Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ଗଳା ପୋଡ଼ା ହେଉଛି କି ! ଆପଣାନ୍ତୁ ଏହି ଉପାୟ ମିଳିବ ଆରାମ…

ଅନେକ ସମୟରେ ଆମ ଗଳାରେ ଯନ୍ତ୍ରଣା ଅନୁଭବ ହୋଇଥାଏ  । ଅତ୍ୟଧିକ ଥଣ୍ଡା କାରଣରୁ ହେଉ ଅବା ଏସିଡିଟି କାରଣରୁ କିନ୍ତୁ ପୋଡାଜଳା ଅନୁଭବ ହୋଇଥାଏ। ଏହା ବ୍ୟତୀତ ଧୁମ୍ରପାନ, ଏଲର୍ଜି, ଥଣ୍ଡା, ବ୍ୟାକ୍ଟେରିଆ ଜନିତ ସଂକ୍ରମଣ କାରଣରୁ ମଧ୍ୟ ଗଳାରେ ପୋଡାଜଳା ଅନୁଭବ ହୋଇଥାଏ। ଗଳାରେ ପୋଡାଜଳା ଅନୁଭବ…

ଡାଲଚିନ୍‌ ଖାଉଛନ୍ତି କି !

ବର୍ତ୍ତମାନର ଜୀବନଶୈଳୀରେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖିବାକୁ ମିଳିଛି । ଖାଦ୍ୟ ସେବନରେ ହେଳା କରିବା ଦ୍ୱାରା ଅନେକ ମାରାତ୍ମକ ରୋଗର ଶିକାର ହୋଇଥାଉ । ତେଣୁ ଏସବୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ଉଚ୍ଚ…

କେଶ ପାଇଁ ଉପକାରୀ ‘ମେଥି’…. ଔଷଧ ଭଳି ଦେଇଥାଏ କାମ

ମେଥିର ଦାନାରେ ରହିଛି ଔଷଧୀୟ ଗୁଣ । ପ୍ରତିଦିନ ରୋଷେଇରେ ଆମେ ବ୍ୟବହାର କରିଥାଉ  । କଣ ଆପଣ ଜାଣନ୍ତି ଏହି ମେଥି ସ୍ୱାସ୍ଥ୍ୟ ସହ କେଶ ପାଇଁ ଖୁବ୍‌‌ ଲାଭଦାୟକ। ଏହାର ବ୍ୟବହାର ଦ୍ୱାରା ଆପଣଙ୍କ କେଶ ଜନିତ ଅନେକ ସମସ୍ୟା ଦୂର ହୋଇଥାଏ। ଏଥିରେ ଆଇରନ, ପ୍ରୋଟିନ୍‌‌ ଓ ଅନ୍ୟ ଭିଟାମିନ…

ଡାର୍କ ଚକୋଲେଟ୍‌ ଦେହ ପାଇଁ ଉପକାରୀ…

ଛୋଟ ପିଲାମାନେ ଚକୋଲେଟ୍‌ ଖାଇବାକୁ ଅଧିକ ପସନ୍ଦ କରିଥାଆନ୍ତି  ।  ଚକୋଲେଟ୍‌ ପାଟିକୁ ବହୁତ ଭଲ ଲାଗେ  । ପ୍ରତ୍ୟେକ ମା’ ପିଲାମାନଙ୍କୁ ଚକୋଲେଟ୍‌ ଖାଇବାକୁ ବାରଣ କରିଥାଆନ୍ତି  । କାରଣ ଚକୋଲେଟ୍‌ ଖାଇଲେ ଦାନ୍ତ ପୋକ ଖାଇବା ସହ ପେଟରେ କୃମି ହେବା ପରି ସମସ୍ୟା ଦେଖାଯାଇଥାଏ  ।…

ଓଜନ ହ୍ରାସ ପାଇଁ ଏପରି କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ !

କିଛି ଲୋକ ନିଜର ଓଜନ ବୃଦ୍ଧିକୁ ନେଇ ଖୁବ୍‌‌ ଚିନ୍ତିତ । ସେଥିପାଇଁ ସେମାନେ ବିଭିନ୍ନ ଉପାୟ ଆପଣାଇ ଥାଆନ୍ତି। ଖାଦ୍ୟରେ ନିୟନ୍ତ୍ରଣ ରଖିବା ସହ କିଛି ସ୍ୱତନ୍ତ୍ର ଡାଏଟ୍‌ ଚାର୍ଟ୍‌ ଆପଣାଇ ଥାଆନ୍ତି । କିନ୍ତୁ ଏଭଳି ଉପାୟ ଆପଣାଇବା ଦ୍ୱାରା ଆମ ଶରୀରରେ ଏହାର କୁପ୍ରଭାବ ପଡିଥାଏ। ଶରୀରକୁ…

ବାରମ୍ବାର ଥଣ୍ଡାଜ୍ୱର ହେଉଛି କି ? ଏହି ଉପାୟ ଆପଣାନ୍ତୁ ଥଣ୍ଡାଜ୍ୱରରୁ ପାଇବେ ରକ୍ଷା….

ଋତୁ ପରିବର୍ତ୍ତନଶୀଳ । ଋତୁ ପରିବର୍ତ୍ତନକୁ ନେଇ ଘରେ ଘରେ ଥଣ୍ଡା ଜ୍ୱର ସମସ୍ୟା ଦେଖିବାକୁ ମିଳିଛି । ତେଣୁ ଥଣ୍ଡାଜ୍ୱର ପ୍ରାୟତଃ ଲାଗି ରହୁଛି । କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା । ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା ଦ୍ୱାରା ଶରୀର ସହଜରେ…

ତ୍ୱଚା ଚମକାଇବାକୁ ନିୟମିତ ପଇଡ ପାଣି ପିଉଛନ୍ତି କି?

ଓଡ଼ିଶା ସମ୍ବାଦ ବ୍ୟୁରୋ: ପଇଡ ପାଣିରେ ଅନେକ ମଲ୍ଟିନ୍ୟୁଟ୍ରିଏଣ୍ଟ୍ର ଭର୍ତ୍ତି ହୋଇ ରହିଥାଏ। ଯାହା ଶରୀରରେ ଇଲେକ୍ଟ୍ରୋଲାଇଟ୍ ବୃଦ୍ଧି ସହିତ ଅନେକ ଲାଭ ଦେଇଥାଏ। କିନ୍ତୁ, କିଛି ଲୋକ ତ୍ୱଚାର ସୌନ୍ଦର୍ଯ୍ୟ ଏବଂ ଶରୀରର ଡିଟକ୍ସଫିକେସନ୍ ପାଇଁ ଏହାକୁ ନିୟମିତ ଖାଇଥା’ନ୍ତି। କିନ୍ତୁ ଆପଣ ଜାଣି…

ଗର୍ଭାବସ୍ଥାରେ ଖାଆନ୍ତୁ ଘିଅ….

ପ୍ରତ୍ୟେକ ମହିଳା ଗର୍ଭାବସ୍ଥାରେ ଖାଦ୍ୟ ପାନୀୟକୁ ନେଇ ସବୁବେଳେ ସତର୍କ ରହିବା ଦରକାର। ନଚେତ୍ ଉଭୟ ମା ଓ ଶିଶୁର ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିବାର ସମ୍ଭାବନା ରହିଥାଏ  । ବିଶେଷଜ୍ଞ ଦଳ ପରାମର୍ଶ ଦେଇଛନ୍ତି ଗର୍ଭବତୀମାନେ ଦୈନିକ ଅଳ୍ପ ପରିମାଣରେ ଦେଶୀ ଘିଅ ଖାଇବା ଭଲ ।ଏହି ସମୟରେ…

ଖାଆନ୍ତୁ ଗାଜର, ବଢ଼ିବ ଆଖିର ଜ୍ୟୋତି…

ବଜାରରେ ଦୁଇ ପ୍ରକାରର ଗାଜର ଦେଖାଯାଏ। ଗୋଟିଏ ଲାଲ ରଙ୍ଗର ଓ ଅନ୍ୟଟି ହାଲକା ଗୋଲାପୀ ରଙ୍ଗ ଗାଜର। ବଜାରକୁ ଏଥରକ ନୂଆ କରି କଳା ରଙ୍ଗର ଗାଜର ଆସିଛି। ପୋଷକତତ୍ତ୍ବରେ ଭରପୂର କଳା ଗାଜର  । ଏହି କଳା ଗାଜର ଖାଇବାକୁ ବିଶେଷଜ୍ଞ ଦଳ କହିଛନ୍ତି । ଏହି ଗାଜରରେ ଆଣ୍ଟିଅକ୍ସିଡାଣ୍ଟ ଭରି ରହୁଛି।…

ରାତିରେ ନିଦ ହେଉନି କି ? ତେବେ ଆପଣାନ୍ତୁ ଏହି ଉପାୟ…

ଅଧିକାଂଶ ଲୋକ ଅନିଦ୍ରା ସମସ୍ୟାର ସମ୍ମୁଖୀନ ହୋଇ ଥାଆନ୍ତି । ସଠିକ୍‌ ଭାବେ ନିଦ ନ ହେଲେ ବିଭିନ୍ନ ରୋଗର ଆଶଙ୍କା ବଢ଼ିଥାଏ  । ତେଣୁ ନିଜ ଶରୀର ପ୍ରତି ଟିକିଏ ଗୁରୁତ୍ୱ ଦେବା ଆବଶ୍ୟକ  । ବିଶେଷଜ୍ଞଙ୍କ ମତ ଅନୁଯାୟୀ, କେତେକ ଦିଗ ପ୍ରତି ଧ୍ୟାନ ଦେଲେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।…