Latest Odisha News

BREAKING NEWS

Browsing Category

ଗ୍ୟାଜେଟ୍ ଓ ଅଟୋମୋବାଇଲ

ଶୀଘ୍ର ବଜାରକୁ ଆସିବ Oppo Find X8S; ଜାଣନ୍ତୁ ଫିଚର..

ନୂଆଦିଲ୍ଲୀ: ୨୦୨୫ ଭାରତୀୟ ସ୍ମାର୍ଟଫୋନ୍ ବଜାର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ଅନେକ ଟେକ୍ ଜଏଣ୍ଟ ପ୍ରଥମ ତିନି ମାସରେ ଏକରୁ ଅଧିକ ସ୍ମାର୍ଟଫୋନ୍ ଲଞ୍ଚ କରିଥିବାବେଳେ ଅନେକ ଫୋନ୍ ବଜାରକୁ ଆସିବାକୁ ପ୍ରସ୍ତୁତ ଅଛି। ଏହି ସମୟରେ ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ଓପୋ…

ନୂଆ ରୂପରେ ବଜାରକୁ ଆସିବ ଦେଶର ସବୁଠାରୁ ଶସ୍ତା ୭-ସିଟର କାର୍

ଭୁବନେଶ୍ବର: ୭-ସିଟର କାରର ଡିମାଣ୍ଡ ଭାରତୀୟ ଗ୍ରାହକମାନଙ୍କ ମଧ୍ୟରେ ରହିଛି । ତେବେ ଶସ୍ତା ୭-ସିଟର କାରକୁ ଦେଖିଲେ ପ୍ରଥମେ ରେନାଲ୍ଟ ଟ୍ରାଇବର୍( Renault Triber) ର ନାଁ ଆସେ । ଏବେ କମ୍ପାନୀ ଦେଶର ସବୁଠାରୁ ଶସ୍ତା ୭-ସିଟର ଟ୍ରାଇବରର ଅପଡେଟେଡ୍ ଭର୍ସନ ଲଞ୍ଚ କରିବାକୁ ପ୍ରସ୍ତୁତ ହେଲାଣି…

Haier ଲଞ୍ଚ କଲା ଭାରତର ପ୍ରଥମ AI ଏସି !

ନୂଆଦିଲ୍ଲୀ:  ଗ୍ରୀଷ୍ମ ଋତୁରେ ଆରମ୍ଭ ହେବାକୁ ଯାଉଛି। ଲୋକମାନେ ଏବେ ଏସି କିଣିବା ଆରମ୍ଭ କେଲେଣି । ତେବେ ଏହି ସମୟରେ ହାୟର ଇଣ୍ଡିଆ (Haier India) ନିଜର ନୂତନAI Climate Controlଏୟାର କଣ୍ଡିସନର ଲଞ୍ଚ କରିଛି । କମ୍ପାନୀ ଦାବି କରିଛି ଯେ, ଏହା ଭାରତର ପ୍ରଥମ ଏସି ଯାହା AI ଦ୍ୱାରା…

ବଜେଟ୍ ଫ୍ରେଣ୍ଡଲି ଟପ୍ ଇଲେକ୍ଟ୍ରିକ୍ ବାଇକ୍ ଲିଷ୍ଟ..

ଭୁବନେଶ୍ବର: ଭାରତୀୟ ବଜାରରେ ବୈଦ୍ୟୁତିକ ଯାନର ଚାହିଦା ଦ୍ରୁତ ଗତିରେ ବଢିବାରେ ଲାଗିଛି । ବିଶେଷକରି ଦୁଇ ଚକିଆ ଯାନର ବିକ୍ରୟ ପ୍ରତି ମାସରେ ଭଲ ରହିଥାଏ । ଯଦିଓ ବଜାରରେ ଇଲେକ୍ଟ୍ରିକ୍ ସ୍କୁଟରର ଚାହିଦା ଅଧିକ, କିନ୍ତୁ ଅନେକ ଲୋକ ଇଲେକ୍ଟ୍ରିକ୍ ବାଇକ୍ କିଣିବାକୁ ପସନ୍ଦ କରନ୍ତି । ଯଦି ଆପଣ…

ଭାରତରେ ଲଞ୍ଚ ହେଲା HMD ବାର୍ବି ଫୋନ୍; ମୂଲ୍ୟ ୮୦୦୦ରୁ କମ୍

ଭୁବନେଶ୍ବର: ୨୦୨୪ ମସିହାରେ ଏଚଏମଡି( HMD)ବାର୍ବି ଫୋନ୍ କୁ ବିଶ୍ବଜାରରେ ଲଞ୍ଚ କରିସାରିଛି । କିନ୍ତୁ ବର୍ତ୍ତମାନ ଏହା ଭାରତରେ ଲଞ୍ଚ କରାଯାଇଛି। ବାର୍ବିକୁ ଝିଅମାନେ ପସନ୍ଦ କରନ୍ତି ;ତେଣୁ ଏହି ଫୋନ ମହିଳାମାନଙ୍କୁ ଧ୍ୟାନରେ ରଖି ଏହି ଲଞ୍ଚ କରାଯାଇଛି ।ଫୋନ୍ ଏକ ଫ୍ଲିପ୍ ଡିଜାଇନ୍ ର ହୋଇଛି…

୪୦ହଜାରରୁ କମ୍ ମୂଲ୍ୟରେ Acer ଆଣିଲା ଲାଇଟଓ୍ବେଟ୍ ପାଓ୍ବାରଫୁଲ ଲାପଟପ୍

ନୂଆଦିଲ୍ଲୀ: ଲାପଟପ୍‌ ନିର୍ମାତା କମ୍ପାନୀ ଏସର(Acer) ଭାରତରେ ନିଜର TravelLite Business ସିରିଜରେ ଏକ ନୂଆ ଲାପଟପ୍‌ 'TL15-53M'କୁ ଲଞ୍ଚ କରିଛି । ଯାହାକି ଏହି ସିରିଜର ପ୍ରଥମ ୧୫.୬ ଇଞ୍ଚ (୩୯.୬ସେମି) ଲାପଟପ୍‌ । ପ୍ରଫେସନାଲ୍ କାମ ପାଇଁ ଏହି ଲାପଟପ୍ ଭଲ । ଓଜନ ୧.୫୮ କେଜି ରହିଛି ।…

ଏବେ ଭାରତରେ ତିଆରି ହେବ ଆପଲର Airpods ଏବଂ iPads, ନିଯୁକ୍ତି ଆରମ୍ଭ

ନୂଆଦିଲ୍ଲୀ: ଆଇଫୋନ୍ ନିର୍ମାତା ଆପଲ୍ ଭାରତରେ ଏହାର ଉତ୍ପାଦନ ବିସ୍ତାର କରିବା ପାଇଁ ପ୍ରମୁଖ ସ୍ଥାନଗୁଡ଼ିକରେ ନିଯୁକ୍ତିକୁ ତ୍ୱରାନ୍ୱିତ କରିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ଏବଂ ପାରସ୍ପରିକ ଶୁଳ୍କ ସମ୍ପର୍କରେ ଚିନ୍ତା ଉପରେ ଅନିଶ୍ଚିତତା ସତ୍ତ୍ୱେ ଆପଲ୍ ଏହି…

୮ହଜାରରୁ କମ୍ ମୂଲ୍ୟରେ ବଜାରକୁ ଆସିଲା Vivo Y19e; ରହିଛି AI ଫିଚର

ନୂଆଦିଲ୍ଲୀ: ଭିଭୋ ଭାରତରେ ନିଜର Y ସିରିଜରେ ଏକ ନୂତନ ବଜେଟ୍ ପ୍ରେଣ୍ଡଲି 4G ସ୍ମାର୍ଟଫୋନ୍ Vivo Y19e ଲଞ୍ଚ କରିଛି । ଏହି ଫୋନ୍ ୟୁନିସୋକ Unisoc T7225 ପ୍ରୋସେସର ସହିତ ଆସିଛି । ଏହି ଫୋନରେ AI ସପୋର୍ଟ ସହିତ ୧୩ ମେଗାପିକ୍ସେଲ କ୍ୟାମେରା ସେଟଅପ୍ ଅଛି । ଏହି ଫୋନରେ 6.74 ଇଞ୍ଚ…

ଲଞ୍ଚ Google Pixel 9a; ଜାଣନ୍ତୁ ଭାରତରେ ଏହାର ମୂଲ୍ୟ କେତେ..

ନୂଆଦିଲ୍ଲୀ:ଗୁଗୁଲ ବୁଧବାର ଦିନ ଭାରତ ଏବଂ ବିଶ୍ୱ ବଜାରରେ ଲଞ୍ଚ କରିଛି ନିଜର ନୂତନ ଏ-ସିରିଜ୍ ସ୍ମାର୍ଟଫୋନ୍ ପିକ୍ସେଲ 9a(Pixel 9a) ସ୍ମାର୍ଟଫୋନ୍ । ଏହି ସ୍ମାର୍ଟଫୋନ୍ ଗୁଗୁଲ୍ ଟେନସର୍ ଜି 4 ପ୍ରୋସେସର୍ ରେ ଚାଲିଥାଏ ଏବଂ ଆଣ୍ଡ୍ରଏଡ୍ 15 ସହିତ ଆସିଥାଏ, ଯାହା 7 ବର୍ଷ ପାଇଁ OS ଏବଂ…

ଟାଟା ଆଣୁଛି ଡ୍ରାଇଭରଲେସ୍ ଇଲେକ୍ଟ୍ରିକ୍ କାର୍

ନୂଆଦିଲ୍ଲୀ: ଭାରତୀୟ ଅଟୋମୋବାଇଲ୍ ନିର୍ମାତା ଟାଟା ମୋଟର୍ସ ଟେସଲା ପରି ସ୍ୱୟଂଶାସିତ ଡ୍ରାଇଭିଂ ଫିଚର ଥିବା ଇଲେକ୍ଟ୍ରିକ୍ କାର ଆଣୁଛି । ଟାଟାର ଏହି ସ୍ୱୟଂଚାଳିତ ଯାନର ନାମ ହେଉଛି Tata Yu (ଟାଟା ୟୁ); ଯାହା ସେଲ୍ଫ ଡ୍ରାଇଭିଂ ଫିଚର ସହିତ ଆସେ । କିଛି ଦିନ ତଳେ ଟାଟା ମୋଟର୍ସ ଏକ ଗାଡି…