Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ଫିଟ୍ ରହିବାକୁ ସାଇକେଲକୁ କରନ୍ତୁ ନିଜର ସାଥୀ..

ଭୁବନେଶ୍ବର: ଆଜିର ବ୍ୟସ୍ତବହୁଳ ଜୀବନରେ ଫିଟ୍ ରହିବା ପାଇଁ ସାଇକେଲ ଚଲାଇବା ଏକ ସହଜ ଉପାୟ । ଏଥିସହ ସାଇକେଲ ଚଳାବା ଦ୍ବାରା ବାୟୁ ପ୍ରଦୂଷଣକୁ କିଛି ମାତ୍ରାରେ କମ୍ କରିହେବ । ଆସନ୍ତୁ ଜାଣିବା ସାଇକେଲ ଚଲେଇବା ଦ୍ବାରା କେଉଁ କେଉଁ ସମସ୍ୟାରୁ ମୁକ୍ତି ମିଳିଥାଏ.. -ଯଦି ଆପଣ ପ୍ରତିଦିନ ୩୦…

କରନ୍ତୁ ପଶ୍ଚିମୋତାଶନ ଆସନ, ପେଟର ଚର୍ବି ହେବ କମ୍

ଭୁବନେଶ୍ବର: ପଶ୍ଚିମୋତାଶନର ନାମ ପଶ୍ଚିମ ଏବଂ ଉତ୍ତାନ ଶବ୍ଦ ମିଶିକି ହୋଇଛି । ପଶ୍ଚିମ ଅର୍ଥାତ୍ ପଶ୍ଚିମ ଦିଗ କିମ୍ବା ଶରୀରର ପଛ ଭାଗ ଏବଂ ଉତ୍ତାନର ଅର୍ଥ ଟାଣି ହେବା । ପିଠି ଯନ୍ତ୍ରଣାରୁ ମୁକ୍ତି ପାଇବାକୁ, ପ୍ରତ୍ୟେକ ବ୍ୟକ୍ତି ପଶ୍ଚିମୋତାଶନ କରିବାର ପଦ୍ଧତି, ଏହାର ଉପକାର ଏବଂ ସତର୍କତା…

ପ୍ରତିଦିନ ବ୍ରେଡ ଖାଉଥିଲେ ହୋଇଯାଆନ୍ତୁ ସାବଧାନ..

ଭୁବନେଶ୍ବର: ଆଧୁନିକ ଛାପ ଆମର ଖାଇବାରେ ଦେଖିବାକୁ ମିଳୁଛି । ସକାଳୁ ଛତୁଆ , ଚୁଡା କଦଳୀ ଖାଇବା ବଦଳରେ ବ୍ରେଡବଟର କିମ୍ବା ଟୋଷ୍ଟ , ସାଣ୍ଡୱିଚ୍ ଖାଉଛନ୍ତି ଆଜିକାଲିର ପିଲା । ଯଦି ଆପଣ ନିୟମିତ ଭାବେ ବ୍ରେଡ ଖାଉଛନ୍ତି, ତେବେ ହୋଇଯାଆନ୍ତୁ ସାବଧାନ । ନଚେତ୍ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ…

ଆତଙ୍କ ଖେଳାଇଲାଣି ରହସ୍ୟମୟ ଭାଇରସ, ଜାଣନ୍ତୁ ଏହାର ଲକ୍ଷଣ ଓ ପ୍ରତିକାର

ନୂଆଦିଲ୍ଲୀ: ଚୀନରେ ପୁଣି ଏକ ରହସ୍ୟମୟ ଭାଇରସର ଆତଙ୍କ । ଡରାଇଲାଣି ନୂଆ ଭାଇରସ୍ ଏଚଏମପିଭି । କରୋନା ମହାମାରୀର ୫ ବର୍ଷ ପରେ ଦେଶରେ ଦ୍ରୁତ ଗତିରେ ବ୍ୟାପୁଛି ‘ହ୍ୟୁମାନ ମେଟାନ୍ୟୁମୋଭାଇରସ୍’ । କୋଭିଡ୍ ଭଳି ସଂକ୍ରମିତ ହେଉଛନ୍ତି ଛୋଟ ପିଲା ଓ ବୟସ୍କ ବ୍ୟକ୍ତି । ଏହାର ଲକ୍ଷଣ ଠିକ୍ ଫ୍ଲୁ…

ଅଫିସ୍ କାମ ଚାପରେ ମଧ୍ୟାହ୍ନ ଭୋଜନ ଛାଡୁଛନ୍ତି କି; ହେବ ହୃଦରୋଗ

ଭୁବନେଶ୍ବର: ଅଫିସ୍ କାମର ଚାପ, ମିଟିଙ୍ଗ, ଡେଡଲାଇନ୍ ଅବା ଅଫିସ୍ ରେ ଖାସ୍ ହେବା ଆଶାରେ ମଧ୍ୟାହ୍ନ ଭୋଜନକୁ ଭୁଲିଯାଉଛନ୍ତି କି, ତେବେ ଏହା ଶରୀର ପାଇଁ ବେଶ୍ କ୍ଷତିକାରକ ଅଟେ । ଆଜିକାଲି ଭିତରେ ଏହାର ପ୍ରଭାବ ଦେଖିପାରିବେ ନାହିଁ, ଦୀର୍ଘଦିନ ପରେ ଏହାର ପ୍ରଭାବ ବେଶ୍ ଶରୀରର ଉପରେ ପଡିଥାଏ ।…

ମହୁ ଓ ଡାଲଚିନି ଖାଇଲେ ମିଳିବ କି ଲାଭ? ଗୁଣ ଜାଣି ହେବେ ଆଶ୍ଚର୍ଯ୍ୟ

ସୁସ୍ଥ ରହିବ ପାଇଁ ସ୍ୱାସ୍ଥ୍ୟକର ଭୋଜନ ଆବଶ୍ୟକ। ଠିକ୍ ସେହିଭଳି ଶରୀରର ଓଜନ ଠିକ ରଖିବାକୁ ମଧ୍ୟ ସଠିକ ଭୋଜନ ଓ ବ୍ୟାୟାମ ଆବଶ୍ୟକ। ମୋଟାପଣ ହେବା ଭଲ ନୁହେଁ। ଏହାକୁ କମ କରିବାକୁ ଅନେକ ଲୋକେ ଅନେକ ଚେଷ୍ଟା କରନ୍ତି। ଏଥିପାଇଁ ଅନେକ ଘରୋଇ ଉପଚାର ମଧ୍ୟ ରହିଛି। ବାଲାନ୍ସ ଡାଏଟ୍ ଓ ନିୟମିତ…

ବ୍ଲାକ୍ କଫିରେ ମିଶାନ୍ତୁ ଏହି ୪ଟି ମସଲା, ଖୁବଶୀଘ୍ର ଓଜନ ହ୍ରାସ କରିବାରେ ହେବ ସକ୍ଷମ

ଖାଦ୍ୟ ଏବଂ ବ୍ୟାୟାମ ସହିତ, ଆମ ଜୀବନଶୈଳୀରେ କିଛି କିଛି ଛୋଟ ପରିବର୍ତ୍ତନ ମଧ୍ୟ ଓଜନ ହ୍ରାସ ଉପରେ ଏକ ବଡ ପ୍ରଭାବ ପକାଇପାରେ। ଯଦି କିଛି ସ୍ୱତନ୍ତ୍ର ରୋଷେଇ ଘରର ମସଲା ବ୍ଲାକ୍ କଫି ବା କଳା କଫିରେ ମିଶାଯାଏ, ତେବେ ଏହାର ଲାଭ ଆହୁରି ବଢିଯାଏ। ବ୍ଲାକ୍ କଫିରେ ଥିବା କୈଫିନ୍ ଆପଣଙ୍କ…

ଶରୀରରେ ଦେଖାଦେଉଛି କି ଏ ସମସ୍ତ ଲକ୍ଷଣ, ତେବେ ହୋଇପାରେ ଭିଟାମିନ ବି ୧୨ ର ଅଭାବ

ଭୁବନେଶ୍ଵର: ଆମ ଶରୀର କୁ ବିଭିନ୍ନ ପ୍ରକାର ପୋଷାକ ତତ୍ୱ ଓ ଭିଟାମିନ ର ଆବଶ୍ୟକତା ରହିଥାଏ l ଏହି ଭିଟାମିନ ଆମ ଶରୀରକୁ ଗଠନ କରିବା ସହିତ ଆମକୁ ମଜବୁତ ରଖିବାରେ ମୁଖ୍ୟ କାର୍ଯ୍ୟ କରିଥାଏ l କିନ୍ତୁ କୌଣସି ଗୋଟିଏ ଭିଟାମିନ ର ଯଦି ସାମାନ୍ୟ କମ ବେଶୀ ହୋଇଯାଏ ତେବେ ଆମେ ଅନେକ କଷ୍ଟର ଶିକାର…

ଧୂମପାନ ନିଶାରୁ ମୁକ୍ତି କିପରି ପାଇପାରିବେ ଜାଣନ୍ତୁ ..

ଭୁବନେଶ୍ଵର:ଧୂମପାନ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ଜାଣି ମଧ୍ୟ ଯୁବପିଢି ଏହି ନିଶା କବଳରେ ପଡୁଛନ୍ତି । । ଧୂମପାନ ଯୋଗୁଁ କ୍ୟାନ୍ସର,ହୃଦରୋଗ, ଷ୍ଟ୍ରୋକ ଭଳି ମାରାତ୍ମକ ରୋଗ ଆଶଙ୍କା ବଢିଥାଏ । ତଥାପି ଲୋକମାନେ ଏତେ ମାତ୍ରାରେ ନିଶାସକ୍ତ ହୋଇଥାନ୍ତି । ପରେ ଏହି ଅଭ୍ୟାସ ଛାଡିବାକୁ ଚାହିଁଲେ…

ପ୍ରେସକ୍ରିପସନରୁ ମୁକ୍ତି ଦେବ ‘ଆଭା କାର୍ଡ’: ଜାଣନ୍ତୁ କ’ଣ ଏହି କାର୍ଡ…

ଭୁବନେଶ୍ବର: ରାଜ୍ୟରେ ଫେବୃୟାରୀରୁ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା ଲାଗୁ ହେବାକୁ ଯାଉଥିବା ବେଳେ ଏହାକୁ ନେଇ ବଡ ଅପଡେଟ୍ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଆୟୁଷ୍ମାନ ଭାରତ ସହ ଜଡିତ ଥିବା ଡିଜିଟାଲ କାର୍ଡ ‘ଆଭା’ ରାଜ୍ୟରେ ଚାଲିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ  ।…