Latest Odisha News

BREAKING NEWS

Browsing Category

ଫିଚର

ସର୍ଜରୀ ଦ୍ୱାରା ଲିଙ୍ଗ ପରିବର୍ତ୍ତନ କରିବା ସାମ୍ବିଧାନିକ ଅଧିକାର: ହାଇକୋର୍ଟ

ଆହ୍ଲାବାଦ: ଅସ୍ତ୍ରୋପଚାର ମାଧ୍ୟମରେ ଯେକୌଣସି ବ୍ୟକ୍ତିଙ୍କର ଲିଙ୍ଗ ପରିବର୍ତ୍ତନ କରିବାର ସାମ୍ବିଧାନିକ ଅଧିକାର ରହିଛି। ଦେଶର ସମସ୍ତ ପରୁଷ ଏବଂ ମହିଳା ଲିଙ୍ଗ ପରିବର୍ତ୍ତନ କରିବାର ଅଧିକାର ରଖିଛନ୍ତି। ଉତ୍ତର ପ୍ରଦେଶର ଡିଜିପିଙ୍କୁ ଜଣେ ମହିଳା ପୋଲିସ କନଷ୍ଟେବଳ ନିଜର ଲିଙ୍ଗ ପରିବର୍ତ୍ତନ…

ବ୍ରିକ୍ସ ସମ୍ମିଳନୀରେ ଜିନପିଙ୍ଗଙ୍କୁ କ’ଣ କହିଲେ ମୋଦି ? ଦିଲ୍ଲୀ ଆସିବେ କି ଚୀନ ରାଷ୍ଟ୍ରପତି ?

ଜୋହନ୍ସବର୍ଗ: ଲଦାଖରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଦକ୍ଷିଣ ଆଫ୍ରିକା ବ୍ରିକ୍ସ ସମ୍ମିଳନୀରେ ମୁହାଁମୁହିଁ ହୋଇଛନ୍ତି ମୋଦି ଏବଂ ଜିନପିଙ୍ଗ । ଏହି ସମ୍ମିଳନୀରେ ଉଭୟଙ୍କ ମଧ୍ୟରେ ଅନୌପଚାରିକ ଆଲୋଚନା ହୋଇଥିଲା । ଏହାର ଏକ ଭିଡିଓ ସାମ୍ନାକୁ ଆସିଛି । ଦୁଇ ନେତା ପ୍ରେସକୁ ନିଜର ବୟାନ…

ପୁରୀରେ ଏନକାଉଣ୍ଟର: ପୁଲିସ ଗୁଳିରେ ଅପରାଧୀ ପିନୁ ବରାଳ ଆହତ

ପୁରୀ:  ପୁରୀରେ ଏନ୍‌କାଉଣ୍ଟର  ।  ପୁଲିସ ଗୁଳିରେ ଅପରାଧୀ ପିନୁ  ଓରଫ ପିନାକୀ ବରାଳ ଆହତ । ପିନୁର ବାମ ଗୋଡ଼ରେ  ଗୁଳି ବାଜିଥିବା ଜଣାଯାଇଛି । ତାକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ଦୁର୍ଦ୍ଦାନ୍ତ ପିନୁ ନାଁରେ ବିଭିନ୍ନ ଥାନାରେ ରହିଛି ୧୧ଟି ମାମଲା । ପିନୁଠାରୁ…

ରାଜ୍ୟର ଏକାଧିକ ସ୍ଥାନରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୩ ଦିନ ଯାଏଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ବୁଧବାର ଅପରାହ୍ନରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ଦେଖା ଯାଇଛି। ଗତକାଲିର ବର୍ଷା ସବୁ ଜିଲ୍ଲାକୁ ବେହାଲ କରିଛି। ଭାରତ ପାଣିପାଗ ବିଭାଗ (ଆଇଏମଡି) ଆଗାମୀ ୧୨ ଘଣ୍ଟା ମଧ୍ୟରେ ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା,…

ବ୍ରିକ୍ସରେ ସାମିଲ ହେଲା ଆଉ ୬ଟି ଦେଶ, ନିଷ୍ପତ୍ତିକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଜୋହାନ୍ସବର୍ଗ: ୧୫ ତମ ବ୍ରିକ୍ସ ସମ୍ମିଳନୀରେ ବଡ଼ ଘୋଷଣା। ବ୍ରିକ୍ସ ଦେଶ ସମୂହ ଆହୁରୀ ୬ଟି ଦେଶକୁ ଏଥିରେ ସାମିଲ ହେବାକୁ ଆମନ୍ତ୍ରିତ କରିଛି। ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ବ୍ରିକ୍ସ ଦେଶ ସମୂହର ତିନି ଦିବସୀୟ ସମ୍ମିଳନୀ ଆୟୋଜିତ ହୋଇଛି। ଏହି ସମ୍ମିଳନୀରେ ଦକ୍ଷିଣ ଆଫ୍ରିକା…

ଚନ୍ଦ୍ରରେ ପ୍ରଜ୍ଞାନ ଛାଡିଗଲା ଜାତୀୟ ପ୍ରତୀକ ଆଉ ଇସ୍ରୋର ଚିହ୍ନ

ନୂଆଦିଲ୍ଲୀ:ଚନ୍ଦ୍ରରେ ଇତିହାସ ରଚିଲା ଭାରତ । ପ୍ରଥମ ଥର ପାଇଁ ଚନ୍ଦ୍ରର ଦକ୍ଷିଣ ମେରୁରେ ପାଦ ରଖିଲା ଚନ୍ଦ୍ରଯାତ୍ର -୩ । ଚନ୍ଦ୍ରଯାନର ସେ ପ୍ରଥମ ପାଦ ଚିହ୍ନ ସବୁଦିନ ପାଇଁ କହିବ ଭାରତୀୟ ବୈଜ୍ଞାନିକଙ୍କ ଚମତ୍କାର ଜ୍ଞାନ କୌଶଳର କାହାଣୀ । ବୁଧବାର ସଫଳତାର ସହ ସପ୍ଟ ଲାଣ୍ଡିଂ କରିଛି…

ସେପ୍ଟେମ୍ବର ସୁଦ୍ଧା ଶସ୍ତା ହେବ ପନିପରିବା: ଆରବିଆଇ ଗଭର୍ଣ୍ଣର

ନୂଆଦିଲ୍ଲୀ: ମୁଦ୍ରାସ୍ଫୀତି ବୃଦ୍ଧି ଯୋଗୁଁ ଭାରତର ସାଧାରଣ ଜନତା ଚିନ୍ତିତ ଅଛନ୍ତି। ଗତ ଦୁଇ ମାସ ମଧ୍ୟରେ ଦେଶରେ ଟମାଟୋ, ପିଆଜ ସମେତ ଅନେକ ପନିପରିବା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠେ ଯେ କେବେ ପନିପରିବା ମୁଦ୍ରାସ୍ଫୀତିରୁ ମୁକ୍ତି ମିଳିବ। ଏହି ପ୍ରଶ୍ନର…

ହାଡଭଙ୍ଗା ଖଟଣି ପରେ ମିଳିଲାନି ଅର୍ଥ କି ଆହାର; ୩୦୦ କିମି ଚାଲି ଚାଲି ଘରକୁ ଫେରୁଛନ୍ତି ଦାଦନ

ଜୟପୁର: ପେଟର ଭୋକ ଆଉ ପରିବାରର ବୋଝକୁ ମୁଣ୍ଡାଇ ଆଶାର ଅମୃତ୍ତ ସାଉଁଟି ଆଣିବା ପାଇଁ ଧାଇଁଯାଇଥିଲେ ରାଜ୍ୟ ବାହାରକୁ । ପରିସ୍ଥିତିର ଦାସତ୍ୱକୁ ସ୍ୱୀକାର କରି ଦାମୋଦର ଖିଲ ଯାଇଥିଲେ ଦାଦନ ଖଟିବା ପାଇଁ । ଦାଦନ ଖଟିବାକୁ ଯାଇ ସେଠାରେ ସେ ଅନେକ ନିର୍ଯାତନା ସହି କାମ କରୁଥିଲେ ।…

ଦେଶର ପ୍ରଥମ ମହାକାଶଚାରୀ କିଏ, ରାକେଶ ରୋଶନ୍ ନା ରାକେଶ ଶର୍ମା ? ଦ୍ୱନ୍ଦରେ ମମତା ଦିଦି

କୋଲକତା: ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଅବତରଣ କରିବା ପରେ ଚାରିଆଡ଼େ ଉତ୍ସୋବର ମାହୋଲ। ଭାରତର ତୃତୀୟ ମୁନ୍‌ ମିଶନ୍‌ ଚନ୍ଦ୍ରର ସାଉଥ୍‌ ପୋଲ୍‌ରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ସଫଳ ହେବା ସହ ୧୪୦ କୋଟି ଭାରତୀୟଙ୍କ ହୃଦୟରେ ଖୁସିର ଲହରୀ ଖେଳିଯାଇଛି। ବିଭିନ୍ନ ମହଲରୁ ଭାରତ ଓ…