Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟରେ ଚିହ୍ନଟ ହେବେ ବାଂଲାଦେଶୀ ଅନୁପ୍ରବେଶକାରୀ

ଭୁବନେଶ୍ୱର: ରାଜ୍ୟରେ ବାଂଲାଦେଶୀଙ୍କୁ ଚିହ୍ନଟ ପାଇଁ ନିର୍ଦ୍ଦେଶ । ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସୂଚନା ଅନୁଯାୟୀ, ବିଧାନସଭାରେ ବିଧାୟକ ଭାସ୍କର ମଢ଼େଇଙ୍କ ପ୍ରଶ୍ନରେ ଉତ୍ତର ରଖି ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ…

୩ ବର୍ଷରେ ଇଚ୍ଛାମୃତ୍ୟୁରେ ଗଲାଣି ୧୭ ହଜାରରୁ ଅଧିକ ଜୀବନ

ଭୁବନେଶ୍ବର: ବଢିଚାଲିଛି ଇଚ୍ଛାମୃତ୍ୟୁର ହାର । ସେ ଦେଶ ହେଉକି ରାଜ୍ୟ ସବୁଠି ପ୍ରତିଦିନ ଆତ୍ମହତ୍ୟା ଖବର ସାମ୍ନାକୁ ଆସୁଛି । ଯେଉଁଥିରେ ସବୁଠୁ ବେଶୀ ଅଛନ୍ତି ଯୁବବର୍ଗ । ଯାହାକୁ ନେଇ ଆଜି ବିଧାନସଭାରେ ବିଧାୟକ ଧ୍ରୁବ ସାହୁଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ତର ରଖି…

ଭୟଙ୍କର ଖାଦ୍ୟ ସଙ୍କଟ; ଜୀବଜନ୍ତୁ ମାରି ଖାଇବାକୁ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ନାମିବିଆରେ ଗତ ୧୦୦ ବର୍ଷ ମଧ୍ୟରେ ଇତିହାସର ସବୁଠାରୁ ଦୟନୀୟ ସ୍ଥିତି ଉପୁଜିଛି। ଭୟଙ୍କର ମରୁଡ଼ି ଯୋଗୁ ଏଠାରେ ଖାଦ୍ୟ ସଙ୍କଟ ସ୍ଥିତି ଉପୁଜିଛି। ଏହି ଦେଶର ନାଗରିକମାନେ ଦିନକୁ ଦୁଇଥର ଖାଇବାକୁ ପାଉ ନାହାଁନ୍ତି। ଲୋକମାନେ ଖାଦ୍ୟ ଖାଇବାକୁ ପାଉନଥିବା ବେଳେ ପାଣି ପିଇବାକୁ…

ଇଣ୍ଟରନେଟର ନଲେଜରୁ ଲକ୍ଷପତି, ୪୨ ଡିଗ୍ରୀ ତାପମାତ୍ରାରେ ସେଓ ଚାଷ କରି ମାଲେମାଲ୍‌ ଚାଷୀ

ବାରଣାସୀ: ବିଜ୍ଞାନ ଦୁନିଆରେ ଏତେ ଅଗ୍ରଗତି କରିଛି ଯେ ଅସମ୍ଭବ ମନେହେଉଥିବା କାର୍ଯ୍ୟଗୁଡିକ ସମ୍ଭବ ହୋଇପାରିଛି। କେବଳ ଫସଲକୁ ଉଦାହରଣ ଭାବେ ନିଅନ୍ତୁ, ବଜାରରେ ବିନା ଋତୁର ଫଳ କିମ୍ବା ପନିପରିବା ସବୁବେଳେ ଉପଲବ୍ଧ। ସେଓ ବିଷୟରେ କୁହାଯାଏ ଯେ ଏହା କେବଳ ହିମାଚଳ ପ୍ରଦେଶର ଶୀତଳ ଜଳବାୟୁରେ…

ପତଞ୍ଜଳିର ଶାକାହାରୀ ଟୁଥପେଷ୍ଟରେ ରହିଛି କି ଆମିଷ ତତ୍ବ, ଜାଣନ୍ତୁ…

ନୂଆଦିଲ୍ଲୀ: ପୁଣି ଅଡୁଆରେ ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଜଳି।ପତଞ୍ଜଳିର 'ଦିବ୍ୟ ଦନ୍ତ ମଞ୍ଜନ'କୁ ନେଇ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଯେଉଁଥିରେ ଦାବି କରାଯାଇଛି ଯେ ଏହି ପ୍ରଡକ୍ଟରେ ନନ୍ ଭେଜ୍ ତତ୍ବ ଅଛି। ଆଡଭୋକେଟ୍ ଯତୁନ୍ ଶର୍ମା ଅଭିଯୋଗ କରିଛନ୍ତି ଯେ…

ରାଜଧାନୀରେ ବାର୍ଡ ଫ୍ଲୁ ଭୟ; ଚିକେନ ନ ଖାଇବାକୁ ପରାମର୍ଶ ଦେଲେ ବିଏମସି ମେୟର

ଭୁବନେଶ୍ୱର: ଭୁବନେଶ୍ବର ମହାନଗର ନିଗମ ଅଂଚଳର ସମସ୍ତ କୁକୁଡା ମାଂସ ଦୋକାନୀମାନଙ୍କ ପାଇଁ ନୋଟିସ୍ ଜାରି କରିଛି ବିଏମସି। ଭୁବନେଶ୍ବର ଆଖପାଖ ଅଂଚଳରେ ବାର୍ଡ ଫ୍ଲୁ ଭୂତାଣୁ ସଂକ୍ରମିତ ହେଉଥିବାରୁ ଉକ୍ତ ଅଂଚଳରୁ କୁକୁଡା କ୍ରୟ ନକରିବାକୁ କୁକୁଡା ମାଂସ ଦୋକାନୀମାନଙ୍କୁ ନୋଟିସ୍ ଜାରି କରିଛି…

ମଝି ଆକାଶରେ ଦୁର୍ଘଟଣା; ଏୟାରଲିଫ୍ଟ ବେଳେ ଖସିପଡିଲା ହେଲିକପ୍ଟର

କେଦାରନାଥ: ବାୟୁ ସେନା ବିମାନ MI-17ରୁ ଖସିପଡିଲା ହେଲିକପ୍ଟର। ଉତ୍ତରାଖଣ୍ଡର କେଦାରନାଥ ଧାମରେ ​​ଲ୍ୟାଣ୍ଡ କରିବା ସମୟରେ ଏକ କ୍ରିଷ୍ଟାଲ ହେଲିକପ୍ଟରଟି ଖସିପଡ଼ିଥିବା ଜଣାପଡିଛି। ହେଲିକପ୍ଟର ଦୁର୍ଘଟଣା ବେଳର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁଯାୟୀ, ବାୟୁ…

କାଲିଠୁ ଭୁବନେଶ୍ୱରରୁ ବାଗଡୋଗ୍ରା ବିମାନ ସେବା ଆରମ୍ଭ

ଭୁବନେଶ୍ୱର: ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋ ଅଗଷ୍ଟ ୩୦ରେ ଦକ୍ଷିଣ ବଙ୍ଗଳାର ଅଣ୍ଡାଲରେ ରହିବା ସହିତ ବାଗଡୋଗ୍ରା ଏବଂ ଭୁବନେଶ୍ୱର ମଧ୍ୟରେ ବିମାନ ଉଡ଼ାଣ ଆରମ୍ଭ କରିବ। ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (ଏଏଆଇ) ର ସୂଚନା ଅନୁଯାୟୀ, ଏହି ବିମାନଗୁଡ଼ିକ ସପ୍ତାହରେ ଚାରି ଦିନ ଯଥା ସୋମବାର,…

ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ଲୋଡ଼ିଲେ ଧର୍ମଶାଳା ବିଧାୟକ

ଭୁବନେଶ୍ୱର: ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ଲୋଡ଼ିଛନ୍ତି  ଯାଜପୁର ଜିଲ୍ଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ। ଏନେଇ ସେ ଲିଖିତ ଭାବେ ଯାଜପୁର ଜିଲ୍ଲାପାଳ ଓ ଏସପିଙ୍କୁ ଜଣାଇଛନ୍ତି। ତାଙ୍କୁ ଖୁବଶୀଘ୍ର ସୁରକ୍ଷା ମିଳିବ ବୋଲି ସେ ଆଶାବାଦୀ। ବିଧାୟକ ଦାବି କରିଛନ୍ତି…

ନୂଆଖାଇ ଉପଲକ୍ଷେ ସେପ୍ଟେମ୍ବର ୯କୁ ଛୁଟି ଘୋଷଣା କଲେ ରାଜ୍ଯ ସରକାର

ଭୁବନେଶ୍ୱର: ଓଡ଼ିଶାର ଗଣ ପର୍ବ ନୂଆଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୂଚନାଯୋଗ୍ୟ, ନୂଆଖାଇ ସେପ୍ଟେମ୍ବର ୮ ତାରିଖରେ ପଡୁଛି। ୮ ତାରିଖ ରବିବାର ଛୁଟି ଦିବସ ହୋଇଥିବାରୁ ସେପ୍ଟେମ୍ବର ୯ ତାରିଖ ମଧ୍ୟ ଛୁଟି ରହିବ। ଏହି ଦିନ…