Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ଚିନା ବାଦାମର ଅତ୍ୟଧିକ ସେବନ ହୋଇପାରେ ଏହି ରୋଗର କାରଣ, ଖାଉଥିଲେ ସାବଧାନ…

ଭୁବନେଶ୍ଵର: ଚିନାବାଦାମରେ ଅନେକ ପୋଷକ ତତ୍ତ୍ୱ ଭରି ରହିଥାଏ । ତେଣୁ ଚିନାବାଦାମକୁ ଗରିବଙ୍କ ବାଦାମ (Almond) ବୋଲି ମଧ୍ୟ କୁହାଯାଏ । ଚିନାବାଦାମରେ ପ୍ରୋଟିନ୍, କାର୍ବସ୍, ଫାଇବର ଏବଂ ଫ୍ୟାଟି ଏସିଡର ଗୁଣ ରହିଛି । ଏହାକୁ ଖାଇବା ଦ୍ୱାରା ଶରୀର ପାଇଁ ଅନେକ ଲାଭ ହୋଇଥାଏ, କିନ୍ତୁ ଏହା କିଛି…

ଖରାଦିନେ ଖାଆନ୍ତୁ ତାଳସଜ, ମିଳିବ ଅନେକ ଫାଇଦା

ଭୁବନେଶ୍ଵର: ଖରାଦିନେ ମିଳୁଥିବା ବିଭିନ୍ନ ପ୍ରକାର ଫଳ ମଧ୍ୟରୁ ତାଳ ସଜ ପ୍ରାୟ ଲୋକଙ୍କର ପସନ୍ଦ। ଉଦୁ ଉଦିଆ ଖରାରେ ତାଳ ସଜ ପେଟରେ ପଡିଗଲେ ଶାନ୍ତି ଲାଗେ। ଗାଁ ଗହଳିରେ ପ୍ରାୟ ଲୋକଙ୍କ ଘରେ ଖରାଦିନେ ମିଳେ ତାଳ ସଜ। ଏହାର ଚାହିଦା ଦେଖି ସହରରେ ମଧ୍ୟ ରାସ୍ତା କଡରେ ବିକ୍ରି ହେଉଛି ଏହି ଫଳ।…

ପିଲାଙ୍କୁ ମୋବାଇଲ ଦେଉଥିଲେ ହୋଇଯାଆନ୍ତୁ ସାବଧାନ…

ଭୁବନେଶ୍ଵର: ବର୍ତ୍ତମାନର ଯୁଗରେ ମୋବାଇଲ ପାଇଁ ପାଗଳ ଆବାଳ ବୃଦ୍ଧ ବନିତା । ସତେ ଯେପରି ମୋବାଇଲ ବର୍ତ୍ତମାନର ଯୁବପିଢି ହେଉ କି ଛୋଟ ଛୁଆ ସମସ୍ତଙ୍କ ପାଇଁ ଏକ ବିମାରୀ ସଦୃଶ୍ୟ ହୋଇଗଲାଣି । ସାଧାରଣତଃ ଦେଖିବାକୁ ମିଳେ ଯେ ଯଦି କୌଣସି ଛୋଟ ପିଲା କାନ୍ଦୁଛି ତେବେ ତାଙ୍କର ଅଭିଭାବକ ତାଙ୍କୁ…

ମୁଣ୍ଡଫଟା କରାରୁ ରକ୍ଷା ପାଇବା ପାଇଁ ପିଅନ୍ତୁ ଏହି ପାନୀୟ…

ଭୁବନେଶ୍ଵର: ବର୍ତ୍ତମାନ ବଢିବାରେ ଲାଗିଛି ଗ୍ରୀଷ୍ମର ପ୍ରବାହ। ପ୍ରଚଣ୍ଡ ରୌଦ୍ର୍ୟତାପ ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ। ରାଜ୍ୟରେ ଦିନ ବେଳେ ପାରଦ ୪୦ ଡିଗ୍ରୀ ଉପରେ ରହୁଛି । ଗ୍ରୀଷ୍ମ ଋତୁରେ ଅତ୍ୟଧିକ ତାପମାତ୍ରା ଓ ଆର୍ଦ୍ରତା ଯୋଗୁଁ ଶରୀରରେ ଜଳ ସ୍ତର କମି ଯାଇଥାଏ। ତେବେ ଏହିପରି ସମୟରେ ନିଜ…

ଖରାଦିନେ ପଡୁଥିବା ସନଟ୍ୟାନ ପାଇଁ ଚିନ୍ତିତ କି? ଆପଣାନ୍ତୁ ଏହି ଉପାୟ

ଭୁବନେଶ୍ଵର: ସୁନ୍ଦର ତ୍ୱଚା ପାଇବା ପାଇଁ ସମସ୍ତେ ଇଚ୍ଛା କରନ୍ତି । ଦୈନନ୍ଦିନ ଜୀବନରେ ମହିଳାମାନେ ତ୍ୱଚା ପାଇଁ ଅଧିକସମୟ ଦେଇପାରନ୍ତି ନାହିଁ । ତ୍ୱଚା ଶୁଷ୍କ କିମ୍ବା ମଳିନ ପଡ଼ିଗଲେ ଲୋକେ ଅନେକ ବଜାରରେ ମିଳୁଥିବା କସମେଟିକ ବ୍ୟବହାର କରନ୍ତି । ଯାହାର ସାଇଡ଼ ଇଫେକ୍ଟ ରହିଛି । ସେହିପରି…

ନବରଙ୍ଗପୁରରେ ୨ ରୁବେଲା ରୋଗୀ ଚିହ୍ନଟ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା

ନବରଙ୍ଗପୁର: ନବରଙ୍ଗପୁରରୁ ୨ ରୁବେଲା ରୋଗୀ ଚିହ୍ନଟ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା । ଆକ୍ରାନ୍ତ ୨ ଶିଶୁ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ପୋଡାଲଗୁଡା ଗାଁର । ସେମାନଙ୍କ ବୟସ ଯଥାକ୍ରମେ ୭ ଓ ୨ ବର୍ଷ । ବର୍ତ୍ତମାନ ରୁବେଲାର ସ୍ଥିତି ଯାଞ୍ଚ ପାଇଁ ଗାଁରେ ‘ହୁ’ଓ ଜିଲ୍ଲା…

ଦୀର୍ଘ ୨୫ ବର୍ଷର ଟ୍ୟୁମରକୁ ୧୦ ଘଣ୍ଟାର ଜଟିଳ ଅପରେସନ୍‌ ପରେ ବାହାର କଲେ ଏମ୍‌ସ ଡାକ୍ତର

ଭୁବନେଶ୍ବର: ଦୀର୍ଘ ୨୫ ବର୍ଷର ଟ୍ୟୁମରକୁ ୧୦ ଘଣ୍ଟାର ଜଟିଳ ଅପରେସନ୍‌ ପରେ ବାହାର କଲେ ଭୁବନେଶ୍ୱର ଏମ୍‌ସ ଡାକ୍ତର ଟିମ୍‌ । ପଶ୍ଚିମବଙ୍ଗର ୫୧ ବର୍ଷୀୟ ରବୀନ୍ଦ୍ର ବିଶୁଇଙ୍କ ମୁଣ୍ଡ ଉପରେ ୨୫ ବର୍ଷ ହେଲା ଗୋଟିଏ ଟ୍ୟୁମର ହୋଇଥିଲା । କିନ୍ତୁ ଗତ ୭ ମାସ ହେବ ସେହି ଟ୍ୟୁମର ହଠାତ୍ ବଢିବା ଆରମ୍ଭ…

କୋଭିଡ ଟିକାର ବଡ ଖୁଲାସା: ହୋଇପାରେ ବ୍ରେନ୍ ଷ୍ଟ୍ରୋକ୍ ଓ ହାର୍ଟ ଆଟାକ୍ ଭଳି ରୋଗ

ନୂଆଦିଲ୍ଲୀ: ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନିକା କମ୍ପାନୀ ଦ୍ବାରା ପ୍ରସ୍ତୁତ ହୋଇଥିବା କୋଭିଡ ଟିକାର ବଡ ଖୁଲାସା । କୋର୍ଟରେ କମ୍ପାନୀ ପ୍ରଥମ ଥର ପାଇଁ ସ୍ବୀକାର କରିଛି ଯେ କୋଭିଡ -୧୯ ଟିକା ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି କରିପାରେ । ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନିକା କମ୍ପାନୀ ଦ୍ୱାରା…

ହେୟାର କଲର କରୁଥିଲେ ହୋଇଯାଆନ୍ତୁ ସାବଧାନ, ନଚେତ ହୋଇପାରେ ଏହି ସମସ୍ୟା

ଭୁବନେଶ୍ଵର: କେଶ ଝଡ଼ିବା ସମସ୍ୟା ଦିନକୁ ଦିନ ବ୍ୟତିବ୍ୟସ୍ତ କରାଉଛି । ସମସ୍ତେ କେଶକୁ ନେଇ ଟିକିଏ ଅଧିକ ଚିନ୍ତିତ । ବର୍ତ୍ତମାନ ସମୟରେ ଅଧିକାଂଶ ଲୋକଙ୍କର କେଶ ଧଳା ପଡ଼ୁଥିବାର ଦେଖିବାକୁ ମିଳୁଛି । ତେବେ ଏହି ଧଳା କେଶକୁ ଲୁଚାଇବାକୁ ଯାଇ କେଶରେ ବିଭିନ୍ନ ପ୍ରକାର କେମିକାଲ ରଙ୍ଗ…

ରିଲ୍ସ ଦେଖୁଥିଲେ ହୋଇଯାଆନ୍ତୁ ସାବଧାନ

ଭୁବନେଶ୍ବର: ଆଜିକାଲି ପ୍ରାୟ ସମସ୍ତେ ଦୈନଦିନ ଜୀବନରେ ଫୋନକୁ ଏକ ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁ ରୂପେ ଆପଣାଇ ସାରିଲେଣି । ଛୋଟରୁ ବଡ ପର୍ଯ୍ୟନ୍ତ ସମସ୍ତେ ଫୋନ ପାଇଁ ପାଗଳ । ଫୋନରେ ରିଲ୍ସ  ଦେଖିବା ପାଇଁ ନିଜର ଗୁରୁତ୍ୱପୂର୍ଣ୍ଣ କାମ ମଧ୍ୟ ଭୁଲିଯାଉଛନ୍ତି। କିନ୍ତୁ  ଏହା ଦ୍ୱାରା…