Latest Odisha News

BREAKING NEWS

Browsing Category

କ୍ରିକେଟ

ପୁନର୍ବାର ଚେନ୍ନାଇ ଅଧିନାୟକ ହେଲେ ଧୋନୀ

ମୁମ୍ବାଇ: ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଦଳ ୮ ମ୍ୟାଚରୁ କେବଳ ୨ଟିରେ ବିଜୟ ହାସଲ କରିଛି । ଶନିବାର ଅଧିନାୟକ ରବୀନ୍ଦ୍ର ଜାଡେଜା ତାଙ୍କ ପଦ ଛାଡିଛନ୍ତି । ବିଭିନ୍ନ ମହଲରୁ ସମାଲୋଚିତ ହେବା ପରେ ଏବଂ ତାଙ୍କ ପ୍ରଦର୍ଶନ ପ୍ରତି ଯତ୍ନବାନ ହେବା ପାଇଁ…

କୋହଲି ଫର୍ମକୁ ଫେରିବା ସତ୍ୱେ ମ୍ୟାଚ ହାରିଲା ବାଙ୍ଗାଲୋର

ମୁମ୍ବାଇ: ଏଠାରେ ଶନିବର ଅନୁଷ୍ଠିତ ଆଇପିଏଲର ଏକ ରୋମାଂଚକ ମୁକାବିଲାରେ ଗୁଜରାଟ ଟାଇଟନ୍ସ ୬ ୱିକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ବିରାଟ କୋହଲି (୫୮)ଙ୍କ ଚମତ୍କାର ଅର୍ଦ୍ଧଶତକ ବଳରେ ୨୦ ଓଭରରେ ୬ ୱିକେଟ ହରାଇ ୧୭୦ ରନ କରିଥିଲା ।…

୬୬ ବର୍ଷ ତଳର ରେକର୍ଡ ଭାଙ୍ଗିଲେ ନେହାଲ ୱାଧେରା

ଚଣ୍ଡୀଗଡ: ୨୩ ବର୍ଷରୁ କମ କ୍ରିକେଟରେ ପଂଜାବର ନେହାଲ ୱାଧେରା ୬୬ ବର୍ଷ ତଳର ରେକର୍ଡ ଭାଙ୍ଗିଛନ୍ତି । ସେ ୫୭୮ ରନର ଇନିଂସ ଖେଳି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଭାଟିଣ୍ଡା ବିପକ୍ଷ ଏହି ମ୍ୟାଚରେ ସେ ୪୧୪ ବଲରେ ୩୭ ଛକା ଓ ୪୨ ଚୌକାରେ ଏହି ରନ ସଂଗ୍ରହ କରିଥିଲେ । ତାଙ୍କ ପୂର୍ବରୁ ଚମନ…

ଆଫ୍ରିଦୀ ମୋତେ ଫସାଇଥିଲେ: କାନେରିଆ

ଲାହୋର: ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ସ୍ପିନର ଦାନୀଶ କାନେରିଆ ପାକିସ୍ତାନ କ୍ରିକେଟ ବୋର୍ଡ ଏବଂ ଶାହିଦ ଆଫ୍ରିଦୀଙ୍କ ଉପରେ ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ମୁଁ ହିନ୍ଦୁ ହୋଇଥିବାରୁ ପିସିବି ସବୁବେଳେ ମୋତେ ଅଣଦେଖା କରିଛି । ଅଧିନାୟକ ଶାହୀଦ ଆଫ୍ରିଦୀ ମୋତେ ଷଡଯନ୍ତ୍ର…

ବେନ ଷ୍ଟୋକ୍ସ ହେଲେ ଇଂଲଣ୍ଡର ନୂତନ ଅଧିନାୟକ

ଲଣ୍ଡନ: ଇଂଲଣ୍ଡ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କୁ ଜାତୀୟ ଦଳର ନୂତନ ଟେଷ୍ଟ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । ଇଂଲଣ୍ଡ ପକ୍ଷରୁ ସେ ୭୯ ଟେଷ୍ଟ ଖେଳି ୫୦୬୧ ରନ କରିଛନ୍ତି । ଏଥିରେ ୧୧ ଶତକ ଓ ୨୬ ଅର୍ଦ୍ଧଶତକ ସାମିଲ । ବୋଲିଂରେ ସେ ୧୭୪ ୱିକେଟ ଅକ୍ତିଆର କରିଛନ୍ତି ।…

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ: ବିଶ୍ରାମ ନେବେ ସପ୍ତରଥୀ

ଭୁବନେଶ୍ୱର: ଆଇପିଏଲ ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ପରେ ଭାରତ ଘରୋଇ ପରିବେଶରେ ଦକ୍ଷିଣ ଆଫ୍ରିକା ସହ ଟି୨୦ ସିରିଜ ଖେଳିବ । ଏହା ପରେ ଟିମ ଇଣ୍ଡିଆ ଆର‌୍ୟଲାଣ୍ଡ ଓ ଇଂଲଣ୍ଡ ଗସ୍ତରେ ଯିବ । ସେଠାରେ ଗୋଟିଏ ଟେଷ୍ଟ, ୩ଟି ଦିନିକିଆ ଓ ୩ଟି ଟି୨୦ ମ୍ୟାଚ ଖେଳାଯିବ । ଏହାକୁ ଦେଖି ବିସିସିଆଇ ଦଳର…

ଭାରତ-ଦକ୍ଷିଣ ଆଫ୍ରିକା ସିରିଜରୁ ଉଠିବ ବାୟୋ ବବଲ

ଭୁବନେଶ୍ୱର: କ୍ରିକେଟପ୍ରେମୀ ଏବଂ ଖେଳାଳିମାନଙ୍କ ଖୁସି ଖବର । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟି୨୦ ସିରିଜରୁ ବାୟୋ ବବଲ କଟକଣା ଉଠାଇବା ପାଇଁ ବିଚାର କରୁଛି । ବିସିସିଆଇର ଜନୈକ ଅଧିକାରୀଙ୍କ ମତରେ ଯେତେଦୂର ସମ୍ଭବ ଏହି ସିରିଜରେ ବାୟୋ ବବଲ ରହି ନ…

୨୮ ବର୍ଷ ସାନ ପ୍ରେମିକାକୁ ଦ୍ୱିତୀୟ ବିବାହ କରିବେ କ୍ରିକେଟର ଅରୁଣ ଲାଲ

କୋଲକାତା: ଭାରତର ପୂର୍ବତନ କ୍ରିକେଟ ଖେଳାଳି ଅରୁଣ ଲାଲ ୬୬ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି । କୋଲକାତାର ପିୟରଲେସ ହୋଟେଲରେ ମେ ୨ରେ ଏହି ବିବାହ ହେବା ନେଇ କାର୍ଡ ମଧ୍ୟ ଛପା ସରିଛି । ଅରୁଣ ତାଙ୍କଠାରୁ ୨୮ ବର୍ଷ ସାନ ବୁଲବୁଲକୁ ଦୀର୍ଘ ଦିନ ହେବ ଭଲ ପାଉଥିଲେ । ୨୦୧୬ରେ…

କଳାହାଣ୍ଡି କପ କ୍ରିକେଟ: ସୁପର ଲିଗରେ ଭଦ୍ରକ

କଟକ: ଚଳିତ କଳାହାଣ୍ଡି କପ କ୍ରିକେଟରେ ରବିବାର ଭଦ୍ରକ ସୁପର ଲିଗ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି । ଗୋଲ୍ଡ ଗ୍ରୁପ ଏ ଓ ବିର ଶୀର୍ଷ ଟିମର ଏହି ମୁକାବିଲାରେ ବାଲେଶ୍ୱରକୁ ୨ ୱିକେଟରେ ଭଦ୍ରକ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ବାଲେଶ୍ୱର ୫୦ ଓଭରରେ ୨୩୭ ରନ କରି ଅଲଆଉଟ ହୋଇଥିଲା । ହାତରେ…

ମହିଳା ଟି୨୦ : ନକଆଉଟକୁ ଉନ୍ନୀତ ହେଲା ଓଡିଶା

ଭୁବନେଶ୍ୱର: ଥିରୁୱନ୍ତପୁରମରେ ଚାଲିଥିବା ଜାତୀୟ ମହିଳା ଟି୨୦ କ୍ରିକେଟରେ ଓଡିଶା ପ୍ରଭାବୀ ପ୍ରଦର୍ଶନ ଜାରୀ ରଖି ନକଆଉଟରେ ପ୍ରବେଶ କରିଛି । ରବିବାର ମୁକାବିଲାରେ ଓଡିଶା ୨ ରନରେ ତାମିଲନାଡୁକୁ ପରାସ୍ତ କରି କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛି । ଏପ୍ରିଲ ୨୮ରୁ ସୁରଟରେ ନକଆଉଟ ପର୍ଯ୍ୟାୟ…