Latest Odisha News

BREAKING NEWS

Browsing Category

ଫିଚର

ଜେଟ ଏୟାରଓ୍ବେଜର ପ୍ରତିଷ୍ଠାତା ନରେଶ ଗୋୟଲ ମନି ଲଣ୍ଡରିଂ ମାମଲାରେ ଗିରଫ

ନୂଆଦିଲ୍ଲୀ: ୫୩୯ କୋଟି ଟଙ୍କାର କାନାରା ବ୍ୟାଙ୍କ ଋଣ ଠକେଇ ମାମଲାରେ ଜେଟ୍ ଏୟାରଓ୍ବେଜର ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଶୁକ୍ରବାର ରାତିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। କାନାରା ବ୍ୟାଙ୍କର ଅଭିଯୋଗ ଆଧାରରେ ସିବିଆଇ ମାମଲା ରୁଜୁ କରିବା ପରେ ମେ' ୨୦୨୩ରୁ ଇଡି ଏହି…

କେନ୍ଦ୍ରର ବିଭିନ୍ନ ମନ୍ତ୍ରଣାଳୟର ଥିବା ବିଭାଗରେ ଆଇଏଏସଙ୍କ ଅଦଳବଦଳ

ନୂଆଦିଲ୍ଲୀ: ସରକାର ବିଳମ୍ବିତ ରାତିରେ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି, ଟେଲିକମ୍, ଖଣି, ସଂଖ୍ୟାଲଘୁ ବ୍ୟାପାର ଏବଂ ବେସାମରିକ ବିମାନ ଚଳାଚଳ ବିଭାଗର ନୂଆ ସଚିବଙ୍କ ସମେତ ୧୫ ଜଣ ସଚିବସ୍ତରୀୟ ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ଯେଉଁଥିରେ କିଛି କେନ୍ଦ୍ରୀୟ ଡେପୁଟେସନକୁ ଫେରିଥିବା ବେଳେ ଆଉ…

ରାଉରକେଲାରେ ଜୁଆ ଆଡ୍ଡାରେ ଚଢ଼ାଉ, ନଗଦ ଟଙ୍କା ସହ ଆଠ ଜଣ ଗିରଫ

ରାଉରକେଲା: ରାଉରକେଲାରେ ଏକ ବଡ଼ ଜୁଆ ଆଡ୍ଡା ଠାବ। ଆଠ ଜଣଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର ଟଙ୍କା ଜବତ କରିଛି ପୋଲିସ। ଇସ୍ପାତ ସହରର ଏକ ଜୁଆ ଆଡ୍ଡାରେ ଚାଲିଥିବା ବେଆଇନ କାମ ସମ୍ପର୍କରେ ସୂଚନା ପାଇ ରଘୁନାଥପଲ୍ଲୀ ଥାନା ଅଧିନରେ ଥିବା ଏହି ସ୍ଥାନରେ ପୁଲିସ ଚଢ଼ଉ କରିଥିଲା ବୋଲି…

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ପଡ଼ିଗଲେ ଆରଆଇ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ଅଞ୍ଚଳରେ ଏକ ପ୍ଲଟ ଡିମାର୍କେସନ୍ କରିବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଜଣେ ରାଜସ୍ୱ ନିରୀକ୍ଷକ (ଆରଆଇ)। ଅଭିଯୁକ୍ତ ଜଣକ ହେଲେ ମୟୂରଭଞ୍ଜ ଜିଲ୍ଲା…

ଟିଟିଲାଗଡ଼ ସଇଁତଳାରେ କଂଗ୍ରେସ କର୍ମୀ ସମ୍ମିଳନୀରେ ଯୋଗ ଦେଲେ ପିସିସି ସଭାପତି

ଭୁବନେଶ୍ୱର: ଆଜି ସଇଁତଳା ବ୍ଲକସ୍ଥିତ କଂଗ୍ରେସ ଭବନ ଠାରେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସକ୍ରୀୟ କଂଗ୍ରେସ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବ୍ଲକ କଂଗ୍ରେସ କମିଟି ସଭାପତି ଗୁଣସାଗର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମୀ ସମ୍ମୀଳନୀରେ ପ୍ରଦେଶ କଂଗ୍ରେସ କମିଟି ସଭାପତି…

ନିବିଡ଼ ଚୁମ୍ବନ ନେଲା ପ୍ରେମିକଙ୍କ ଶ୍ରବଣ ଶକ୍ତି

ଚୀନ୍‌: କୁହାଯାଏ ପ୍ରେମ ହେଉଛି ଅନ୍ଧ । ଯିଏ ପ୍ରେମରେ ପଡ଼େ ତାକୁ ସାମ୍ନାରେ ମଧ୍ୟ କୌଣସି ଜିନିଷ ଦେଖାଯାଏ ନାହିଁ । ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବୁ, ଯାହା ଆପଣଙ୍କୁ ଚିନ୍ତାରେ ପକାଇଦେବ । ଚୀନରେ ଜଣେ ଯୁବକ ତାଙ୍କ ଗାର୍ଲଫ୍ରେଣ୍ଡକୁ ଦୀର୍ଘ ସମୟ ଧରି ନବିଡ଼ ଚୁମ୍ବନ ଦେବାରୁ ସେ…

ଭୋଜପୁରୀ ଅଭିନେତ୍ରୀଙ୍କୁ ବିବାହର ପ୍ରତିଶୃତି ଦେଇ ଦୁଷ୍କର୍ମ କଲେ ଅଭିନେତା

ନୂଆଦିଲ୍ଲୀ: ବିବାହ କଥା ଦେଇ ଭୋଜପୁରୀ ଅଭିନେତ୍ରୀଙ୍କ ସହ ଦୁଷ୍କର୍ମ କଲେ ଅଭିନେତା। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଭୋଜପୁରୀ ଇଣ୍ଡଷ୍ଟ୍ରୀର ଅଭିନେତ୍ରୀ ପ୍ରିୟାନ୍ସୁ ସିଂ। ସେ ତାଙ୍କ ସହ-କଳାକାର ତଥା ଘନିଷ୍ଠ ବନ୍ଧୁ ପୁନୀତ ସିଂଙ୍କ…

ହଜାର ଫୁଟ ଲମ୍ବା ରାକ୍ଷୀ ତିଆରି କରି ରେକର୍ଡ଼ କଲେ ସାମାଜିକ କର୍ମୀ

ମଧ୍ୟପ୍ରଦେଶ: ବର୍ତ୍ତମାନ ପ୍ରଚାର ସର୍ବସ୍ୱ ଯୁଗରେ ସମସ୍ତେ ନିଜକୁ ଓ ନିଜର କାରିଗରିକୁ ପ୍ରଚାର କରିବାକୁ ପସନ୍ଦ କରିଥାନ୍ତି । ଭିନ୍ନ ଭିନ୍ନ କ୍ଷେତ୍ରରେ ଏଭଳି ଘଟଣା ଦେଖିବାକୁ ମିଳିଥାଏ । ନିକଟରେ ପାଳିତ ହୋଇଥିବା ରକ୍ଷା ବନ୍ଧନ ଉତ୍ସବରେ ପ୍ରାୟ ୧୦୦୦ ଫୁଟ୍ ଲମ୍ବା ରାକ୍ଷୀ ତିଆରି କରି…

ଲାଲା ଅଶୋକ କୁମାର ରାୟଙ୍କ ବିୟୋଗରେ ରାଜ୍ୟ ବିଜେପି ସଭାପତିଙ୍କ ଶୋକ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ଭୁବନେଶ୍ୱର ମହାନଗର ନିଗମର ପୂର୍ବତନ କର୍ପୋରେଟର ଲାଲା ଅଶୋକ କୁମାର ରାୟ( ଗାମା ଭାଇ)ଙ୍କ ଆଜି ସକାଳେ ୟୁନିଟ୍‌-୩ସ୍ଥିତ ବାସଭବନରେ ଦେହାନ୍ତ ଘଟିଛି। ଗାମା ଭାଇଙ୍କ ଅକାଳ ବିୟୋଗରେ ରାଜ୍ୟ ସଭାପତି ମନମୋହନ ସାମଲ, ବିରୋଧୀ…

ଏଫଟିଆଇଆଇର ସଭାପତି ହେଲେ ମାଧବନ

ନୂଆଦିଲ୍ଲୀ: ପ୍ରତିଷ୍ଠିତ ଅଭିନେତା ଆର.ମାଧବନଙ୍କୁ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ(ଏଫଟିଆଇଆଇ)ର ସଭାପତି ଏବଂ ଗଭର୍ଣ୍ଣିଂ କାଉନ୍ସିଲର ଚେୟାରମ୍ୟାନ ଭାବେ ନିଯୁକ୍ତ ହୋଇଛନ୍ତି । ତାଙ୍କ ଅଭିନୀତ ରକେଟ୍ରି: ଦି ନାମ୍ବି ଇଫେକ୍ଟ ଫିଲ୍ମ ନିକଟରେ ଜାତୀୟ ପୁରଷ୍କାର ପାଇଛି ।…