Latest Odisha News

BREAKING NEWS

Browsing Category

ଖେଳ

ଇଂଲଣ୍ଡ ଟିମକୁ ପ୍ରଥମେ ପଠାଇବା ନେଇ ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ ଅସନ୍ତୁଷ୍ଟ

ଅହମ୍ମଦାବାଦ: ଟି୨୦ ବିଶ୍ୱକପ ଅନ୍ତିମ ପର୍ଯ୍ୟାୟରେ ପଂହଚିଛି । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ତେବେ ଏହା ମଧ୍ୟରେ ଏକ ବିବାଦ ଉପୁଜିଛି । ମିଡିଲ ଇଷ୍ଟରେ ଅଶାନ୍ତି ଲାଗି ରହିଥିବାରୁ କେତେକ ଟିମ ଭାରତରେ ଫସି ରହିଛନ୍ତି । ୱେଷ୍ଟଇଣ୍ଡିଜ ମାର୍ଚ୍ଚ ୧ରୁ, ଦକ୍ଷିଣ…

ଟି୨୦ ବିଶ୍ୱକପ: ଫାଇନାଲରେ ଟିମ ଇଣ୍ଡିଆ ଅଧିନାୟକ ହୋଇଛନ୍ତି ବିଫଳ, ସୂର୍ଯ୍ୟକୁମାରଙ୍କ ଉପରେ ନଜର

ଅହମ୍ମଦାବାଦ: ଟି୨୦ ବିଶ୍ୱକପ ୨୦୨୬ ଫାଇନାଲ ଆଉ କିଛି ଘଂଟା ପରେ ଆରମ୍ଭ ହୋଇଯିବ । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ମୁକାବିଲାରେ ଟିମ ଇଣ୍ଡିଆ ଅଧିନାୟକ ସୂର୍ଯ୍ୟକୂମାର ଯାଦବଙ୍କ ପ୍ରଦର୍ଶନ ଉପରେ ନଜର ରହିବ । ଏ ପର୍ଯ୍ୟନ୍ତ ଟି୨୦ ବିଶ୍ୱକପ ଫାଇନାଲରେ…

IND vs NZ T20 World Cup 2026 final: ଏହି ୩ କାରଣ ନିର୍ଣ୍ଣୟ କରିବ T-20 ବିଶ୍ୱକପ୍ ବିଜେତା! ପୁଣି ଜଲୱା ଦେଖାଇବ…

ନୂଆଦିଲ୍ଲୀ: ଖୁବଶୀଘ୍ର ସବୁ ଅପେକ୍ଷାର ଅନ୍ତ ହେବାକୁ ଯାଉଛି। T20 World Cup 2026 ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷରେ ମଇଦାନକୁ ଓହ୍ଲାଇବାକୁ ଯାଉଛି ଭାରତୀୟ ଟିମ୍। ଏଥର ବି କର ବା ମାର ସ୍ଥିତି। ଭାରତ ୮ ମାର୍ଚ୍ଚରେ ଅର୍ଥାତ୍ ଆଜି(ରବିବାର) ନରେନ୍ଦ୍ର ମୋଦି ଷ୍ଟାଡିୟମରେ T20 ବିଶ୍ୱକପ୍ 2026…

ଅଲ ଇଂଲଣ୍ଡ ବ୍ୟାଡମିଂଟନ ଚାମ୍ପିୟନଶିପ ଫାଇନାଲରେ ଲକ୍ଷ୍ୟ ସେନ

ଲଣ୍ଡନ: ଇଂଲଣ୍ଡ ବର୍ମିଂହାମରେ ଖେଳା ଯାଉଥିବା ଅଲ ଇଂଲଣ୍ଡ ଓପନ ବ୍ୟାଡମିଂଟନ ଚାମ୍ପିୟନଶିପର ଫାଇନାଲରେ ଭାରତର ଷ୍ଟାର ଖେଳାଳି ଲକ୍ଷ୍ୟ ସେନ ଫାଇନାଲରେ ପ୍ରବେଶ କରିଛନ୍ତି । ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ଲକ୍ଷ୍ୟ ଚମତ୍କାର ପ୍ରଦର୍ଶନ କରି କାନାଡାର ଭିକ୍ଟର ଲାଇଙ୍କୁ ୨-୧ ସେଟରେ ବିଜୟ…

ଟି୨୦ ବିଶ୍ୱକପ ଉଦଯାପନୀ ସମାରୋହରେ ତଡକା ଲଗାଇବା ଏହି ସବୁ ଷ୍ଟାର୍ସ

ଅହମ୍ମଦାବାଦ: ଆଇସିସି ପୁରୁଷ ଟି୨୦ ବିଶ୍ୱକପ ୨୦୨୬ ଫାଇନାଲ ମ୍ୟାଚ ପୂର୍ବରୁ ଭବ୍ୟ ଉଦଯାପନୀ ସମାରୋହ ଆୟୋଜିତ ହେବ । ରବିବାର ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୫ଟା ୩୦ରୁ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହେବ । ଆନ୍ତର୍ଜାତୀୟ ପପ ଷ୍ଟାର ରିକି ମାର୍ଟିନ, ବଲିଉଡ ଏବଂ ପଞ୍ଜାବୀ ଗାୟକ…

ଦକ୍ଷିଣ ଆଫ୍ରିକାର ଏହି ମହାନ ଖେଳାଳି କହିଲେ ନ୍ୟୁଜିଲାଣ୍ଡ ହାରିଲେ ତାଙ୍କୁ ଦିଆଯିବ ଚୋକର୍ସ ଟ୍ୟାଗ

ଅହମ୍ମଦାବାଦ: ଟି୨୦ ବିଶ୍ୱକପ ୨୦୨୬ର ଫାଇନାଲ ମ୍ୟାଚ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ରବିବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଇତି ମଧ୍ୟରେ ଦକ୍ଷିଣ ଆଫ୍ରିକାର ମହାନ ପେସ ବୋଲର ଡେଲ ଷ୍ଟେଇନଙ୍କ ଏକ ବୟାନ ଏବେ ଚର୍ଚ୍ଚାର କାରଣ ସାଜିଛି । ସେ କହିଛନ୍ତି ଯଦି ନ୍ୟୁଜିଲାଣ୍ଡ ଫାଇନାଲରେ…

ଭାରତ ଚାମ୍ପିୟନ ହେଲେ ଦୂର ହେବ ଏହି ସବୁ ଭ୍ରମ

ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅହମ୍ମଦାବାଦରେ ଟି୨୦ ବିଶ୍ୱକପ ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ । ଇତିହାସ ପୃଷ୍ଠାରେ ପୂନର୍ବାର ନାମ ଲେଖିବା ପାଇଁ ଟିମ ଇଣ୍ଡିଆ ନିକଟରେ ବଡ ସୁଯୋଗ ରହିଛି । ଯଦି ଭାରତ ରବିବାର ନ୍ୟୁଜିଲାଣ୍ଡକୁ ହରାଇ ଦେବ ତାହାହେଲେ ଅନେକଙ୍କ ମନୁ ୫ଟି ଭ୍ରମ ଦୂର…

ଟି୨୦ ବିଶ୍ୱକପ ଫାଇନାଲ: ଦେଖିବାକୁ ମିଳିବ ବ୍ୟାଟ୍ସମ୍ୟାନଙ୍କ ରାଜୁତି

ଅହମ୍ମଦାବାଦ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ରବିବାର ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଏହି ପିଚ ବ୍ୟାଟ୍ସମ୍ୟାନଙ୍କ ପାଇଁ ଭୂସ୍ୱର୍ଗ ସାଜିବ ବୋଲି ଅନୁମାନ କରାଯାଉଛି । କଳା ଓ ନାଲି ମାଟିକୁ ବ୍ୟବହାର କରି ପିଚ ପ୍ରସ୍ତୁତ କରାଯାଇଛି । ଏଥିରେ ପେସ ଓ…

ଆସନ୍ତୁ ଜାଣିବା ସୁନୀଲ ଗାଭାସ୍କର କାହାକୁ କହିଲେ କ୍ରିକେଟିଂ ଜିନିୟସ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ରୋମାଂଚକର ସେମିଫାଇନାଲରେ ବିଜୟ ହାସଲ କରି ଟିମ ଇଣ୍ଡିଆ ଟି୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି । ଫାଇନାଲରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ । ଭାରତ ପୂନର୍ବାର ଇତିହାସ ରଚିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ମୋ ମତରେ ଏହା ନିଶ୍ଚିତ ଭାବେ…

ଟି୨୦ ବିଶ୍ୱକପ: କିଏ ହେବ ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଂଟ, ଆଇସିସି ଜାରୀ କଲା ଶର୍ଟଲିଷ୍ଟ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ଫାଇନାଲ ରବିବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଇତି ମଧ୍ୟରେ ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଂଟ କେଉଁ ଖେଳାଳି ହେବ ତାର ଶର୍ଟଲିଷ୍ଟ ଜାରୀ କରିଛି । ଭାରତରେ ଜଣେ ମାତ୍ର ଖେଳାଳି ଏଥିରେ ରହିଛନ୍ତି । ସେମାନେ ହେଲେ…