Latest Odisha News

BREAKING NEWS

Browsing Category

ଫିଚର

ମହାଭାରତ ଯୁଦ୍ଧ ସମୟରେ ଭୀଷ୍ମ ପିତାମହ ଓ ଶ୍ରୀକୃଷ୍ଣଙ୍କ ବୟସ କେତେ ଥିଲା ?

ଏହି ଆଧୁନିକ ଦିନର ମଣିଷ ସର୍ବାଧିକ ହାରାହାରି ୧୦୦ ବର୍ଷ ବଞ୍ଚିପାରେ। ଯଦି ଭଲ ଖାଦ୍ୟ ଏବଂ ଅନୁକୂଳ ପରିବେଶ ଅଛି ତେବେ ଜଣେ ବ୍ୟକ୍ତି ୧୨୫ ବର୍ଷ ବଞ୍ଚିପାରିବ। ଯଦି ଆମେ ହିନ୍ଦୁ ପୁରାଣ ଗ୍ରନ୍ଥକୁ ଅନୁସରଣ କରିବା ତେବେ ଏଠାରେ ଅନେକ ଉଲ୍ଲେଖନୀୟ ରହିଛି ଯେ ପୂର୍ବେ ଅନେକ ଦେବ ପୁରୁଷ ଥିଲେ…

ସାମ୍ନାକୁ ଆସିଲା ରବୀନ୍ଦ୍ରନାଥ ଟାଗୋରଙ୍କ ହାତ ଲେଖା ଜାତୀୟ ସଂଗୀତ

ନୂଆଦିଲ୍ଲୀ: ଦେଶର ୭୮ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମଗ୍ର ଦେଶ ମନେ ପକାଉଛି। ଏଥିସହିତ ରବୀନ୍ଦ୍ରନାଥ ଟାଗୋରଙ୍କୁ ମନେ ପକାଇଛି ନୋବେଲ କମିଟି। ଜାତୀୟ ସଂଗୀତ ବଜାଇ ତ୍ରିରଙ୍ଗାକୁ ସମ୍ମାନ ଜଣାଯାଉଛି। ଜାତୀୟ ସଂଗୀତ ରବୀନ୍ଦ୍ରନାଥ ଟାଗୋର…

ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ; ଅଲଗା ହେବ +୨ ଓ + ୩ ମହାବିଦ୍ୟାଳୟ

ଭୁବନେଶ୍ୱର: ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ। ଅଲଗା ହେବ ରାଜ୍ୟର ସମସ୍ତ ଯୁକ୍ତ ୨ ଓ ଯୁକ୍ତ ୩ ମହାବିଦ୍ୟଳୟ। ଏନେଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛନ୍ତି। ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି ଅନୁସାରେ ରାଜ୍ୟର ସମସ୍ତ ଯୁଗ୍ମ ମହାବିଦ୍ୟାଳୟରୁ +୨ ଓ +୩…

ଜମ୍ମୁ-କାଶ୍ମୀରର ନୂଆ ଡିଜିପି ଭାବେ ନଳିନ ପ୍ରଭାତ ନିଯୁକ୍ତ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ନୂତନ ଡିଜିପି ଭାବେ ନିଯୁକ୍ତ ହେଲେ ନଳିନ ପ୍ରଭାତ। ଅକ୍ଟୋବର ୧ ତାରିଖରୁ ଜମ୍ମୁ-କାଶ୍ମୀରର ନୂତନ ଡିଜିପି ଭାବେ ସେ କାର୍ଯ୍ୟଭାର ଗ୍ରହଣ କରିବେ। ସୂଚନା ଅନୁଯାୟୀ ୧୯୯୨ର ଆଇପିଏସ୍ ଅଧିକାରୀ ନଳିନ ପ୍ରଭାତଙ୍କୁ ୩୦ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ…

କୋଲକାତାରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ଘଟଣା; ଏସସିବି ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

କଟକ: କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ଘଟଣାରେ ଆନ୍ଦୋଳନକୁ ଓହ୍ଲାଇଲେ କଟକ ବଡ଼ ମେଡିକାଲର ଜୁନିଅର ଡାକ୍ତର। ସୂଚନା ଅନୁଯାୟୀ, ପୀଡିତାଙ୍କୁ ନ୍ଯାୟ ଦାବିରେ ଡାକ୍ତରଙ୍କ ଦ୍ବାରା ଜାରି ରହିଥିବା ଦେଶବ୍ୟାପୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି କଟକ ଏସସିବି ମେଡିକାଲ କଲେଜ ଓ…

ଇସ୍ରାଏଲ ଅଧିକାଂଶ ମୁସଲିମ ଦେଶର ଶତ୍ରୁ କାହିଁକି ?

ନୂଆଦିଲ୍ଲୀ: ଗତ ଏକ ବର୍ଷ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯେଉଁଥିରେ ଏପର୍ଯ୍ୟନ୍ତ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ଇସ୍ରାଏଲ ଏବଂ ମୁସଲମାନ ଦେଶ ମଧ୍ୟରେ ତିକ୍ତତା କାହାଠାରୁ ଲୁଚି ନାହିଁ। ଗଲ୍ଫ ମୁସଲମାନ ଦେଶ ଏବଂ ଇସ୍ରାଏଲ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ତିକ୍ତ।…

ଭାରତରେ ପ୍ରଥମ; ଡେଙ୍ଗୁ ଟିକା ପାଇଁ ୩ୟ ପର୍ଯାୟ ଟ୍ରାଏଲ ଆରମ୍ଭ

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଆସିବ ଡେଙ୍ଗୁ ଟିକା। ପ୍ରଥମ ଥର ପାଇଁ ଭାରତରେ ଡେଙ୍ଗୁ ଟିକା ତିଆରି ପାଇଁ ୩ୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଆରମ୍ଭ ହୋଇଛି। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଏବଂ ପେନ୍ସିଆ ବାୟୋଟେକ୍ ମିଳିତ ଭାବେ ଏହା ଉପରେ କାର୍ଯ୍ୟ କରୁଛନ୍ତି।…

ଏସସିବିରେ ରୋଗୀଙ୍କୁ ଦୁଷ୍କର୍ମ ଘଟଣା, ମୁହଁ ଖୋଲିଲେ ଗିରଫ ଡାକ୍ତରଙ୍କ ପତ୍ନୀ

କଟକ: ଏସସିବିରେ ରୋଗୀଙ୍କୁ ଜଣେ ଡାକ୍ତରଙ୍କ ଦୁଷ୍କର୍ମ ଅଭିଯୋଗରେ ମୁହଁ ଖୋଲିଛନ୍ତି ତାଙ୍କ ପତ୍ନୀ। ତାଙ୍କର କହିବାନୁସାରେ, ମୋ ସ୍ବାମୀଙ୍କୁ ଫଶାଯାଉଛି, ଜାଣିଶୁଣି କ୍ୟାରିୟର ନଷ୍ଟ କରିଦେବାକୁ ଚାହୁଁଛନ୍ତି। ସେ ଆସନ୍ତା ମାସରେ ଡିଗ୍ରୀ ପାଇଥାନ୍ତେ ବୋଲି ସେ କହିଛନ୍ତି। ତାଙ୍କ ବିରୋଧରେ…

ଏହି ପଶୁର ମାଂସ କୁଇଣ୍ଟାଲ କୁଇଣ୍ଟାଲ ଖାଆନ୍ତି ଚାଇନା ଲୋକ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଭାରତର ପଡୋଶୀ ଦେଶ ଚାଇନାରେ ଅନେକ ପଶୁଙ୍କ ମାଂସ ଖିଆଯାଏ। କିନ୍ତୁ ଆପଣ ଜାଣନ୍ତି କି କେଉଁ ପଶୁଙ୍କ ମାଂସ ଏଠାରେ ଅଧିକ ଖାଆନ୍ତି ଲୋକେ ? ଦୁନିଆର ଅନେକ ଦେଶରେ ଲୋକମାନେ ବିଭିନ୍ନ ପ୍ରକାରର ପଶୁମାନଙ୍କର ମାଂସ ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ଆପଣ ଜାଣନ୍ତି କି ଚାଇନାରେ କେଉଁ…

ଚିନ୍ତା ଛାଡ଼ନ୍ତୁ, ବାର୍ଦ୍ଧକ୍ୟ ଦୂରେଇ ରହିବ

ସୁସ୍ଥ ଶରୀର ଓ ସୁସ୍ଥ ଜୀବନ ପାଇଁ ମଣିଷ ଅନେକ ସଂଘର୍ଷ କରୁଛି। ବୟସକୁ ବାନ୍ଧି ରଖିବା ଅବା ବାର୍ଦ୍ଧକ୍ୟକୁ ରୋକିବାର ଇଚ୍ଛା ପ୍ରାୟ ସମସ୍ତଙ୍କ ଭିତରେ ରହିଥାଏ। ମହିଳାଙ୍କ କ୍ଷେତ୍ରରେ ଏହା ସାମାନ୍ୟ ଅଧିକ। ସୁସ୍ଥ ରହିବା ସହ ଦୀର୍ଘ ଜୀବନ ଜିଇଁବାକୁ ସମସ୍ତଙ୍କର ଇଚ୍ଛା ଥାଏ। ବୟସ ବଢିବା ପରେ…