Latest Odisha News

BREAKING NEWS

Browsing Category

ଜୀବନଶୈଳୀ

କେଶ ଓ ଚର୍ମ ପାଇଁ ଲାଭଦାୟକ କଲରା …

ସାଧାରଣତଃ କଲରା ଖାଇବାକୁ କେହି ପସନ୍ଦ କରିନଥାନ୍ତି  । କଲରା ନାଁ ଶୁଣିଲେ ଅଧିକାଂଶ ଲୋକେ ନାକ ଟେକିଥାନ୍ତି ।କାରଣ କଲରାର ସ୍ୱାଦ ପିତା ଲାଗିଥାଏ ।  କିନ୍ତୁ କଲରାରେ ରହିଛି ଅନେକ ଫାଇଦା… କଲରା କେଶ ଓ ଚର୍ମ ପାଇଁ ଲାଭକାରୀ ହୋଇଥାଏ ଆସନ୍ତୁ ଜାଣିବା … ଚର୍ମ ସଂକ୍ରମଣରୁ ବଞ୍ଚାଇ ଥାଏ…

ଦାନ୍ତବିନ୍ଧା ଦୂର କରେ ଲବଙ୍ଗ ଚା’…

ସାଧାରଣତଃ ଚା’ ସମସ୍ତଙ୍କର ପସନ୍ଦ  । ଶୀତଦିନେ ଟିକିଏ ଅଧିକା ଚା’ ପିଇବାକୁ ସମସ୍ତେ ଭଲପାଇଥାନ୍ତି  । ଥଣ୍ଡା, ସର୍ଦି ହେବା ଏକ ସାଧାରଣ ସମସ୍ୟା। ସେଥିରୁ ଉପଶମ ପାଇବାକୁ କେତେଜଣ ଅଦା ଚା’ ପିଇଥାନ୍ତି । ଚା’ରେ ଅଦାରସ ସହ ଲବଙ୍ଗକୁ ଗୁଣ୍ଡ କରି ମିଶାଇ ପିଅନ୍ତୁ ଦେଖିବେ । ଚା’ର ସ୍ବାଦ ବେଶ୍…

ସିଝା ବାଦାମ ଖାଇବା ଦ୍ୱାରା ଏହି ସବୁ ରୋଗ ଦୂର ହୋଇଥାଏ….

ବାଦାମ ଖାଇବାକୁ ସମସ୍ତେ ପସନ୍ଦ କରିଥାଆନ୍ତି ।  କିଛି ଲୋକ ଭାଜି ଖାଆନ୍ତି ତ କେହିକେହି ତେଲରେ ଛାଣି ଖାଇବାକୁ ଭଲପାଆନ୍ତି। ଖାଦ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ବାଦାମକୁ ସିଝାଇ ଖାଇବା ସ୍ୱାସ୍ଥ୍ୟପାଇଁ ଲାଭଦାୟକ  । -ବାଦାମକୁ ସିଝାଇ ଖାଇବା ଦ୍ବାରା ଶରୀରରେ ରକ୍ତର ଅଭାବ ହୋଇନଥାଏ।…

ସୁସ୍ଥ ରଖିବା ସହ ଓଜନ ହ୍ରାସ କରେ ଟମାଟୋ ସୁପ୍‌‌….

ଶିତଦିନେ ପ୍ରାୟତଃ ନିଜ ଶରୀର ପ୍ରତି ଅଧିକ ଧ୍ୟାନ ଦେଇନଥାନ୍ତି  । ନିଜ ଖାଦ୍ୟପେୟ ପ୍ରତି ସଚେତନ ନହେବା ଦ୍ବାରା ଶରୀର ଅସୁସ୍ଥ ହୋଇଯାଏ  । ତେବେ ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ଖାଦ୍ୟରେ ଟମାଟୋ ସାମିଲ କରିବା ନିହାତି ଜରୁରୀ  । ଟମାଟୋ ସୁପ୍‌‌ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ବେଶ…

ହାତର ସୌନ୍ଦର୍ଯ୍ୟ ବଢ଼ାଇବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ….

ସାଧାରଣତଃ ଶୀତଦିନେ ବିଭିନ୍ନ କାରଣରୁ ହାତର ରଙ୍ଗ କଳା ପଡିଯାଇଥାଏ। ଯେପରିକି ହାତ ରୁକ୍ଷ ହୋଇଯିବା,ମଳିନ ଦିଶିବା ପରି ଅନେକ ସମସ୍ୟା ଦେଖାଦେଇଥାଏ  । ଯାହା ଆପଣଙ୍କ ସୁନ୍ଦରତା ଉପରେ ପ୍ରଭାବ ପକାଇଥାଏ। ତେଣୁ କିଛି ଘରୋଇ ସହଜ ଉପାୟ ରହିଛି, ଯାହାକୁ ଆପଣେଇବା ଦ୍ୱାରା ଆପଣ ଏହି ସମସ୍ୟାରୁ…

ଘର ଚଟାଣ ସଫା କରିବାରେ ହେଉଛି ଅସୁବିଧା ? ଆପଣାନ୍ତୁ ଏହି ଟିପ୍ସ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଘର ନିୟମିତ ସଫା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଶେଷକରି ନିୟମିତ ଭାବେ ଚଟାଣ ସଫା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। କାରଣ ଅଧିକାଂଶ ମଇଳା ଏଠାରେ ବ୍ୟାପିଥାଏ। ଚଟାଣ ସଫା କରିବା ପାଇଁ ଅନେକ ଲୋକ ଘର ସହାୟିକା ବା ଚାକର/ଚାକରାଣୀ…

ନିୟମିତ ସୋରିଷ ତେଲ ବ୍ୟବହାର କରନ୍ତୁ, ମିଳିବ ଏମିତି ଫାଇଦା

ସୋରିଷ ତେଲ ପ୍ରାୟତଃ ସମସ୍ତଙ୍କ ରୋଷ ଘରେ ମିଳିଥାଏ। ଖାଦ୍ୟର ସ୍ଵାଦ ବଢାଇବା ସହିତ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଉପକାରୀ। ଏହା ସ୍ୱାସ୍ଥ୍ୟ ଜନିତ ବିଭିନ୍ନ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ। ତେବେ ଆସନ୍ତୁ ସୋରିଷ ତେଲର ଉପକାରିତା ସମ୍ପର୍କରେ ଜାଣିବା  । -ସୌନ୍ଦର୍ଯ୍ୟ…

ଶୀତଦିନେ ଜଳଖିଆରେ ସାମିଲ କରନ୍ତୁ ଅଣ୍ଡା

ଓଡ଼ିଶା ସମ୍ବାଦ ବୁରୋ : ଶରୀର ସୁସ୍ଥ ପାଇଁ ସଠିକ୍ ପରିମାଣରେ ଖାଦ୍ୟ ଖାଇବା ଆବଶ୍ୟକ । କେତେକ ଖାଦ୍ୟ ମଧ୍ୟରୁ ଅଣ୍ଡା ଏପରି ଏକ ଖାଦ୍ୟ ଯାହା ଆମ ଶରୀରରେ ଅନେକ ପୋଷକ ତତ୍ତ୍ୱର ଅଭାବକୁ ପୂରଣ କରିଥାଏ । ଅଣ୍ଡା ପ୍ରୋଟିନଯୁକ୍ତ ଖାଦ୍ୟ । ଏଥିରେ ଭିଟାମିନ୍ ବି, ଭିଟାମିନ ବି ୧୨,…

ଗରୁଡ଼ ପୁରାଣ ଅନୁସାରେ ଏହି ୫ଟି ଅଭ୍ୟାସ ପାଇଁ ଆପଣ ହୋଇ ପାରନ୍ତି କାଙ୍ଗାଳ

ହିନ୍ଦୁ ଧର୍ମର ୧୮ଟି ବଡ଼ ପୁରାଣ ମଧ୍ୟରୁ ଗରୁଡ଼ ପୁରାଣ ଅନ୍ୟତମ । ଗରୁଡ଼ ପୁରାଣରେ ମୁଖ୍ୟ ଦେବତା ବିଷ୍ଣୁ । ଭଗବାନ ବିଷ୍ଣୁ ତାଙ୍କ ବାହନ ଅନେକ ପ୍ରଶ୍ନ ପଚାରିଥିବା ବେଳେ ଭଗବାନ ବିଷ୍ଣୁ ଉତ୍ତର ଦେଇଥିବା ମାନ୍ୟତା ରହିଛି । କୁହାଯାଏ ମଣିଷ ଜୀବନକୁ ସରଳ ଓ ସୁନ୍ଦର କରିବା ଲାଗି ଏଥିରେ ଅନେକ…

ଚମତ୍କାରୀ ଫେସ୍‌ ପ୍ୟାକ୍‌, ଚମକାଇବ ତ୍ୱଚା ଜାଣନ୍ତୁ….

ଓଡ଼ିଶା ସମ୍ବାଦ ବ୍ୟୁରୋ : ଶୀତଦିନେ ସାଧାରଣତଃ ତ୍ୱଚା ଅଧିକ ଶୁଷ୍କ ହୋଇଯାଏ । ତେଣୁ ଏହିଦିନେ ତ୍ୱଚାର ଅଧିକ ଯତ୍ନ ନେବା ଆବଶ୍ୟକ ରହିଛି । ଏହାସହ କିଛି ଘରୋଇ ଚମତ୍କାରୀ ଫେସିଆଲ୍‌ ପ୍ୟାକ୍‌ ବନାଇ ମୁହଁରେ ଲଗାଇଲେ ତ୍ୱଚାର ଚମକ ବୃଦ୍ଧି କରିବା ସହ ଉଜ୍ଜ୍ୱଳ ମଧ୍ୟ କରିଥାଏ । ତେବେ ଆପଣ…