Latest Odisha News

BREAKING NEWS

Browsing Category

ଖାଦ୍ୟ

ସକାଳୁ ସକାଳୁ ଆପଣଙ୍କଠାରେ ଦେଖାଯାଉଛି କି ଏହି ଲକ୍ଷଣ? ହୋଇଯାନ୍ତୁ ସାବଧାନ ! ନଚେତ…

ଭୁବନେଶ୍ୱର: ଉଚ୍ଚ ରକ୍ତଶର୍କରା (ହାଇ ବ୍ଲଡ ସୁଗାର) ସମସ୍ୟାକୁ ସମୟଥାଉ ଚିହ୍ନଟ କରିବା ଅତ୍ୟନ୍ତ ଜରୁରୀ, ନଚେତ୍ ଆପଣଙ୍କ ସ୍ଵାସ୍ଥ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇପାରେ। ଆପଣଙ୍କ ଅଜାଣତରେ ଶରୀରରେ ରକ୍ତଶର୍କରା ବଢ଼ିଥାଏ । ଯାହାଦ୍ୱାରା ଶରୀରରେ କିଛି ଲକ୍ଷଣ ଦେଖାଯାଇଥାଏ । ଆସନ୍ତୁ ଜାଣିବା…

୭ ଦିନ ପରେ ବି ଯଦି ଏହି ଲକ୍ଷଣ ଦେଖାଯାଉଛି ତେବେ ସାବଧାନ !

ନୂଆଦିଲ୍ଲୀ: କର୍କଟ ରୋଗ ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଯାହା ସମୟମତୋ ଚିହ୍ନଟ କରାଗଲେ ଚିକିତ୍ସା ସଫଳ ହେବାର ସମ୍ଭାବନା ବହୁଗୁଣିତ ବୃଦ୍ଧି ପାଏ। ମେଦାନ୍ତା - ଦି ମେଡିସିଟିର ରେଡିଏସନ୍ ଅଙ୍କୋଲୋଜି ବିଭାଗର ଅଧ୍ୟକ୍ଷ ଡକ୍ଟର ତେଜିନ୍ଦର କଟାରିଆଙ୍କ ମତରେ, “ଶରୀରରେ କିଛି ନିର୍ଦ୍ଦିଷ୍ଟ…

୨ ଲକ୍ଷ ଲୋକଙ୍କ ଜୀବନ ନେଲାଣି ଲୁଣ ! WHOର ସାଂଘାତିକ ଖୁଲାସା

ଭୁବନେଶ୍ୱର: ଆମ ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ଏକ ଏପରି ଉପାଦାନ, ଯାହା ବିନା ପ୍ରତ୍ୟେକ ଖାଦ୍ୟ ଅଧୁରା ଲାଗେ। ଡାଲି ହେଉ କିମ୍ବା ତରକାରୀ, ଲୁଣ ନଥିଲେ ସବୁ ଫିକା ଲାଗେ। କିନ୍ତୁ ଏହି ଲୁଣ ଯଦି ଆବଶ୍ୟକତାରୁ ଅଧିକ ଖାଇବେ, ତେବେ ଏହା ଆପଣଙ୍କ ଜୀବନ ମଧ୍ୟ ନେଇପାରେ! ହଁ, ଏହା କୌଣସି…

ମୋଟାପଣ ନେଉଛି ଜୀବନ ! ପତଳା ହେବାକୁ ରାମଦେବ ବାବା ଦେଲେ ଟିପ୍ସ

ନୂଆଦିଲ୍ଲୀ: ଆମ ଦେଶରେ ୧୦ କୋଟିରୁ ଅଧିକ ଲୋକ ନିଜକୁ ମୋଟା ନୁହେଁ ବୋଲି ଭାବୁଛନ୍ତି, ତଥାପି ସେମାନେ ମୋଟାପଣର ଶିକାର ହେଉଛନ୍ତି। ଇଣ୍ଡିଆନ୍ ଜର୍ଣ୍ଣାଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ଅନୁଯାୟୀ, ଦେଶରେ ୪୩% ଲୋକ ଓଜନ ଅନୁଯାୟୀ ମୋଟା ନୁହନ୍ତି ଓ ଦେଖାଗଲେ ପାତଳା ଲାଗୁଛନ୍ତି। କିନ୍ତୁ…

ଏହି ବ୍ଲଡ୍ ଗ୍ରୁପ୍ ଲୋକ ହୋଇଯାନ୍ତୁ ସାବଧାନ ! ନହେଲେ ହୋଇପାରେ ହାର୍ଟ ଆଟାକ୍

ଭୁବନେଶ୍ୱର: ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ବ୍ଲଡ୍ ଗ୍ରୁପ୍ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଏକ ବଡ଼ ପ୍ରଭାବ ପକାଇପାରେ? ନିକଟରେ ହୋଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ଅଧ୍ୟୟନରୁ ଜଣାପଡ଼ିଛି ଯେ A, B କିମ୍ବା AB ବ୍ଲଡ୍ ଗ୍ରୁପ୍ ଥିବା ଲୋକଙ୍କୁ ହୃଦଘାତ ଏବଂ ରକ୍ତ ଜମାଟ ବାନ୍ଧିବାର ଆଶଙ୍କା…

AIIMS ଡାକ୍ତର ଦେଲେ ପରାମର୍ଶ : ସକାଳେ କ’ଣ ଖାଇବେ ଜଳଖିଆ?

ନୂଆଦିଲ୍ଲୀ: ସକାଳ ଜଳଖିଆ ହେଉଛି ଦିନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ଅତ୍ୟାବଶ୍ୟକୀୟ ଖାଦ୍ୟ। ରାତିରେ ଭଲ ନିଦ ପରେ ଯେତେବେଳେ ଆପଣ ସକାଳୁ ଉଠନ୍ତି, ତେବେ ସ୍ୱାସ୍ଥ୍ୟକର ଖାଦ୍ୟ ସହ ଦିନର ଆରମ୍ଭ କରନ୍ତୁ। ଏହା ଶରୀରକୁ ଦିନସାରା ଶକ୍ତି ଯୋଗାଇଥାଏ ଓ ଶରୀରକୁ ପୂରା ଦିନ ପାଇଁ ପ୍ରସ୍ତୁତ…

ଶୀତ ଦିନ ତୁଳନାରେ ଗରମ ଦିନେ ଅଧିକ କାହିଁକି ଚଢ଼େ ମଦ ନିଶା? ଜାଣନ୍ତୁ ଏହାର ବୈଜ୍ଞାନିକ କାରଣ

ଭୁବନେଶ୍ୱର: ଗୋଟିଏ ସମୟ ଥିଲା ଯେତେବେଳେ ମଦ୍ୟପାନ କେବଳ ପୁରୁଷମାନଙ୍କ ମଧ୍ୟରେ ଅଧିକ ଲୋକପ୍ରିୟ ଥିଲା। ପାର୍ଟି, ଖୁସି କିମ୍ବା ଦୁଃଖରେ ମଦ୍ୟପାନ ସେମାନଙ୍କର ସାଙ୍ଗ ହେଉଥିଲା। କିନ୍ତୁ ସମୟ ବଦଳିଛି। ଏବେ ମଦ୍ୟପାନ କେବଳ ପୁରୁଷମାନଙ୍କ ମଧ୍ୟରେ ସୀମିତ ନାହିଁ, ମହିଳାମାନେ ମଧ୍ୟ ଏହାକୁ ସେବନ…

ଗ୍ରୀଷ୍ମ ଋତୁରେ ସପେଟା ଖାଆନ୍ତୁ; କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ..

ଭୁବନେଶ୍ବର: ମିଠା ସପେଟାର ଋତୁ ଆସିଯାଇଛି। ଏହି ସମୟରେ ବଜାରରେ ସପେଟା ଅଧିକ ପରିମାଣରେ ବିକ୍ରି ହେଉଛି। ସମସ୍ତେ ଏହାର ରସାଳ ଏବଂ ମିଠା ସ୍ୱାଦ ପସନ୍ଦ କରନ୍ତି। କିନ୍ତୁ ଆପଣ କ’ଣ ଜାଣନ୍ତି ସପେଟା ପୋଷକତତ୍ତ୍ବରେ ଭରପୂର ଅଟେ । ଏଥିରେ ଭିଟାମିନ୍, ଖଣିଜ ପଦାର୍ଥ ଏବଂ ଫାଇବର ପରି ଅନେକ ପୋଷକ…

ଖାଲି ପେଟରେ ଖାଆନ୍ତୁ ରସୁଣ;ଦୂର ହେବ ମାଂସପେଶୀ ଯନ୍ତ୍ରଣା

ଭୁବନେଶ୍ବର: ଆମ ଭାରତର ରୋଷେଇ ଘରେ ବ୍ୟବହାର ହେଉଥିବା ମସଲାମାନଙ୍କରେ ଅନେକ ଔଷଧୀୟ ଗୁଣ ରହିଛି । ସେଥିମଧ୍ୟରୁ ରସୁଣ ଅନ୍ୟତମ । ଏହି ରସୁଣ ଆମ ଶରୀର ପାଇଁ ବେଶ ଉପଯୋଗୀ । ଏହି ରସୁଣ ଖାଦ୍ୟର ସ୍ବାଦକୁ ଯେପରି ବଢାଇଦେଇଥାଏ ସେପରି ଶରୀର ପାଇଁ ବି ବହୁତ ଲାଭଦାୟକ । ତେବେ ଜାଣିଛନ୍ତି ଖାଲି…

ବରା ଦିବସରେ ଘରେ ବନାନ୍ତୁ ପଶ୍ଚିମ ଓଡିଶା ପ୍ରସିଦ୍ଧ ଚାଉଳ ବରା

ଭୁବନେଶ୍ଵର: ଦେଶୀ ବିରି ଓ ଚାଉଳକୁ ବାଟି ସେଥିରେ ପିଆଜ ଲଙ୍କା ଅଦାର ମିଶ୍ରଣ ଦେ ଗୋଲ ଗୋଲ କରି ଗରମ ତେଲ କଡ଼େଇରେ ପଡେ । ଆଉ ବରା ଛଣାର ମହକି ଯାଏ ପୂରା ଅଞ୍ଚଳ । ଆଉ ଏଇ ବରାକୁ ଛୋଟରୁ ବଡ ସମସ୍ତେ ବେଶ ପସନ୍ଦ କରିଥାନ୍ତି । ତେବେ ଢ଼େଙ୍କାନାଳ ହେଉଛି ବରାର ପ୍ରଥମ ଜନ୍ମସ୍ଥଳ । କିନ୍ତୁ…