Latest Odisha News

BREAKING NEWS

Browsing Category

ଫିଚର

ଫିଲ୍ମ ଷ୍ଟାଇଲରେ ଗୋଡ଼େଇ ଗୋଡ଼େଇ ଗଞ୍ଜେଇ ଚାଲାଣକାରୀଙ୍କୁ ଧରିଲା ପୋଲିସ

ଭୁବନେଶ୍ୱର: ଦୁଇଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ। ଫିଲ୍ମ ଷ୍ଟାଇଲରେ ଗୋଡ଼େଇ ଧରିଲା କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍। ଜାତୀୟ ରାଜପଥ ୧୬ରେ ଗଞ୍ଜେଇ ଚାଲାଣକାରୀ-ପୋଲିସ ଗୋଡ଼ାଗୋଡ଼ି । ଭୁବନେଶ୍ୱରର ପୋଲିସ କମିଶନର- କଟକ ସଞ୍ଜୀବ ପଣ୍ଡା ସୂଚନା…

ଏଣିକି ସ୍ବିଗି, ଜୋମାଟୋ, ବ୍ଲିଙ୍କିଟ୍ ଏବଂ ବିଗ୍ ବାସ୍କେଟରେ ମିଳିବ ମଦ

ନୂଆଦିଲ୍ଲୀ: ବର୍ତ୍ତମାନ ଆପଣଙ୍କୁ ମଦ କିଣିବା ପାଇଁ ମଦ ଦୋକାନକୁ ଯିବାକୁ ପଡିବ ନାହିଁ। ଆପଣ ଘରେ ବସି ପାଇପାରିବେ ମଦ। ଅନଲାଇନ୍ ଖାଦ୍ୟ ବିତରଣ ପ୍ଲାଟଫର୍ମ ସ୍ବିଗି, ଜୋମାଟୋ, ବ୍ଲିଙ୍କିଟ୍ ଏବଂ ବିଗ୍ ବାସ୍କେଟ୍ ଭଳି ପ୍ଲାଟଫର୍ମ ମଦ ହୋମ ଡେଲିଭରି କରିବେ। ବର୍ତ୍ତମାନ ଆପଣ ଘରେ ବସି କିଛି…

ଜୁଲାଇ ୨୦ ଯାଏଁ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଜୁଲାଇ ୨୦ ପର୍ଯ୍ୟନ୍ତ ଓଡିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଅନୁଯାୟୀ, ଜୁଲାଇ ୧୯ ବେଳକୁ ପଶ୍ଚିମ କେନ୍ଦ୍ରୀୟ ଏବଂ ତତସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସ୍ଋଷ୍ଟି ହେବା ନେଇ…

ଜଗନ୍ନାଥଙ୍କ ପାଇଁ ବଞ୍ଚିଗଲା ଟ୍ରମ୍ପଙ୍କ ଜୀବନ: ଇସ୍କନ ଉପ ସଭାପତି

ନୂଆଦିଲ୍ଲୀ: ରବିବାର ପେନସିଲଭିନିଆରେ ହୋଇଥିବା ଗୁଳିମାଡ଼ରେ ଅଳ୍ପକେ ବର୍ତ୍ତିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ। ସେ ଜଗନ୍ନାଥଙ୍କ କୃପାରୁ ବର୍ତ୍ତି ଯାଇଛନ୍ତି ବୋଲି କହିଛନ୍ତି ଇସ୍କନର ଜଣେ ସାଧୁ। ଏନେଇ ସେ ସୋଶାଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି। ଏହି ଟ୍ୱିଟ୍ ଏବେ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଲୋୟର୍ସ ସଂଖ୍ୟା ୧୦ କୋଟି ଛୁଇଁଲା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଲୋୟର୍ସ ସଂଖ୍ୟା ୧୦୦ ମିଲୟନ ବା ୧୦ କୋଟି ଛୁଇଁଛି। ବିଶ୍ୱରେ ସାମ୍ବିଧାନିକ ପଦରେ ଥିବା କୌଣସି ନେତାଙ୍କୁ 'ଏକ୍ସ'ରେ ଏତେ ସଂଖ୍ୟକ ଲୋକ ଅନୁସରଣ କରିବା ପ୍ରଥମ ଘଟଣା। ଖାସ କଥା ହେଉଛି, ଗତ ତିନିବର୍ଷ ମଧ୍ୟରେ ମୋଦୀଙ୍କ 'ଏକ୍ସ' ହ୍ୟାଣ୍ଡେଲରେ ପ୍ରାୟ ୩୦…

ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼ କରିଥିବା ବ୍ଯକ୍ତିର ମିଳିଲା ପରିଚୟ

ପେନସିଲଭାନିଆ: ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼ କରିଥିବା ବ୍ଯକ୍ତିର ମିଳିଲା ପରିଚୟ। ଆକ୍ରମଣକାରୀଙ୍କ ପରିଚୟ ୨୦ ବର୍ଷୀୟ ଥମାସ ମାଥ୍ୟୁ କ୍ରୁକ୍ସ ବୋଲି ଜଣାପଡିଛି। ସେ ପେନସିଲଭାନିଆର ବେଥେଲ ପାର୍କ ଅଞ୍ଚଳର ବାସିନ୍ଦା। ତାଙ୍କର ଫଟୋ ଏବଂ ଭିଡିଓ ମଧ୍ଯ ସାମ୍ନାକୁ ଆସିଛି। ଭିଡିଓରେ,…

କାଲିଠୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ପୁରୀରେ ରହିବେ ୩ ମନ୍ତ୍ରୀ

ଭୁବନେଶ୍ୱର: କାଲିଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ପୁରୀରେ ରହିବେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଏନେଇ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ରଥଯାତ୍ରାର ଅବଶିଷ୍ଟ ରୀତିନୀତି ଯେପରି…

ଆଇନ ମନ୍ତ୍ରୀଙ୍କ ବଡ଼ ସୂଚନା; କାଲି ଖୋଲାଯିବ ରତ୍ନଭଣ୍ଡାର

ଭୁବନେଶ୍ୱର: ଆସନ୍ତାକାଲି ଖୋଲିବ ରତ୍ନଭଣ୍ଡାର। ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ରତ୍ନଭଣ୍ଡାର ଖୋଲିବା ନେଇ ଏସଓପି ପ୍ରଦାନ କଲେ ରାଜ୍ୟ ସରକାର। ତେବେ ରତ୍ନଭଣ୍ଡାର କେତେବେଳେ ଖୋଲିବ ସେନେଇ ମୁଖ୍ୟ ପ୍ରଶାସକଙ୍କୁ ଦାୟିତ୍ବ ଦିଆଯାଇଛି। ପ୍ରତ୍ୟେକ କାର୍ଯ୍ୟ…

ଜୁଲାଇ ୧୫ରୁ ପୁଣି ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି ଆରମ୍ଭ

ଭୁବନେଶ୍ୱର: ଆସନ୍ତା ଜୁଲାଇ ୧୫ ତାରିଖରୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଜନସାଧାରଣଙ୍କ ଅଭିଯୋଗର ଶୁଣାଣି ଆରମ୍ଭ କରିବେ। ସାଧାରଣ ପ୍ରଶାସନ ବିଭାଗ ଅନୁଯାୟୀ, ଭୁବନେଶ୍ୱରର ୟୁନିଟ୍- ୫ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର…

ଅନ୍ତର୍ଜାତୀୟ ପୁରସ୍କାର ଜିତିଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର: ଅନ୍ତର୍ଜାତୀୟ ପୁରସ୍କାର ଜିତିଲେ ଓଡ଼ିଶାର ପ୍ରଖ୍ୟାତ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଋଷିଆର ସେଣ୍ଟ ପିଟର୍ସବର୍ଗରେ ଅନୁଷ୍ଠିତ ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଆନ୍ସିପ୍-୨୦୨୪ରେ ବିଜୟୀ ହୋଇ ଗୋଲ୍ଡେନ୍ ସ୍ୟାଣ୍ଡ୍ ମାଷ୍ଟର୍ସ ଆୱାର୍ଡ ସହ ସ୍ୱର୍ଣ୍ଣପଦକ।…