Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ଖାଲି ପେଟରେ ଏହି ସବୁ ଖାଦ୍ୟ ଖାଉଛନ୍ତି କି? ସ୍ବାସ୍ଥ୍ୟପ୍ରତି ହୋଇପାରେ କ୍ଷତିକାରକ

ସୁସ୍ଥ ଶରୀର ପାଇଁ ପ୍ରତିଦିନ ଆମେ ଖାଦ୍ୟରେ ଫଳ, ପରିବା ଆଦି ସାମିଲ କରିଥାଉ। ମାତ୍ର ଏପରି କିଛି ଜିନିଷ ଅଛି ଯାହାକୁ ଠିକ୍‌ ସମୟରେ ନ ଖାଇଲେ ବା ଖାଲିପେଟରେ ଖାଇଲେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ବ୍ରେକ୍‌ଫାଷ୍ଟ୍ ବା ସକାଳ ଭୋଜନ ସ୍ବାସ୍ଥ୍ୟ ପାଇଁ ନିହାତି ଆବଶ୍ୟକ। ଏଥିପାଇଁ…

ମୋସନ ସିକନେସକୁ ଏଡେଇବା ପାଇଁ ଆପଣାନ୍ତୁ ଏହି ଉପାୟ..

ଭୁବନେଶ୍ବର:କାର୍‌,ବସ୍, ଟ୍ରେନ ଆପଣଙ୍କୁ ବାନ୍ତି ଲାଗୁଛି କି? ଏହା ଫଳରେ ଭ୍ରମଣର ଖୁସି ଫିକା ପଡୁଛି । ଯେଉଁଥିପାଇଁ ଇଚ୍ଛା ଥାଇ ମଧ୍ୟ ବିଭିନ୍ନ ସ୍ଥାନ ବୁଲିବାକୁ ଯାଇପାରନ୍ତୁ ନାହିଁ । ଚିନ୍ତା କରନ୍ତୁନି, ଏମିତି କିଛି ଘରୋଇ ଟିପ୍ସ ଆପଣାଇ ଏହି ବାନ୍ତି ସମସ୍ୟା ଦୂର କରିପାରିବେ ।…

ଲାଭଦାୟକ ‘ବ୍ଲୁ ଟି’

ଭୁବନେଶ୍ବର: ଗ୍ରୀନ୍ ଟି ଜାଣିଥିବେ ଓ ପିଇଥିବେ ମଧ୍ୟ । କିନ୍ତୁ ବ୍ଲୁ ଟି କେବେ ପିଇଛନ୍ତି । ଏହା ଗ୍ରୀନ୍ ଟି ଠାରୁ ଅଧିକ ଲାଭଦାୟକ। ଅପରାଜିତା ଫୁଲର ଚାହା କୁ ବ୍ଲୁ ଟି କୁହାଯାଏ । ଏହା ଆଣ୍ଟି-ଅକ୍ସିଡ଼େଣ୍ଟରେ ଭରପୁର ଅଟେ । ଏଥିରେ ଅନେକ ଔଷଧିୟ ଗୁଣ ରହିଛି। କିପରି ବନେଇବେ ଏହି 'ବ୍ଲୁ…

ସିଗାରେଟ ଟାଣୁ ନଥିବା ବ୍ୟକ୍ତିଙ୍କ ଠାରେ ଫୁସଫୁସ କର୍କଟ ଦ୍ରୁତ ଗତିରେ ବଢିବାରେ ଲାଗିଛି :ରିପୋର୍ଟ

ନୂଆଦିଲ୍ଲୀ: ଆପଣ ସିଗାରେଟ୍,ହୁକା କିମ୍ବା ବିଡି ଧୂମପାନ କରନ୍ତି ନାହିଁ, ହେଲେ ବି ଆପଣ ଫୁସଫୁସ କର୍କଟର ଶିକାର ହୋଇପାରନ୍ତି । ଧୂମପାନ କରୁଥିବା ଲୋକଙ୍କଠାରେ ସାଧାରଣତଃ ଫୁସଫୁସ କର୍କଟ ରୋଗ ଅଧିକ ଦେଖାଯାଏ। କିନ୍ତୁ ଏବେ ବାୟୁ ପ୍ରଦୂଷଣ ଫୁସଫୁସ କର୍କଟର ଆଉ ଏକ କାରଣ ପାଲଟିଲାଣି ।…

ଆଇସ୍ ଫେସିଆଲ କରନ୍ତୁ; ଚେହେରାରେ ଆସିବ ଚମକ

ଭୁବନେଶ୍ବର: ଆପଣମାନେ ଆଇସ୍ ଫେସିଆଲ ବିଷୟରେ ଶୁଣିଥିବେ । ତେବେ ଆଜିକାଲି ଏହା ଏତେ ଟ୍ରେଣ୍ଡରେ କାହିଁକି ଅଛି ଜାଣିଛନ୍ତି କି? ଆଜ୍ଞା ଏହି ଆଇସ୍ ଫେସିଆଲ ସାହାଯ୍ୟରେ ସ୍କିନର ପୋର୍ସରେ ଲୁଚି ରହିଥିବା ମଇଳା ସଫା କରିବା ସହଜ ହୋଇଥାଏ । ତ୍ୱଚାରେ ଚମକ ପାଇବା ପାଇଁ ଅଧିକାଂଶ ଲୋକ ଏହି ସ୍କିନ୍…

ଉଚ୍ଚ ରକ୍ତଚାପ ରୋଗୀ ଏହି ସବୁ ଖାଦ୍ୟଠାରୁ ଦୂରେଇ ରହିବା ଉଚିତ, ନଚେତ ବଢିପାରେ ଷ୍ଟ୍ରୋକ ଆଶଙ୍କା

ବ୍ୟସ୍ତବହୁଳ ଜୀବନ, ​​କାମର ଚାପ, ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ଏବଂ ଖରାପ ଜୀବନଶୈଳୀ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଏ। ବିଶେଷଜ୍ଞମାନେ କହିଛନ୍ତି ଯେ ଉଚ୍ଚ ରକ୍ତଚାପରେ ପୀଡିତ ରୋଗୀଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଏ। ଖରାପ ଜୀବନଶୈଳୀ ଏବଂ ଖାଦ୍ୟପେୟ ଯୋଗୁଁ ଉଚ୍ଚ ରକ୍ତଚାପର ସମସ୍ୟା…

ଯମଜ ସନ୍ତାନଙ୍କୁ ଜନ୍ମ ଦେଉଥିବା ମହିଳାଙ୍କଠାରେ ହୃଦରୋଗର ଆଶଙ୍କ ଅଧିକ! ରିପୋର୍ଟ

ନୂଆଦିଲ୍ଲୀ: ଯମଜ ସନ୍ତାନଙ୍କୁ ଜନ୍ମ ଦେବାକୁ ଥିବା ମହିଳାଙ୍କ ପାଇଁ ଏକ ବଡ ଖବର । ରିପୋର୍ଟରୁ ଜଣାପଡିଲା ଏକ ଆଶ୍ଚର୍ଯ୍ୟ ଜନକ ତଥ୍ୟ । ଗୋଟିଏ ସନ୍ତାନକୁ ଜନ୍ମ ଦେଉଥିବା ମହିଳାମାନଙ୍କ ଅପେକ୍ଷା ଯମଜ ସନ୍ତାନ ଜନ୍ମ କରୁଥିବା ମହିଳାମାନଙ୍କ ଠାରେ ହୃଦରୋଗର ଆଶଙ୍କା ଦ୍ୱିଗୁଣ ଅଧିକ ଥାଏ।…

ଦାନ୍ତ ବିନ୍ଧୁଥିଲେ ଆପଣାନ୍ତୁ ଏହି ଘରୋଇ ଉପଚାର

ଭୁବନେଶ୍ବର: ଦାନ୍ତବିନ୍ଧିଲେ ବହୁଥ କଷ୍ଟ ଅନୁଭବ ହୋଇଥାଏ । ଦାନ୍ତ ସଂକ୍ରମଣ,ଦନ୍ତକ୍ଷୟ, ମାଢ଼ିଫୁଲା ଓ ଦାନ୍ତ ଉଠୁଥିଲେ ଦାନ୍ତ ଯନ୍ତ୍ରଣା ହୋଇଥାଏ । ତେବେ କିଛି ଏପରି ଘରୋଇ ଉପଚାର ରହିଛି ଯାହାଦ୍ବାରା ଆପଣଙ୍କୁ କଷ୍ଟରୁ ମୁକ୍ତି ମିଳିବ । - ଦାନ୍ତବିନ୍ଧିଲେ ଲବଙ୍ଗ ତେଲ ବ୍ୟବହାର ସମସ୍ତେ…

ମାସିକ ଧର୍ମରେ ଅନିୟମିତତା ହେଉଛି କି? କରନ୍ତୁ ଏହି ଯୋଗାସନ ..

ଭୁବନେଶ୍ବର: ଅନେକ ମହିଳାମାନେ ମାସିକ ଋତୁସ୍ରାବ ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ପେଟ ଯନ୍ତ୍ରଣା, ପ୍ରବଳ ରକ୍ତସ୍ରାବ, ଅନିୟମିତତା ଭଳି ସମସ୍ୟା ହୋଇଥାଏ । ତେବେ ମାସିକ ଧର୍ମରେ ଅନିୟମିତତା ହେତୁ ଅନେକ ପ୍ରକାରର ଶାରୀରିକ ସମସ୍ୟା ମଧ୍ୟ ହେବାର ସମ୍ଭାବନା ଥାଏ। ତେବେ ଅନେକ…

ହଠାତ୍ ନିଦ ଭାଙ୍ଗିବା ପରେ ଶରୀର ହଲ୍‌ଚଲ୍ ହୋଇପାରୁ ନାହିଁ କି ?

ଭୁବନେଶ୍ବର: ଆପଣ କେବେ ନା କେବେ ଅନୁଭବ କରିଥିବେ ହଠାତ୍ ନିଦ ଭାଙ୍ଗିବା ପରେ ଶରୀର ହଲ୍‌ଚଲ୍ ହୋଇନଥାଏ । କଥା କହିବାକୁ ଚେଷ୍ଚା କଲେ ବି ମୁହଁ ଖୋଲେ ନାହିଁ । ଏହାପରେ ମନରେ ଡର ଆସେ । ତେବେ ଭୂତ ପ୍ରଭାବରୁ ଏମିତି ହୁଏ ବୋଲି କୁହନ୍ତି । କିନ୍ତୁ ଏହି ଅବସ୍ଥାକୁ 'ନିଦ୍ରା ପକ୍ଷାଘାତ' ବା…