Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଦୁନିଆ ତୁଳନାରେ ଆମ ଦେଶର ପିଲା ହୋଇଯାଉଛନ୍ତି ଗେଡ଼ା, ସାମ୍ନାକୁ ଆସିଲା କାରଣ; ରିପୋର୍ଟରେ ବଡ଼ ଖୁିଲାସା

ନୂଆଦିଲ୍ଲୀ: ଦୁନିଆରେ ଅନେକ ଦେଶରେ ଲୋକଙ୍କ ଉଚ୍ଚତା ବଢ଼ୁଛି। ଅର୍ଥନୀତି ମଜବୁତ ହେଲେ ଓ ସ୍ୱାସ୍ଥ୍ୟ ସୁବିଧା ଭଲ ହେଲେ ମଣିଷର ହାବଭାବ ବଢ଼ିବା ସ୍ୱାଭାବିକ। ଚୀନ, ଜାପାନ ଓ ଦକ୍ଷିଣ କୋରିଆରେ ଏହା ଦେଖାଯାଇଛି। କିନ୍ତୁ ଭାରତରେ ଏହାର ଓଲଟା ପ୍ରତିଫଳନ ହେଉଛି। ଏଠାରେ ଅଧିକାଂଶ ଲୋକଙ୍କ ଉଚ୍ଚତା…

Shaking Leg While Sitting: ବସିବା ସମୟରେ ଗୋଡ଼ ହଲାଇବା ଉଚିତ କି? ଜାଣନ୍ତୁ କ’ଣ କହିଲେ ଡାକ୍ତର, ଏହି…

ଭୁବନେଶ୍ୱର: ଅନେକ ଲୋକଙ୍କର ବାରମ୍ବାର ଗୋଡ଼ ହଲାଇବାର ଅଭ୍ୟାସ ଥାଏ। ବିଶେଷକରି ଚେୟାରରେ ବସିବା ସମୟରେ ସେମାନେ ପ୍ରାୟତଃ ଗୋଡ଼ ହଲାଇଥାନ୍ତି। କେତେବେଳେ ସେମାନେ ଧୀରେ ଧୀରେ କିମ୍ବା କେତେବେଳେ ଶୀଘ୍ର ହଲାଇଥାନ୍ତି। ଏପରି ପରିସ୍ଥିତିରେ, ପାଖରେ ବସିଥିବା ଲୋକମାନେ ପ୍ରାୟତଃ ବିରକ୍ତ…

Home Remedies: ଆପଣ ମୁହଁରେ ହଳଦୀ ଏବଂ ଦହି ସହିତ ବେସନ ଲଗାଉଛନ୍ତି କି?, ହୋଇପାରେ କିଛି ଏମିତି…

ଭୁବନେଶ୍ୱର: ଲୋକମାନେ ଉତ୍କୃଷ୍ଟ ଚର୍ମ ଯତ୍ନ ପାଇଁ ବିଭିନ୍ନ ଘରୋଇ ଉପଚାର ବ୍ୟବହାର କରନ୍ତି। ଏଥିମଧ୍ୟରୁ ଗୋଟିଏ ହେଉଛି ମୁହଁରେ ବେସନ, ହଲଦି ଏବଂ ଦହିର ମିଶ୍ରଣ ବ୍ୟବହାର କରିବା। ଯାହା ପ୍ରାୟତଃ ପ୍ରତ୍ୟେକ ରୋଷେଇ ଘରେ ଥିବା ବେଳେ, ପ୍ରତ୍ୟେକ ଝିଅ ହେଉବା ପୁଅ ଏହାକୁ ବ୍ୟବହାର କରିଥିବେ।…

Home Remedies Cholesterol: କାହିଁକି ବୃଦ୍ଧି ପାଏ କୋଲେଷ୍ଟ୍ରଲ୍?, ଏହାକୁ କମାଇବା ପାଇଁ ଆପଣାନ୍ତୁ ଘରୋଇ…

ଭୁବନେଶ୍ୱର: ଆଜିର ଅସ୍ୱାସ୍ଥ୍ୟକର ଜୀବନଶୈଳୀରେ ଉଚ୍ଚ କୋଲେଷ୍ଟ୍ରଲ୍ ଏକ ସାଧାରଣ କିନ୍ତୁ ଗମ୍ଭୀର ସମସ୍ୟା। ଖରାପ ଖାଦ୍ୟପେୟ, ଶାରୀରିକ କାର୍ଯ୍ୟକଳାପର ଅଭାବ ଏବଂ ବଢ଼ୁଥିବା ଚାପ ଧୀରେ ଧୀରେ ଆମ ଶରୀରର ସନ୍ତୁଳନକୁ ବିପର୍ଯ୍ୟସ୍ତ କରିଦିଏ। ଉଚ୍ଚ କୋଲେଷ୍ଟ୍ରଲ୍ ଜମା ହୋଇ ହୃଦୟର ଧମନୀରେ ଅବରୋଧ…

ସବୁବେଳେ ଆପଣଙ୍କର ପାଦ ଫୁଲା ରହୁଛିକି.. ସାବଧାନ! ଏହା ହୃଦରୋଗର ଲକ୍ଷଣ

ନୂଆଦିଲ୍ଲୀ: ଶୀତ ୠତୁ ଚାଲିଛି ଏବଂ ଏହି ସମୟରେ ହୃଦରୋଗର ଆଶଙ୍କା ବୃଦ୍ଧି ପାଏ। ଶୀତ ଋତୁରେ ହୃଦଘାତର ମାମଲା ବିଶେଷ ଭାବରେ ଅଧିକ ଥାଏ। ହୃଦଘାତର ଏକ ସାଧାରଣ ଲକ୍ଷଣ ହେଉଛି ଛାତିରେ ଯନ୍ତ୍ରଣା। କିନ୍ତୁ ଆପଣ କ’ଣ ଜାଣନ୍ତି କି ଗୋଡର ଶିରାଗୁଡ଼ିକ ମଧ୍ୟ ହୃଦୟ ସହିତ ଜଡିତ? ଯଦି ଗୋଡର…

ବଜାରକୁ ଆସିଲା ଡିଜିଟାଲ ନେଲ୍: ୫ ସେକେଣ୍ଡରେ ବଦଳିଯିବ ନଖର ରଙ୍ଗ ଓ ଡିଜାଇନ୍

ନୂଆଦିଲ୍ଲୀ: ଏବେ ସୁଦ୍ଧା ଆପଣ ମୋବାଇଲ୍ ଫୋନ୍, ସ୍ମାର୍ଟୱାଚ୍ ଏବଂ ଘରଗୁଡ଼ିକୁ ଗୋଟିଏ ନିର୍ଦ୍ଦେଶ ଦ୍ୱାରା ନିୟନ୍ତ୍ରିତ ହେଉଥିବା ଦେଖିଥିବେ। କିନ୍ତୁ ଆପଣ କେବେ କଳ୍ପନା କରିଛନ୍ତି କି ଆପଣଙ୍କ ନଖର ରଙ୍ଗ ମଧ୍ୟ ଡିଜିଟାଲ ମାଧ୍ୟମରେ ପରିବର୍ତ୍ତନ ହୋଇପାରିବ? ଆଜ୍ଞା ହଁ, ସୌନ୍ଦର୍ଯ୍ୟ ଏବଂ…

Pneumonia In Winter: ଶୀତ ଦିନେ ଆପଣଙ୍କ ପିଲାଙ୍କୁ ବି ହୋଇପାରେ ନିମୋନିଆ?, ଅଣଦେଖା କରନ୍ତୁ ନାହିଁ ଏହି…

ଭୁବନେଶ୍ୱର: ବର୍ତ୍ତମାନ ଦେଶ ତଥା ରାଜ୍ୟରେ ପ୍ରବଳ ଶୀତର ପ୍ରକୋପ ଜାରି ରହିଛି। ଜାଡରେ ଥରୁଛି। ଶୀତ ଦିନେ ପ୍ରାୟତଃ ପିଲା ଏବଂ ବୃଦ୍ଧମାନଙ୍କୁ ଥଣ୍ଡା, ଜ୍ଵର ବେଶୀ ହୋଇଥାଏ। ଆଉ ଏହି ଥଣ୍ଡା ଜ୍ଵର କେତେବେଳେ ନିମୋନିଆ ଭଳି ରୋଗର ଶିକାର କରି ଦିଏ ତାହା ଜଣାପଡ଼େ ନାହିଁ। ନିମୋନିଆ ଏକ…

କେଉଁ ପଟେ ଶୋଇଲେ ଶୀଘ୍ର ଆସେ ନିଦ, ଜାଣନ୍ତୁ ଚମତ୍କାରିତା

ଭୁବନେଶ୍ୱର: ପୂରା ଦିନ କାମ ସାରି ରାତିରେ ବେଡ୍‌ରେ ଶୋଇ ଥକାପଣ ଦୂର କରିବାର ମଜା ଅଲଗା । ସେଥିପାଇଁ ସକାଳ ସମୟରେ ଉଠିବାକୁ ଭଲ ନିଦ୍ରା ଅତ୍ୟନ୍ତ ଜରୁରୀ। ରାତିରେ ୭ରୁ ୮ ଘଣ୍ଟା ଭଲ ଭାବେ ଶୋଇଲେ ମନ ଓ ଶରୀରକୁ ଶାନ୍ତି ମିଳେ। କିନ୍ତୁ ଆପଣ ଜାଣନ୍ତି କି, ଶୋଇବାର ମଧ୍ୟ ଏକ ସଠିକ୍ ଉପାୟ…

ପାଦରୁ ଜଣାପଡ଼ିବ ମଧୁମେହ ହୋଇଛି କି ନାହିଁ, ଜାଣିରଖନ୍ତୁ ଏହି ସଙ୍କେତ

ନୂଆଦିଲ୍ଲୀ: ମଧୁମେହ ଏକ ଏହିଭଳି ରୋଗ ଯାହାର ଚିହ୍ନଗୁଡ଼ିକୁ ଠିକ୍ ସମୟରେ ଚିହ୍ନିବା ଅତ୍ୟନ୍ତ ଜରୁରି। ଅଧିକାଂଶ ଲୋକେ ଏହି ପ୍ରାରମ୍ଭିକ ଲକ୍ଷଣଗୁଡ଼ିକୁ ସାଧାରଣ ଭାବି ଅଣଦେଖା କରିଦିଅନ୍ତି, ଫଳରେ ସମସ୍ୟା ଅଧିକ ବଢ଼ିଯାଏ ଓ ପରେ ଜାଣିବାକୁ ପଡ଼େ। ବିଶେଷକରି ପାଦରେ ମଧୁମେହର ପ୍ରାରମ୍ଭିକ…

୨୪ ଘଣ୍ଟାରେ କେତେ ଥର ପରିସ୍ରା କରିବା ଉଚିତ୍ ? ଜାଣି ରଖନ୍ତୁ ନହେଲେ ହେଲେ ହୋଇପାରେ ବଡ଼ ରୋଗର ସଙ୍କେତ

ନୂଆଦିଲ୍ଲୀ: ବ୍ୟକ୍ତି ଦିନସାରା କେତେ ଥର ପରିସ୍ରା କରନ୍ତି ଏହା ଅନେକ କଥା ଉପରେ ନିର୍ଭର କରିଥାଏ, ଯେମିତି ମୂତ୍ରାଶୟର ଧାରଣ କ୍ଷମତା କେତେ, ଦିନସାରା କ’ଣ ଏବଂ କେତେ ପାଣି ପିଇଛନ୍ତି ଏବଂ ବ୍ୟକ୍ତିଙ୍କ ବୟସ କେତେ। ଏହାକୁ ଦେଖି ପରିସ୍ରା କରିବାର ସଂଖ୍ୟା ସାଧାରଣତଃ ସମସ୍ତଙ୍କ ପାଇଁ ଭିନ୍ନ…