Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ରକ୍ତହୀନତା ସାଙ୍ଗକୁ କୋଷ୍ଠକାଠିନ୍ୟ ଦୂର କରିଥାଏ ପୋଟଳ ! ଜାଣନ୍ତୁ ସ୍ୱାସ୍ଥ୍ୟ ପ୍ରତି କେତେ ଫଳପ୍ରଦ ..

ଦିଲ୍ଲୀ : ପୋଟଳ ଏକ ଭଲ ପରିବା, ଯାହାକି ସ୍ୱାସ୍ଥ୍ୟ ଲାଗି ଅତ୍ୟନ୍ତ ଲାଭପ୍ରଦ। ପୋଟଳରେ ଭିଟାମିନ୍ ଏ,ବି ଓ୍ଵାନ୍,ବି ଟୁ ଏବଂ ଭିଟାମିନ୍ ସି ଆଦି ବହୁଳ ମାତ୍ରାରେ ରହିଛି  । ଏହା ଆମ ଶରୀରରେ ରୋଗ ପ୍ରତିରୋଧକ କ୍ଷମତାକୁ ବଢାଇ ରୋଗ ଦାଉରୁ ଲଢିବାରେ ସାହାଯ୍ୟ କରିଥାଏ। ଏଥିସହିତ ଏଥିରେ ଆଣ୍ଟି…

ପିଆଜର କଳା ଆସ୍ତରଣ ବଢାଇ ପାରେ ରୋଗର ସମସ୍ୟା 

ଭୁବନେଶ୍ୱର: ଦୈନଦିନ ଜୀବନରେ ଆବଶ୍ୟକୀୟ ଖାଦ୍ୟରେ ଅନେକ ପ୍ରକାର ଜିନିଷ ବ୍ୟବହାର କରାଯାଇଥାଏ। ପୋଷଣ ନିମନ୍ତେ ଆମେ ପନିପରିବା, ଫଳମୂଳ,ଭାତ, ଡାଲି, ରୁଟି, ମାଛ, ମାଂସ ଆଦି ଖାଇଥାଉ। କିଛି ଜିନିଷକୁ କଞ୍ଚା ଖାଉଥିବା ବେଳେ ଅନେକ କିଛି ଖାଦ୍ୟ ପଦାର୍ଥକୁ ଆମେ ରୋଷେଇ କରି ଖାଇଥାନ୍ତି। ତେବେ…

ଅଧିକ ଆଚାର ଖାଉଛନ୍ତି କି? ଯଦି ହଁ ତେବେ ହୋଇଯାଆନ୍ତୁ ସାବଧାନ

ଭୁବନେଶ୍ଵର: ଦୈନନ୍ଦିନ ଭୋଜନ ସହିତ ଆଚାର ଏକ ଅଂଶ ପାଲଟିଗଲାଣି । ଘରେ ଯଦି କିଛି ନାହିଁ ତେବେ ଆଚାର ସହିତ ଭାତ ହେଉ ଅବା ରୁଟି ଖାଇ ଦେଉଛନ୍ତି । ତେବେ ଆପଣ ଜାଣିଛନ୍ତି କି, ଏହି ଆଚାର ଅଧିକ ଆହାର କରିବା ଶରୀର ପାଇଁ କ୍ଷତିକାର ସାବ୍ୟସ୍ତ ହୋଇଥାଏ । ଆଚାରରେ ଅଧିକ ପରିମାଣର ଲାକ୍ଟିକ୍ ଏସିଡ୍…

ଜାତୀୟ ପୋଷଣ ସପ୍ତାହ, ଥାଳିରେ ରଖନ୍ତୁ ପୋଷଣଯୁକ୍ତ ଖାଦ୍ୟ

ଭୁବନେଶ୍ଵର: ସ୍ୱାସ୍ଥ୍ୟକର ଖାଦ୍ୟ, ସୁସ୍ଥ ଶରୀର। ଆମେ ଦୈନନ୍ଦିନ ଜୀବନରେ କ’ଣ ଖାଉଛେ, ତାହାର ସିଧାସଳଖ ପ୍ରଭାବ ଆମ ଶରୀର ଉପରେ ପଡ଼ିଥାଏ। ସୁସ୍ଥ ଓ ପୁଷ୍ଟିକର ଖାଦ୍ୟ ଖାଇବା ଦ୍ୱାରା ବିଭିନ୍ନ ରୋଗ ହେବାର ଆଶଙ୍କାକୁ ଦୂରେଇ ପାରିବା। ସୁସ୍ଥ ଖାଦ୍ୟ ମସ୍ତିଷ୍କଠାରୁ ଆରମ୍ଭ କରି ଶାରୀରିକ…

ଚର୍ମ ପାଇଁ ସର୍ବୋତ୍ତମ ଉପଚାର: ବାଦାମ ତେଲ, ଜାଣିବା କେମିତି କରିବେ ବ୍ୟବହାର..

ଦିଲ୍ଲୀ : ଚେହେରାରେ ଚମକ ଆଣିବା ପାଇଁ ଲୋକମାନେ କିଛି କରନ୍ତି ନାହିଁ, କିନ୍ତୁ ବେଳେବେଳେ କିଛି ଜିନିଷର ଫଳାଫଳ ସ୍ପଷ୍ଟ ଭାବରେ ବାହାରକୁ ଆସେ ନାହିଁ  ।  ଏପରି ପରିସ୍ଥିତିରେ, ଯଦି ଆପଣ ଚାହାଁନ୍ତି, ଆପଣ ବାଦାମ ତେଲ ବ୍ୟବହାର କରିପାରିବେ  । ଭିଟାମିନ୍ ଇରେ ଭରପୂର ବାଦାମ ତେଲ ଚର୍ମ ପାଇଁ…

ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି, ତେବେ ଉପମା ଜଳଖିଆ ପାଇଁ ଏକ ଭଲ ବିକଳ୍ପ, ଜାଣନ୍ତୁ କାହିଁକି ?

ଭୁବନେଶ୍ୱର: ଉପମା ହେଉଛି ଏକ ପ୍ରସିଦ୍ଧ ଦକ୍ଷିଣ ଭାରତୀୟ ଜଳଖିଆ ।  ଯାହା ସେମୋଲିନା କିମ୍ବା ଚାଉଳ ସେମୋଲିନାରୁ ପ୍ରସ୍ତୁତ। ବିଶେଷକରି ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଏବଂ କେରଳରେ ଏହା ବହୁତ ଲୋକପ୍ରିୟ । ଏବେ ଏହାକୁ ଉତ୍ତର ଭାରତରେ ମଧ୍ୟ ପସନ୍ଦ କରାଯାଉଛି  । ଆଜିକାଲି ଲୋକମାନେ…

ଛୋଟ ପିଲାଙ୍କୁ ମୋବାଇଲ ଦେଉଥିଲେ ହୋଇଯାନ୍ତୁ ସାବଧାନ: ଏହି ରୋଗର ହୋଇପାରନ୍ତି ଶିକାର

ଆଜିର ସମୟରେ ମୋବାଇଲ୍ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିଛି | ପରିସ୍ଥିତି ଏମିତି ହୋଇଛି ଯେ ୬ ମାସର ଛୋଟ ପିଲାକୁ ବି ବାପା ମାଆ ମାନେ ମୋବାଇଲ ଦେଖିବାକୁ ଦେଉଛନ୍ତି ।  ମୋବାଇଲ୍ ଯାହା ଏକଦା ସାହାଯ୍ୟକାରୀ ଥିଲା , ବର୍ତ୍ତମାନ ଧୀରେ ଧୀରେ ସାଂଘାତିକ ହୋଇଯାଉଛି | ଅଭିଭାବକମାନେ…

ମାଣ୍ଡିଆ ଦୂର କରେ ଅନେକ ସମସ୍ୟା, ଜାଣନ୍ତୁ ଏହାର ଫାଇଦା

ଭୁବନେଶ୍ଵର: ଏବେ ଖୁବ୍ ଚର୍ଚ୍ଚାରେ ମିଲେଟ ଜାତୀୟ ଖାଦ୍ୟ, ଯେଉଁଥିରେ ମାଣ୍ଡିଆ, ଯଅ, ବାଜରା ଆଦି ବିଭିନ୍ନ ଫସଲ ଅନ୍ତର୍ଭୂକ୍ତ । ମିଲେଟରେ ଅଧିକ ପରିମାଣର ପୋଷକ ତତ୍ତ୍ଵ ରହିଥାଏ ତେଣୁ ଏହା ଆମ ସ୍ୱାସ୍ଥ୍ୟ ପାଇଁ ଖୁବ୍ ହୀତକାରକ ଅଟେ । ମିଲେଟରେ ପ୍ରସ୍ତୁତ ଖାଦ୍ୟ ପଦାର୍ଥକୁ ଆମର ପ୍ରତିଦିନର…

ପ୍ରତିଦିନ ଖାଆନ୍ତୁ ଖଜୁରୀ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ

ଭୁବନେଶ୍ଵର: ଆଜିଯାଏଁ ଆପଣ ଅନେକ ଫଳର ଫାଇଦା ଆଉ ସେଥିରୁ ଦୂର ହେଉଥିବା ରୋଗ ବିଷୟରେ ଜାଣିଥିବେ । ହେଲେ କଣ ଆପଣ ଖଜୁରୀରୁ ମିଳୁଥିବା ଫାଇଦା ସମ୍ପର୍କରେ ଜାଣିଛନ୍ତି? ତେବେ ଆସନ୍ତୁ ଜାଣିବା ଖଜୁରୀ କୋଳିରୁ ହେଉଥିବା ସ୍ଵାସ୍ଥ୍ୟଗତ ଫାଇଦା ସମ୍ପର୍କରେ । ଖଜୁରୀ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ…

ଡ଼ରାଉଛି କିଡନୀ ରୋଗ: ଭୟରେ ଗ୍ରାମବାସୀ !

ନୂଆପଡ଼ା: ଡ଼ରାଉଛି କିଡନୀ ରୋଗ, ଭୟରେ ଗ୍ରାମବାସୀ । କିଡନୀ ରୋଗରେ ପୀଡିତ ହୋଇ ଦୁଇ ତିନି ବର୍ଷ ଭିତରେ ଆଠ ରୁ ଦଶ ଜଣଙ୍କର ଜୀବନ ଗଲାଣି । ବର୍ତ୍ତମାନ ତିରିଶ ରୁ ଉର୍ଦ୍ଧ ଲୋକେ ରୋଗାକ୍ରାନ୍ତ ଅବସ୍ଥାରେ ମୃତ୍ୟୁ ସହିତ ସଂଗ୍ରାମ୍ କରୁଛନ୍ତି। ଏତେ ସବୁ ପରେ ମଧ୍ୟ ପ୍ରଶାସନ ଓ ଜିଲ୍ଲା…