Latest Odisha News

BREAKING NEWS

Browsing Category

ଖାଦ୍ୟ

ଶରୀରରେ ଦେଖାଯାଉଥିବା ଏହି ଲକ୍ଷଣଗୁଡ଼ିକ ଭିଟାମିନ୍ ଡି ଅଭାବର କାରଣ, ଜାଣନ୍ତୁ କେଉଁ ଲୋକମାନେ ହୁଅନ୍ତି ବେଶି…

ନୂଆଦିଲ୍ଲୀ: ଆମ ଶରୀର ପାଇଁ ଭିଟାମିନ୍ ଡି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭିଟାମିନ୍ ଡି ଶରୀର ପାଇଁ କ୍ୟାଲସିୟମ୍ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ଏବଂ ହାଡକୁ ଶକ୍ତିଶାଳୀ କରିଥାଏ । ଶରୀରରେ ଭିଟାମିନ୍ ଡି ର ଅଭାବ ହେତୁ ହାଡ ଦୁର୍ବଳ ହୋଇଯାଏ ଏବଂ ବ୍ୟକ୍ତି ର ଶରୀରରେ ହାଡ ସମ୍ବନ୍ଧୀୟ…

ପ୍ରତିଦିନ ପିଅନ୍ତୁ ମୌସମ୍ବି ଜୁସ୍, ମିଳିବ ଜବରଦସ୍ତ ଫାଇଦା…

ଭୁବନେଶ୍ଵର: ଆମ ଶରୀର ପାଇଁ ଜୁସ୍ ଏକ ଲାଭଦାୟକ ଜିନିଷ । ଏହାକୁ ପିଇବା ଦ୍ୱାରା ସ୍ୱାସ୍ଥ୍ୟକୁ ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ । ଶରୀରକୁ କୁ ସମ୍ପୂର୍ଣ୍ଣ ଫିଟ୍ ରଖିବା ପାଇଁ, ଆମକୁ ପ୍ରତିଦିନ ଜୁସ୍ ପିଇବା ନିହାତି ଆବଶ୍ୟକ । ଅନେକ ଲୋକଙ୍କୁ ମୌସମ୍ବି ଜୁସ୍ ପିଇବାକୁ ବହୁତ ଭଲ ଲାଗେ ।…

ମାଟିଆ, କଳା, ନାଲି ନା ଧଳା, ଜାଣନ୍ତୁ କେଉଁ ରଙ୍ଗର ଚାଉଳ ଶରୀର ପାଇଁ ବେଶି ଲାଭଦାୟକ

ଭୁବନେଶ୍ଵର: ସାଧାରଣତଃ ସମସ୍ତ ଭାରତୀୟଙ୍କ ଘରେ ଧଳା ଚାଉଳ ଖିଆଯାଏ । ଏହା ଖାଇବାରେ ବହୁତ ସ୍ଵାଦିଷ୍ଟ ହୋଇଥାଏ । ଏବଂ ସବୁଠାରୁ ବଡ କଥା ହେଲା ଏହାକୁ ରାନ୍ଧିବା ପ୍ରଣାଳି ଅତି ସହଜ । ତେବେ କଣ ଆପଣ ଜାଣନ୍ତି କି ଧଳା ଚାଉଳ ଛଡା କିଛି ଲୋକ କଳା, ମାଟିଆ ଏବଂ ନାଲି ଚାଉଳ ଖାଇଥାନ୍ତି । ଏହି…

ନିଦ୍ରାହୀନତାରୁ ମିଳିବ ମୁକ୍ତି, ରାତିରେ ପିଅନ୍ତୁ କ୍ଷୀର ସହିତ ଗୁଡ

ଭୁବନେଶ୍ଵର: ପ୍ରତିଦିନ କ୍ଷୀର ପିଇବା ଦ୍ଵାରା ଶରୀରକୁ ଅନେକ ଉପକାର ମିଳିଥାଏ । ଅନେକ ଲୋକ କ୍ଷୀର ସହିତ କିଛି ମିଠା ଖାଇବାକୁ ପସନ୍ଦ କରନ୍ତି । ତେବେ କ୍ଷୀର ସହିତ ମିଠା ଖାଇବା ସ୍ଵାସ୍ଥ୍ୟ ପାଇଁ କିଛି ମାତ୍ରାରେ ଜରୁରୀ ବି ହୋଇଥାଏ | ଯଦି ଆପଣ ପ୍ରତିଦିନ ରାତିରେ କ୍ଷୀର ଏବଂ ଗୁଡ ଖାଇ…

ଫଳ ଯେତିକି ଉପକାରୀ ମଞ୍ଜି ବି ସେତିକି ଉପକାରୀ, ଜାଣନ୍ତୁ ଏହି ମଞ୍ଜିର ଫାଇଦା…

ଭୁବନେଶ୍ଵର: ଅଁଳା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ | ଏହାକୁ ଖାଇବା ଦ୍ୱାରା ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ | ଏହା ଅନେକ ରୋଗକୁ ଶୀଘ୍ର ଭଲ କରିଥାଏ | ସେହିପରି ଅଁଳା ମଞ୍ଜିରେ ଅନେକ ଔଷଧୀୟ ଗୁଣ ଅଛି, ଯାହା ଶରୀରକୁ ସୁସ୍ଥ ରଖିବା ପାଇଁ ଆବଶ୍ୟକ | ଅନେକ ଲୋକ ଅଁଳା ମଞ୍ଜି ଖାଇବା…

ଜଣେ ବ୍ୟକ୍ତି କେତେ ଦିନରେ କରିପାରିବେ ରକ୍ତଦାନ, ଜାଣନ୍ତୁ କଣ କୁହନ୍ତି ସ୍ଵାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ଵର: ରକ୍ତ, ମାଂସ, ହାଡରେ ତିଆରି ଆମର ଏହି ଶରୀରରେ ସମୟ ସହିତ ଅନେକ ସମସ୍ୟା ଦେଖାଦେଇଥାଏ । ବେଳେ ଶରୀରରେ ରକ୍ତ ଜନିତ ଅନେକ ରୋଗ ଦେଖାଦେଇଥାଏ । ଶରୀରରେ ରକ୍ତର ପରିମାଣ ସଠିକ୍ ନଥିଲେ ଲୋକେ ରକ୍ତହୀନତା ଭଳି ଭୟଙ୍କର ରୋଗର ସାମ୍ନା କରିଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି ଜଣେ…

ଏହି ଫଳର କେବଳ ମଞ୍ଜି ନୁହେଁ, ଚୋପାରେ ମଧ୍ୟ ରହିଛି ଅନେକ ସ୍ଵାସ୍ଥ୍ୟଗତ ଫାଇଦା

ଭୁବନେଶ୍ଵର: ପୋଷକ ତତ୍ତ୍ୱରେ ଭରପୁର ଡାଳିମ୍ବ ଶରୀର ପାଇଁ ବହୁ ମାତ୍ରାରେ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ଶରୀରରେ ରକ୍ତର ମାତ୍ରା ବଢାଇବା ପାଇଁ ଡାଳିମ୍ବ ରାମବାଣ ସଦୃଶ୍ୟ । ଡାଳିମ୍ବର ମଞ୍ଜି ଠାରୁ ଆରମ୍ଭ କରି ତା’ର ଚୋପା ପର୍ଯ୍ୟନ୍ତ ସବୁଥିରୁ ଶରୀରକୁ ପୋଷକ ତତ୍ତ୍ଵ ମିଳିଥାଏ । ଡାଳିମ୍ବ…

ଜିଙ୍କ ଅଭାବରୁ ଦେଖାଯାଇଥାଏ ଅନେକ ରୋଗ, ଦୈନିକ ଖାଦ୍ୟରେ ଖାଆନ୍ତୁ ଏହି ୫ ଖାଦ୍ୟ ଦୂର ହେବ ସମସ୍ୟା

ନୂଆଦିଲ୍ଲୀ: ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ଜିଙ୍କ ଏକ ବିଶେଷ ଭୂମିକା ଗ୍ରହଣ କରିଥାଏ । ମେଟାବୋଲିଜିମ୍ କୁ ସୁସ୍ଥ ରଖିବା, ସ୍ନାୟୁଗତ ସ୍ୱାସ୍ଥ୍ୟ ଏବଂ ହଜମ ଶକ୍ତି କୁ ଭଲ ରଖିବାରେ ଜିଙ୍କ ମଧ୍ୟ ପ୍ରଭାବଶାଳୀ ଅଟେ । ଯଦି ଶରୀରରେ ଜିଙ୍କ ଅଭାବ ଥାଏ, ତେବେ କ୍ଷତ ଭଲ ହେବା ପାଇଁ ସମୟ…

ସବୁ ପ୍ରକାର ଫଳକୁ ପଛରେ ପକାଇଦେବ ଏହି ଫଳ, ଫାଇଦା ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ଭୁବନେଶ୍ଵର: ନିରୋଗ ରହିବାକୁ ହେଲେ ପ୍ରତିଦିନ ଫଳ ଖାଆନ୍ତୁ, କିନ୍ତୁ ଓଡ଼ିଶାରେ ଅଧିକାଂଶ ସୁସ୍ଥ ହେବାକୁ ଫଳ ଖାଇଥାନ୍ତି। ତେଣୁ ଆମ ଶରୀର ପାଇଁ ଫଳ କେତେ ଉପଯୁକ୍ତ ତାହା ତ ଏଇଠୁ ବୁଝିପାରୁଥିବେ। ସ୍ଵାସ୍ଥ୍ୟ ବିଶେଷଜ୍ଞ ମାନେ ମଧ୍ୟ କୁହନ୍ତି ଯେ ପ୍ରତ୍ୟେକ ଲୋକଙ୍କୁ ଗୋଟେ ଦିନରେ ଅତି କମ୍…

ଏହି ଛତୁରୁ ମିଳେ ଆମିଷଠୁ ବି ଅଧିକ ପ୍ରୋଟିନ୍, ଜାଣନ୍ତୁ ଏହାର ଫାଇଦା

ଭୁବନେଶ୍ଵର: ଓୟେଷ୍ଟର ମସରୁମରେ ଆମିଷ ଅପେକ୍ଷା ଅଧିକ ପ୍ରୋଟିନ ମିଳିଥାଏ । ଏହା ଅନେକ ପୌଷ୍ଟିକ ଗୁଣରେ ଭରପୁର ଥିବା ସହ ଅନେକ ସ୍ଵାସ୍ଥ୍ୟପ୍ରଦ ମଧ୍ୟ । ଓୟେଷ୍ଟର ମସରୁମ୍ ର ରଙ୍ଗ ଏବଂ ଆକାର ସିପ୍ ପରି । ପ୍ରୋଟିନ୍, ଫାଇବର, ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ପରି ପୁଷ୍ଟିକର…