Latest Odisha News

BREAKING NEWS

Browsing Category

ଗ୍ୟାଜେଟ୍ ଓ ଅଟୋମୋବାଇଲ

ସୁପର ଫିଚର ଫ୍ଲାଇଟ୍ ମୋଡ! ଦୈନନ୍ଦିନ ଜୀବନରେ ଏପରି ସାହାଯ୍ୟ କରେ…

ଭୁବନେଶ୍ବର: ବିମାନରେ ଯାତ୍ରା କରିବା ସମୟରେ ଫୋନକୁ ଫ୍ଲାଇଟ୍ ମୋଡ୍‌ରେ ରଖାଯାଏ। କିନ୍ତୁ ଆପଣ ଜାଣନ୍ତି କି ଏହି ଫିଚର୍ ଆପଣଙ୍କୁ ଦୈନନ୍ଦିନ ଜୀବନରେ କିପରି ସାହାଯ୍ୟ କରିପାରିବ? ଯଦି ଆପଣ ଭାବୁଛନ୍ତି ଯେ ସ୍ମାର୍ଟଫୋନରେ ଥିବା ଫ୍ଲାଇଟ୍ ମୋଡ୍( Flight Mode) କେବଳ ଫ୍ଲାଇଟ୍ ଯାତ୍ରା ସମୟରେ…

ଭାରତରେ ଆସିଗଲା ସବୁଠାରୁ ପତଳା କ୍ବାଡ୍‌-କର୍ଭଡ ଫୋନ୍ Vivo T4R 5G; ରହିଛି ଦମଦାର ଫିଚର

ନୂଆଦିଲ୍ଲୀ:ଗୁରୁବାର ଦିନ ଭାରତରେ Vivo T4R 5G ସ୍ମାର୍ଟଫୋନ୍ ଲଞ୍ଚ ହୋଇଛି। ଏହି ସ୍ମାର୍ଟଫୋନଟି ସବୁଠୁ ପତଳା କ୍ବାଡ୍‌ କର୍ଭଡ୍‌ ଡିସପ୍ଲେ ସହିତ ଆସିଛି । ଏହାର ପ୍ରାରମ୍ଭିକ ମୂଲ୍ୟ ୧୯୪୯୯ ଟଙ୍କା ରହିଛି । Vivo T4R 5G ଦୁଇଟି ରଙ୍ଗ ବିକଳ୍ପ ନୀଳ ଏବଂ ସିଲଭର ରଙ୍ଗରେ ଉପଲବ୍ଧ। କମ୍ପାନୀ…

ରିଲାଏନ୍ସ ଜିଓ ୟୁଜର୍ସଙ୍କ ପାଇଁ ଖୁସି ଖବର; ୫୯୯ ଟଙ୍କାରେ ପାଇପାରିବେ ଏହି ବଡ ସୁବିଧା…

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଏକ ନୂଆ ଏବଂ ସ୍ମାର୍ଟ କ୍ଲାଉଡ୍-ଆଧାରିତ ଭର୍ଚୁଆଲ୍ ଡେସ୍କଟପ୍ ସେବା JioPC ଲଞ୍ଚ କରିଛି । ଏହି ସେବା ମାଧ୍ୟମରେ, ଆପଣ ଯେକୌଣସି ଟିଭିକୁ କମ୍ପ୍ୟୁଟର ଭାବରେ ବ୍ୟବହାର କରିପାରିବେ । ଏଥିପାଇଁ, ଆପଣଙ୍କୁ କୌଣସି ଅଲଗା CPU ର ଆବଶ୍ୟକ ହେବ ନାହିଁ । ଆପଣଙ୍କୁ କେବଳ…

ଫୋନରେ ମ୍ୟାଗ୍ନେଟିକ୍ ସ୍ପିକର ରହିଲେ କ’ଣ ଲାଭ? ଏହାର ବ୍ୟବହାର କାହିଁକି ହୋଇଥାଏ…

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଯେକୌଣସି ନୂଆ ସ୍ମାର୍ଟଫୋନ୍ ଲଞ୍ଚ ହେଉଛି ଏହାର ସ୍ପିକର କ୍ବାଲିଟି ବିଷୟରେ ଆଲୋଚନା ହୋଇଥାଏ । ଅନେକ ବ୍ରାଣ୍ଡ ଏବେ ସେମାନଙ୍କ ମୋବାଇଲରେ ମ୍ୟାଗ୍ନେଟିକ୍ ସ୍ପିକର ଲଗାଇବା ଆରମ୍ଭ କରିଦେଇଛନ୍ତି । ଏହି ନାଁ ଶୁଣି ଆପଣଙ୍କ ମନରେ ଏହି ପ୍ରଶ୍ନ ଆସିଥିବ ଯେ ଫୋନରେ…

MY Bharat 2.0 ପୋର୍ଟାଲ ଲଞ୍ଚ, କିପରି କରିବେ ପଞ୍ଜିକରଣ ଜାଣନ୍ତୁ…

ନୂଆଦିଲ୍ଲୀ: ସରକାର କୋଟି କୋଟି ଯୁବକ ଯୁବତୀଙ୍କ ପାଇଁ ନୂତନ MY Bharat 2.0 ପୋର୍ଟାଲ୍ ଆରମ୍ଭ କରିଛନ୍ତି । ଏହି ପ୍ଲାଟଫର୍ମକୁ କେନ୍ଦ୍ର ସରକାରଙ୍କ ଡିଜିଟାଲ ଇଣ୍ଡିଆ ପଦକ୍ଷେପ ଭାବରେ ବିକଶିତ କରାଯାଇଛି । ଏହି ପ୍ଲାଟଫର୍ମ ପ୍ରଯୁକ୍ତିବିଦ୍ୟାକୁ ପ୍ରଥମ ପଦ୍ଧତି ରଖି ଯୁବପିଢ଼ିଙ୍କୁ ସଶକ୍ତ…

ବୈଜ୍ଞାନିକଙ୍କ କମାଲ, ଆକାଶରେ ଉଡ଼ିବ ମଣିଷ ରୋବୋଟ

ନୂଆଦିଲ୍ଲୀ: ବୈଜ୍ଞାନିକ ଜଗତରେ ଏକ ଆଶ୍ଚର୍ଯ୍ୟଜନକ ଆବିଷ୍କାର ସାମ୍ନାକୁ ଆସିଛି। ଇଟାଲୀର ବୈଜ୍ଞାନିକମାନେ ଏକ ଏଭଳି ରୋବୋଟ୍‌ ତିଆରି କରିଛନ୍ତି ଯାହା କେବଳ ମଣିଷ ଭଳି ଦେଖାଯାଉନାହିଁ, ବରଂ ଉଡ଼ି ମଧ୍ୟ ପାରୁଛି। ‘iRonCub MK3’ ନାମକ ଏହି ରୋବୋଟ୍‌ ନିକଟରେ ପ୍ରଥମ ଥର ପାଇଁ ସଫଳତାର ସହ…

ଲାପଟପ୍‌କୁ ଚାର୍ଜରେ ଲଗାଇ ବ୍ୟବହାର କରିବା କେତେ ନିରାପଦ? ଜାଣନ୍ତୁ କଣ କହୁଛନ୍ତି ଏକ୍ସପର୍ଟ

ନୂଆଦିଲ୍ଲୀ: ମୋବାଇଲ୍‌ ଚାର୍ଜ କରୁଥିବା ସମୟରେ ବ୍ୟବହାର ନ କରିବାକୁ ଅନେକ ଥର ପରାମର୍ଶ ଦିଆଯାଇଛି। କାରଣ ଏହା ମୋବାଇଲକୁ ଅଧିକ ଗରମ କରିପାରେ, ଯାହା ଫଳରେ ମୋବାଇଲରେ କ୍ଷତି ହେବାର ଆଶଙ୍କା ରହିଛି, ଏପରିକି ଏହା ଫାଟିବାର ମଧ୍ୟ ସମ୍ଭାବନା ଥାଏ। କିନ୍ତୁ ଲାପଟପ୍‌ ପାଇଁ ଏହି ନିୟମ କେତେ…

WhatsApp ଓ Telegramକୁ ଟକ୍କର ଦେବ ପୁଟିନଙ୍କ ମେସେଜିଂ ଆପ୍‌, କ’ଣ ଆପଣ କରିପାରିବେ ବ୍ୟବହାର ?

ନୂଆଦିଲ୍ଲୀ: ସୁରକ୍ଷିତ ମେସେଜିଂ ଆପ୍‌ର ଦୌଡ଼ରେ ଏବେ ହ୍ୱାଟ୍ସଆପ୍‌ ଓ ଟେଲିଗ୍ରାମ୍‌ର ଆଧିପତ୍ୟ ରହିଛି। ଏହି ବିଶାଳ ବ୍ୟବହାରକାରୀ ଥିବା ପ୍ଲାଟଫର୍ମଗୁଡ଼ିକ ଏଲନ୍‌ ମସ୍କଙ୍କ X-Chat ଉପରେ ମଧ୍ୟ ନଜର ରଖିଛନ୍ତି, ଯାହା ଟେଲିଗ୍ରାମ୍‌ ସହ ସମାନ। କିନ୍ତୁ ଏବେ ଏହି ଦୌଡ଼ରେ ଆଉ ଏକ ନୂଆ ପ୍ଲେୟାର…

କମ ଟଙ୍କାରେ ଚମତ୍କାର ଅଫର ! ୫୧ ଟଙ୍କା ପ୍ଲାନରେ Jio ଦେଲା ଅସୀମିତ ଡାଟା

ମୁମ୍ବାଇ: ରିଲାଏନ୍ସ ଜିଓ ପୁଣି ଥରେ ପ୍ରମାଣ କରିଛି କାହିଁକି ଏହା ଦେଶର ସବୁଠୁ ଅଧିକ ମୋବାଇଲ ଗ୍ରାହକଙ୍କ ପସନ୍ଦ। କମ୍ ମୂଲ୍ୟରେ ଅଧିକ ଲାଭ ଦେବାରେ ଜିଓ ନିଜର ଅନନ୍ୟ ଶୈଳୀ ବଜାୟ ରଖି ମାତ୍ର ୫୧ ଟଙ୍କାରେ ଏକ ଏପରି ଡାଟା ପ୍ୟାକ୍ ଆରମ୍ଭ କରିଛି, ଯାହା ଇଣ୍ଟରନେଟ ବ୍ୟବହାରକାରୀଙ୍କ ପାଇଁ ଏକ…