Latest Odisha News

BREAKING NEWS

Browsing Category

ଗ୍ୟାଜେଟ୍ ଓ ଅଟୋମୋବାଇଲ

ଗେମିଙ୍ଗ ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ କରୁଛନ୍ତି, ଏହି ଦିଗରେ ଧ୍ୟାନ ଦିଅନ୍ତୁ..

ଭୁବନେଶ୍ବର: ଯଦି ଆପଣ ଗେମିଙ୍ଗ ସ୍ମାର୍ଟଫୋନ୍ କିଣିବାକୁ ଯୋଜନା କରୁଛନ୍ତି ତେବେ ଆପଣଙ୍କୁ କିଛି ବିଶେଷ ଜିନିଷ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ଯାହା ଦ୍ବାରା ଆପଣ ଏକ ଫୋନ୍ ବାଛିପାରିବେ ଯାହା ଆପଣଙ୍କର ଗେମିଂ ଅଭିଜ୍ଞତାକୁ ଉନ୍ନତ କରିଥାଏ । ଆସନ୍ତୁ ଏହିସବୁ ବିଷୟରେ ଜାଣିବା.. -ଗେମିଙ୍ଗ…

ବଜାରକୁ ଆସିଲା ରେଡମିର ୫ଜି ସ୍ମାର୍ଟଫୋନ; ୯,୯୯୯ ଦାମ୍ ରେ 50MP ଡୁଆଲ କ୍ୟାମେରା

ନୂଆଦିଲ୍ଲୀ: ଭାରତରେ ଲଞ୍ଚ ହେଲା ରେଡମିର ନୂଆ ସ୍ମାର୍ଟଫୋନ Redmi 14C 5G ସ୍ମାର୍ଟଫୋନ । ଆଜି କମ୍ପାନୀ ଏହି ଦମଦାର ଓ ବଜେଟ୍‌ ଫ୍ରେଣ୍ଡଲି ସ୍ମାର୍ଟଫୋନକୁ ଦେଶରେ ଲଞ୍ଚ କରିଛି । ୨୦୨୫ ଆରମ୍ଭରେ ଏହି ଶସ୍ତା 5G ଫୋନରେ ଅନେକ ଦମଦାର୍ ଫିଚର ଅଛି । ଏଥିରେ 120Hz ରିଫ୍ରେସ୍‌ ରେଟ୍‌ ସହିତ…

ଆଜିଠୁ ଭାରତରେ କିଆ ସିରୋସର ବୁକିଂ ୨୫ହଜାର ଟଙ୍କାରୁ ହେଲା ଆରମ୍ଭ

ନୂଆଦିଲ୍ଲୀ: କିଆ ଇଣ୍ଡିଆର ବ୍ରାଣ୍ଡ୍ ନୂଆ ଏସୟୁଭି ସିରୋସର ବୁକିଂ ଆଜି ଅର୍ଥାତ୍ ୩ଜାନୁୟାରୀରୁ ବୁକିଂ ଆରମ୍ଭ ହୋଇଛି । ଆପଣ ଏହି କାରକୁ ଟୋକନ୍‌ ଅମାଉଣ୍ଟ ଭାବରେ ୨୫ହଜାର ଟଙ୍କା ଦେଇ ବୁକ୍‌ କରିପାରିବେ । ଏଥିପାଇଁ ଆପଣଙ୍କୁ କମ୍ପାନୀର ଅଫିସିଆଲ ୱେବସାଇଟ୍‌ ଅବା ନିକଟସ୍ଥ କିଆ ଶୋ'ରୁମକୁ…

ଭାରତ ବଜାରକୁ ଆସିଲା ବିଳାସପୂର୍ଣ୍ଣ କାର ‘ରୋଲ୍ସ ରୋଏସ୍ ଘୋଷ୍ଟ ସିରିଜ’,ଦାମ୍ ଜାଣିଲେ ହେବେ ଚକିତ

ଭୁବନେଶ୍ବର: ବିଳାସପୂର୍ଣ୍ଣ କାର ନିର୍ମାତା ରୋଲ୍ସ ରୋଏସ୍ Ghost SeriesII କୁ ଭାରତୀୟ ବଜାରରେ ଲଞ୍ଚ କରିଛି । ଏହା ତିନୋଟି  ମଡେଲ (Standard, Extended and Black Badge)ରେ ମାର୍କେଟକୁ ଆସିଛି । ଏକ୍ସ ଶୋରୁମ୍ ପ୍ରାଇସ କ୍ରମାଗତ ୮.୯ କୋଟି, ୧୦.୧୯ କୋଟି, ୧୦.୫୨ କୋଟି ରହିଛି ।…

ଭାରତୀୟ ଗ୍ରାହକଙ୍କ ପସନ୍ଦ ସନରୁଫ୍‌ ମଡେଲ କାର, କିଆ ସୋନେଟର ୧ ଲକ୍ଷ ୟୁନିଟ୍ ହେଲା ବିକ୍ରି

ନୂଆଦିଲ୍ଲୀ: କିଆ ଇଣ୍ଡିଆ ଜାନୁଆରୀ ୨୦୨୪ରେ ସୋନେଟ୍ ଫେସେଲିଫ୍ଟ ଲଞ୍ଚ କରିଥିଲା ଏବଂ ବର୍ତ୍ତମାନ କମ୍ପାନୀ ଏକ ଲକ୍ଷ ୟୁନିଟ୍ ବିକ୍ରୟ ସଂଖ୍ୟା ହାସଲ କରିଛି । କାରଟି ଲଞ୍ଚ ହେବା ପରେ ଭାରତୀୟ ଗ୍ରାହକଙ୍କୁ ବହୁତ ପସନ୍ଦ ଆସିଥିଲା । କାରଣ ଏହି ଏସୟୁଭିରେ ଅନେକ ଫିଚର ରହିଛି । କିଆ ସୋନେଟ…

ଡିଏସଏଲଆର କ୍ୟାମେରା କିଣିବାକୁ ଚାହୁଁଛନ୍ତି ? ବଢିଆ ଫିଚର ସହ ସୁଲଭ ମୂଲ୍ୟରେ ଏହି ସବୁ କ୍ୟାମେରା କିଣନ୍ତୁ..

ଭୁବନେଶ୍ବର: ଡିସେମ୍ବର, ଜାନୁଆରୀ ଆସିଲେ ସମସ୍ତେ ବୁଲିବା ପାଇଁ , ପିକନିକ୍ କୁ ଯାଇଥାନ୍ତି । ତେବେ ଏହି ସମୟରେ ନିଜର ଖୁସିର ମୁହୁର୍ତ୍ତକୁ ଓ ପ୍ରକୃତିର ସୌନ୍ଦର୍ଯ୍ୟକୁ ସାଇତି ରଖିବାକୁ ଭଲ ଡିଏସଏଲଆର କ୍ୟାମେରା ଟିଏ ଖୋଜୁଛନ୍ତି ତେବେ ଆପଣ ଚିନ୍ତା କରନ୍ତୁ ନାହିଁ । ଫଟୋଗ୍ରାଫି କରିବାକୁ…

ଗେମିଙ୍ଗ ଲାପଟପର ସ୍ପିଡ ସ୍ଲୋ ହୋଇଗଲାଣି କି ? ଏହି ଟିପ୍ସ ଆପଣାନ୍ତୁ…

ଭୁବନେଶ୍ବର: ସମୟ ସହିତ ଗେମିଙ୍ଗ ଲାପଟପର କାର୍ଯ୍ୟଦକ୍ଷତା ଧୀର ହୋଇପାରେ, ଯାହା ଦ୍ବାରା ଖେଳର ଅନୁଭବରେ ମଜା ଆସିନଥାଏ | ଯଦି ନିଜର ଗେମିଙ୍ଗ ଲାପଟପର ସ୍ପିଡ ବଢାଇବାକୁ ଚାହୁଁଛନ୍ତି ଓ ଗେମିଙ୍ଗର ମଜା ବଢିଆ ଭାବରେ ନେବାକୁ ଚାହୁଁଛନ୍ତି , ତେବେ ଏହି ଟିପ୍ସକ ଫଲୋ କରନ୍ତୁ.. - ଯଦି…

ବଜାରକୁ ଆସିଲା ଭାରତୀୟ ବ୍ରାଣ୍ଡର Lava Yuva2 5G, ମୂଲ୍ୟ ଦଶ ହଜାରରୁ କମ୍

ନୂଆଦିଲ୍ଲୀ: ଭାରତୀୟ ବ୍ରାଣ୍ଡ ଲାଭା ଚଳିତ ବର୍ଷ ଶେଷ ହେବା ପୂର୍ବରୁ ବଜେଟ ଫ୍ରେଣ୍ତଲି 5G ସ୍ମାର୍ଟଫୋନ୍ ବଜାରକୁ ଆଣିଛି । ନୂଆ ସ୍ମାର୍ଟଫୋନ Lava Yuva2 5G ଭାରତରେ ଲଞ୍ଚ ହୋଇଛି । ଏଥିରେ 6.67 ଇଞ୍ଚର HD+ ଡିସପ୍ଲେ ସହ 90Hz ରିଫ୍ରେସ ରେଟ୍‌ ରହିଛି । ବିଶେଷ କଥା ଏହି ଫୋନ୍ ଦଶ ହଜାରରୁ…

ମାସିକ ୨,୮୧୦ ଟଙ୍କା ଖର୍ଚ୍ଚରେ ମିଳିବ ଆଇଫୋନ16 

ନୂଆଦିଲ୍ଲୀ: ଆଇଫୋନ୍ କ୍ରେଜ୍ ଆଜିକାଲିର ଯୁବପିଢି ମଧ୍ୟରେ ରହିଛି । ତେବେ କମ୍ ମୂଲ୍ୟରେ ଆଇଫୋନ16  କିଣିବା ପାଇଁ ଆପଣଙ୍କୁ ଏକ ଭଲ ସୁଯୋଗ ମିଳିଛି । ଏକାଥରକେ ସମ୍ପୂର୍ଣ୍ଣ ମୂଲ୍ୟ ଦେବାର ଟେନସନ ବି ରହିବ ନାହିଁ । ଆପଣ ଏହି ସ୍ମାର୍ଟଫୋନ୍ ଇଏମଆଇରେ କିଣି ପାରିବେ । ଆପଣ ଆମାଜନ-ଫ୍ଲିପକାର୍ଟ…

ଆରପାରିରେ ସୁଜୁକିର ପୂର୍ବତନ ଅଧ୍ୟକ୍ଷ ଓସାମୁ ସୁଜୁକି

ନୂଆଦିଲ୍ଲୀ: ଆରପାରିରେ ସୁଜୁକିମୋଟରର ପୂର୍ବତନ ଅଧ୍ୟକ୍ଷ ଓସାମୁ ସୁଜୁକି । ୯୪ ବର୍ଷରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସେ ସୁଜୁକିକୁ ଏକ ବିଶ୍ୱସ୍ତରୀୟ କମ୍ପାନୀରେ ପରିଣତ କରିଥିଲେ ଓ ଭାରତରେ ସୁଜୁକିର ସ୍ଥିତି ଦୃଢ଼ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ସେ ରକ୍ତ…