Latest Odisha News

BREAKING NEWS

Browsing Category

ଫିଚର

ରାଜସ୍ଥାନରେ ଜେଜେପି ହେବ କିଙ୍ଗମେକର!

ଭୁବନେଶ୍ୱର: ରାଜସ୍ଥାନ ବିଧାନସଭା ନିର୍ବାଚନ ସ୍ଥିତି ଧୀରେ ଧୀରେ ଜଟିଳ ରୂପ ଧାରଣ କରୁଛି। ରାଜସ୍ଥାନରେ କଂଗ୍ରେସ ଓ ବିଜେପି ମଧ୍ୟରେ ଲଢେ଼ଇ ଦେଖିବାକୁ ମିଳେ। ଏପରିକି ପ୍ରତି ପାଞ୍ଚ ବର୍ଷରେ ଥରେ ସରକାର ବଦଳିବାର ପରମ୍ପରା ମଧ୍ୟ ରହି ଆସିଛି। ଏଥର କିନ୍ତୁ ରାଜସ୍ଥାନରେ ଗେହଲଟ ସରକାର…

ବର୍ଷା ବିତ୍ପାତ: ୟୁପିରେ ୧୯ ମୃତ, ଉତ୍ତରାଖଣ୍ଡରେ ଭୂସ୍ଖଳନ

ଡେରାଡୁନ: ଦେଶରେ ବର୍ଷା ବିତ୍ପାତ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଛି । ଉତ୍ତର ପ୍ରଦେଶରେ ପ୍ରବଳ ବର୍ଷା ଲାଗି ରହିଥିବାବେଳେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏଥିସହିତ ଦିଲ୍ଲୀ ଏନସିଆର କେତେକ ଇଲାକା ଜଳମଗ୍ନ ହୋଇଯାଇଛି । ୟୁପିରେ ୧୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୪୦ ଗୃହପାଳିତ…

ଚୀନର ରକ୍ଷା ମନ୍ତ୍ରୀ ଲି ଶଂଗଫୁ ନିଖୋଜ

ବେଜିଂ: ଚୀନର ବିଦେଶ ମନ୍ତ୍ରୀଙ୍କ ପରେ ଏବେ ରକ୍ଷା ମନ୍ତ୍ରୀ ଲି ଶଂଗଫୁ ନିଖୋଜ ଅଛନ୍ତି । ଜାପାନରେ ଆମେରିକା ରାଷ୍ଟ୍ରଦୂତ ରେହମ ଇନାମୁଏଲ ଏ ସମ୍ପର୍କରେ ଟୁଇଟ କରିଛନ୍ତି । ସେ କହିଛନ୍ତି ୨ ସପ୍ତାହ ମଧ୍ୟରେ ବିଦେଶ ମନ୍ତ୍ରୀ, ରକ୍ଷା ମନ୍ତ୍ରୀ ଓ ରକେଟ ଫୋର୍ସର ଜେନେରାଲ ନିଖୋଜ ରହିବା…

କମେଡିଆନ ଭାରତୀ ସିଂ ଜାତୀୟସ୍ତରର ଶୁଟର ଥିଲେ, ଏବେ ପୁନର୍ବାର ଆରମ୍ଭ କଲେ ଅଭ୍ୟାସ

ମୁମ୍ବାଇ: ଅଭିନେତ୍ରୀ ଓ କମେଡିଆନ ଭାରତୀ ସିଂ ଏବେ ୟୁ ଟ୍ୟୁବ ବ୍ଲଗ ଜରିଆରେ ପ୍ରଶଂସକଙ୍କ ମନୋରଞ୍ଜନ କରୁଛନ୍ତି । ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଭାରତୀ ଜଣେ ଜାତୀୟସ୍ତରର ଶୁଟର ଥିଲେ । ସେ କେତେକ ଜାତୀୟ ଗେମ୍ସରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି । ତାଙ୍କା ଆର୍ଥୀକ ଅବସ୍ଥା ଖରାପ…

ପୃଥିବୀ ଉପରେ ନଜର ରଖିଛନ୍ତି ଏଲିୟନ !

ନୂଆଦିଲ୍ଲୀ: ସତରେ କଣ ଏଲିୟନ ଅଛନ୍ତି ? ଯଦି ଅଛନ୍ତି ତେବେ କେଉଁ ଗ୍ରହରେ ଅଛନ୍ତି ? ସତରେ ସେ ଆମ ପୃଥିବୀକୁ ଆସିଛନ୍ତି ? ଏଭଳି ବିଭିନ୍ନ ପ୍ରଶ୍ନ ଆମ ସମସ୍ତଙ୍କ ମନରେ ନିଶ୍ଚିତ ଉଙ୍କି ମାରୁଥିବ ଏବଂ ଏଲିୟନ ସମ୍ପର୍କରେ ଜାଣିବାକୁ ଅଧିକ ଆଗ୍ରହ ଲାଗୁଥିବ। ବର୍ତ୍ତମାନ ଏଲିୟନ ଉପରେ ଅନେକ…

ଠିକା ନିଯୁକ୍ତି ହଟିଲା ପରେ ପୁଣି ୨୦ ହଜାର ଶିକ୍ଷକଙ୍କୁ ଠିକା ନିଯୁକ୍ତି କାହିଁକି ? ସରକାରଙ୍କୁ ବିଜେପିର ପ୍ରଶ୍ନ

ଭୁବନେଶ୍ୱର: ୨୦ହଜାର ଶିକ୍ଷକ ପଦବୀରେ ଠିକା ନିଯୁକ୍ତି କରିବା ପାଇଁ ନେଇଥିବା ନିଷ୍ପତି ବେଆଇନ ଓ ଅଗଣତାନ୍ତ୍ରିକ । ମୁଖ୍ୟମନ୍ତ୍ରୀଙ୍କ ନିୟମିତ ନିଯୁକ୍ତି ପ୍ରତିଶ୍ରୁତି କୁଆଡେ ଗଲା ?  କାନ୍ଥ, ବାଡକୁ ସବୁଜ ରଙ୍ଗ କରିବାରେ ୩,୪୧୦କୋଟି ଖର୍ଚ୍ଚ କରିବା ପାଇଁ ଯଦି ସରକାରଙ୍କ ପାଖରେ ଟଙ୍କା ଅଛି…

ଦିଲ୍ଲୀ ଦୀପାବଳିରେ ଏଥର ବି ଫୁଟିବନି ବାଣ : ଗଢିବା ଓ ବିକିବା ଉପରେ ଲାଗିବ କଟକଣା

ନୂଆଦିଲ୍ଳୀ: ଏଥର ବି ଦିୱାଲୀରେ ଦିଲ୍ଲୀରେ ଫୁଟିବନି ବାଣ । କଟକଣା ଲଗାଇଲେ ଆପ ସରକାର । ଦିଲ୍ଲୀ ଆମ ଆଦମୀ ପାର୍ଟି ସରକାର ପୁଣି ଥରେ ଦିୱାଲି ପର୍ବ ଉପରେ କଟକଣା ଲଗାଇଛନ୍ତି । ଦୀୱାଲିରେ ବାଣ ଫୁଟିବା ଉପରେ କଟକଣା ଜାରି କରାଯିବ ବୋଲି କହିଛନ୍ତି । ତେବେ ଏଥର ଖାଲି ବାଣ ଫୁଟିବା ଉପରେ…

ନୀତିଶ ଭାରି ଚତୁର, ତାଙ୍କର ରାଜନୀତି କରିବାର ନିଜସ୍ୱ ରଣନୀତି ଅଛି: ପ୍ରଶାନ୍ତ କିଶୋର

ପାଟନା: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଆଜିକାଲି ବିହାରରେ ଜନସୁରାଜ ଯାତ୍ରା କରୁଛନ୍ତି। ସେ ଗାଁ ଗାଁ ବୁଲି ଲୋକଙ୍କୁ ଭେଟୁଛନ୍ତି। ଅନୁମାନ କରାଯାଉଛି ଯେ ସେ ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ନିଜ ଦଳ ଆରମ୍ଭ କରିବେ ଏବଂ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ। ଅନ୍ୟପଟେ…

ସନାତନ ଧର୍ମ ପରେ ବିଜେପିକୁ ଟାର୍ଗେଟ କଲେ ଉଦୟନିଧି: ଦଳକୁ କହିଲେ ‘ବିଷଧର ସାପ’

ନୂଆଦିଲ୍ଲୀ:ତାମିଲନାଡୁ କ୍ରୀଡା ମନ୍ତ୍ରୀ ତଥା ଏଡିଏମକେ ନେତା ଉଦୟନିଧି ଷ୍ଟାଲିନ ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି । ସନାତନ ଧର୍ମ ପରେ ଏବେ ବିଜେପିକୁ କରିଛନ୍ତି ଟାର୍ଗେଟ କଲେ ଉଦୟନିଧି । ବିଜେପିକୁ  ବିଷଧର ସାପ ସହ ତୁଳନା କରି ଉଦୟନାଥ କହିଛନ୍ତି, ଦଳକୁ ତାମିଲନାଡୁରୁ ବାହାର କରିବା…

ପକ୍କା ଘର ସାତ ସପନ, ଆବାସ ଯୋଜନାରୁ ବଞ୍ଚିତ ଦିବ୍ୟାଙ୍ଗ ଗଗନ

ଯାଜପୁର: ସରକାର ଯୋଜନା ପରେ ଯୋଜନା କରି ଚାଲିଛନ୍ତି । ଦିବ୍ୟାଙ୍ଗମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଅଗ୍ରାଧିକାର ଦେବାସହ ଯୋଜନା ଗୁଡ଼ିକ ପାଇଁ ସଂରକ୍ଷଣ ବ୍ୟବସ୍ଥା ମଧ୍ୟ କରାଯାଇଛି। କିନ୍ତୁ ଯୋଜନା ଅନେକ ସ୍ଥାନରେ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରୁ ନାହିଁ । ଆବାସ ଯୋଜନା ରେ…