Latest Odisha News

BREAKING NEWS

Browsing Category

ଫିଚର

ବଜାରକୁ ଆସିଲା କିବୋର୍ଡ଼ ଜ୍ୟାକେଟ୍‌, ଏହାର ମୂଲ୍ୟ ଜାଣିଲେ ହୋସ ଉଡ଼ିଯିବ

ଆପଣ ବିଭିନ୍ନ ପ୍ରକାରର ଜ୍ୟାକେଟ ଦେଖିଥିବେ । ସେ ଦାମୀ ହେଉ ବା ଶସ୍ତା । କିନ୍ତୁ ଆଜିକାଲି ଏକ ଜ୍ୟାକେଟ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ଅଛି । ଏହି ଜ୍ୟାକେଟ୍‌ଟି ଦେଖିବାକୁ ଠିକ୍ କମ୍ପ୍ୟୁଟର କିବୋର୍ଡ୍ ପରି । ଏଥିରେ କିବୋର୍ଡ୍ ପରି ବଟନ୍ ସବୁ ରହିଛି । କିନ୍ତୁ ଏହାର ମୂଲ୍ୟ ଜାଣିଲେ…

ଆମ ପାଖରେ ପ୍ରଧାନମନ୍ତ୍ରୀ ଚେହେରା ଅନେକ, ବିଜେପି ପାଖରେ କେବଳ ଜଣେ: ବିରୋଧୀ

ନୂଆଦିଲ୍ଲୀ: ବିରୋଧୀଙ୍କ ଇଣ୍ଡିଆ (ଇଣ୍ଡିଆନ୍ ନ୍ୟାଶନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ୍ ଆଲାଏନ୍ସ)ର ନେତାମାନେ ବୁଧବାର ଦିନ କହିଛନ୍ତି ଯେ ବିଜେପି ତୁଳନାରେ ପ୍ରଧାନମନ୍ତ୍ରୀ ଚେହେରା ପାଇଁ ସେମାନଙ୍କ ପାଖରେ ଅନେକ ବିକଳ୍ପ ରହିଛି। ଗୁରୁବାରଠାରୁ ଆରମ୍ଭ ହେବାକୁ ଥିବା ଦୁଇ ଦିନିଆ ମୁମ୍ବାଇ…

ଲୋକସଭା: ଅଧୀରଙ୍କ ବିରୋଧରେ ନିଲମ୍ବନ ଆଦେଶ ପ୍ରତ୍ୟାହାର ହେବ !

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ଉପରୁ ଲୋକସଭାରୁ ନିଲମ୍ବନ ପ୍ରତ୍ୟାହାର ହେବ ବୋଲି ଆଶା କରାଯାଉଛି। ଅଧୀରଙ୍କ ନିଲମ୍ବନ ପ୍ରତ୍ୟାହାର ପାଇଁ ସୁପାରିସ କରି ଗୃହର ବିଶେଷାଧିକାର କମିଟି ଏକ ପ୍ରସ୍ତାବ ଗ୍ରହଣ କରିଛି। ଏହି ମାମଲାର ସମାଧାନ ପାଇଁ ଅଧୀର ବୁଧବାର…

୬ ବର୍ଷ ହେବ ପାକିସ୍ତାନଠାରୁ ଦିନିକିଆ କ୍ରିକେଟରେ ଭାରତ ହୋଇନି ପରାଜିତ

ମୁମ୍ବାଇ: ଏସିଆ କପ କ୍ରିକେଟ ଆରମ୍ଭ ହୋଇଯାଇଛି । ଏବେ ଭାରତ-ପାକିସ୍ତାନ ମ୍ୟାଚ ଉପରେ ସମସ୍ତ କ୍ରିକେଟପ୍ରେମୀଙ୍କ ନଜର ରହିଛି । ସେପ୍ଟମ୍ବର ୨ରେ ଉଭୟ ଦେଶ ମଧ୍ୟରେ ହାଇ ଭୋଲଟେଜ ମୁକାବିଲା ହେବ । ୪ ବର୍ଷ ପରେ ଉଭୟ ଦେଶ ସାମ୍ନାସାମ୍ନି ହେବାକୁ ଯାଉଛନ୍ତି । ୨୦୧୯ ବିଶ୍ୱକପରେ ଭାରତ…

ପୁଣି ଚର୍ଚ୍ଚାରେ ରିୟା ଚକ୍ରବର୍ତ୍ତୀ, ବ୍ୟବସାୟୀଙ୍କୁ କରୁଛନ୍ତି ଡେଟ୍ !

ମୁମ୍ବାଇ: ବ୍ୟବସାୟୀଙ୍କ ପ୍ରେମରେ ପଡିଲେ ରିୟା ଚକ୍ରବର୍ତ୍ତୀ।। ରିୟା ଚକ୍ରବର୍ତ୍ତୀଙ୍କ ବଏଫ୍ରେଣ୍ଡ ସୁଶାନ୍ତ ସିଂଙ୍କ ମୃତ୍ୟୁ ପରେ ସେ ସବୁବେଳେ ଚର୍ଚ୍ଚାରେ ରହିଆସିଥିଲେ। ଏହା ପରେ ରିୟା ବଣ୍ଟି ସାଜଦେହଙ୍କ ସହ ରିଲେସନସିପରେ ଥିବା ନେଇ ଚର୍ଚ୍ଚା ହୋଇଥିଲା। ବର୍ତ୍ତମାନ ରିୟା ଅନ୍ୟ ଜଣେ…

କଲେଜ ପରିସରରେ ଝୁଲି ପଡ଼ିଲେ ଯୁକ୍ତ ଦୁଇ ଛାତ୍ର

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଯୁକ୍ତ-୨ ଦ୍ୱିତୀୟ ବର୍ଷର ଜଣେ ଛାତ୍ର କଲେଜ ନିକଟରେ ଥିବା ଏକ ଗଛରେ ଝୁଲି ପଡିଥିବା ଦେଖିବାକୁ ମିଳିଛି। ମୃତକ ହେଲେ ବେତନଟୀ ଥାନା ଅନ୍ତର୍ଗତ କେସିପୁର ଗାଁ ନିକଟସ୍ଥ ରାଗଧା ଗାଁର ହାଡିବନ୍ଧୁ ସିଂଙ୍କ ପୁଅ…

ଏମିତି ବି ଆସେ ମୃତ୍ୟୁ : ହୋଟେଲରେ ଖାଇବାକୁ ବସିଥିଲେ ଟଳିପଡିଲେ

ପୁରୀ: ଏମିତି ବି ମୃତ୍ୟୁ ଆସେ । ହୋଟେଲରେ ଖାଇବା ପାଇଁ ବସିଥିବାବେଳେ ଚାଲିଗଲା ଜୀବନ । ଯାହା ସମସ୍ତଙ୍କୁ  ସ୍ତମ୍ଭିଭୂତ କରିଛି। ଏହା ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ପୁରୀ ବେଳାଭୂମି ରେଣୁକା ଗଳିରେ ଥିବା ଏକ ପେଟପୂଜା ନାମକ ହୋଟେଲରେ ଘଟିଛି ଏଭଳି ଅଭାବନୀୟ ଘଟଣା। ହୋଟେଲକୁ ଖାଇବାକୁ ଆସି…

ଚାଇନାର ମ୍ୟାପ୍‌ ବିବାଦ: ମୋଦୀ ସରକାରଙ୍କୁ ମିଛୁଆ କହିଲେ ରାହୁଲ

ନୂଆଦିଲ୍ଲୀ: ଚାଇନା ଆନୁଷ୍ଠାନିକ ଭାବେ ଏହାର ‘ଷ୍ଟାଣ୍ଡାର୍ଡ ମ୍ୟାପ୍‌’ ୨୦୨୩ ସଂସ୍କରଣ ଜାରି କରିଛି। ଯେଉଁଥିରେ ଚୀନ୍, ଭାରତର ବହୁ ଅଂଶକୁ ନିଜର ବୋଲି ଦେଖାଇଛି। ବିଶେଷ କରି ସେଥିମଧ୍ୟରୁ ମୁଖ୍ୟତ ଅରୁଣାଚଳ ପ୍ରଦେଶ ଏବଂ ଅକ୍ସାଇ ଚୀନ୍ ରହିଛି। ଚୀନର ଏହି ନୂଆ ମାନଚିତ୍ରକୁ ନେଇ କଂଗ୍ରେସ…

ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ, ଗଞ୍ଜାମରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ହେଉଛି ଦୁର୍ବଳ। ନିଅଣ୍ଟିଆ ବର୍ଷା ଚିନ୍ତା ବଢାଉଛି। ଫଳରେ ଚାଷ କାମ ଆରମ୍ଭ ହୋଇପାରୁନି। ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ବର୍ଷା ୦.୭ ମିମି ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷା ୧୦.୨ ମିମି ତୁଳନାରେ ୯୩% କମ୍। ଗଞ୍ଜାମ ଜିଲ୍ଲାରେ ନିଅଣ୍ଟିଆ…

ଆସନ୍ତାକାଲିଠାରୁ ସ୍ୱାଭାବିକ ହେବ ଟ୍ରେନ୍ ସେବା

ଭୁବନେଶ୍ୱର: ଆସନ୍ତାକାଲି (ଅଗଷ୍ଟ ୩୧)ଠାରୁ ଭୁବନେଶ୍ୱରରେ ସ୍ୱାଭାବିକ ହେବ ଟ୍ରେନ୍ ଚଳାଚଳ। ଆଜି ରେଳ ନିରାପତ୍ତା ଆୟୁକ୍ତ ଖୋର୍ଦ୍ଧା ରୋଡ୍-ବାରଙ୍ଗ ତୃତୀୟ ଲାଇନ୍ ପ୍ରକଳ୍ପର ମଞ୍ଚେଶ୍ୱର ଏବଂ ଭୁବନେଶ୍ୱର ମଧ୍ୟରେ ଶେଷ ପର୍ଯ୍ୟାୟ କାର୍ଯ୍ୟର ସାଙ୍କେତିକ ପ୍ରଣାଳୀକୁ ଯାଞ୍ଚ କରିବେ। ପୂର୍ବତଟ…