Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ପ୍ରବଳ ଖରାରେ ‘ବିଷ’ ପାଲଟିପାରେ ତରଭୁଜ, ଖାଇବା ପୂର୍ବରୁ ଜାଣିନିଅନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କଥା

ଗ୍ରୀଷ୍ମ ଋତୁ ଆସିବା କ୍ଷଣି ଲୋକଙ୍କର ସବୁଠାରୁ ପ୍ରିୟ ଫଳ ପାଲଟିଯାଏ ତରଭୁଜ। ଶରୀରକୁ ଥଣ୍ଡା ରଖିବା ସହ ଜଳୀୟ ଅଂଶ ପୂରଣ କରିବାରେ ଏହାର ଜବାବ ନାହିଁ। କିନ୍ତୁ ଆପଣ ଜାଣନ୍ତି କି, ପ୍ରବଳ ଖରା ଏବଂ ରକ୍ଷଣାବେକ୍ଷଣରେ ସାମାନ୍ୟ ଅବହେଳା କାରଣରୁ ଏହି ଅମୃତ ତୁଲ୍ୟ ଫଳ ଆପଣଙ୍କ ପାଇଁ 'ବିଷ' ବା…

ଯମଲୋକରେ ହିସାବ ହୁଏ ପ୍ରତିଟି କର୍ମର: ଜାଣନ୍ତୁ କେଉଁ ପାପ ପାଇଁ ମିଳେ କିଭଳି ଶାସ୍ତି

ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ଗରୁଡ଼ ପୁରାଣକୁ କେବଳ ମୃତ୍ୟୁର ରହସ୍ୟ ଉନ୍ମୋଚନ କରୁଥିବା ଗ୍ରନ୍ଥ ନୁହେଁ, ବରଂ ଏକ ଉତ୍ତମ ଜୀବନଶୈଳୀର ଶ୍ରେଷ୍ଠ ମାର୍ଗଦର୍ଶିକା ଭାବରେ ବିବେଚନା କରାଯାଏ। ଅଧିକାଂଶ ସମୟରେ ମଣିଷ ଭାବିଥାଏ ଯେ ତା' ଦ୍ୱାରା କରାଯାଇଥିବା ପାପ ବା ଖରାପ କର୍ମ ଦୁନିଆ ଆଖିରୁ ଲୁଚି…

ଅଧୁଆ ମୁହଁରେ ଦର୍ପଣ ନୁହେଁ, ପାପୁଲି ଦେଖନ୍ତୁ; ଜାଣନ୍ତୁ ସୁସ୍ଥ ଓ ସଫଳ ଦିନଟିଏ ପାଇଁ କିଛି ସହଜ ବାସ୍ତୁ ଟିପ୍ସ

ଭୁବନେଶ୍ୱର: ଆମ ମଧ୍ୟରୁ ଅନେକଙ୍କର ଏକ ସାଧାରଣ ଅଭ୍ୟାସ ରହିଛି ଯେ, ସକାଳୁ ନିଦ ଭାଙ୍ଗିବା ମାତ୍ରେ ଆମେ ସିଧା ଯାଇ ଆଇନା ବା ଦର୍ପଣ ସାମ୍ନାରେ ଠିଆ ହୋଇଯାଉ। କେଶ ସଜାଡ଼ିବା ହେଉ କିମ୍ବା କେବଳ ନିଜ ମୁହଁ ଦେଖିବା ପାଇଁ, ଆମକୁ ଲାଗେ ଏଥିରେ ଖରାପ କ'ଣ ଅଛି? କିନ୍ତୁ ବାସ୍ତୁ ଶାସ୍ତ୍ର ଏବଂ…

ପେଟ ସମସ୍ୟା ପାଇଁ ରାମବାଣ ‘ପାନମଧୁରୀ’: ଡିନର୍ ପୂର୍ବରୁ ଖାଇଲେ ରହିବନି ଏସିଡିଟି ଓ କୋଷ୍ଠକାଠିନ୍ୟ…

ନୂଆଦିଲ୍ଲୀ: ଆମ ରୋଷେଇ ଘରେ 'ପାନମଧୁରୀ' ଏକ ସାଧାରଣ ତଥା ଅତ୍ୟାବଶ୍ୟକ ମସଲା। ହୋଟେଲ୍ ହେଉ କିମ୍ବା ଘର, ଖାଇବା ପରେ ପାନମଧୁରୀ ଚୋବାଇବାର ପରମ୍ପରା ଆମର ବହୁ ପୁରୁଣା। ସାଧାରଣତଃ ଲୋକେ ମୁଖବାସ ଭାବରେ ଖାଇବା ପରେ ଏହାକୁ ବ୍ୟବହାର କରନ୍ତି। କିନ୍ତୁ ଆପଣ ଜାଣନ୍ତି କି, ରାତ୍ରିଭୋଜନ କରିବାର…

କ’ଣ ଅତ୍ୟଧିକ ଲୁଣ ଖାଇବା ଦ୍ବାରା ଆମ ଶରୀରରେ କ୍ୟାଲସିୟମର ଅଭାବ ଦେଖାଯାଏ କି ?

ନୂଆଦିଲ୍ଲୀ: ଲୁଣ ଆମ ଖାଦ୍ୟର ଏକ ଅତ୍ୟାବଶ୍ୟକ ଅଂଶ, କିନ୍ତୁ ଅତ୍ୟଧିକ ସେବନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ମଧ୍ୟ ହୋଇପାରେ । ଲୋକମାନେ ପ୍ରାୟତଃ ଜାଣିପାରନ୍ତି ନାହିଁ ଯେ ଅତ୍ୟଧିକ ଲୁଣ ସେବନ ଶରୀରରେ ବିଭିନ୍ନ ଅସନ୍ତୁଳନ ସୃଷ୍ଟି କରିପାରେ । କ୍ୟାଲସିୟମ ଏକ ଅତ୍ୟାବଶ୍ୟକୀୟ ଖଣିଜ ପଦାର୍ଥ…

Onions In Summer: ଅସହ୍ୟ ତାତିରୁ ବଞ୍ଚାଇବ ରୋଷେଇ ଘରେ ଥିବା ପିଆଜ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ଏବେ ଭୀଷଣ ଗରମ ସାଙ୍ଗକୁ ଝାଞ୍ଜି ଖରା ଅନୁଭୂତ ହେଉଛି। ତତଲା କଡେଇରେ ଭାଜି ହେଉଛି ଦେଶର ବିଭିନ୍ନ ଅଞ୍ଚଳ। ଦିନ ତାପମାତ୍ରା ୪୪ ଡିଗ୍ରୀ ଡେଇଁଲାଣି। ବୁଧବାର ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ଓଡ଼ିଶାର ଝାରସୁଗୁଡା। ସର୍ବାଧିକ ୪୪.୬ ଡିଗ୍ରୀ…

ହେପାଟାଇଟିସ୍ ଠାରୁ ସିରୋସିସ୍ ପର୍ଯ୍ୟନ୍ତ, କେବେ ଲିଭର ସମସ୍ୟା ଜୀବନ ପାଇଁ ବିପଦପୂର୍ଣ୍ଣ ହୁଏ?

ନୂଆଦିଲ୍ଲୀ: ଲିଭର ବା ଯକୃତ ଏକ ଅଙ୍ଗ ଯାହା ୫୦୦ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରେ । କିନ୍ତୁ ଆମେ ଏହାକୁ ନେଇ ସେତବେଳେ ସଜାଗ ହେଉ ଯେତେବେଳେ ଅବସ୍ଥା ବହୁତ ଖରାପ ହୋଇଯାଏ । ହେପାଟାଇଟିସ୍ ରୁ ନେଇ ଲିଭର ସିରୋସିସ୍ ପର୍ଯ୍ୟନ୍ତ ଯାତ୍ରା ଏକ ଚେତାବନୀ ଅଟେ । ଯାହା ଶୀଘ୍ର ଚିହ୍ନଟ ହେଲେ…

କୁପୋଷଣ ଡାଇବେଟିସ ଆଶଙ୍କା ବଢ଼ାଇଥାଏ.. ଟାଇପ୍ 5 ଡାଇବେଟିସ କ’ଣ?

ନୂଆଦିଲ୍ଲୀ: ଡାଇବେଟିସ ବା ମଧୁମେହ କେବଳ ଖରାପ ଖାଦ୍ୟ କିମ୍ବା ଜେନେଟିକ୍ କାରଣ ଯୋଗୁଁ ହୁଏ ନାହିଁ; ଏହା କୁପୋଷଣ ଦ୍ୱାରା ମଧ୍ୟ ହୋଇପାରେ । ନିକଟରେ ଏକ ଗବେଷଣାରୁ ଜଣାପଡିଛି ଯେ, କୁପୋଷଣ ଡାଇବେଟିସର ଏକ ପ୍ରମୁଖ କାରଣ ହୋଇପାରେ । ଏହି ଅବସ୍ଥାକୁ ଟାଇପ୍ 5 ଡାଇବେଟିସ କୁହାଯାଏ । ଟାଇପ୍ 5…

Akshaya Tritiya 2026: ଅକ୍ଷୟ ତୃତୀୟାରେ ମହା ସଂଯୋଗ, ଏହି ରାଶିକୁ ମିଳିବ ଶୁଭ ଫଳ…

ନୂଆଦିଲ୍ଲୀ: ଅକ୍ଷୟ ତୃତୀୟା ରବିବାର, ୧୯ ଏପ୍ରିଲ୍ ୨୦୨୬ ରେ ପାଳନ କରାଯିବ। ଏହି ଶୁଭ ଦିନରେ ଏକ ବିରଳ ଗ୍ରହ ସଂଯୋଜନ ଅନେକ ରାଜଯୋଗ ସୃଷ୍ଟି କରିବ, ଯାହା ବହୁ ରାଶିକୁ ଆହୁରି ଶୁଭ ଫଳ ପ୍ରଦାନ କରିବ। ସୂର୍ଯ୍ୟ ମେଷ ରାଶିରେ ରହିବେ। ଚନ୍ଦ୍ରଙ୍କ ବୃଷ ରାଶିରେ ଉପସ୍ଥିତି ଅତ୍ୟନ୍ତ ଶୁଭ ଗୌରୀ…

ଆଖିର ଯତ୍ନ ପାଇଁ ଏହି କାମ କରନ୍ତୁ

ନୂଆଦିଲ୍ଲୀ: ଆଜିର ଡିଜିଟାଲ୍ ଯୁଗରେ ଆମ ଜୀବନଶୈଳୀ ମୋବାଇଲ୍ ଏବଂ ଲ୍ୟାପଟପ୍ ସ୍କ୍ରିନ୍ ଭିତରେ ସୀମିତ ହୋଇଯାଇଛି। କିନ୍ତୁ ଆପଣ ଜାଣନ୍ତି କି, ଏହା ଆପଣଙ୍କ ଆଖି ଉପରେ କେତେ ଖରାପ ପ୍ରଭାବ ପକାଉଛି ? ତେବେ ଆସନ୍ତୁ ଜାଣିବା, କିଛି ସହଜ ଉପାୟରେ ଆମେ କିପରି ଆଖିର ଯତ୍ନ ନେଇପାରିବା।…