Latest Odisha News

BREAKING NEWS

Browsing Category

ଫିଚର

ମହାସାଗର ତଳେ ଉତ୍ପନ୍ନ ହେଉଛି ‘ଡାର୍କ ଅକ୍ସିଜେନ’, ଏହା ନରହିଲେ ଜୀବଜଗତକୁ ବିପଦ

ନୂଆଦିଲ୍ଲୀ: ଦୁନିଆରେ ଏପରି ଅନେକ ଜିନିଷ ରହିଛି ଯାହା ବିଷୟରେ ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ଜାଣିପାରି ନାହାଁନ୍ତି। ଏହି କାରଣରୁ ପ୍ରତିଦିନ କିଛି ନା କିଛି ନୂଆ ଆବିଷ୍କାର ଆମ ସାମ୍ନାକୁ ଆସେ। ମହାସାଗର ଗଭୀରତାରେ ମଧ୍ୟ ସମାନ ଆବିଷ୍କାର କରାଯାଇଥିଲା, ଯେଉଁଠାରୁ କିଛି ଉତ୍ପନ୍ନ ହୋଇଛି…

ଦୁଇଦିନ ଭିତରେ ନିଟ-ୟୁଜି ଚୂଡାନ୍ତ ରେଜଲ୍ଟ ଘୋଷଣା କରିବ ଏନଟିଏ: ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ: ଦୁଇଦିନ ଭିତରେ ନିଟ-ୟୁଜି ରେଜଲ୍ଟ ଘୋଷଣା କରିବ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) । ଏନେଇ ଘୋଷଣା କରିଛନ୍ତି ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏକ ସାମ୍ବାଦିକ ସମ୍ମିଳନୀରେ ଶିକ୍ଷା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ NTA ଦୁଇ ଦିନ ମଧ୍ୟରେ NEET-UGର ଚୂଡ଼ାନ୍ତ…

କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦର (ଟିଆଇଏ)ରେ ଉଡ଼ାଣ ଭରିବାର କିଛି ସମୟ ପରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି କାଠମାଣ୍ଡୁରୁ ପୋଖରା ଅଭିମୁଖେ ଉଡ଼ାଣ ଭରିବା ସମୟରେ ଏହି ଦୁର୍ଘଟଣା ଘଟିଛି। ବିମାନରେ କେବଳ ବିମାନର ବୈଷୟିକ କର୍ମଚାରୀ…

ଆସିଲା ସୁପ୍ରିମ ରାୟ; ପୁନଃପରୀକ୍ଷା ହେବନି

ନୂଆଦିଲ୍ଲୀ: ନିଟ୍ ପେପର ଲିକ୍ ମାମଲା। ପୁନଃପରୀକ୍ଷା କରିବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ। ଏହି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ସହ ବ୍ୟାପକ ଅନିୟମିତତା ଦର୍ଶାଇ ପୁନଃପରୀକ୍ଷା କରିବାକୁ ଦାବି କରାଯାଇଥିଲା। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ…

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଶାଢ଼ୀରେ ଭାରତୀୟ ସଂସ୍କୃତି ଓ ଐତିହ୍ୟର ଝଲକ…

ନୂଆଦିଲ୍ଲୀ: ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରୁଛନ୍ତି।ଏହି ଅବସରରେ ତାଙ୍କର ଶାଢ଼ୀକୁ ନେଇ ଚର୍ଚ୍ଚା ହେଉଛି। କେନ୍ଦ୍ର ବଜେଟ୍ ଉପସ୍ଥାପନ ସମୟରେ ସେ ପରିଧାନ କରି ଆସୁଥିବା ଶାଢ଼ୀରେ ଭାରତୀୟ ସଂସ୍କୃତି ଓ ଐତିହ୍ୟର…

ବଜେଟ ୨୦୨୪; ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ମିଳିବ ସହାୟତା

ନୂଆଦିଲ୍ଲୀ: ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟରେ ମୋଟ ୧୧.୧୧ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ତେବେ ପୂର୍ବାଞ୍ଚଳ ରାଜ୍ୟର ବିକାଶ ପାଇଁ ଆରମ୍ଭ ହେବ 'ପୂର୍ବୋଦୟ' ସ୍କିମ। ପୂର୍ବାଞ୍ଚଳର…

ବଜେଟ ୨୦୨୪: କର୍ମଜୀବୀ ମହିଳାଙ୍କ ପାଇଁ ହଷ୍ଟେଲ୍ ତିଆରି ହେବ: ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରୁଛନ୍ତି।ଏହି ଅବସରରେ  କର୍ମଜୀବୀ ମହିଳାଙ୍କ ପାଇଁ ଅଧିକ ହଷ୍ଟେଲ୍ କରାଯିବ ବୋଲି ସେ ଘୋଷଣା କରିଛନ୍ତି। ଦେଶରେ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ସଂଖ୍ୟା ବୃଦ୍ଧି କରିବା…

ଏନଡିଏ ବଜେଟ, ମୋଦିଙ୍କ ଚ୍ୟାଲେଞ୍ଜ

ଜୁଲାଇ ୨୩ରେ ସାଧାରଣ ବଜେଟ । ବଜେଟ ଏଥର ଟିକେ ଭିନ୍ନ । ଭିନ୍ନ ଏଥିପାଇଁ ଯେ, ଏଥର ବିଜେପିର ନୁହେଁ, ଏନଡିଏର ବଜେଟ ଆସିବ । କାରଣ ଆଉ କାହାକୁ ଅଜଣା ନାହିଁ । କିପରି ରହିବ ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ ? ବେତନଭୋଗୀ ଓ ମଧ୍ୟବିତ୍ତ ଶ୍ରେଣୀ ଏଥର କଣ ପାଇବେ ?…

ପୁରୀ ମେଡିକାଲ କଲେଜରେ ହେବକି ବର୍ଣ୍ଣ ୟୁନିଟ୍ ପ୍ରତିଷ୍ଠା, ସଂସଦରେ ଦାବି ଉଠାଇଲେ ସମ୍ବିତ

ନୂଆଦିଲ୍ଲୀ: ସୋମବାର ଦିନ ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବିଜେପି ସାଂସଦ ସମ୍ବିତ ପାତ୍ର ଓଡିଶାର ସ୍ବାର୍ଥ ପାଇଁ ପୁଣି ଦାବି ଉଠାଇଛନ୍ତି। ପୁରୀ ସହରରେ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଏବଂ ହସ୍ପିଟାଲ (SJMCH) ରେ ବର୍ନ ଏବଂ ସୁପର ସ୍ପେସିଆଲିଟି ୟୁନିଟ୍ ସ୍ଥାପନ କରିବାକୁ ସେ ଦାବି…

କମାଲ କରିପାରିବେ କି କମଲା ?   

ନଭେମ୍ବରର ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ରୋଚକ ହୋଇଛି ଆମେରିକାର ରାଜନୈତିକ ସ୍ଥିତି । ଦଳୀୟ ନେତାଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇ ହ୍ୱାଇଟ ହାଉସ ରେସରୁ ଓହରିଯାଇଛନ୍ତି ପଦାସୀନ ରାଷ୍ଟ୍ରପତି ଜୋ ବାଇଡେନ୍ । ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କୁ ଡେମୋକ୍ରାଟିକ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ…