମୀ ଓ ନେତାଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ୱର: ୨୦୨୪ରେ ନିର୍ବାଚନ ପ୍ରସ୍ତୁତି ଦିଗରେ ଆଉ ଏକ ପଦକ୍ଷେପ ସ୍ୱରୂପ ସୋମବାର ଭୁବନେଶ୍ୱରସ୍ଥିତ ଦଳୀୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ବିଜେଡି ପକ୍ଷରୁ କର୍ମୀମାନଙ୍କ ପାଇଁ ମାଷ୍ଟର ଟ୍ରେନିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବିଜେଡି ପକ୍ଷରୁ ଘୋଷଣା କରାଯାଇଥିବା ପ୍ରଶିକ୍ଷଣ କାର୍ଯ୍ୟସୂଚୀ…

ପାଣ୍ଡିଆନଙ୍କୁ ନିରଞ୍ଜନଙ୍କ କ୍ଲିନଚିଟ ! କହିଲେ ତାଙ୍କର କିଛି ଦୋଷ ନାହିଁ

ଭୁବନେଶ୍ୱର: ଫାଇଭ ଟି ସଚିବଙ୍କୁ ନେଇ ବିରୋଧୀ, ସୌମ୍ୟ ଓ ବିଜେଡି ଭିତରେ ଚାଲିଥିବା ବିବାଦକୁ ଭିନ୍ନ ମୋଡ଼ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ। ଫାଇଭ ଟି ସଚିବ ଭି କେ ପାଣ୍ଡିଆନଙ୍କର କିଛି ଭୁଲ ନାହିଁ ବୋଲି ସ୍ପଷ୍ଟ ଭାବରେ କହିଛନ୍ତି ନିରଞ୍ଜନ। ସାହୁ କହିଛି, ପାକେଲା…