Latest Odisha News

BREAKING NEWS

Browsing Category

ଫିଚର

ୟୁପିଏସସିର ନୂଆ ଅଧ୍ଯକ୍ଷ ପ୍ରୀତି ସୁଦାନ

ନୂଆଦିଲ୍ଲୀ: ୟୁପିଏସସି ବୁଧବାର ଦିନ ଆଇଏଏସ୍ ଅଫିସର ପ୍ରୀତି ସୁଦାନଙ୍କୁ ନୂଆ ଚେୟାରମ୍ୟାନ ଭାବରେ ନିଯୁକ୍ତି ଦେଇଛନ୍ତି। ଅଗଷ୍ଟ ୧ରେ ପ୍ରୀତି ଦାୟିତ୍ୱ ଗ୍ରହଣ କରିବେ। କର୍ଣ୍ଣାଟକ କ୍ୟାଡରର ୧୯୮୩ ବ୍ୟାଚ୍ ର ଏହି IAS ଅଫିସର ଏପ୍ରିଲ୍ ୨୦୨୫ ପର୍ଯ୍ୟନ୍ତ ଦାୟିତ୍ୱରେ ରହିବେ। ସେ କେନ୍ଦ୍ର…

ମାଛିକୁ କିପରି କରିବେ ନିୟନ୍ତ୍ରଣ..

ମାଛିମାନଙ୍କ ପାଇଁ ଗ୍ରୀଷ୍ମ ଏବଂ ବର୍ଷା ଋତୁ ସବୁଠାରୁ ଅନୁକୂଳ ଅଟେ। ଏହି କାରଣରୁ, ଘରେ ମାଛିଙ୍କ ଆଗମନ ଏକ ସାଧାରଣ ସମସ୍ୟା ହୋଇଯାଏ। ଏଗୁଡ଼ିକ କେବଳ ଅସୁବିଧା ସୃଷ୍ଟି କରନ୍ତି ନାହିଁ ବରଂ ରୋଗ ବ୍ୟାପିବାର ବିପଦ ମଧ୍ୟ ଥାଏ। ଏଭଳି ପରିସ୍ଥିତିରେ ଯଥାଶୀଘ୍ର ଏଥିରୁ ମୁକ୍ତି ପାଇବା ଜରୁରୀ…

ଶସ୍ତା କାଜୁର ସହର…

ପ୍ରତିଦିନ କାଜୁ ବାଦାମ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି ଆମେ ଜାଣୁ। ତାଛଡ଼ା କାଜୁକୁ ଡ୍ରାଏ ଫ୍ରୁଟ୍ସର ରାଜା ଭାବରେ ବିବେଚନା କରାଯାଏ। ଏହାର ସ୍ୱାଦ ଅନ୍ୟ ଡ୍ରାଏ ଫ୍ରୁଟ୍ସମାନଙ୍କ ଅପେକ୍ଷା ଭଲ, ସେଥିପାଇଁ ଏହା ଅନ୍ୟ ଡ୍ରାଏ ଫ୍ରୁଟ୍ସ ଅପେକ୍ଷା ମହଙ୍ଗା ବିକ୍ରି ହୁଏ । କିନ୍ତୁ କାଜୁ ବାଦାମ…

ରେଳ ମନ୍ତ୍ରୀ ହେଉଛନ୍ତି ରିଲ୍ ମନ୍ତ୍ରୀ; କାହିଁକି ଏଭଳି କହିଲେ ବିରୋଧୀ

ନୂଆଦିଲ୍ଲୀ: ଝାଡଖଣ୍ଡରେ ମଙ୍ଗଳବାର ଦିନ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ଏହାକୁ ନେଇ ବିରୋଧୀ ଦଳ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ରେଳ ସୁରକ୍ଷାକୁ ନେଇ…

ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ବାହୁଡ଼ା ଯାତ୍ରାରେ ମା’ ସୁଭଦ୍ରାଙ୍କ ରଥ ଉପରେ ଅଣସେବାୟତ ଚଢିବା ପ୍ରସଙ୍ଗରେ ଶ୍ରୀମନ୍ଦିର ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସୂଚନା ଅନୁଯାୟୀ, ୭ ଦିନ ଭିତରେ ସନ୍ତୋଷଜନକ ଉତ୍ତର ଦେଇନପାରିଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ ଉଲ୍ଲେଖ…

ମନୁ ଭାକର: ଟୋକିଓ ନିରାଶାରୁ ପୋଡିୟମ ଫିନିସ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଖାତା ଖୋଲି ଐତିହାସିକ ସଫଳତା ହାସଲ କରିଛନ୍ତି ମନୁ ଭାକର । ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଂଟରେ ବ୍ରୋଞ୍ଜ ମନୁଙ୍କ କ୍ୟାରିୟରର ସବୁଠାରୁ ଶ୍ରେଷ୍ଠ ସଫଳତା। ମନୁଙ୍କ ବ୍ରୋଞ୍ଜ ହେଉଛି ଦୀର୍ଘ ୧୨ ବର୍ଷ ପରେ ଅଲିମ୍ପିକ୍ସ ସୁଟିଂରେ ଭାରତର…

ବିଜେଡିର ୮୦% ଯୋଜନାକୁ ଆପଣେଇଛି ବିଜେପି ସରକାର: ନବୀନ

ଭୁବନେଶ୍ୱର: ବଜେଟ ଆଲୋଚନାରେ ଭାଗ ନେଇ ସୋମବାର ଦିନ ରାଜ୍ଯ ସରକାରଙ୍କୁ କଟାକ୍ଷ କରିଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ ବିଜେଡି ଶାସନ ସମୟରେ କାର୍ଯ୍ୟକାରୀ ହୋଇଥିବା ୮୦% ଯୋଜନାକୁ ଆପଣାଇଛନ୍ତି ବିଜେପି ସରକାର। ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ…

ମେଡାଲ୍ ହାତେଇବାରୁ ଅଳ୍ପକେ ବର୍ତ୍ତିଲେ ଅର୍ଜୁନ ବବୁତା

ପ୍ୟାରିସ: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ସୋମବାର ଦିନ ସୁଟିଂରେ ଭାରତର ପଦକ ପାଇବା ଆଶା ମଉଳି ଯାଇଛି। ଭାରତର ଅର୍ଜୁନ ବବୁତା ପୁରୁଷ ୧୦ମିଟର ଏୟାର ରାଇଫଲରେ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି। ଅର୍ଜୁନ କ୍ରମାଗତ ଭାବରେ ଟପ୍ -୩ ରେ ରହିଲେ, କିନ୍ତୁ ଶେଷ ମୁହୂର୍ତ୍ତରେ ସେ ନିଜର ଲକ୍ଷ୍ଯ…

ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ, ସାମ୍ବାଦିକା ମଧୁଙ୍କ ଶରୀରରେ ଏକାଧିକ କ୍ଷତ

ଭୁବନେଶ୍ୱର: ଆସିଲା ଭୁବନେଶ୍ୱରରେ ଟ୍ରେନ୍ ଆଗକୁ ଡେଇଁ ମୃତ୍ୟୁବରଣ କରିଥିବା ମହିଳା ସାମ୍ବାଦିକା ମଧୁମିତା ପରିଡାଙ୍କ ପୋଷ୍ଟମର୍ଟମ ରିପୋର୍ଟ। ତାଙ୍କ ଦେହରେ ଏକାଧିକ କ୍ଷତ ଥିବା ଜଣାପଡିଛି। ଟ୍ରେନ୍‌ ଧକ୍କାରେ କିଛି ଦୂର ଘୋଷାଡି ହେବା ପରେ ମଧ୍ଯ ସେ କିଛି ସମୟ ଜୀବିତ ଥିଲେ ଏବଂ ଆହତ…

ଧନୀ ହେବାକୁ ଚାହୁଁଛନ୍ତି କି ? ପତ୍ନୀଙ୍କ ଠାରୁ ଗୋପନ ରଖନ୍ତୁ ଏସବୁ କଥା…

ନୂଆଦିଲ୍ଲୀ: ଆଚାର୍ଯ୍ୟ ଚାଣକ୍ୟ ବିଶ୍ୱର ମହାନ କୂଟନୀତିଜ୍ଞ, ଅର୍ଥନୀତିଜ୍ଞ ଏବଂ ମାର୍ଗଦର୍ଶକଙ୍କ ମଧ୍ୟରେ ଗଣାଯାଏ। ତାଙ୍କ ଦ୍ୱାରା କୁହାଯାଇଥିବା କଥା ଜଣେ ବ୍ୟକ୍ତିଙ୍କୁ ସଫଳ, ଦକ୍ଷ ଏବଂ ଧନୀ କରିଥାଏ। ସମ୍ପର୍କ ବିଷୟରେ ଚାଣକ୍ୟ ନିତୀରେ ଅନେକ ଉପଯୋଗୀ ଜିନିଷ ବିଷୟରେ ଉଲ୍ଲେଖ କରାଯାଇଛି।…