Latest Odisha News

BREAKING NEWS

Browsing Category

ଜୀବନଶୈଳୀ

କେଉଁ ବ୍ୟକ୍ତିଙ୍କ ପାଇଁ ଘିକୁଆଁରୀ ରସ ଉପଯୁକ୍ତ ନୁହେଁ ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଲୋଭେରା ଅନେକ ପୁଷ୍ଟିକର ତତ୍ତ୍ୱରେ ପରିପୂର୍ଣ୍ଣ। ଆଲୋଭେରା ବା ଘିକୁଆଁରୀ ଗୁଣ ବିଷୟରେ ଯଦି କହିବା ଏହାର ଅନକେ ଗୁଣ ଅଛି ଯାହା ରକ୍ତରେ ଶର୍କରା ହ୍ରାସ କରିଥାଏ। ଏହା ସହିତ ଏହି ରସ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ। ଏହା ଅନେକ…

ତ୍ୱଚା ପାଇଁ ଭଲ ଫଳ ଚୋପା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଚର୍ମର ଯତ୍ନ ନେବାବେଳେ, ଫଳରୁ ନିର୍ମିତ ଫେସ୍ ପ୍ୟାକ୍ ବହୁତ ପ୍ରୟୋଗ କରାଯାଏ। କିନ୍ତୁ ଆପଣ କେବେ ନିଜ ଚେହେରାରେ ଫଳର ଚୋପା ପ୍ରୟୋଗ କରିଛନ୍ତି କି ? ଯଦି ନା, ତେବେ ଚର୍ମ ଯତ୍ନରେ ଫ୍ରୁଟ୍ ପିଲ୍ସ କିପରି ବ୍ୟବହାର କରିବେ ଜାଣନ୍ତୁ। କେତେକ ଫଳର ଚୋପା ଅନେକ ପୋଷକ…

ଏସିଡିଟି ଓ ଗ୍ୟାସଟ୍ରିକ ସମସ୍ୟା ପାଇଁ ଘରୋଇ ଉପଚାର

ଓଡ଼ିଶା ସମ୍ବାଦ ବ୍ୟୁରୋ: ବର୍ତ୍ତମାନ ଏସିଡ଼ିଟି ପ୍ରତି ଲୋକଙ୍କର ଗୋଟିଏ ସାଧାରଣ ରୋଗ ହୋଇ ଗଲାଣି। ଏସିଡ଼ିଟି ବା ଅମ୍ଳ ଏବଂ ଗ୍ୟାସଟ୍ରିକ ରୋଗ ଅସମୟରେ ଖାଇବା ଯୋଗୁଁ ହୋଇଥାଏ। ଜଣେ ସୁସ୍ଥ ବ୍ୟକ୍ତିଙ୍କର ପ୍ରାରମ୍ଭରେ ଏସିଡ଼ିଟି ସମସ୍ୟା ହୋଇଥିଲେ ଏହା ଘରୋଇ ଉପଚାର ଦ୍ଵାରା ଶୀଘ୍ର ଭଲ…

ପ୍ରତିଦିନ ସକାଳୁ ଉଠିବା ମାତ୍ରେ ଥକ୍କାପଣ ଅନୁଭବ କରୁଛନ୍ତି କି ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରାୟ ସମୟରେ ଦେଖାଯାଇଛି କିଛି ଲୋକେ ସକାଳୁ ଉଠିବା ମାତ୍ରେ ଅସୁସ୍ଥ ଅନୁଭବ କରନ୍ତି। ଯେପରିକି ଥକ୍କାପଣ, ମୁଣ୍ଡ ବିନ୍ଧିବା କିମ୍ବା ଦୁର୍ବଳ ଅନୁଭବ କରିବା। ସେମାନେ ସକାଳେ ସତେଜ ଅନୁଭବ କରନ୍ତି ନାହିଁ। ଏପରି କ୍ଷେତ୍ରରେ ସକାଳେ ଶୀଘ୍ର ଉଠିବା କଷ୍ଟକର ହୋଇପଡେ।…

ଅନିଦ୍ରାର କାରଣ ଏବଂ ଏହାର ଉପଚାର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲି ନିଦ ନ ହେବା ଲୋକଙ୍କର ଏକ ପ୍ରମୁଖ ସମସ୍ୟା ପାଲଟିଛି। ସେ ଅଫିସ ଚିନ୍ତାରେ ହେଉ କିମ୍ବା ଘର ଚିନ୍ତା, ପ୍ରତ୍ୟେକ ବ୍ୟକ୍ତି ଅତ୍ୟଧିକ ଚିନ୍ତା କରିବାରୁ ଆସ୍ତେ ଆସ୍ତେ ନିଦ କମିଯାଏ। ପୁରୁଷଙ୍କ ତୁଳନାରେ ମହିଳାଙ୍କ କ୍ଷେତ୍ରରେ ଏହା ଅଧିକ ଦେଖାଦିଏ। ଠିକ୍…

ଚର୍ମକୁ ଚମକ ପ୍ରଦାନ କରେ ନଡ଼ିଆ ତେଲ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଯେତେବେଳେ ଆମେ ଚର୍ମର ଯତ୍ନ ବିଷୟରେ ଆଲୋଚନା କରୁ, ଆମେ ସାଧାରଣତଃ ତ୍ୱଚାର ସୌନ୍ଦର୍ଯ୍ୟ ବିଷୟରେ ଚିନ୍ତା କରୁ। କିନ୍ତୁ ହାତ, ଗୋଡ଼ ଏବଂ ପାଦର ସମାନ ଯତ୍ନ ନେବା ଜରୁରୀ। ଯେତେବେଳେ ଆପଣ ଏକ ସୁନ୍ଦର ପୋଷାକ ପିନ୍ଧନ୍ତି, ଶରୀରର ଅବଶିଷ୍ଟ ଅଂଶ ମଧ୍ୟ ଆପଣଙ୍କ ଚେହେରା…

ତ୍ୱଚାର ଡେଡ୍ ସ୍କିନକୁ ହଟାଇବେ କିପରି ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଶୀତ ଋତୁରେ ମୁହଁରେ ଡେଡ୍ ସ୍କିନ୍ ହେଉଥିବା ନଜର ଆସେ। ଯେଉଁ କାରଣରୁ ଜଣେ ବ୍ୟକ୍ତିଙ୍କର ସୌନ୍ଦର୍ଯ୍ୟ ମଳିନ ପଡିଯାଏ। ଯେଉଁମାନଙ୍କର ସେନ୍ସଟିଭ ତ୍ୱଚା ଏବଂ ଶୁଷ୍କ ଚର୍ମ ଥାଏ, ସେମାନଙ୍କୁ ନିଜର ତ୍ୱଚାର ବିଶେଷ ଭାବେ ଯତ୍ନ ଆବଶ୍ୟକ। କାରଣ ଶୀତ ଋତୁରେ ସେନ୍ସଟିଭ…

ହ୍ୟାଙ୍ଗଓଭରରୁ କିପରି ପାଇବେ ମୁକ୍ତି ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲିର ଯୁବପିଢି ହୁଅନ୍ତୁ କିମ୍ବା ବୟସ୍କ ବ୍ୟକ୍ତି, ସମସ୍ତେ ମଦ୍ୟପାନ କରନ୍ତି। ମଜା ମଜିଲିସ ପାଇଁ କିମ୍ବା ଖୁସି ମନେବା ପାଇଁ ସମସ୍ତେ ସାଙ୍ଗସାଥିଙ୍କ ସହ ମଦ୍ୟପାନ କରନ୍ତି। କହିବାକୁ ଗଲେ ଏହା ଆଜିକାଲି ଟ୍ରେଣ୍ଡ ହେଲାଣି। ଆଜିକାଲି ଯେକୌଣସି ଛୋଟ-ବଡ଼…

ଘରୋଇ କଳହ ପରିବେଶକୁ କରେ ନଷ୍ଟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଜୀବନରେ ସମ୍ପର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ ପିତାମାତାଙ୍କ ସହ ସନ୍ତାନର ସମ୍ପର୍କ ହେଉ କିମ୍ବା ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସମ୍ପର୍କ। ସମସ୍ତ ସମ୍ପର୍କକୁ ସମ୍ମାନ ଦେବା ଏବଂ ସେମାନଙ୍କର ଗୁରୁତ୍ୱ ବୁଝିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ କେତେକ ଘରେ…

କେଶ ପାଇଁ ଭଲ ମେହେନ୍ଦୀ, ପ୍ରାକୃତିକ ଉପାୟରେ କରନ୍ତୁ ହେୟାର କଲର

ଓଡ଼ିଶା ସମ୍ବାଦ ବ୍ୟୁରୋ: ମେହେନ୍ଦୀ କେବଳ ହାତରେ ନୁହେଁ କେଶ ପାଇଁ ମଧ୍ୟ ବ୍ୟବହୃତ ହୁଏ। ଏହା କେଶକୁ ପ୍ରାକୃତିକ ଭାବରେ ରଙ୍ଗ କରିବା ପାଇଁ ସାହାଯ୍ୟ କରେ। ଧଳା କେଶର ସମସ୍ୟାକୁ ଏଡାଇବା ପାଇଁ ଅନେକ ଲୋକ ହେନା ବ୍ୟବହାର କରନ୍ତି। ଏହା ବ୍ୟତୀତ, ଆଜିକାଲିର ଯୁବପିଢି ଏହାକୁ କେଶକୁ କଳା ଏବଂ…