Latest Odisha News

BREAKING NEWS

Browsing Category

ଫିଚର

ଆମାଜନ ମ୍ୟାନେଜର ମର୍ଡର ପଛରେ ‘ମାୟା ଗ୍ୟାଙ୍ଗ’: ୧୮ ବର୍ଷର କିଶୋର ଚଳାଉଛି ସାମ୍ରାଜ୍ୟ

ନୂଆଦିଲ୍ଲୀ: ମଧ୍ୟ ରାତ୍ରରେ ଆମାଜନ ମ୍ୟାନେଜର ହରପ୍ରୀତ ଗିଲଙ୍କୁ  ହତ୍ୟା  କରିଥିବା ବ୍ୟକ୍ତି ଜଣେ ୧୮ ବର୍ଷର କିଶୋର । ବିଶ୍ୱାସ ନହେଲେ ବି କଥାଟା ସତ  । ଖାଲି ସେତିକି ନୁହେଁ, ତାଙ୍କ ବିରୋଧରେ ୪ଟି ହତ୍ୟା ମାମଲା ରହିଛି । ତାଙ୍କ ଅଧିନରେ ଡଜନରୁ ଅଧିକ ଗ୍ୟାଙ୍ଗ ମେମ୍ବର କାମ କରୁଛନ୍ତି…

ପୁରୀରୁ ୧୭ ଗ୍ରାମ ବ୍ରାଉନ ସୁଗାର ଜବତ, ୪ ବେପାରୀ ଗିରଫ

ପୁରୀ: କୁମ୍ଭାରପଡା ପୋଲିସକୁ ବଡ଼ ସଫଳତା। କୁମ୍ଭାରପଡା ଥାନା ଓ ତାଳବଣିଆ ଥାନା ଦ୍ୱାରା ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବ୍ରାଉ ସୁଗାର ଜବତ କରାଯାଇଛି। ଏହି ଘଟଣାରେ ୪ ଜଣ ବେପାରୀଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତଙ୍କଠାରୁ ୧୭ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। ଜବତ…

ଫୁକୁଶିମାର ମାଛ ଖାଇଲେ ଜାପାନ ପ୍ରଧାନମନ୍ତ୍ରୀ

ଟୋକିଓ: ଜାପାନ ଫୁକୁଶିମାର ନ୍ୟୁକ୍ଲିୟର ପାୱାର ପ୍ଲାଂଟର ୧୨ ବର୍ଷ ଧରି ଜମି ରହିଥିବା ରେଡିଓ ଆକ୍ଟିଭ ପାଣି ଏବେ ଧିରେ ଧିରେ ପ୍ରଶାନ୍ତ ମହାସାଗରକୁ ଛଡା ଯାଉଛି । ଏହା ପରେ ଏହି ଅଂଚଳର ସି ଫୁଡ ନେବା ଉପରେ ଚୀନ, ହଂକଂ ସମେତ ଅନେକ ଦେଶ କଟକଣା ଲଗାଇଛନ୍ତି । ଏହାର ଜବାବ ଦେବାକୁ ଯାଇ ଜାପାନ…

ଆୟୁର୍ବେଦିକ ଡାକ୍ତରଙ୍କ କଲେଜ ବନ୍ଦ ଆନ୍ଦୋଳନ

ପୁରୀ: ଆୟୁଷ ଛାତ୍ରଛାତ୍ରୀଙ୍କ କଲେଜ ବନ୍ଦ ଡାକରା। ଚଳିତ ବର୍ଷ ରାଜ୍ୟରେ ଥିବା ତିନୋଟି ସରକାରୀ ଆୟୁର୍ବେଦିକ କଲେଜରେ ଭିତ୍ତିଭୂମି ଓ ମାନବ ସମ୍ବଳ ଅଭାବ ଯୋଗୁଁ କେନ୍ଦ୍ର ସରକାରଙ୍କ ମିନିଷ୍ଟ୍ରି ଅଫ୍ ଆୟୁଷ ବିଭାଗ ଅନ୍ତର୍ଗତ “ଭାରତୀୟ ଚିକିତ୍ସା ପଦ୍ଧତି ଆୟୋଗ” ରାଜ୍ୟରେ ବିଭିନ୍ନ…

‘ଓଡ଼ିଶାରେ ‘ବ୍ୟବସ୍ଥାପିକା’ର କୌଣସି ଭୂମିକା ନାହିଁ, କାର୍ଯ୍ୟନିର୍ବାହୀ ସର୍ବେସର୍ବା’

ଭୁବନେଶ୍ୱର:  ରାଜ୍ୟରେ ଓଲଟା ଗଣତନ୍ତ୍ର ଚାଲିଛି  । ଏଠାରେ  ‘ବ୍ୟବସ୍ଥାପିକା’ର କୌଣସି ଭୂମିକା ନାହିଁ । କାର୍ଯ୍ୟନିର୍ବାହୀ ସର୍ବେସର୍ବା ।  ୨୩ବର୍ଷ ଶାସନରେ ମୁଖ୍ୟମନ୍ତ୍ରୀ ଗୋଟିଏ ଦିନବି ଅଭିଯୋଗ ପ୍ରକୋଷ୍ଠରେ ବସି ଓଡ଼ିଆ ଲୋକଙ୍କଠାରୁ ଦରଖାସ୍ତ କାଗଜ ନେବାର ନଜିର ନାହିଁ ।   ଅଭିଯୋଗ…

ଜୋହନ୍ସବର୍ଗର ଏକ ଆବାସିକ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ ,୬୪ ଜଣ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଜୋହନ୍ସବର୍ଗରେ ଭୟାବହ ଅଗ୍ନିକାଣ୍ଡ । ୫ ମହଲା ବିଶିଷ୍ଟ ଗୋଟିଏ ଆବାସିକ କୋଠାରେ ଭୀଷଣ ଅଗ୍ନିକାଣ୍ଡ ଘଟିବା ଯୋଗୁଁ ଏଥିରେ ୬୪ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ଏବଂ ୪୦ରୁ ଅଧିକ ଆହତ ହୋଇଛନ୍ତି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ…

ଏଣିକି ଏକ୍ସରେ କରିପାରିବେ ଅଡିଓ ଓ ଭିଡିଓ କଲ; ସୂଚନା ଦେଲେ ଏଲନ ମସ୍କ

ଭୁବନେଶ୍ୱର: ହ୍ୱାଟ୍ସ ଅପକୁ ଚାଲେଞ୍ଜ ଦେବେ ଏଲନ ମସ୍କ । ଯେଉଁ ଭିଡିଓ ଓ ଅଡିଓ କଲ ପାଇଁ ହ୍ୱାଟସଅପ ଏକ ଲୋକପ୍ରିୟ ଆପ ହୋଇ ପାରିଛି, ତାକୁ ମାତ ଦେବ ଏକ୍ସ । ଏଣିକି ଏକ୍ସ ବା ଟୁଇଟରରେ ଅଡିଓ ଓ ଭିଡିଓ କଲ କରାଯାଇ ପାରିବ ବୋଲି କହିଛନ୍ତି ଏଲନ ମସ୍କ ।  ମସ୍କ ଏକ୍ସରେ ଟୁଇଟ କରି ଏହି ସୂଚନା…

ବିଜେପିକୁ ଝଟକା, ଦଳରୁ ଇସ୍ତଫା ଦେଲେ କୋଲାରସ ବିଧାୟକ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ମଧ୍ୟପ୍ରଦେଶ ରାଜନୀତି ସରଗରମ ରହିଛି। ଏହାରି ଭିତରେ ରାଜ୍ୟ ବିଜେପିକୁ ଲାଗିଛି ଶକ୍ତ ଝଟକା। ବିଜେପି ଉପରେ ଅସନ୍ତୁଷ୍ଟ ଥିବା କୋଲାରସ ବିଧାୟକ ବିରେନ୍ଦ୍ର ରଘୁବଂଶୀ ଶେଷରେ ଦଳର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି।…

ରିଲିଜ୍ ହେଲା ‘ଯବାନ’ର ଟ୍ରେଲର, ଭିନ୍ନ ଅନ୍ଦାଜରେ ନଜର ଆସିଲେ କିଙ୍ଗ୍ ଖାନ୍

ମୁମ୍ବାଇ: ଶାହାରୁଖ୍ ଖାନଙ୍କ ଅଭିନୀତ ଫିଲ୍ମ ‘ଯବାନ’ପାଇଁ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି କିଙ୍ଗ୍ ଖାନ୍ । ଏସବୁ ଭିତରେ ଆଜି ରିଲିଜ୍ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ ‘ଯବାନ’ର ଟ୍ରେଲର । ଟ୍ରେଲର ଦେଖିବା ପରେ ଫ୍ୟାନ୍ସମାନେ ଚାତକ ପରି ଫିଲ୍ମକୁ ଚାହିଁ ରହିଛନ୍ତି। ତେବେ ଆସନ୍ତା ୭ ତାରିଖରେ…

ସଂସଦର ବିଶେଷ ଅଧିବେଶନ ଡାକିଲେ ମୋଦି ସରକାର

ନୂଆଦିଲ୍ଲୀ: ସାଂସଦର ବିଶେଷ ଅଧିବେଶନ ଡାକିଲେ ମୋଦି ସରକାର । ସେପ୍ଟମ୍ବର ୧୮ରୁ ୨୨ ଯାଏ ହେବ ଏହି ବିଶେଷ ଅଧିବେଶନ । ଏ ନେଇ ଟୁଇଟ କରି ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । କୁହାଯାଉଛି, ଏହି ଅଧିବେଶନରେ ୫ଟି ବୈଠକ ହେବ । ୧୭ତମ ଲୋକସଭାର ଏହା…