Latest Odisha News

BREAKING NEWS

Browsing Category

ଫିଚର

ସିଙ୍ଗାପୁର ଉପରେ ଲାଗିଥିବା ଚାଉଳ ରପ୍ତାନି ପ୍ରତିବନ୍ଧକକୁ କୋହଳ କଲା ଭାରତ

ନୂଆଦିଲ୍ଲୀ: ସିଙ୍ଗାପୁର ଓ ଭାରତ ମଧ୍ୟରେ ଥିଵା ଦ୍ଵିପାକ୍ଷିକ ସମ୍ପର୍କକୁ ଦୃଷ୍ଟିରେ ରଖି ଭାରତ ଚାଉଳ ରପ୍ତାନୀ ଉପରେ ଲଗାଇଥିଵା ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି। ନିଅଣ୍ଟିଆ ବର୍ଷା, ଫସଲ ହାନି, ସ୍ଵଳ୍ପ ଅମଳ ଆଦିକୁ ଧ୍ୟାନରେ ରଖି ଚାଉଳ ରପ୍ତାନୀ ଉପରେ ଜୁଲାଇ ୨୦ ତାରିଖରୁ କଟକଣା ଲାଗିଥିଲା।…

ଦେଶରେ ପ୍ରଥମ ଥର ପାଇଁ ପେଟ୍ରୋଲ-ଡିଜେଲ ନୁହେଁ ଇଥାନଲରେ ଚାଲିବ କାର୍

ନୂଆଦିଲ୍ଲୀ: କେନ୍ଦ୍ର ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଦେଶର ପ୍ରଥମ ଇଥାନଲ କାର ଲଞ୍ଚ କରିଛନ୍ତି ଯାହା ୧୦୦% ଇଥାନଲରେ ଚାଲିବା ପାଇଁ ସକ୍ଷମ। ଗଡକରୀ ଟୟୋଟା ଇନୋଭାର ଫ୍ଲେକ୍ସ ଇନ୍ଧନ ମଡେଲ ଲଞ୍ଚ କରିଛନ୍ତି। ଇଥାନଲ ବିଷୟରେ ସବୁଠୁ ବଡ଼ କଥା ହେଉଛି ଏହା ତେଲ କୂଅରୁ ନୁହେଁ ବରଂ…

ଅରୁଣାଞ୍ଚଳ ପ୍ରଦେଶକୁ ନେଇ ପୁଣିଥରେ ଭାରତ ଓ ଚୀନ୍ ମଧ୍ୟରେ ସୀମା ନିର୍ଦ୍ଧାରଣ ବିବାଦ

ନୂଆଦିଲ୍ଲୀ: ପୁଣି ଥରେ ଚୀନର ବଦମାସୀ ସାମ୍ନାକୁ ଆସିଛି । ଭାରତର ଭୌତିକ ସମ୍ପତି ଉପରେ ଚୀନ୍ ସବୁବେଳେ ତାର ଚୋରାଦୃଷ୍ଟି ରଖିଛି । ଭାରତର ଭୁସମ୍ପତିକୁ ହଡ଼ପ କରିବା ପାଇଁ ସଡ଼ଯନ୍ତ୍ର କରିବା ଚୀନର ଏକ ପୁରୁଣା ଅଭ୍ୟାସ । ବର୍ତ୍ତମାନ ଗୋଟେ ପଟେ ଭାରତରେ ଜି-୨୦ ପାଇଁ ଭବ୍ୟ ପ୍ରସ୍ତୁତି…

ଅରବିନ୍ଦ କେଜ୍‌ରିୱାଲ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ଉଚିତ୍‌: ଆପ୍

ନୂଆଦିଲ୍ଲୀ: ମୁମ୍ବାଇରେ ଇଣ୍ଡିଆ ମେଣ୍ଟର ମିଳିତ ବୈଠକ ପୂର୍ବରୁ ଆମ୍ ଆଦମୀ ପାର୍ଟି (ଆପ୍) ର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦାବି କରାଯାଇଛି। ଆପର ଜାତୀୟ ମୁଖପାତ୍ର ପ୍ରିୟଙ୍କା କକ୍କର କହିଛନ୍ତି ଯେ ଅରବିନ୍ଦ…

୬୪ ବର୍ଷୀୟା ମହିଳାଙ୍କ ମସ୍ତିଷ୍କରୁ ମିଳିଲା ସାପ ଦେହରେ ଥିବା ପରଜୀବୀ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ଏ ଭଳି ଏକ ଘଟଣା ସମ୍ମୁଖକୁ ଆସିଛି ଯେ, ଯାହା ଡାକ୍ତରମାନଙ୍କୁ ଚିନ୍ତାରେ ପକାଇ ଦେଇଛି । ଜଣେ ୬୪ ବର୍ଷୀୟ ମହିଳାଙ୍କ ମସ୍ତିଷ୍କରୁ ସାପ ଦେହରେ ବଢ଼ୁଥିବା ପରଜୀବୀ ମିଳିଛି । ମହିଳାଜଣଙ୍କ ଦୀର୍ଘଦିନ ହେବ ଜଣେ ଡାକ୍ତରଙ୍କ ପାଖେ ଚିକିତ୍ସିତ ହେଉଥିଲେ । ନିମୋନିଆ,…

ଭାରତ ସହ ମିଶିବେ ବୋଲି ଧମକ ଦେଲେ ଗିଲଗିଟ-ବାଲଟିସ୍ତାନବାସୀ

ନୂଆଦିଲ୍ଲୀ: ପାକିସ୍ତାନର ଗିଲଗିଟ-ବାଲଟିସ୍ତାନରେ ଗୃହଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଏଠାରେ ହଜାର ହଜାର ଲୋକ ରାସ୍ତାକୁ ଆସି ସରକାର ବିରୋଧରେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଗିରଫ ହୋଇଥିବା ସେମାନଙ୍କ ନେତାମାନଙ୍କୁ ତୁରନ୍ତ ଛାଡିବା ପାଇଁ ଦାବୀ କରିଛନ୍ତି । ଏପରିକି ଯଦି ଏହା…

ବଲିଉଡ କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ

ଭୁବନେଶ୍ୱର:  କଣ୍ଠଶିଳ୍ପୀ ସୌରୀନ୍ ଭଟ୍ଟଙ୍କ ବଢିଲା ଅଡୁଆ । ସୌରିନଙ୍କ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ । ଅନ୍ତରୀଣ ସୁରକ୍ଷା ଅବଧି ଶେଷହେବା ପରେ ସେ ହାଇକୋର୍ଟରେ ପୁଣି ଜାମିନ୍ ଆବେଦନ କରିଥିଲେ । ହେଲେ ଆଗୁଆ ଜାମିନ୍ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ । ପୋଲିସ କୋର୍ଟରେ ଦାଖଲ…

କିଏ କୀଡନି ତ କିଏ ଦେଲା ଲିଭର: ରକ୍ଷା ବନ୍ଧନରେ ଭଉଣୀ ଦେଲେ ଭାଇକୁ ‘ଜୀବନ’ ଉପହାର

ନୂଆଦିଲ୍ଲୀ: ଭାଇ ପରି କେହି ନାହିଁ । ରାଗୁଥିବ, ମାରୁଥିବ..ହେଲେ ଛାଇ ପରି ଜଗିଥିବ । ଏମିତି ଭାଇ-ଭଉଣୀଙ୍କ ସମ୍ପର୍କ । ଏ ସମ୍ପର୍କ ଦେବାନେବାର ନୁହେଁ । ଏ ସମ୍ପର୍କ ଭାବର…ଭଲ ପାଇବାର । ଏ ସମ୍ପର୍କ ଆବେଗର..ଆଶ୍ୱାସନାର । ଆଜି ପବିତ୍ର ରକ୍ଷା ବନ୍ଧନ । ଭାଇ ହାତରେ ରାଖି ବାନ୍ଧିବ ଭଉଣୀ ।…

ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଭୟାବହ ଦୁର୍ଘଟଣା: ଚାଲିଗଲା ୭ ଜୀବନ

ପାଟଣା: ଭୟଙ୍କର ସଡକ ଦୁର୍ଘଟଣା । ଛିଡା ହୋଇଥିବା କଣ୍ଟେନରକୁ ପଛପଟୁ ପିଟିଲା ସ୍କର୍ପିଓ । ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ । ଅନ୍ୟ ୫ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଏମିତି ଛାତିଥରା ଦୁର୍ଘଟଣା ଘଟିଛି ବିହାରର ରୋହତାସ ଜିଲ୍ଲାରେ  । ଏନଏଚ ୨ର ପଖନାରୀ ନକଟରେ ଏହି…

ଆଜିଠୁ ରାଜଧାନୀ ଏକ୍ସପ୍ରେସ୍‌ରେ ଲାଗିବ ତେଜସ୍ କୋଚ

ଭୁବନେଶ୍ବର: ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସର ସମସ୍ତ ରେକ ତେଜସ କୋଚ ସହ ଚଳାଚଳ କରିବ ।ବୁଧବାରଠାରୁ ଏହା ଚଳାଚଳ କରିବ । ବୁଧବାର ଓ ରବିବାର ଭୁବନେଶ୍ୱରରୁ ଛାଡୁଥିବା ଏବଂ ସୋମବାର ଓ ଶୁକ୍ରବାର ନୂଆଦିଲ୍ଲୀରୁ ଛାଡୁଥିବା ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ବର…