Latest Odisha News

BREAKING NEWS

Browsing Category

ଖେଳ

ଜାନୁଆରୀରେ ଭାରତ-ବାଂଲାଦେଶ ସିରିଜ୍ ସମ୍ଭାବନା

ଢାକା: ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ଓ ଟି- ୨୦ କ୍ରିକେଟ୍ ସିରିଜ୍ ଆସନ୍ତା ଜାନୁଆରୀ ମାସରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ପୂର୍ବରୁ ଏହି ସିରିଜ୍ ସେପ୍ଟେମ୍ବର ମାସରେ ଖେଳାଯିବାକୁ ସ୍ଥିର ହୋଇଥିଲା। ତେବେ ସୂଚୀକୁ ନେଇ କିଛି ଅନିଶ୍ଚିତତା ଦେଖାଦେବା ପରେ,…

ଏସୀୟ କ୍ରୀଡ଼ା: ଜାପାନର ସୁବିଧା ସୁଯୋଗକୁ ନେଇ ବିସିସିଆଇ ଅସନ୍ତୁଷ୍ଟ, କିନ୍ତୁ ପୂର୍ଣ୍ଣାଙ୍ଗ ଦଳ ପଠାଇବ

ଏସୀୟ କ୍ରୀଡ଼ା  ଆରମ୍ଭ ହେବାକୁ କମ୍ ସମୟ ବାକି ଥିବା ବେଳେ ଏହାର ଆୟୋଜକ ସହର ଜାପାନର ଆଇଚି-ନାଗୋୟାଠାରେ କ୍ରିକେଟ୍ ପାଇଁ କରାଯାଇଥିବା ସୁବିଧା ସୁଯୋଗକୁ ନେଇ ବିସିସିଆଇ ଏବଂ ଏସୀୟ କ୍ରିକେଟ୍ କାଉନସିଲ୍ ଚିନ୍ତା ବ୍ୟକ୍ତ କରିଛନ୍ତି । ଏଏନ୍‌ଆଇର ରିପୋର୍ଟ ଅନୁଯାୟୀ, ଖେଳାଳିଙ୍କ ରହିବା ଓ…

ଭାରତ-ଏ ଦଳରେ ଓଡ଼ିଶାର ଅଲରାଉଣ୍ଡର ସୁଶ୍ରୀ ଦିବ୍ୟଦର୍ଶିନୀ

କଟକ: ଅଷ୍ଟ୍ରେଲିଆ-ଏ ବିପକ୍ଷ ଆଗାମୀ ବହୁଦିବସୀୟ ମ୍ୟାଚ୍ ପାଇଁ ଘୋଷିତ ଭାରତ-ଏ ଦଳରେ ଓଡ଼ିଶାର ଅଲରାଉଣ୍ଡର ସୁଶ୍ରୀ ଦିବ୍ୟଦର୍ଶିନୀ ସ୍ଥାନ ପାଇଛନ୍ତି । ଆସନ୍ତା ମାସରେ ଅଷ୍ଟ୍ରେଲିଆ-ଏ ଦଳ ଭାରତ ଗସ୍ତରେ ଆସୁଥିବା ବେଳେ ୨୮ ବର୍ଷୀୟା ଅଫ୍-ସ୍ପିନର ସୁଶ୍ରୀ ୧୫ ଜଣିଆ ଦଳରେ ସାମିଲ ହୋଇଛନ୍ତି ।…

ହକି ବିଶ୍ୱକପ୍: ୧୯୭୪ ପରେ ଭାରତୀୟ ମହିଳା ଦଳର ସର୍ବଶ୍ରେଷ୍ଠ ପ୍ରଦର୍ଶନ

ଆମଷ୍ଟରଡାମ୍ (ନେଦରଲ୍ୟାଣ୍ଡସ): ସେମିଫାଇନାଲ୍ ଦୌଡ଼ରୁ ସାମାନ୍ୟ ପାଇଁ ବାଦ୍ ପଡ଼ିଥିବା ଭାରତୀୟ ମହିଳା ହକି ଦଳ ବିଶ୍ୱକପ୍‌ରେ ଏକ ସ୍ମରଣୀୟ ବିଜୟ ସହ ନିଜର ଅଭିଯାନ ଶେଷ କରିଛି । ଗୁରୁବାର ଖେଳାଯାଇଥିବା ୫ମ-୬ଷ୍ଠ ସ୍ଥାନ  ମ୍ୟାଚ୍‌ରେ ସଲିମା ଟେଟେଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଜର୍ମାନୀକୁ…

ଡବ୍ଲ୍ୟୁଟିସି ଫାଇନାଲ ରେସରେ ଭାରତକୁ ବଡ଼ ଝଟ୍‌କା, ବାକି ୭ରୁ ୬ଟି ଜିତିବା ଜରୁରୀ

ନୂଆଦିଲ୍ଲୀ: ଗାଲେ ଟେଷ୍ଟରେ ଦମଦାର ବିଜୟ ହାସଲ କରିବା ପରେ ଭାରତୀୟ ଦଳ ହାତରୁ ଖସିଯାଇଛି କଲମ୍ବୋ ଟେଷ୍ଟ । ସହଜ ବିଜୟ ଆଡ଼କୁ ବଢ଼ୁଥିବା ଟିମ୍ ଇଣ୍ଡିଆର ଆଶା ଉପରେ ଶ୍ରୀଲଙ୍କା ବ୍ୟାଟର ସୋନାଲ ଦିନୁଷା ପାଣି ଢାଳିଦେଇଛନ୍ତି । ପ୍ରଥମ ଇନିଂସ ପରେ ଦ୍ୱିତୀୟ ଇନିଂସରେ ବି ଦିନୁଷାଙ୍କ ଲଢୁଆ ଶତକ…

ସେହ୍ୱାଗ, ଦ୍ରାବିଡ଼ଙ୍କ ପୁଅଙ୍କୁ ଭାରତୀୟ ଅଣ୍ଡର-୧୯ ଦଳରେ ସ୍ଥାନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଦୁଇ କିମ୍ବଦନ୍ତୀ ଖେଳାଳି ରାହୁଲ ଦ୍ରାବିଡ଼ ଏବଂ ବିରେନ୍ଦ୍ର ସେହ୍ୱାଗଙ୍କ ପୁଅ ପୁଣି ଥରେ ନିଜ ବାପାଙ୍କ ପାଦଚିହ୍ନରେ ଚାଲି ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି । ଆସନ୍ତା ସେପ୍ଟେମ୍ବର ୧୮ରୁ ଅଷ୍ଟ୍ରେଲିଆ ବିପକ୍ଷରେ ଆରମ୍ଭ ହେବାକୁ ଥିବା ୱାନଡେ  ସିରିଜ୍ ପାଇଁ…

ଏଫ୍‌ଆଇଏଚ ହକି ବିଶ୍ୱକପ : ୭ମ-୮ମ ସ୍ଥାନ ପାଇଁ ବେଲଜିୟମକୁ ଭେଟିବ ଭାରତ

ୱାଭରେ (ବେଲଜିୟମ୍): ଏଫ୍‌ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ ୨୦୨୬ରେ ଭାରତୀୟ ଦଳ ଶୁକ୍ରବାର ନିଜର ଶେଷ ମ୍ୟାଚ୍‌ରେ ଆୟୋଜକ ବେଲଜିୟମ୍‌କୁ ଭେଟିବ । ସେମିଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିବା ପରେ ଉଭୟ ଦଳ ଏହି ମ୍ୟାଚ୍ ଜିତି ୭ମ ସ୍ଥାନରେ ରହି ନିଜର ବିଶ୍ୱକପ୍ ଅଭିଯାନ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି…

ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟ ଡ୍ର: ୧-୦ରେ ସିରିଜ୍ କବଜା କଲା ଟିମ୍ ଇଣ୍ଡିଆ

କୋଲମ୍ବୋ:ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ କୋଲମ୍ବୋର ଏସଏସସି  ଗ୍ରାଉଣ୍ଡରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ ଡ୍ର ଭାବେ ଶେଷ ହୋଇଛି । ତଥାପି, ପ୍ରଥମ ଟେଷ୍ଟରେ ମିଳିଥିବା ବିଜୟ ବଳରେ ଭାରତୀୟ ଦଳ ଏହି ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୧-୦ ରେ କବଜା  କରିଛି ।  ଭାରତ ପ୍ରଥମ ଇନିଂସରେ…

ଟେଷ୍ଟରେ ମଧ୍ୟ ଫ୍ରି ହିଟ ନିୟମ ଲାଗୁ କରାଯାଉ ବୋଲି ପ୍ରସ୍ତାବ ଦେଲେ ଭାରତର ବୋଲିଂ କୋଚ

କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ମଧ୍ୟରେ ଟେଷ୍ଟ କ୍ରିକେଟ୍‌ରେ  ଫ୍ରି ହିଟ ନିୟମ ଲାଗୁ କରିବା ପାଇଁ ଏକ ରୋଚକ ପ୍ରସ୍ତାବ ସାମ୍ନାକୁ ଆସିଛି। ଭାରତୀୟ କ୍ରିକେଟ୍ ଦଳର ବୋଲିଂ କୋଚ୍ ସାଈରାଜ ବହୁତୁଲେ ନୋ-ବଲ୍ ସମସ୍ୟାର ସମାଧାନ ପାଇଁ ମଜାଳିଆ ଅନ୍ଦାଜରେ…

ଟେଷ୍ଟ ର‍୍ୟାଙ୍କିଂ: ବୁମରାଙ୍କୁ ପଛରେ ପକାଇ ପ୍ରଥମ ଥର ନମ୍ବର-୧ ହେଲେ ମିଚେଲ ଷ୍ଟାର୍କ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ତାରକା ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ନିଜର ୧୫ ବର୍ଷର ଆନ୍ତର୍ଜାତୀୟ କ୍ୟାରିୟରରେ ପ୍ରଥମ ଥର ପାଇଁ ଆଇସିସି ଟେଷ୍ଟ ବୋଲିଂ ର‍୍ୟାଙ୍କିଂର ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ବାଂଲାଦେଶ ବିପକ୍ଷ ଟେଷ୍ଟରେ ୧୦ଟି ୱିକେଟ୍ ନେବା ପରେ ୩୬ ବର୍ଷୀୟ ଷ୍ଟାର୍କ, ଭାରତର…