Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ମୋଟାପଣ ନେଉଛି ଜୀବନ ! ପତଳା ହେବାକୁ ରାମଦେବ ବାବା ଦେଲେ ଟିପ୍ସ

ନୂଆଦିଲ୍ଲୀ: ଆମ ଦେଶରେ ୧୦ କୋଟିରୁ ଅଧିକ ଲୋକ ନିଜକୁ ମୋଟା ନୁହେଁ ବୋଲି ଭାବୁଛନ୍ତି, ତଥାପି ସେମାନେ ମୋଟାପଣର ଶିକାର ହେଉଛନ୍ତି। ଇଣ୍ଡିଆନ୍ ଜର୍ଣ୍ଣାଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ଅନୁଯାୟୀ, ଦେଶରେ ୪୩% ଲୋକ ଓଜନ ଅନୁଯାୟୀ ମୋଟା ନୁହନ୍ତି ଓ ଦେଖାଗଲେ ପାତଳା ଲାଗୁଛନ୍ତି। କିନ୍ତୁ…

ସାପ କାମୁଡ଼ିବାର କେତେ ଘଣ୍ଟା ମଧ୍ୟରେ ମଣିଷର ମୃତ୍ୟୁ ହୋଇଥାଏ ? ଜାଣନ୍ତୁ କ’ଣ କହିଲେ ବିଶେଷଜ୍ଞ

ନୂଆଦିଲ୍ଲୀ: ବିଶ୍ୱରେ ହଜାର ହଜାର ପ୍ରଜାତିର ସାପ ରହିଛନ୍ତି, ଯେଉଁମାନେ ନିଜ ନିଜର ବିଶେଷତା ଓ ବିପଦ ସ୍ତର ପାଇଁ ଜଣାଶୁଣା। କେତେକ ସାପ ଅତ୍ୟନ୍ତ ବିଷାକ୍ତ ହୋଇଥିବା ବେଳେ ଅନ୍ୟ କେତେକ ବିଷାକ୍ତ ନୁହନ୍ତି। କିନ୍ତୁ ଯେତେବେଳେ ସାପ କାମୁଡ଼ିବାର ଘଟଣା ଘଟେ, ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ…

ଏହି ବ୍ଲଡ୍ ଗ୍ରୁପ୍ ଲୋକ ହୋଇଯାନ୍ତୁ ସାବଧାନ ! ନହେଲେ ହୋଇପାରେ ହାର୍ଟ ଆଟାକ୍

ଭୁବନେଶ୍ୱର: ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ବ୍ଲଡ୍ ଗ୍ରୁପ୍ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଏକ ବଡ଼ ପ୍ରଭାବ ପକାଇପାରେ? ନିକଟରେ ହୋଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ଅଧ୍ୟୟନରୁ ଜଣାପଡ଼ିଛି ଯେ A, B କିମ୍ବା AB ବ୍ଲଡ୍ ଗ୍ରୁପ୍ ଥିବା ଲୋକଙ୍କୁ ହୃଦଘାତ ଏବଂ ରକ୍ତ ଜମାଟ ବାନ୍ଧିବାର ଆଶଙ୍କା…

ଜୀବନ ନେଉଛି କି କରୋନା ଟୀକା?, ସ୍ପଷ୍ଟିକରଣ ରଖିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ….

ନୂଆଦିଲ୍ଲୀ: କରୋନା ଭ୍ୟାକସିନକୁ ନେଇ ଏବେ ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ବର୍ତ୍ତମାନ ଯୁବକଙ୍କଠାରେ ହୃଦଘାତର ଆଶଙ୍କା ଅଧିକ ଦେଖାଦେଇଛି । ଯାହାକି କୋଭିଡ୍ ଭ୍ୟାକସିନ୍ ନେବା ପରଠାରୁ ଅଧିକ ହେଉଥିବା କୁହାଯାଉଛି । ଏନେଇ ପୂର୍ବରୁ ଦାବି ହେଉଥିବା ବେଳେ ଏବେ କର୍ଣ୍ଣାଟକ ସରକାର…

କାର୍ଡିଆକ୍ ଅରେଷ୍ଟ ପୂର୍ବରୁ ଦେଖାଯାଏ ଏହି ଗମ୍ଭୀର ଲକ୍ଷଣ….ଅଣଦେଖା କଲେ ମାରାତ୍ମକ

ଭୁବନେଶ୍ବର/ ମୁମ୍ବାଇ: ଗତକାଲି ରାତିରେ ପ୍ରସିଦ୍ଧ ବଲିଉଡ୍ ଅଭିନେତ୍ରୀ ଶେଫାଲି ଜରିୱାଲାଙ୍କ ଦେହାନ୍ତ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ରାତି ପ୍ରାୟ ୧.୩୦ ସମୟରେ ଶେଫାଲିଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା ଏବଂ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ଯେଉଁଠାରେ ଡାକ୍ତର…

ଭାରତୀୟଙ୍କ ଆଖିରେ ହଜିଯାଇଛି ନିଦ, ୬୦% ଲୋକ ୬ ଘଣ୍ଟାରୁ କମ ଶୁଅନ୍ତି

ଭୁବନେଶ୍ୱର: ଭାରତୀୟଙ୍କ ଆଖିରେ ହଜିଯାଇଛି ନିଦ । ପ୍ରତି ୫ ଜଣ ଭାରତୀୟଙ୍କ ମଧ୍ୟରୁ ତିନି ଜଣଙ୍କୁ ରାତିରେ ଠିକ୍‌ ଭାବେ ନିଦ ହେଉନାହିଁ । ଏପରି ଏକ ରିପୋର୍ଟ ପ୍ରକାଶ କରିଛି ଏଜିଆର ନଲେଜ ସର୍ଭିସେସ ।ତଥ୍ୟ ଅନୁଯାୟୀ, ୬୦% ଭାରତୀୟ ପ୍ରତିଦିନ ରାତିରେ ୬ ଘଣ୍ଟାରୁ କମ ଶୁଅନ୍ତି। ଆସନ୍ତୁ…

ଏମିିତି ଏକ ରକ୍ତ ଯାହା ବିଶ୍ୱର ଜଣେ ଲୋକଙ୍କ ଶୀରରେ ରହିଛି, ମିଳିଲା ଦୁନିଆର ଦୁର୍ଲଭ ବ୍ଲଡ ଗ୍ରୁପ

ନୂଆଦିଲ୍ଲୀ: ଯେତେବେଳେ ବ୍ଲଡ ଗ୍ରୁପ ବିଷୟରେ ଆଲୋଚନା ହୁଏ, ଆମେ ସାଧାରଣତଃ A, B, AB ଓ O ଗ୍ରୁପ ବିଷୟରେ ଜାଣିଥାଉ। କିନ୍ତୁ ବିଜ୍ଞାନ ଜଗତରେ ଏକ ଏପରି ଆବିଷ୍କାର ହୋଇଛି, ଯାହା ଚିକିତ୍ସା ବିଜ୍ଞାନକୁ ଆଶ୍ଚର୍ଯ୍ୟ କରିଦେଇଛି। ଏକ ଏପରି ବ୍ଲଡ ଗ୍ରୁପ ଖୋଜାଯାଇଛି, ଯାହା ସମଗ୍ର ପୃଥିବୀରେ…

AIIMS ଡାକ୍ତର ଦେଲେ ପରାମର୍ଶ : ସକାଳେ କ’ଣ ଖାଇବେ ଜଳଖିଆ?

ନୂଆଦିଲ୍ଲୀ: ସକାଳ ଜଳଖିଆ ହେଉଛି ଦିନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ଅତ୍ୟାବଶ୍ୟକୀୟ ଖାଦ୍ୟ। ରାତିରେ ଭଲ ନିଦ ପରେ ଯେତେବେଳେ ଆପଣ ସକାଳୁ ଉଠନ୍ତି, ତେବେ ସ୍ୱାସ୍ଥ୍ୟକର ଖାଦ୍ୟ ସହ ଦିନର ଆରମ୍ଭ କରନ୍ତୁ। ଏହା ଶରୀରକୁ ଦିନସାରା ଶକ୍ତି ଯୋଗାଇଥାଏ ଓ ଶରୀରକୁ ପୂରା ଦିନ ପାଇଁ ପ୍ରସ୍ତୁତ…

ରାଜ୍ୟରେ ୪୫ ଛୁଇଁଲା କରୋନା ଆକ୍ରାନ୍ତ, ଦେଶରେ ବି ୬ ହଜାର ମୁହାଁ….

ଭୁବନେଶ୍ବର: ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ୪୫ ଛୁଇଁଲା ସଂକ୍ରମିତଙ୍କ ସଂଖ୍ୟା । ଗତକାଲି ପର୍ଯ୍ୟନ୍ତ ରାଜ୍ୟରେ ୩୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏବେ ଆଉ ୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫କୁ ବୃଦ୍ଧି…

୫ ହଜାର ଛୁଇଁବାକୁ ବସିଲାଣି କରୋନା, ୨୪ ଘଣ୍ଟାରେ ମଲେଣି ୭: କାହିଁକି ଏବେ ବି ଚିନ୍ତାର ବିଷୟ ନୁହେଁ?

ନୂଆଦିଲ୍ଲୀ: ପୁଣି ଘନେଇ ଆସୁଛି କରୋନା ବିପଦ । ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଗତ ୩ ଦିନ ଭିତରେ ପାଖାପାଖି ୨୦୦୦ ବୃଦ୍ଧି ପାଇଲାଣି ସଂକ୍ରମଣ ସଂଖ୍ୟା । ବୁଧବାର ଦେଶରେ ସକ୍ରିୟ ମାମଲା ସଂଖ୍ୟା ୪,୩୦୨ ଥିଲା ବେଳେ, ଆଜି ଅର୍ଥାତ୍ ଗୁରୁବାର ୪୮୬୬କୁ ବୃଦ୍ଧି ପାଇଛି ।…