Latest Odisha News

BREAKING NEWS

Browsing Category

ଫିଚର

ଅଜବ ପରମ୍ପରା: ବିନା ରୀତିନୀତିରେ ନିଜ ପସନ୍ଦର ପୁରୁଷକୁ ବିବାହ କରି ଥାଆନ୍ତି ମହିଳା

ସମଗ୍ର ବିଶ୍ୱରେ ବିଭିନ୍ନ ପ୍ରକାରର ବିବାହ ନିୟମ ରହିଛି, କିନ୍ତୁ ଆପଣ ଏପରି ଏକ ସ୍ଥାନ ବିଷୟରେ ଜାଣିଛନ୍ତି ଯେଉଁଠାରେ ଝିଅମାନଙ୍କୁ ବିବାହ କରିବା ପାଇଁ କାହାର ଆବଶ୍ୟକତା ନାହିଁ, ବରଂ ସେମାନେ ନିଜ ଇଚ୍ଛାରେ ବିବାହ କରନ୍ତି। ତେବେ ଆସନ୍ତି ଜାଣିବା ସେମାନେ କେଉଁ ଜନଜାତି ଏବଂ ପାକିସ୍ତାନ…

କେବେଠୁ ଅଛି ଚୁଇଂଗମ୍‌: ଏହାକୁ କେବେ ଓ କିଏ ତିଆରି କରିଥିଲେ ଜାଣନ୍ତି କି?

ଏହି ପ୍ରଶ୍ନ ବୋଧହୁଏ ଅନେକ ଲୋକଙ୍କ ମନକୁ ଆସେ କିଏ ବବୁଲ୍ ଗମ୍ ବା ଚୁଇଂଗମ୍‌ ଉଦ୍ଭାବନ କରିଥିଲେ ଏବଂ କିପରି? ଏହି ମିଠା ଏବଂ ଚୁଇଂଗମ୍‌କୁ ପିଲାଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ଚୋବାଇବାକୁ ପସନ୍ଦ କରନ୍ତି। କିନ୍ତୁ ଆପଣ ଜାଣନ୍ତି କି ଏହି ବବୁଲ୍ ଗାମର ଇତିହାସ କେତେ…

ଅପରାଧୀଙ୍କ ପାଇଁ ସ୍ୱର୍ଗଠାରୁ କମ୍ ନୁହେଁ ଏହି ଦେଶ, ସମସ୍ତ ପଳାତକ ଏଠାରେ ନିଅନ୍ତି ଆଶ୍ରୟ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଅପରାଧୀମାନେ ଅପରାଧ କରିବା ପରେ ଏପରି ଏକ ସ୍ଥାନରେ ଲୁଚାଇବାକୁ ଚାହାଁନ୍ତି ଯେଉଁଠାରେ ପୋଲିସ ସେମାନଙ୍କୁ ଖୋଜି ପାଇପାରିବ ନାହିଁ। ଯଦିଓ ସେମାନଙ୍କ ସନ୍ଧାନ ପାଇବେ କିନ୍ତୁ ଅପରାଧୀଙ୍କ ନିକଟକୁ ଯାଇ ଧରିପାରିବ ନାହିଁ। ଅନେକ ଅପରାଧୀ ସେମାନଙ୍କର ଉଦ୍ଦେଶ୍ୟରେ ସଫଳ…

ଗୋଟିଏ ମୋବାଇଲ୍ ନୋଟିଫିକେସନ୍ ଆପଣଙ୍କ ଭବିଷ୍ୟତକୁ କରିପାରେ ନଷ୍ଟ, ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

ନୂଆଦିଲ୍ଲୀ: ଗତ କିଛି ବର୍ଷ ମଧ୍ୟରେ ବିଜ୍ଞାନ ବହୁତ ଅଗ୍ରଗତି କରିଛି। ଦୁନିଆ ସ୍ମାର୍ଟ ହୋଇଗଲାଣି ଏବଂ ବର୍ତ୍ତମାନ ଲ୍ୟାଣ୍ଡଲାଇନ ଫୋନରୁ ସ୍ମାର୍ଟଫୋନ୍ ଲୋକଙ୍କ ହାତକୁ ଆସିଛି। କିନ୍ତୁ ଯେଉଁଠାରେ ବିଶ୍ୱ ଅଗ୍ରଗତି କରିଛି ସେଠାରେ ଲୋକଙ୍କ ପାଇଁ କିଛି ଅଜ୍ଞାତ ସମସ୍ୟା ମଧ୍ୟ ସୃଷ୍ଟି କରିଛି।…

ଗୁଗୁଲର ଏହି ପ୍ରାଇଭେସି ସେଟିଂ କରିବା ଜରୁରୀ, ହେବନି ଡାଟା ଚୋରି

ଆଜିକାଲି ଅନଲାଇନ୍ ଡାଟା ଚୋରିର ଅନେକ ମାମଲା ସାମ୍ନାକୁ ଆସୁଛି, ଏଭଳି ପରିସ୍ଥିତିରେ ଡାଟା ଲିକ୍‌ର ଟେନସନ ସମସ୍ତଙ୍କ ମନରେ ରହିଛି। କିନ୍ତୁ ଆମେ ଆପଣଙ୍କ ଟେନସନକୁ ସଂପୂର୍ଣ୍ଣ ରୂପେ ହଟାଇଦେବୁ, ଏଥିପାଇଁ ଆପଣ ଗୁଗୁଲକୁ ଯାଇ ତିନୋଟି ସେଟିଙ୍ଗ୍ କରିବାକୁ ପଡିବ। ନିମ୍ନରେ ଦିଆଯାଇଥିବା…

ଆଉ ଆସିବନି ସ୍ପାମ୍ କଲ୍ ଓ ମେସେଜ୍, ଏଆଇର ଏହି ଟୁଲ୍ କରିବ ସାହାଯ୍ୟ

ନୂଆଦିଲ୍ଲୀ: ନକଲି କଲ ଏବଂ ମେସେଜ୍‌ଗୁଡ଼ିକୁ ବନ୍ଦ କରିବା ପାଇଁ ଏଆଇ (AI/ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) ଆଧାରିତ ଠକେଇ ଚିହ୍ନଟ ଉପକରଣଗୁଡ଼ିକ ବର୍ତ୍ତମାନ ବ୍ୟବହୃତ ହେଉଛି। ଏହି ଟେକ୍ନୋଲୋଜି ନକଲି କଲ୍ ଏବଂ ମେସେଜ୍ ଚିହ୍ନଟ କରିବାରେ ଏବଂ ସେମାନଙ୍କୁ ଅବରୋଧ କରିବାରେ ସାହାଯ୍ୟ କରିବ।…

ଏସିଆର ସବୁଠାରୁ ମହଙ୍ଗା ଟ୍ରେନ୍, ମିଳୁଛି ୫ଷ୍ଟାର୍ ହୋଟେଲ୍ ଭଳି ସୁବିଧା

ଯାତ୍ରୀବାହୀ ଟ୍ରେନ୍ ଠାରୁ ବିଳାସପୂର୍ଣ୍ଣ ଟ୍ରେନ୍ ପର୍ଯ୍ୟନ୍ତ ଆପଣ ନିଶ୍ଚିତ ଭାବରେ ବହୁତ ଯାତ୍ରା କରିଛନ୍ତି। ଭାରତରେ ଟ୍ରେନକୁ ଦେଶର ଲାଇଫ୍ ଲାଇନ୍ କୁହାଯାଇଥାଏ। ଗୋଟିଏ ଦେଶରୁ ଅନ୍ୟ ଦେଶକୁ ରପ୍ତାନୀ ଏବଂ ଆମଦାନୀ କିମ୍ବା ଯାତାୟତ ପାଇଁ ଭାରତରେ ଟ୍ରେନ୍ ହିଁ ବଡ ଭୂମୀକା ଗ୍ରହଣ କରିଥାଏ।…

ମାଆ ଦୁର୍ଗାଙ୍କ ନଅଟି ରୂପରୁ ଶିଖନ୍ତୁ ନଅଟି କଥା, ଜାଣନ୍ତୁ କ’ଣ ରହିଛି ନଅ ଦେବୀଙ୍କ ରହସ୍ୟ

ଆଜିଠାରୁ ମାଆଙ୍କ ନବରାତ୍ରୀ ପୂଜା। ନିଜ ନିଜ ଘରେ ମାଆଙ୍କୁ ସ୍ଥାପନା କରି ୯ ଦିନର ବ୍ରତ ପାଳିବେ ଶ୍ରଦ୍ଧାଳୁ। ନଅ ଦିନ ବ୍ୟାପି ହେଉଥିବା ଏହି ପୂଜାରେ ଶକ୍ତି ସ୍ବରୂପିଣୀ ମା’ଦୁର୍ଗାଙ୍କୁ ବିଭିନ୍ନ ରୂପରେ ପୂଜା ପାଇବେ। ଭାରତର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ରୀତିନୀତିରେ ପାଳନ ହୋଇଥାଏ…

ସମଲେଶ୍ଵରୀ ମନ୍ଦିରରେ ରିଲ୍ସ ଓ ଫଟୋ ଉଠା ମନା

ସମ୍ବଲପୁର: ସମଲେଶ୍ଵରୀ ମନ୍ଦିରର ପବିତ୍ରତା ବଜାୟ ରଖିବା ପାଇଁ ସମ୍ବଲପୁର ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ରିଲ୍ସ ଏବଂ ପ୍ରି ୱେଡିଂ ଭିଡିଓ ସୁଟିଂ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ ଗଣମାଧ୍ୟମକୁ ସୂଚନା…

ଜାତିସଂଘ ସଚିବଙ୍କୁ ବ୍ୟାନ କଲା ଇସ୍ରାଏଲ୍, ଦେଶରେ ପଶିପାରିବନି… 

ନୂଆଦିଲ୍ଲୀ: ଜାତିସଂଘର ସେକ୍ରେଟାରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସଙ୍କୁ ଇସ୍ରାଏଲ୍ ବ୍ୟାନ କରିଦେଇଛି। ଏହି ପ୍ରତିବନ୍ଧକ ପରେ ମିଳିତ ଜାତିସଂଘର ସେକ୍ରେଟାରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ଆଉ ଇସ୍ରାଏଲ୍ ଯାଇପାରିବେ ନାହିଁ। ଏନେଇ ଇସ୍ରାଏଲ୍ କହିଛି ଯେ ଆଣ୍ଟୋନିଓ ଗୁଟେରସ ମିଳିତ ଜାତିସଂଘର…