Latest Odisha News

BREAKING NEWS

Browsing Category

ଫିଚର

ବୈଜ୍ଞାନିକଙ୍କ ଚେତାବନୀ: ପରଗ୍ରହୀ ପଛରେ ପଡି ବିପଦକୁ ଡାକନି

ନୂଆଦିଲ୍ଲୀ: ପରଗ୍ରହୀ ବିଷୟରେ ଅଧିକରୁ ଅଧିକ ତଥ୍ୟ ସଂଗ୍ରହ ନେଇ ସାରା ବିଶ୍ୱର ବୈଜ୍ଞାନିକମାନେ ଗବେଷଣା କରିବାରେ ଲାଗିଛି । ଆମେରିକାର ଏକ ଗୁପ୍ତ ଏଜେନ୍ସି ୟୁଏଫଓ ଓ ପରଗ୍ରହୀ ସମ୍ବନ୍ଧିତ ତଥ୍ୟ ସଂଗ୍ରହ କରୁଛନ୍ତି । ତେବେ ଏହି ରିସର୍ଚ୍ଚ ସେଂଟରର କେତେକ ବୈଜ୍ଞାନିକ ଚେତାବନୀ ଦେଇଛନ୍ତି ଯେ,…

ଏମକେସିଜିର ଏମଆରଆଇ ମେସିନ ଖରାପ, ୬ ମାସରେ ଘରୋଇ ଡାଇଗ୍ନୋଷ୍ଟିକ ସେଣ୍ଟରକୁ ଗଣିଲାଣି ୮୦ ଲକ୍ଷ

ବ୍ରହ୍ମପୁର: ନୂଆ ଏମଆରଆଇ ମେସିନ କାମ କରୁନି। ଆଉ ଘରୋଇ ଡାଇଗ୍ନୋଷ୍ଟିକ ସେଣ୍ଟରକୁ ପାଣି ଭଳି ପଇସା ଦେଇ ଚାଲିଛି ଦକ୍ଷିଣ ଓଡ଼ିଶାର ପ୍ରମୁଖ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ଏମକେସିଜି। ହସ୍ପିଟାଲର ନିଜସ୍ୱ ଏମ୍ଆଆରଆଇ ମେସିନ୍ ୬ ମାସ ତଳେ ଅଚଳ ହେବା ପରଠାରୁ ଏବେ ସ୍କାନ୍ ପାଇଁ ଘରୋଇ…

ଦାବି ଶୁଣିଲା ଶ୍ରୀମନ୍ଦିର ମନ୍ଦିର ପ୍ରଶାସନ, ସୋମବାରଠୁ ‘ପଶ୍ଚିମ ଦ୍ବାର’ ଖୋଲିବା ନେଇ ଘୋଷଣା

ପୁରୀ: ଦାବି ଶୁଣିଲା ଶ୍ରୀମନ୍ଦିର ପ୍ରଶାସନ। ଆସନ୍ତାକାଲିଠୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ଆଉ ଗୋଟିଏ ଦ୍ୱାର ସ୍ଥାନୀୟ ଭକ୍ତଙ୍କ ପ୍ରବେଶ ପାଇଁ ଖୋଲିବାକୁ ଘୋଷଣା କରିଛି ଶ୍ରୀମନ୍ଦିର ପ୍ରଶାସନ। ରବିବାର ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଭକ୍ତଙ୍କ…

କାଉଡିଆଙ୍କ ପାଦ ଧୋଇଦେଲେ ଧାମନଗର ବିଧାୟକ

ଭଦ୍ରକ: ଶ୍ରାବଣ ମାସର ଦିତୀୟ ସୋମବାର ପାଇଁ ବାବା ଆଖଣ୍ଡଳମଣୀ ପୀଠକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଧାଇଁ ଆସନ୍ତି ହଜାର ହଜାର ବୋଲବମ ଭକ୍ତ ତଥା କାଉଡିଆ। ରବିବାର ଠାରୁ ରାଜ୍ୟର ବିଭିନ୍ନ ନଦୀରୁ ଜଳ ଉଠେଇ ଆରଡ଼ି ଅଭିମୁଖେ ଯାତ୍ରା କରୁଥିବା ବୋଲବମ୍ ଶିବଭକ୍ତଙ୍କ ପାଇଁ ଧାମନଗରର ଯୁବ ବିଧାୟକ…

ପ୍ରତିଶ୍ରୁତି ପାଳନ କରୁନାହାନ୍ତି ସରକାର, ପୁଣି ଆନ୍ଦୋଳନର ଚେତାବନୀ ଦେଲା ଡ୍ରାଇଭର ସଂଘ

ଭୁବନେଶ୍ୱର: ପ୍ରତିଶ୍ରୁତି ଦେଇ ପୂରଣ ଏପର୍ଯ୍ୟନ୍ତ ପୂରଣ କଲେନି ରାଜ୍ୟ ସରକାର। ଜୁଲାଇ ୩୦ ସୁଦ୍ଧା ଦାବି ପୂରଣ ନହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି ଓଡ଼ିଶା ଡ୍ରାଇଭର ମହାସଂଘ। ଡ୍ରାଇଭର ସଂଘର ପ୍ରତିନିଧିତ୍ୱ କରୁଥିବା ଏହି ସଂଘ ଗତ ମାର୍ଚ୍ଚ ମାସରେ ଆନ୍ଦୋଳନ କରିବା…

ଦମ୍ପତ୍ତିଙ୍କ ଅଜବ ସଉକ: କାରରେ ୧୧୬ ଟି ଦେଶ ଭ୍ରମଣ କରି କଲେ ବିଶ୍ୱ ରେକର୍ଡ

ନ୍ୟୁୟର୍କ: ସାଧାରଣତଃ ଲୋକଙ୍କର ସଉକ ଭିନ୍ନ ଭିନ୍ନ ହୋଇଥାଏ । କିଏ ପଢିବାକୁ ପସନ୍ଦ କରୁଥିବା ବେଳେ ଆଉ କିଏ ନାଚିବା ବା ଗାଇବାକୁ ପସନ୍ଦ କରିଥାନ୍ତି । ଆଉ କିଏ ବିଭିନ୍ନ ସ୍ଥାନ ଭ୍ରମଣ କରିବାକୁ ଭଲ ପାଇଥାନ୍ତି । କିଏ ଫ୍ଲାଇଟ୍‌ରେ ଯିବାକୁ ପସନ୍ଦ କରୁଥିବା ବେଳେ ଆଉ କିଏ ନିଜ କାରରେ…

ଜେଇ ମେନ୍ ଲିଖିତ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍, ଓସଏସସି ଘୋଷଣା କଲା ନୂଆ ପରୀକ୍ଷା ତାରିଖ

ଭୁବନେଶ୍ୱର : ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍ (ଓଏସ୍ଏସସି) ପକ୍ଷରୁ ୨୦୨୩ ଜୁଲାଇ ୧୬ରେ ଅନୁଷ୍ଠିତ ଜେଇ ସିଭିଲ୍ ମେନ୍ ଲିଖିତ ପରୀକ୍ଷାକୁ ବାତିଲ୍ କରାଯାଇଛି। ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗର ତଦନ୍ତ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ପରୀକ୍ଷା ପୂର୍ବ ଦିନ ପ୍ରଶ୍ନପତ୍ର ଲିକ୍…

ଭଡ଼ା ଘରୁ ଡାକ୍ତରଙ୍କ ଗଳିତ ଶବ ଉଦ୍ଧାର, ହତ୍ୟା ସନ୍ଦେହରେ ପୋଲିସର ଛାନଭିନ୍

କଟକ: କଟକ ସହରର ଚାଉଳିଆଗଞ୍ଜ ଅଞ୍ଚଳରୁ ରବିବାର ଜଣେ ଡାକ୍ତରଙ୍କ ଗଳିତ ମୃତଦେହ ସେ ରହୁଥିବା ଭଡ଼ା ଘରୁ ଉଦ୍ଧାର କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଘରୁ ଦୁର୍ଗନ୍ଧ ବାହାରୁଥିବା ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପରେ ପୁଲିସ ଟିମ୍ ସଂପୃକ୍ତ ଭଡା ଘରକୁ ଖୋଲିବା ପରେ ଘର ଭିତରୁ…

ପତ୍ନୀଙ୍କ ଫିଲ୍ମରେ ଅଭିନୟ କରିବେ କି ଧୋନୀ !

ମୁମ୍ବାଇ: କ୍ୟାପଟେନ କୁଲ ଭାବେ ପରିଚିତ ମହେନ୍ଦ୍ର ସିଂ ଧୋନୀ ପତ୍ନୀ ସାକ୍ଷୀଙ୍କ ସହ ଏକ ପ୍ରଡକ୍ସନ କମ୍ପାନୀ ଖୋଲିଛନ୍ତି । ଧୋନୀ ଏଂଟରଟେନମେଂଟସ ନାମକ ଏହି କମ୍ପାନୀ ତାମିଲ ଭାଷାରେ ଲେଟସ ଗେଟ ମ୍ୟାରେଡ ନାମକ ଏକ ଫିଲ୍ମ ନିର୍ମାଣ କରୁଛନ୍ତି । ରମେଶ ଥାମିଲମାନୀ ଏହାର ନିର୍ଦ୍ଦେଶନ ଦେଇଛନ୍ତି…

ଦୁନିଆର ସବୁଠୁ ବଡ କବରସ୍ଥାନ, ଏଠାରେ ରହିଛି ଲକ୍ଷ ଲକ୍ଷ ସମାଧି

ଇରାକ୍‌: ମଣିଷ ଜନ୍ମ ହୁଏ ଏବଂ ମୃତ୍ୟୁବରଣ କରେ । ଏହି ଦୁଇଟି ଦିଗ ହେଉଛି ଜୀବନର ସତ୍ୟ, ଯାହା କେବେ ବି ପରିବର୍ତ୍ତନ ହୋଇପାରିବ ନାହିଁ । ପରିବାରରେ କାହାର ମୃତ୍ୟୁ ହେଲେ ଘରର ସଦସ୍ୟମାନେ ତାଙ୍କର ଶେଷ ରୀତି ଠିକ୍ ଭାବେ ପାଳନ କରିବାକୁ ଚେଷ୍ଟା କରିଥାନ୍ତି । ଆଉ ଏପରି ସ୍ଥାନରେ କରାଯିବା…