Latest Odisha News

BREAKING NEWS

Browsing Category

କ୍ରିକେଟ

ରଣଜୀ ଟ୍ରଫି: ସୁନୀଲଙ୍କ ଚମତ୍କାର ବୋଲିଂ ସତ୍ୱେ ହିମାଚଳକୁ ପ୍ରଥମ ଇନିଂସ ଅଗ୍ରଣୀ

ଭୁବନେଶ୍ୱର: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ପଦାର୍ପଣ ମ୍ୟାଚ ଖେଳୁଥିବା ସୁନୀଲ କୁମାର ରାଉଲଙ୍କ ଚମତ୍କାର ବୋଲିଂ ସତ୍ୱେ ଓଡିଶା ବିପକ୍ଷରେ ହିମାଚଳ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି । ସୁନୀଲ ୬ଟି ୱିକେଟ ଅକ୍ତିଆର କରି ହିମାଚଳର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲା । ପୂର୍ବରୁ ଓଡିଶାର…

ରଣଜୀ ଟ୍ରଫି: ଓଡିଶା ୧୯୧ରେ ଅଲଆଉଟ

ଭୁବନେଶ୍ୱର: ରଣଜୀ ଟ୍ରଫି କ୍ରିକେଟରେ ମଙ୍ଗଳବାର ହିମାଚଳପ୍ରଦେଶ ବିପକ୍ଷରେ ଓଡିଶା ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ପ୍ରଥମେ ବ୍ୟାଟିଂ କରି ଓଡିଶା ପ୍ରଥମ ଇନିଂସରେ ମାତ୍ର ୧୯୧ ରନରେ ଅଲଆଉଟ ହୋଇଯାଇଛି । ଶାନ୍ତନୁ ମିଶ୍ର ୫୨ ଓ ପ୍ରୟାସ ସିଂ ୩୯ ରନ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭଲ…

କିଏ କହିଲେ ଏତେ ଶୀଘ୍ର ଟି୨୦ କ୍ରିକେଟରୁ ଅବସର ନେଉନି

ରାଜକୋଟ: ବିସିସିଆଇର ପରୀକ୍ଷା ନିରୀକ୍ଷା ବେଳେ ୨ଟି ଟି୨୦ ସିରିଜରୁ ସିନିୟର ଖେଳାଳିଙ୍କୁ ପ୍ରାୟତଃ ବାଦ ଦିଆଯାଇଛି । ୨୦୨୪ ଟି୨୦ ବିଶ୍ୱକପକୁ ଆଖି ଆଗରେ ରଖି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଯୁବ ଖେଳାଳିଙ୍କୁ ସୁଯୋଗ ପ୍ରଦାନ କରାଯାଉଛି । ଏହି ୨ ସିରିଜରେ ବିରାଟ କୋହଲି, ରୋହିତ…

ଆଘାତ ସମସ୍ୟା ଯୋଗୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରୁ ଓହରିଲେ ବୁମରାହ

ନୂଆଦିଲ୍ଲୀ: ଆଘାତ ସମସ୍ୟା ଯୋଗୁ ଭାରତର ପେସ ବୋଲର ଯଶପ୍ରୀତ ବୁମରାହ ଶ୍ରୀଲଙ୍କା ବିପକ୍ଷ ଦିନିକିଆ କ୍ରିକେଟ ସିରିଜରୁ ଓହରି ଯାଇଛନ୍ତି । ଗତ ବର୍ଷ ସେପ୍ଟମ୍ବରରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପୂର୍ବରୁ ସେ ଆଘାତପ୍ରାପ୍ତ ହୋଇ ଦଳରୁ ଓହରି ଯାଇଥିଲେ । ସମ୍ପୂର୍ଣ୍ଣ ଫିଟ ହେବା ପରେ ସପ୍ତାହ…

ଜଣା ପଡିଲା ସୂର୍ଯ୍ୟକୁମାରଙ୍କ ସଫଳତାର ରହସ୍ୟ

ରାଜକୋଟ: ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ବ୍ୟାଟିଂ ପଛର ରହସ୍ୟ ଏବେ ଖୋଲିଛି । ୩୦ ବର୍ଷ ବୟସରେ ଭାରତୀୟ ଦଳରେ ସ୍ଥାନ ପାଇବା ମୋ ଆନ୍ତର୍ଜାତୀୟ ସଫଳତା ଭୋକକୁ ବଢ଼େଇ ଦେଇଥିଲା । ତେବେ ଏହି ସଫଳତା ପଛରେ ମୋ ପତ୍ନୀ ଏବଂ କୋଚ ରାହୁଲ ଦ୍ରାବିଡଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ଭାରତ ଏ…

ଭାରତ-ଶ୍ରୀଲଙ୍କା ତୃତୀୟ ଟି୨୦ ମ୍ୟାଚରେ ମନେ ରହିବ ଏହି ୧୦ ରେକର୍ଡ

ରାଜକୋଟ: ୩ୟ ଟି୨୦ ମ୍ୟାଚରେ ଶ୍ରୀଲଙ୍କାକୁ ୯୧ ରନରେ ହରାଇ ଭାରତ ୨-୧ରେ ସିରିଜ ଜିତିନେଇଛି । ତେବେ ଏହି ମ୍ୟାଚରେ ୧୦ଟି ରେକର୍ଡ କିଛି ଦିନ ପାଇଁ ମନେ ରହିବ । ସେଗୁଡି ହେଲା- ୧. ୟୁଜଭେନ୍ଦ୍ର ଚହଲ ଟି୨୦ କ୍ରିକେଟରେ ଭାରତ ପକ୍ଷରୁ ସର୍ବାଧିକ ୱିକେଟ ହାସଲ କରିବାରେ ଭୁବନେଶ୍ୱର କୁମାରଙ୍କ…

ବର୍ଷ ବଦଳିଲା କିନ୍ତୁ ବଦଳିଲେନି ସୂର୍ଯ୍ୟକୁମାର ଯାଦବ, ଓଲଟା ଛକା ମାରି ଚର୍ଚ୍ଚାରେ ‘ସ୍କାଏ’

ଓଡ଼ିଶା ସମ୍ବାଦ ବ୍ୟୁରୋ: ବର୍ଷ ବଦଳିଛି କିନ୍ତୁ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂରେ ପରିବର୍ତ୍ତନ ହୋଇନାହିଁ। ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ୨୦୨୨ରେ ଯେଉଁଭଳି ନିଜ ପ୍ରଦର୍ଶନ ପାଇଁ ଚର୍ଚ୍ଚାରେ ଥିଲେ ୨୦୨୩ ଆରମ୍ଭରେ ମଧ୍ୟ ସମାନ ପ୍ରକାର ପ୍ରଦର୍ଶନ ଦେଖିବାକୁ ମିଳିଛି। ରାଜକୋଟରେ…

ଚେତନ ଶରଣଂ ଗଚ୍ଛାମୀ, କମିଟିରେ ଶିବସୁନ୍ଦର

ନୂଆଦିଲ୍ଲୀ:ବିସିସିଆଇ ଆଜି ନୂତନ ଚୟନ କମିଟି ଗଠନ କରିଛି । ଏହି ନୂତନ ପ୍ୟାନେଲରେ ଚେତନ ଶର୍ମାଙ୍କୁ ପୁନର୍ବାର ଚେୟାରମ୍ୟାନ ଦାୟିତ୍ୱ ପ୍ରଦାନ କରାଯାଇଛି । ଦଳର ଖରାପ ପ୍ରଦର୍ଶନ ନେଇ ଚୟନ କମିଟିକୁ ବରଖାସ୍ତ କରିଥିବା ବିସିସିଆଇ ପୁନର୍ବାର ଚେତନଙ୍କୁ ଦାୟିତ୍ୱ ଦେବା ବୁଝାପଡୁନି । ଓଡିଶାର…

ରଣଜୀ ଟ୍ରଫି: ଶାନ୍ତନୁଙ୍କ ଦ୍ୱିଶତକ, ଓଡିଶାକୁ ୩ ପଂଏଟ

କଟକ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଟାଙ୍ଗୀସ୍ଥିତ ଡ୍ରିମସ ଷ୍ଟାଡିୟମରେ ଅନୁଷ୍ଠିତ ଓଡିଶା-ନାଗାଲାଣ୍ଡ ମ୍ୟାଚ ଡ୍ରରେ ସମାପ୍ତ ହୋଇଛି । ତେବେ ଏହି ମ୍ୟାଚରେ ଶାନ୍ତନୁ ମିଶ୍ର ଚମତ୍କାର ଅପରାଜିତ ଦ୍ୱିଶତକ ହାସଲ କରିଥିଲେ । ତାଙ୍କ ପ୍ରଦର୍ଶନ ବଳରେ ଓଡିଶା ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିବା…

ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜରେ ଖେଳିବେନି ରୋହିତ, ବିରାଟ !

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଟି୨୦ ସିରିଜରେ ଭାରତର ଦୁଇ ଷ୍ଟାର ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମା ଖେଳିବେନି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଅବଶ୍ୟ ଏ ନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ଯେତେଦୂର ସମ୍ଭବ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ନେତୃତ୍ୱ…