Latest Odisha News

BREAKING NEWS

Browsing Category

କ୍ରିକେଟ

ଆଇପିଏଲ ୨୦୨୫ କାର୍ଯ୍ୟସୂଚୀ ଘୋଷିତ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ସଂସ୍କରଣର କାର୍ଯ୍ୟସୂଚୀ ଘୋଷିତ ହୋଇଛି । ମାର୍ଚ୍ଚ ୨୨ରୁ ଏହି ଟୁର୍ଣ୍ଣାମେଂଟ ଆରମ୍ଭ ହେବ । ଗତ ସଂସ୍କରଣର ବିଜେତା କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ମଧ୍ୟରେ ପ୍ରଥମ ମୁକାବିଲା…

WPL2025: ଉଦଘାଟନୀ ମ୍ୟାଚରେ ଆରସିବିର ରେକର୍ଡ ବର୍ଷା

ଗୁଜୁରାଟ: ‘ଡବ୍‌ଲ୍ୟୁପିଏଲ୍‌’ର ତୃତୀୟ ସଂସ୍କରଣ ଗତକାଲି (୧୪ ଫେବୃଆରୀ)ରୁ ଆରମ୍ଭ ହୋଇଛି । ତେବେ ଏହି ମହିଳା ପ୍ରିମିୟର ଲିଗ୍ (WPL-2025)ର ପ୍ରଥମ ମ୍ୟାଚର ବେଶ୍ ରୋମାଞ୍ଚକର ଥିଲା । ଏଥିସହ ଏହି ମୁକାବିଲାରେ ଅନେକ ରେକର୍ଡ କରିଛନ୍ତି ଖେଳାଳୀ । ଆରସିବି ଟିମ୍ ଗୁଜରାଟ ଜାଏଣ୍ଟ୍ସକୁ ଛଅ…

ଚାମ୍ପିଅନ୍ସ ଟ୍ରଫି ୨୦୨୫: ବିଜେତାଙ୍କୁ କୋଟିଏ ଓ ହାରିଲେ ବି କୋଟିଏ

ନୂଆଦିଲ୍ଲୀ: ଖେଳାଳି ହେବେ ମାଲାମାଲ୍ । ଆଇସିସି(ICC) ଆଗାମୀ ଚାମ୍ପିଅନ୍ସ ଟ୍ରଫି ପାଇଁ ପୁରସ୍କାର ରାଶି ଘୋଷଣା କରିଛି । ୨୦୧୭ରେ ଅନୁଷ୍ଠିତ ହୋଇଥିବା ଚାମ୍ପିଅନ୍ସ ଟ୍ରଫିର ପୁରସ୍କାର ରାଶି ତୁଳନାରେ ଚଳିତ ବର୍ଷ ୫୩ ପ୍ରତିଶତ ଅଧିକ ପୁରସ୍କାର ରାଶି ଘୋଷଣା କରିଛି ଆଇସିସି । ଆଇସିସି ଏହି…

ଆଜିଠୁ ମହିଳା ପ୍ରିମିୟର ଲିଗ୍ ଆରମ୍ଭ

ନୂଆଦିଲ୍ଲୀ:‘ଡବ୍‌ଲ୍ୟୁପିଏଲ୍‌’ର ତୃତୀୟ ସଂସ୍କରଣ ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି । ଏହି ଟୁର୍ଣ୍ଣାମେଣ୍ଟରେ ପାଞ୍ଚଟି ଦଳ ଅଂଶଗ୍ରହଣ କରିବେ । ଆଜି ଅର୍ଥାତ୍ ଫେବ୍ରୁଆରି ୧୪ରୁ ମ୍ୟାଚ ଆରମ୍ଭ ହୋଇ ମାର୍ଚ୍ଚ ୧୫ ତାରିଖରେ ତାରିଖରେ ଲିଗ୍ ଶେଷ ହେବ । ଏଥିରେ ଅଂଶଗ୍ରହଣ କରୁଥିବା ଦଳ ଗୁଡିକ…

ସୁପରସଣ୍ଡେରେ ଭାରତ-ଇଂଲଣ୍ଡ ମୁକାବିଲା: କଟକରେ ଟସ୍ ଜିତିଲା ଟିମ୍ ଇଂଲଣ୍ଡ, ବ୍ୟାଟିଂ ନିଷ୍ପତ୍ତି

କଟକ: ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ  ଦ୍ବିତୀୟ ଦିନିକିଆ ମ୍ୟାଚ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଛି ଅତିଥି ଦଳ ଇଂଲଣ୍ଡ । ରୋହିତ ଶର୍ମାଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇଛି ମେନ ଇନ ବ୍ଲୁ ।  ଡାହଣ ଆଂଠୁରେ ଯନ୍ତ୍ରଣା ଅନୁଭବ  କରୁଥିବାରୁ  କୋହଲି ପ୍ରଥମ ଦିନିକିଆରୁ…

ବାରବାଟୀରେ ହେବ ହାଇସ୍କୋରିଂ ମ୍ୟାଚ ! ଏତେ ଦର୍ଶକଙ୍କ ପାଇଁ ହୋଇଛି ବ୍ୟବସ୍ଥା

କଟକ: ବାରବାଟୀ ଦିନିକିଆକୁ ଆଉ ଦିନ କେଇଟା ସମୟ ବାକିଥିବା ବେଳେ ମ୍ୟାଚର ସଫଳ ପରିଚାଳନା ପାଇଁ ଚାଲିଛି ପ୍ରସ୍ତୁତି । ତେବେ ଆସନ୍ତା ୯ ତାରିଖ ଦିନ ହେବାକୁ ଥିବା ମ୍ୟାଚଟି ଯେମିତି ହାଇସ୍କୋରିଂ ମ୍ୟାଚ ହେବ ସେଥିପାଇଁ ପ୍ରସ୍ତୁତ ହେଉଛି ବାରବାଟୀ । ଏହାକୁ ଲକ୍ଷରେ ରଖି ପିଚ ଓ ପଡ଼ିଆକୁ…

ସଞ୍ଜୁ ସାମସନଙ୍କ ବାପା କାନ୍ଦିକାନ୍ଦି କହିଲେ ‘ ମୋ ପୁଅ ସୁରକ୍ଷିତ ନାହିଁ’

ନୂଆଦିଲ୍ଲୀ:ଭାରତୀୟ ଦଳର ଷ୍ଟାର ୱିକେଟକିପର ସଞ୍ଜୁ ସାମସନ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ସ୍ଥାନ ପାଇଛନ୍ତି। କିନ୍ତୁ ସଞ୍ଜୁ ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଦଳରୁ ବାଦ୍ ପଡିଛନ୍ତି । ଏଥିସହ ସେ ବିଜୟ ହଜାରେ ଟ୍ରଫି ପାଇଁ ମଧ୍ୟ କେରଳ ଦଳରେ ମନୋନୀତ ହୋଇନଥିଲେ। ବର୍ତ୍ତମାନ…

ଭାରତୀୟ ଯବାନଙ୍କ ସହ ସେଲଫି ନେବାକୁ ମନା କଲେ ବିରାଟ, ଫ୍ୟାନ୍ସ କଲେ ସମାଲୋଚନା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଭାରତୀୟ ଯବାନଙ୍କ ସହ ସେଲଫି ନେବାକୁ ସ୍ପଷ୍ଟ ଭାବେ ମନା କରୁଥିବା ଦେଖାଯାଉଛି। ଏନେଇ ଫ୍ୟାନ୍ସ ସମାଲୋଚନା କରିଛନ୍ତି । ପ୍ରଶ୍ନ କରିଛନ୍ତି, ଆମର ଏବଂ ଦେଶର ସୁରକ୍ଷା ପାଇଁ ଦିନରାତି କାମ…

ଭାରତୀୟ କ୍ରିକେଟରଙ୍କ ଅଟୋଗ୍ରାଫ ଥିବା ବ୍ୟାଟକୁ ଦାନ କଲେ ନାଥନ ଲିଅନ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଅଫ୍ ସ୍ପିନର ନାଥନ ଲିଅନ; ବିରାଟ କୋହଲି, ଜସପ୍ରିତ ବୁମ୍‌ରା ଏବଂ ରବିଚନ୍ଦ୍ରନ୍ ଅଶ୍ବିନଙ୍କ ଅଟୋଗ୍ରାଫ୍ ଥିବା ବ୍ୟାଟ୍ ଦାନ କରିଦେଇଛନ୍ତି । ଲିଅନଙ୍କ ଏହି କାର୍ଯ୍ୟ ପାଇଁ  ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହେବା ସହ ପ୍ରଶଂସା କରୁଛନ୍ତି । ନାଥନ ଲିଅନ ଏହି ବ୍ୟାଟକୁ…

ଭାଗ୍ୟ ହେବ ଏମିତି ! ମ୍ୟାଚ୍ ଦେଖିବାକୁ ଆସି ଫ୍ୟାନ୍ସ ଜିତିଲେ ୯୦ଲକ୍ଷ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଜଣେ ଫ୍ୟାନ୍ସ ଷ୍ଟାଣ୍ଡରେ ଗୋଟିଏ ହାତରେ ଚମତ୍କାର କ୍ୟାଚ୍ କରି ୯୦ ଲକ୍ଷ ଟଙ୍କା ଜିତିଛନ୍ତି । ଏସ୍‌ଏ୨୦ ଲିଗ୍ ମ୍ୟାଚ ବେଳେ ଏହି ଘଟଣା ଘଟିଛି । ଡର୍ବାନ ସୁପର ଜିଆଣ୍ଟସ୍ ଏବଂ ପ୍ରିଟୋରିଆ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ସମୟରେ ଏପରି ଦୃଶ୍ୟ ଦେଖିବାକୁ…