Latest Odisha News

BREAKING NEWS

Browsing Category

ଖାଦ୍ୟ

ଗୋଟେ ଚାମଚ ମେୟୋନିଜ୍ ରେ ଅଛି ଏତିକି ତେଲ…. ଯଦି ଖାଉଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ…

ଭୁବନେଶ୍ଵର: ଦେଖିବାକୁ ଧଳା ଏବଂ ସ୍ଵାଦରେ ଖଟା ମିଠା ଲାଗୁଥିବା ମେୟୋନିଜ୍ ଆଜିକାଲି ଯୁବପିଢିଙ୍କର ପ୍ରଥମ ପସନ୍ଦ । ଅନେକ ଫାଷ୍ଟଫୁଡ୍ ଖାଦ୍ୟରେ ମେୟୋନିଜ୍ ବହୁଳ ଭାବରେ ବ୍ୟବହୃତ ହୁଏ । ଆଜିକାଲି ସାଣ୍ଡୱିଚ୍, ପିଜା, ପାସ୍ତା, ବର୍ଗର, ଚିଲି ଆଳୁ ଇତ୍ୟାଦିରେ ମେୟୋନିଜ୍ ବ୍ୟବହାର କରାଯାଏ |…

ଆଚାର ଖାଇବାକୁ ଭଲ ପାଆନ୍ତି କି ? କ୍ଷତି ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଭୁବନେଶ୍ଵର: ଯଦି ଭାରତକୁ ଆଚାର ଦେଶ କୁହାଯାଏ ତେବେ ବୋଧହୁଏ ଭୁଲ୍ ହେବନାହିଁ । କାରଣ ଏଠାରେ ସମସ୍ତ ପ୍ରକାରର ଆଚାର ସବୁ ସମୟରେ ବହୁ ସହଜରେ ମିଳିଯାଏ । ଯାହାକୁ ଲୋକମାନେ ବେଶ୍ ସରାଗରେ ସବୁ ସମୟରେ ଖାଇବାରେ ଖୋଜିଥାଆନ୍ତି । ବେଳେ ବେଳେ ଏପରି ମଧ୍ୟ ଦେଖିବାକୁ ମିଳେ ଯେ ଅନେକ ଲୋକ ଗାଁ ରୁ…

ହାର୍ଟକୁ ସୁସ୍ଥ ରଖେ ନାଲି ଲଙ୍କା, ଜାଣନ୍ତୁ କିପରି …

ଭୁବନେଶ୍ଵର: ଅଧିକାଂଶ ଘରେ ଖାଦ୍ୟ ଏବଂ ମସଲାରେ ନାଲି ଲଙ୍କା ବ୍ୟବହାର କରାଯାଏ । ଏହା ଖାଦ୍ୟର ସ୍ଵାଦ ବଢାଇଥାଏ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେମ ଆପଣଙ୍କ ହାର୍ଟକୁ ସୁସ୍ଥ ରଖିବାରେ ମଧ୍ୟ ନାଲି ଲଙ୍କା ବେଶ୍ ଉପଯୋଗୀ । ନାଲି ଲାଙ୍କାରେ ରହିଛି ଚମତ୍କାରୀ ଗୁଣ । ଏହା ହୃଦୟକୁ ସୁସ୍ଥ…

ବାରି ବଗିଚାରେ ମିଳୁଥିବା ଏକ ସାଧାରଣ ଫୁଲ ଗଛରୁ ମିଳିପାରେ କର୍କଟ ଭଳି ଭୟଙ୍କର ରୋଗରୁ ନିସ୍ତାର । ଜାଣନ୍ତୁ…

ଭୁବନେଶ୍ଵର: ଆଜିକା ସମୟରେ ଅଧିକାଂଶ ଲୋକ ମଧୁମେହ ରୋଗର ଶିକାର ହେଉଛନ୍ତି । ପାଗ ବଦଳିବା ହେତୁ ଜ୍ଵର, ଥଣ୍ଡା, କାଶ, ସଂକ୍ରମଣ ଭଳି ରୋଗ ବି ଲାଗି ରହିଛି । ଏମିତିରେ ରୋଗରୁ ଇମ୍ୟୁନିଟି ପାୱାର୍ ବା ରୋଗ ପ୍ରତିରୋଧକ କ୍ଷମତା ବି ଦୁ୍ର୍ବଳ ହୋଇ ଯାଇଥାଏ । ତେବେ ଶରୀରରେ ଇମ୍ୟୁନ୍ ପାୱାର୍ କୁ…

ଶୀତଦିନେ ମହିଳାମାନେ ନିଶ୍ଚିତ ଖାଆନ୍ତୁ ରାଶି, ଏଥିରେ ରହିଛି ଅନେକ ଉପକାରୀ ଗୁଣ

ଭୁବନେଶ୍ଵର; ରାଶି ଆମ ଶରୀର ପାଇଁ ବହୁତ ଲାଭଦାୟକ। ରାଶିକୁ ସାଧାରଣତଃ ଶୀତଦିନେ ହିଁ ଖାଇବାକୁ ଲୋକେ ଅଧିକ ପସନ୍ଦ କରିଥାନ୍ତି। ଏହି ଦିନ ମାନଙ୍କରେ ଘରେ ରାଶିରେ ଲଡୁ ଓ ଉପମା ପ୍ରସ୍ତୁତ କରାଯାଇଥାଏ।  ବିଶେଷଜ୍ଞଙ୍କ କହିବା ଅନୁସାରେ ରାଶିରେ କ୍ୟାଲସିୟମ, ଆଇରନ୍, ପୋଟାସିୟମ, ପ୍ରୋଟିନ୍,…

ଶୀତ ଦିନେ ଅନେକ ରୋଗରୁ ଫାଇଦା ଦିଏ ମହୁ, ଜାଣନ୍ତୁ କିପରି କରିବେ ସେବନ

ଭୁବନେଶ୍ଵର: ମହୁ ଏକ ଅନନ୍ୟ ପ୍ରାକୃତିକ ଉପାଦାନ । ଫୁଲରେ ଥିବା ମହୁ ପ୍ରକୃତରେ ମହୁମାଛି ଦ୍ୱାରା ସଂଗୃହିତ ହୋଇଥାଏ । ମହୁମାଛିମାନଙ୍କର ଏକ ଗୋଷ୍ଠୀ ସେମାନଙ୍କର ଆବଶ୍ୟକତା ପାଇଁ ମହୁ ସଂଗ୍ରହ କରିବାକୁ ଏକତ୍ରିତ ହୁଅନ୍ତି । ଶୁଦ୍ଧ, ପ୍ରାକୃତିକ ମହୁର ଅନେକ ଉପକାର ଅଛି । ଆୟୁର୍ବେଦରେ ମହୁରୁ…

କ’ଣ ଆପଣ ମଧ୍ୟ ପ୍ରେସର କୁକରରେ ଡାଲି ରାନ୍ଧୁଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ, ଜାଣି ରଖନ୍ତୁ ଏହି କଥା…

ଭୁବନେଶ୍ଵର: ଆମ ଭାରତୀୟ ସଂସ୍କୃତିରେ କିଛି ଜିନିଷ ଖାଇବାର ପ୍ରଥା ଦୀର୍ଘ ଦିନ ଧରି ରହିଆସିଛି | ଉଦାହରଣ ସ୍ଵରୁପ ଡାଲି । ଭାରତୀୟ ମାନଙ୍କ ମଧ୍ୟାହ୍ନ ଭୋଜନରେ ଡାଲି ବିଶେଷ ଗୁରୁତ୍ଵ ବହନ କରିଥାଏ । ଭାରତର ବିଭିନ୍ନ ସ୍ଥାନରେ ଏହି ଡାଲିକୁ ବିଭିନ୍ନ ଉପାୟରେ ପ୍ରସ୍ତୁତ କରାଯାଏ | କିନ୍ତୁ…

ଅନେକ ରୋଗ ପାଇଁ ରାମବାଣ ଏହି ପତ୍ର, ସବୁଠାରୁ ଇଫେକ୍ଟିଭ୍ ଦେଶୀ ଆଣ୍ଟିବାୟୋଟିକ୍…

ଭୁବନେଶ୍ଵର: ଆଜିକାଲି ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । କେବଳ ଯେ କରୋନା ସଂକ୍ରମଣ ତାହା ନୁହେଁ, ଅନ୍ୟ ସଂକ୍ରାମକ ରୋଗ ମଧ୍ୟ ଏହି ଋତୁରେ ଶୀଘ୍ର ବ୍ୟାପିଥାଏ | ଏଭଳି ପରିସ୍ଥିତିରେ ଅଧିକାଂଶ ଲୋକ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଆଣ୍ଟିବାୟୋଟିକ୍ ଗ୍ରହଣ କରନ୍ତି । କିନ୍ତୁ ଏହି…

ହାଡ ଭଙ୍ଗା ଶୀତରେ ଶରୀରକୁ ଗରମ ପ୍ରଦାନ କରେ ଏହି ସୁପ୍, ସ୍ଵାସ୍ଥ୍ୟ ପାଇଁ ରାମବାଣ, ଘରେ ବି କରିପାରିବେ ପ୍ରସ୍ତୁତ୍

ଭୁବନେଶ୍ଵର: ସାଧାରଣତଃ ଶୀତଦିନେ ଗରମ ରହିବା ପାଇଁ ବିଭିନ୍ନ ପ୍ରକାରର ସୁପ୍ କରି ପିଇବାକୁ ପସନ୍ଦ କରିଥାନ୍ତି । ତାହା ଯେତିକି ସ୍ୱାଦିଷ୍ଟ ହୋଇଥାଏ, ସେଥିରେ ଥିବା ପୋଷକ ତତ୍ତ୍ୱ ଶରୀର ପାଇଁ ସେତିକି ଲାଭ ଦାୟକ ମଧ୍ୟ ହୋଇଥାଏ । ପିଲା ହୁଅନ୍ତୁ କିମ୍ବା ବୟସ୍କ, ସମସ୍ତେ ପ୍ରାୟତଃ ସୁପ୍…

କ’ଣ ଆପଣଙ୍କୁ ବି ହେଉଛି ବାରମ୍ବାର ବାରମ୍ବାର ମିଠା ଖାଇବାର ଇଚ୍ଛା, ତେବେ ହୋଇପାରେ ଏହି ବଡ ରୋଗର ଲକ୍ଷଣ, ଜାଣନ୍ତୁ…

ଭୁବନେଶ୍ଵର: ସାଧାରଣତଃ କୌଣସି ବିଶେଷ ମୂହୁର୍ତ୍ତରେ ମିଠା ବିନା ପୁରା ଉତ୍ସବ ହିଁ ଅସମ୍ପୂର୍ଣ୍ଣ ପରି ମନେହୁଏ | ଅନେକ ଲୋକ ତ ମିଠା ଖାଇବାପାଇଁ ବିଭିନ୍ନ ପ୍ରକାରର ବାହାନା ଖୋଜିଥାନ୍ତି | ମିଠା ସ୍ୱାସ୍ଥ୍ୟ ଉପରେ ଅନେକ ଖରାପ ପ୍ରଭାବ ପକାଇଥାଏ ବୋଲି ଜାଣିବା ପରେ ମଧ୍ୟ ସେମାନେ ମିଠାରୁ ମୁହଁ…