Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ବାସ୍ତୁ ଅନୁସାରେ ଏହି ଦିଗରେ ତିଆରି କରନ୍ତୁ ସିଡି; ଘରେ ଭରିଯିବ ସୁଖ ସମୃଦ୍ଧି !

ଭୁବନେଶ୍ୱର: ବାସ୍ତୁଶାସ୍ତ୍ରର ନିୟମ ଅନୁସାରେ ଘରର ପ୍ରତ୍ୟେକଟି ଅଂଶ ପାଇଁ କିଛି ନିୟମ ରହିଛି । ଯାହାକୁ ମାନିବା ଦ୍ୱାରା ଘରେ ସୁଖସମୃଦ୍ଧି ଭରିଯାଏ ବୋଲି ବିଶ୍ୱାସ ରହିଛି । ଆଜି ଆମେ ଆପଣଙ୍କୁ ଜଣାଇବୁ ବାସ୍ତୁ ନିୟମ ଅନୁସାରେ ଘରର ସିଢି ପାଇଁ କଣ ରହିଛି ନିୟମ ? ବାସ୍ତୁଶାସ୍ତ୍ର…

ଶୀତଦିନେ ଶିଶୁର ଶୁଷ୍କ ତ୍ୱଚାକୁ ଏହିଭଳି କରନ୍ତୁ ମଶ୍ଚରାଇଜ!

ଭୁବନେଶ୍ୱର: ଶୀତଦିନ ଆରମ୍ଭ ହୋଇଗଲାଣି । ଶିତଦିନରେ ଶିଶୁଙ୍କ ଯତ୍ନ ନେବା ମାଆ ମାନଙ୍କ ପାଇଁ କାଠିକର କଥା ହୋଇଯାଏ । ଶିଶୁଙ୍କ ତ୍ୱଚା କୋମଳ ହୋଇଥିବାରୁ ଏହା ଶୀତଦିନରେ ସମ୍ପୂର୍ଣ୍ଣ ଶୁଷ୍କ ଓ ରୁକ୍ଷ ହୋଇଯାଏ । ପିଲାମାନଙ୍କୁ ଏହି ସମସ୍ୟାରୁ ମୁକ୍ତି ଦେବା ନିମନ୍ତେ ଆପଣାନ୍ତୁ ଏହି ସରଳ…

ରକ୍ତ ଭଣ୍ଡାରର ପରିଭାଷା ବଦଳାଇଛି ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍: ବିଶେଷଜ୍ଞ

ଭୁବନେଶ୍ୱର: ବିଗତ ତିନି ଦଶନ୍ଧିରୁ ଊଦ୍ଧ୍ୱର୍ ସମୟ ହେବ ରକ୍ତ ଭଣ୍ଡାରର ପରିଭାଷା ବଦଳିବା ସହ ଏହି କ୍ଷେତ୍ରରେ ଅନେକ ପରିବର୍ତନ ଆସିପାରିଛି । ରକ୍ତ ସମ୍ପର୍କିତ ରୋଗର ଚିକିତ୍ସା ପାଇଁ ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ଏହାର ସ୍ଥାନ ନେଇସାରିଛି ବୋଲି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍…

ଆପଣଙ୍କ ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିବ ପାନ ପତ୍ର !

ଭୁବନେଶ୍ୱର: ପାନ ପାତ୍ରକୁ ସାଧାରଣତଃ ସୁପରି ତଥା ଚୂନ ଆଦି ଦେଇ ଖିଆଯାଇଥାଏ । ନିୟମିତ ପାନ ଖାଇଲେ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି । ତେବେ କଣ ଆପଣ ଜାଣନ୍ତି ଏହି ପାନ ଆମ ଶରୀର ଅନେକ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିବ । ଆଜି ଆମେ ଆପଣଙ୍କୁ…

ଆଦାନୀ ଫାଉଣ୍ଡେସନ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିର; ଉପକୃତ ହେଲେ ୮୫୦ ରୋଗୀ

ଧାମରା: ଗ୍ରାମାଞ୍ଚଳରେ ଉକ୍ରୃଷ୍ଟ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଲକ୍ଷ୍ୟ ନେଇ ଧାମରା ପୋର୍ଟ ସିଏସଆର୍ ବିଭାଗ ପକ୍ଷରୁ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଜାଗୁଳା ରେଡ୍କ୍ରସ ବାତ୍ୟା ଆଶ୍ରୟ ସ୍ଥଳଠାରେ ୨୦ ତାରିଖରେ ଆୟୋଜିତ ହୋଇଯାଇଛି । ଏହି ସ୍ୱାସ୍ଥ୍ୟଶିବିରରେ ପ୍ରାୟ ୮୫୦ ରୁ ଊଦ୍ଧ୍ୱର୍ ରୋଗୀ ଏବଂ…

ଶୀତଦିନିଆ କଅଁଳ ଖରାର ଉପକାରିତା ସମ୍ପର୍କରେ ଜାଣନ୍ତୁ

ଭୁବନେଶ୍ୱର: ଶୀତଦିନରେ ସକାଳୁ ସକାଳୁ ଉଠି କଁଅଳ ଖରାରେ ବସିବାକୁ ସମସ୍ତଙ୍କୁ ଭଲ ଲାଗେ । ତେବେ ଶରୀରକୁ ଭଲ ଲାଗୁଥିବା ଏହି ଅଭ୍ୟାସ ଯେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଶିତଦିନିଆ ସକାଳିଆ ନରମ ଖରା ଆମ ଦେହକୁ ସ୍ପର୍ଶ କଲେ ଦେହରେ…

ଶୀତଦିନରେ ଏହିସବୁ ଖାଦ୍ୟ ଆପଣଙ୍କୁ ରଖିବ ରୋଗମୁକ୍ତ !

ଭୁବନେଶ୍ୱର: ଶୀତଦିନ ଆରମ୍ଭ ହେବା ମାତ୍ରେ ନାନାଦି ସଂକ୍ରମଣ ଜନିତ ସମସ୍ୟା ମଧ୍ୟ ଆରମ୍ଭ ହୋଇଯାଇଥାଏ। ଋତୁ ପରିବର୍ତ୍ତନର ପ୍ରଭାବ ସର୍ବପ୍ରଥମେ ଛୋଟ ପିଲା ଏବଂ ବୟସ୍କମାନଙ୍କ ଉପରେ ପଡ଼ିଥାଏ। ତେବେ ଏସବୁରୁ ବଞ୍ଚିବା ପାଇଁ ଏବଂ ଶୀତ ଋତୁରେ ଫିଟ୍ ଓ ସୁସ୍ଥ ରହିବା ପାଇଁ ଆପଣଙ୍କୁ କିଛି…

ଶୀତଦିନେ ମେଥି ଶାଗର ଉପକାରିତା…

ଭୁବନେଶ୍ୱର: ଶୀତଋତୁ ଆରମ୍ଭରୁ ବଜାରରେ ବିଭିନ୍ନ ପ୍ରକାର ତଟକା ପନିପରିବା ଦେଖିବାକୁ ମିଳେ । ଯାହା ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଉପକାରୀ । ଶୀତ ଋତୁରେ ବଜାରରେ ସବୁଜ ପନିପରିବା ସହ ନାନା ରକମର ଶାଗ ମିଳିଥାଏ । ଏହା ମଧ୍ୟରେ ମେଥି ଶାଗ ଅନ୍ୟତମ । ମେଥିରେ ବହୁ ଔଷଧୀୟ ଗୁଣ ଭାରି ରହିଥାଏ ।…

ଜାଣନ୍ତୁ, ମନ୍ଦାର ଫୁଲ ସମ୍ପର୍କରେ କିଛି ଅଜଣା କଥା..

ଭୁବନେଶ୍ୱର: ମନ୍ଦାର ଫୁଲ ଦେଖିବାକୁ ଯେତିକି ଆକର୍ଷଣ ସେତିକିଔଷଧୀୟ ଗୁଣରେ ମଧ୍ୟ ଭରପୁର । ଏହି ଗଛର ଗୁଣ ବିଷୟରେ ଅନେକଲୋକ ଅଜ୍ଞ ଅଟନ୍ତି। ଜାଣନ୍ତୁ ଏହାର ଔଷଧୀୟ ଗୁଣ ସମ୍ପର୍କରେ... ଏହା ଏକ ଫୁଲ ହେବା ସହ ସ୍ବାସ୍ଥ୍ୟପାଇଁ ମଧ୍ୟ ଲାଭଦାୟକ। ମନ୍ଦାର ଫୁଲରେ ଥିବା…

ସ୍ୱାସ୍ଥ୍ୟ ପାଇଁ ହିତକର ସୁପ୍

ଭୁବନେଶ୍ୱର: ପାଟିକୁ ସୁଆଦିଆ ଲାଗୁଥିବା ସମସ୍ତ ଖାଦ୍ୟ ଦେହ ପାଇଁ ଖରାପ ତାହା ଭାବିବା ଭୁଲ । ସେହିଭଳି ପାଟି ସୁଆଦିଆ ଓ ଶରୀର ପାଇଁ ହିତକରକ ହେଉଛି ସୁପ୍ । ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବଜାରରେ ମଧ୍ୟ ବିଭିନ୍ନ ପ୍ରକାରର ସୁପ୍ ବିକ୍ରି ହୋଇଥାଏ। କିନ୍ତୁ ବଜାରରେ ବିକ୍ରି ହେଉଥିବା…