Latest Odisha News

BREAKING NEWS

Browsing Category

ଖାଦ୍ୟ

ଶୀତ ଦିନେ ପ୍ରଚୁର ପରିମାଣରେ ଖାଆନ୍ତୁ ପିଆଜ ଷଣ୍ଢା, ମିଳିବ ଆଶ୍ଚର୍ଯ୍ୟ ଜନକ ଫାଇଦା

ଭୁବନେଶ୍ଵର: ପିଆଜ ଷଣ୍ଢା ସହିତ ଆମେ ପ୍ରାୟ ସମସ୍ତେ ପରିଚିତ l ଆମେ ତାକୁ ବଜାରରେ ପ୍ରାୟ ଅଧିକାଂଶ ସମୟ ଦେଖିବାକୁ ପାଇଥାଉ l ପିଆଜ ଷଣ୍ଢାକୁ ସାଲାଡ଼ ,ଭଜା ଓ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀରେ ବ୍ୟବହାର କରାଯାଇଥାଏ l ଏହା ପାଟିକୁ ମଧ୍ୟ ସୁସ୍ୱାଦୁ ଲାଗିଥାଏ । ଶୀତଦିନେ ପିଆଜ ଷଣ୍ଢା…

କୋଲ୍ଡଡ୍ରିଙ୍କ୍ସ ପିଉଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ, ନଚେତ ହୋଇପାରେ ଏହି ଭୟଙ୍କର ରୋଗ…

ଭୁବନେଶ୍ଵର: କଣ ଆପଣ ସବୁଦିନ କୋଲ୍ଡଡ୍ରିଙ୍କ୍ସ ପିଉଛନ୍ତି କି ? ଯଦି ହଁ ତେବେ ଏହି ଖବର ଶୁଣି ଆପଣ ନିଶ୍ଚୟ ଚିନ୍ତାରେ ପଡିଯିବେ । ଯଦି ଆପଣ ସବୁଦିନ କୋଲ୍ଡଡ୍ରିଙ୍କ୍ସ ପିଇବାରେ ଅଭ୍ୟସ୍ତ ତେବେ ଭୟଙ୍କର ରୋଗର ଶିକାର ହୋଇପାରନ୍ତି ଆପଣ । ଯାହା ବିଷୟରେ ବୋଧ ହୁଏ ଆପଣ କେବେ ଭାବି ବି ନଥିବେ ।…

ଶୀତ ଦିନେ ଫିଟ ରହିବାକୁ କଣ କରିବେ, ଜାଣନ୍ତୁ…

ଭୁବନେଶ୍ଵର: ଶୀତ ଦିନେ ସମସ୍ତେ ନିଜ ଶରୀରକୁ ମେଣ୍ଟେନ କରିବା ଏବଂ ସୁସ୍ଥ ରଖିବା ପାଇଁ ଚାହାନ୍ତି । କିନ୍ତୁ ଥଣ୍ଡା ଯୋଗୁଁ ଖାଦ୍ୟପେୟରେ ଧ୍ୟାନ ନଦେଇ କେବଳ ବ୍ୟାୟମ କରନ୍ତି । ଶୀତ ଦିନେ ଗରମା ଗରମ ଖାଦ୍ୟ ତଥା ତେଲଛଣା ଖାଦ୍ୟ ଖାଇଥାନ୍ତି । ଯାହାଦ୍ଵାରା ସେମାନଙ୍କର ଓଜନ ବଢିଥାଏ । ତେବେ…

ଗରମ ଚା’ ପିଇଲେ ନିଦ ଭାଙ୍ଗି ଯାଏ, କିନ୍ତୁ ଥଣ୍ଡା ଚା’ରେ ନୁହେଁ… ଜାଣନ୍ତୁ ଏହାର କାରଣ କ’ଣ

ଭୁବନେଶ୍ଵର: ଆମ ଦେଶରେ ଅନେକ ଲୋକଙ୍କ ଦିନ ଆରମ୍ଭ ହୋଇଥାଏ ଏକ କପ୍ ଚା’ରୁ | ଦିନର ଆରମ୍ଭ ଏକ କପ୍ ଚା’ ରୁ ଆରମ୍ଭ ହୋଇ ଦିନର ଶେଷ ମଧ୍ୟ ସେହି ଚା’ରେ ହୋଇଥାଏ । ପୁରା ଦିନ କୁ ମିଶାଇଲେ ଅନେକ ଥର ଚା’ ପିଅନ୍ତି ସେହି ଚା’ ପ୍ରେମୀ ମାନେ । ଅଧିକାଂଶ ଘରେ ଅତିଥିମାନଙ୍କୁ ଚା ’ସହିତ ସ୍ୱାଗତ…

ଆପଣ ଜେଉଠ ଫଳ ଖାଇଛନ୍ତି କି? ଜାଣନ୍ତୁ ଏହାକୁ ଖାଇଲେ କେଉଁ ରୋଗରୁ ମିଳିବ ଉପଶମ

ଭୁବନେଶ୍ଵର: ଆପ୍ରିକଟ ବା ଜେଉଠ ଫଳ । ଦେଖିବାକୁ ଯେମିତି ସୁନ୍ଦର ଖାଇବାକୁ ମଧ୍ୟ ସେତିକି ସ୍ଵାଦିଷ୍ଟ । ଏହି ଫଳ ବିଷୟରେ ବହୋତ କମ୍ ଲୋକ ଜାଣନ୍ତି । କିନ୍ତୁ ଶରୀର ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ ଏହି ଫଳ । ଏଥିରେ ଭିଟାମିନ୍ ଏ, ବି, ସି, ଏବଂ ଇ ପ୍ରଚୁର ପରିମାଣରେ ମିଳିଥାଏ । ଏହା…

ଶୀତଦିନେ ଖାଆନ୍ତୁ ଏହି ସବୁ ଫଳ, ଶରୀରରେ ଦେଖାଦେବନି ଜଳୀୟ ଅଂଶର ଅଭାବ

ଭୁବନେଶ୍ଵର: ଶୀତଦିନ ସାଧାରଣତଃ ଲୋକମାନେ କମ୍ ପାଣି ପିଇଥାନ୍ତି । ଯେଉଁଥିପାଇଁ ସେମାନଙ୍କର ତ୍ବଚା ଶୁଷ୍କ ରହିବା ସହ ଓଠ ମଧ୍ୟ ଫାଠି ଥାଏ । କିଛି କିଛି ଲୋକଙ୍କ ଶରୀରରେ ଜଳୀୟ ଅଂଶ ଅଭାବରୁ ଡିହାଇଡ୍ରେସନ୍, କୋଷ୍ଠ କାଠିନ୍ୟ, ଚର୍ମ ସମସ୍ୟା ଆଦି ମଧ୍ୟ ଦେଖାଯାଏ । ଯେଉଁ କାରଣରୁ ସେମାନେ…

ଶୀତ ଦିନେ କିପରି ନେବେ ଶିଶୁ ଓ ବୟସ୍କଙ୍କ ଯତ୍ନ, ଜାଣନ୍ତୁ…

ଭୁବନେଶ୍ଵର: ଧିରେ ଧିରେ ବଢ଼ିବାରେ ଲାଗିଛି ଶୀତର ପ୍ରଭାବ । ଶୀତର ପ୍ରଭାବ ବଢିବା ସହ ଶରୀରରେ ଦେଖାଯାଏ ଅନେକ ପ୍ରକାର ରୋଗ । ଶୀତଦିନେ ବଦଳୁଥିବା ପାଣିପାଗ ଏବଂ ବାୟୁ ପ୍ରଦୂଷଣ ହେତୁ ପିଲାମାନଙ୍କଠାରେ ଭାଇରାଲ୍ ଜ୍ୱର, ଥଣ୍ଡା,କାଶ ଇତ୍ୟାଦି ଲକ୍ଷଣ ଦେଖାଦେଇଥାଏ । ସେହିପରି ନିଶ୍ୱାସ ନେବାରେ…

ଶୀତରେ ଖାଆନ୍ତୁ ଏହି ଖାଦ୍ୟ, ବଢିବ ରୋଗ ପ୍ରତିରୋଧକ ଶକ୍ତି, ବିଶାକ୍ତ ବାୟୁରୁ ମିଳିବ ମୁକ୍ତି

ଭୁବନେଶ୍ଵର: ଦୁନିଆର ବର୍ତ୍ତମାନ ସବୁଠାରୁ ପ୍ରଦୂଷିତ ସହର ଭାବରେ ଜଣାଯାଉଥିବା ଦିଲ୍ଲୀର ଆଖପାଖରେ ରହୁଥିବା ଲୋକମାନଙ୍କୁ ଏବେ ନିଶ୍ଵାସ ପ୍ରଶ୍ଵାସ ନେବା ମଧ୍ୟ କଷ୍ଟକର ହୋଇପଡିଛି । ଦିଲ୍ଲୀ ଏବଂ ଏହାର ପାଖାପାଖି ଅଞ୍ଚଳରେ ଏବେ ବାୟୁ ଗୁଣବତ୍ତା ସୂଚକାଙ୍କ ୪୫୦ ରୁ ଉର୍ଦ୍ଧ୍ଚରେ ରହୁଛି । ଏପରି…

ସ୍ୱାସ୍ଥ୍ୟ ପାଇଁ ଉପକାରୀ ଗୁଜୁରାତି: ପ୍ରତିଦିନ ଖାଆନ୍ତୁ ମିଳିବ ଏସବୁ ରୋଗରୁ ମୁକ୍ତି….

ନୂଆଦିଲ୍ଲୀ : ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ଗୁଜୁରାତି ଉପଲବ୍ଧ ରହିଥାଏ  । ଅନେକ ଲୋକ ଖାଦ୍ୟରେ ଗୁଜୁରାତିକୁ ସାମିଲ କରନ୍ତି  । କିନ୍ତୁ ଜାଣିଛନ୍ତି ଏହା ଆମ ଶରୀର ପାଇଁ କେତେ ଉପକାରୀ । ଆସନ୍ତୁ ଜାଣିବା ଗୁଜୁରାତିର ଉପକାରିତା । ଯଦି ଆପଣଙ୍କୁ ବାରମ୍ବାର ବ୍ୟସ୍ତ ଲାଗିବା ଭଳି ଅନୁଭବ…

ଫ୍ରିଜରେ ରଖିଥିବା ଖାଦ୍ୟକୁ ଗରମ କରି ଖାଉଛନ୍ତି କି, ତେବେ ହୋଇଯାଆନ୍ତୁ ସାବଧାନ…

ଭୁବନେଶ୍ଵର: ସାଧାରଣ ଭାବରେ ଆମେ ରାତ୍ରୀ ଭୋଜନରେ ବଞ୍ଚି ଯାଇଥିବା କିଛି ଖାଦ୍ୟକୁ ଆମେ ପୁନର୍ବାର ଗରମ କରି ଖାଇଥାଉ । ଏହାଛଡା ଏପରି କିଛି ଖାଦ୍ୟକୁ ଆମେ ଫ୍ରିଜରେ ରଖିଥାଉ ଯାହାକୁ ଆମେ ବାରମ୍ବାର ଗରମ କରି ସେବନ କରିଥାଉ । ଏହାଛଡା ଅନେକ ସମୟରେ ଫ୍ରିଜରେ ରଖିଥିବା ଖାଦ୍ୟକୁ ତୁରନ୍ତ…