Latest Odisha News

BREAKING NEWS

Browsing Category

ଫିଚର

ଅଶାନ୍ତ ବାଂଲାଦେଶ; ଭାରତର ୧୨ କମ୍ପାନୀ ଉପରେ ପ୍ରଭାବ ପଡିପାରେ

ନୂଆଦିଲ୍ଲୀ: ବାଂଲାଦେଶରେ ଜାରି ରହିଥିବା ହିଂସା ଯୋଗୁଁ ଅନେକ ଭାରତୀୟ କମ୍ପାନୀ ପ୍ରଭାବିତ ହୋଇପାରନ୍ତି। ଏଥିମଧ୍ୟରେ ୧୨ ଟି ତାଲିକାଭୁକ୍ତ କମ୍ପାନୀ ମଧ୍ୟ ଅନ୍ତର୍ଭୁକ୍ତ। ସରକାରୀ ତଥ୍ୟ ଅନୁଯାୟୀ, ୨୦୨୩-୨୪ ମଧ୍ୟରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ୧୪ ବିଲିୟନ ଡ଼ଲାର…

ରୋହିତଙ୍କ କଭର ଡ୍ରାଇଭ ଓ ପୁଲ ସଟ୍ ପଛରେ କେଉଁ ଖାଦ୍ୟ?

ମୁମ୍ବାଇ: ଆମେ ସମସ୍ତେ ରୋହିତ ଶର୍ମାଙ୍କୁ ତାଙ୍କର କଭର ଡ୍ରାଇଭ୍ ଏବଂ ଶକ୍ତିଶାଳୀ ପୁଲ୍ ସଟ୍ ପାଇଁ ଜାଣୁ । କିନ୍ତୁ ଆପଣ ଜାଣନ୍ତି କି ଭାରତୀୟ କ୍ରିକେଟର ଏହି ଅଧିନାୟକଙ୍କୁ କ'ଣ ଖାଇବାକୁ ଭଲ ଲାଗେ ? ରୋହିତଙ୍କ ଭଳି ଜଣେ ମୁମ୍ବାଇବାସୀ ବଡ଼ାପାଓ ପ୍ରତି ଆଗ୍ରହ ରହିଥିବ ବୋଲି ସାଧାରଣରେ…

ନୂଆଖାଇ ପାଇଁ ବାହାରିଲା ଶୁଭ ଲଗ୍ନ

ବଲାଙ୍ଗୀର: ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ। ଚଳିତ ଥର ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ସେପ୍ଟେମ୍ବର ୮ତାରିଖ ସକାଳ ୯ଟା ୩୫ରୁ ୧୦ଟା ୭ ଭିତରେ ନବାନ୍ନ ଲାଗି ପାଇଁ ଶୁଭ ଲଗ୍ନ ଧାର୍ଯ୍ୟ ହୋଇଛି। ବଲାଙ୍ଗୀର ଜିଲ୍ଲାର ଜ୍ୟୋତିଷ ପଣ୍ଡିତ ମହାସଭା ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟିରେ…

ପ୍ରଧାନମନ୍ତ୍ରୀଙ୍କ ଘରେ ପଶିଲେ; ଚିକେନ ଖାଇଲେ, ଯିଏ ଯାହା ପାରିଲେ ଲୁଟି ନେଲେ… 

ଢାକା: ବାଂଲାଦେଶରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ପରେ ମଧ୍ୟ ବିକ୍ଷୋଭକାରୀଙ୍କ ମନ ଶାନ୍ତି ହୋଇନାହିଁ। ପ୍ରଧାନମନ୍ତ୍ରୀ ଦେଶ ଛାଡିବା ମାତ୍ରେ ହଜାର ହଜାର ବିକ୍ଷୋଭକାରୀ ତାଙ୍କ ସରକାରୀ ବାସଭବନରେ ପ୍ରବେଶ କରିବା ସହ ଭଙ୍ଗାରୁଜା ମଧ୍ଯ କରିଛନ୍ତି। ବିକ୍ଷୋଭକାରୀମାନେ…

ଭାରତରେ ଶରଣ ନେଲେ କି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶ ଛାଡିବାର କିଛି ଘଣ୍ଟା ପରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ସୋମବାର ସନ୍ଧ୍ୟାରେ ଗାଜିଆବାଦର ହିଣ୍ଡନ ବିମାନବନ୍ଦରରେ ଅବତରଣ କରିଛନ୍ତି। ଆଜି ସେ ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଢାକା ଛାଡି ଦେଇଥିଲେ। ଅପରପକ୍ଷରେ ବାଂଲାଦେଶର…

କିଏ ହେବେ ଓଡିଶାର ନୂଆ ଡିଜିପି, ରେସରେ ୩ ଅଧିକାରୀ

ଭୁବନେଶ୍ୱର: ଓଡିଶାର ପୂର୍ଣ୍ଣକାଳୀନ ଡିଜିପି କିଏ ହେବେ ତାକୁ ନେଇ ସସପେନ୍ସ ଲାଗି ରହିଛି। ଏହାରି ମଧ୍ଯରେ ମୋହନ ସରକାର ବର୍ତ୍ତମାନ ରାଜ୍ୟରେ କାର୍ଯ୍ୟ କରୁଥିବା ତିନିଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ସେମାନଙ୍କ ବାୟୋଡାଟା ଏବଂ ଅନ୍ୟାନ୍ୟ ତଥ୍ୟ ସୂଚନା ପ୍ରଦାନ କରିବାକୁ କହିଛନ୍ତି।…

ମୃତ୍ୟୁ ମୁଖକୁ ଟାଣି ନିଏ ଏହି ଖାଦ୍ୟ, ତଥାପି ଆନନ୍ଦରେ ଖାଆନ୍ତି ଲୋକେ

ନୂଆଦିଲ୍ଲୀ: ଆପଣ ସମଗ୍ର ବିଶ୍ୱରେ ଏହିପରି ଅନେକ ଖାଦ୍ୟ ପାଇବେ, ଯାହାକୁ ଲୋକମାନେ ଅତି ଆନନ୍ଦର ସହିତ ଖାଆନ୍ତି। ଏଥିମଧ୍ୟରୁ କେତେକ ଅତ୍ୟନ୍ତ ସ୍ୱାଦିଷ୍ଟ ଏବଂ କେତେକ ବିଷାକ୍ତ ମଧ୍ୟ ହୋଇଥାଏ। ଏଗୁଡିକ ଖାଇବା ଦ୍ୱାରା ଧିରେ ଧିରେ ମୃତ୍ୟୁର ନିକଟତର ହୋଇଯାଏ ବ୍ୟକ୍ତି । ଏହା ଜାଣବା ପରେ ବି…

ସେୟାର ମାର୍କେଟରେ ଝଡ଼, ଖସିଲା ସେନସେକ୍ସ

ମୁମ୍ବାଇ: ଆମେରିକାରେ ମାନ୍ଦାବସ୍ଥାର ପ୍ରଭାବ ଭାରତୀୟ ସେୟାର ବଜାରରେ ପଡ଼ିଛି। ଫଳରେ ନିବେଶକଙ୍କ କୋଟି କୋଟି ଟଙ୍କା କ୍ଷତି ହୋଇଛି। ଓପନିଂ ଟ୍ରେଡରେ ସବୁଠୁ ଖରାପ ପ୍ରଦର୍ଶନ କରିଛି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ। ସେନସେକ୍ସ ୧୬୨୭ ପଏଣ୍ଟ ସହ ୨.୦୧% ଖସି ୭୯ ହଜାର ୩୫୪ରେ ପହଞ୍ଚିଛି। ସେହିପରି…

୬ରୁ ପୁଣି ଭିଜିବ ସାରା ରାଜ୍ଯ

ଭୁବନେଶ୍ୱର: ଆସନ୍ତା ମଙ୍ଗଳବାର ଠାରୁ ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଅପରପକ୍ଷେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ବରଗଡ, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ, କେନ୍ଦୁଝର, ନୂଆପଡା, ନବରଙ୍ଗପୁର, ମାଲକାନଗିରି, କୋରାପୁଟ,…

ଋଣ ଭାରରେ ବୁଡିଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର

ନୂଆଦିଲ୍ଲୀ: ବିଶ୍ୱର ଋଣଗ୍ରସ୍ତ ଦେଶ ତାଲିକାରେ ଏପରି ଅନେକ ବିକଶିତ ଦେଶର ନାମ ଅଛି ଯାହା ବିଷୟରେ ଜାଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ବିଶ୍ୱର ଏହି ଦେଶଗୁଡିକର ଭାବମୂର୍ତ୍ତି ଏପରି ଯେ ଏଠାରେ ବହୁତ ଧନ ମିଳିବ। କିନ୍ତୁ ବାସ୍ତବତା ହେଉଛି ଋଣରେ ବୁଡିଛନ୍ତି ଏହି ଦେଶ। ଅନେକ ଦେଶ…