Latest Odisha News
Browsing Category

ହକି

Men’s Junior Hockey World Cup: ପାକିସ୍ତାନ ସ୍ଥାନରେ ସାମିଲ ହେଲା ଓମାନ

ନୂଆଦିଲ୍ଲୀ: ୨୮ ନଭେମ୍ବରରୁ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଚେନ୍ନାଇ ଏବଂ ମାଦୁରାଇରେ ଅନୁଷ୍ଠିତ ହେବ FIH ପୁରୁଷ ଜୁନିଅର ବିଶ୍ୱକପ୍ । ତେବେ ଏହି ଟୁର୍ଣ୍ଣାମେଣ୍ଟରୁ ପାକିସ୍ତାନ ଓହରିଯିବା ପରେ ଅନ୍ତର୍ଜାତୀୟ ହକି ଫେଡେରେସନ (FIH) ନିଶ୍ଚିତ କରିଛି ଯେ FIH ପୁରୁଷ ଜୁନିୟର ବିଶ୍ୱକପରେ…

HIL 2025-26: ଏହି ଦିନଠୁ ଆରମ୍ଭ ହେବ ହକି ଇଣ୍ଡିଆ ଲିଗ୍; ଭୁବନେଶ୍ବରରେ ଏହି ତାରିଖରୁ ମ୍ୟାଚ…

ନୂଆଦିଲ୍ଲୀ: ଭାରତର ପ୍ରମୁଖ ହକି ଟୁର୍ଣ୍ଣାମେଣ୍ଟ ହକି ଇଣ୍ଡିଆ ଲିଗ୍ (Hero Hockey India League (HIL) ଶନିବାର ଦିନ 2025-26 ସିଜିନ୍ ପାଇଁ ପୁରୁଷ ଏବଂ ମହିଳା ବିଭାଗର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ସିଜିନ୍ ରୋମାଞ୍ଚ, ଉତ୍ସାହ ଏବଂ ନୂତନ ସୁଯୋଗରେ ପରିପୂର୍ଣ୍ଣ ହେବ। ରାଞ୍ଚିର…

Sultan of Johor Cup 2025: ଭାରତର ରୌପ୍ୟ ପଦକ ହାସଲ

ନୂଆଦିଲ୍ଲୀ:ମାଲେସିଆର ଜୋହରରେ ଅନୁଷ୍ଠିତ ସୁଲତାନ ଜୋହର କପ୍ ୨୦୨୫ର ଫାଇନାଲରେ ଭାରତୀୟ ଜୁନିଅର ପୁରୁଷ ହକି ଦଳ ଏକ ଲଢ଼ୁଆ ପ୍ରଦର୍ଶନ କରିଥିଲେ ମଧ୍ୟ ଅଷ୍ଟ୍ରେଲିଆଠାରୁ ୧-୨ ଗୋଲରେ ପରାସ୍ତ ହୋଇଛି । ଏଥିସହ ଟିମ୍ ଇଣ୍ଡିଆ ରୌପ୍ୟ ପଦକ ହାସଲ କରିଛି । ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଇଆନ…

Sultan of Johor Cup 2025: ମାଲେସିଆକୁ ହରାଇ ଫାଇନାଲରେ ଭାରତ; ଆଜି ଟ୍ରଫି ଟକ୍କର

ନୂଆଦିଲ୍ଲୀ: ମାଲେସିଆର ଜୋହରରେ ଚାଲିଥିବା ସୁଲତାନ ଅଫ୍ ଜୋହର କପ୍ ୨୦୨୫( Sultan of Johor Cup 2025)ର ଶେଷ ପୁଲ-ଷ୍ଟେଜ ମ୍ୟାଚରେ ଭାରତୀୟ ଜୁନିଅର ପୁରୁଷ ହକି ଦଳ (Indian Junior Men’s Hockey Team) ସାନଦାର୍ ପ୍ରଦର୍ଶନ କରିଛନ୍ତି  ଓ ମାଲେସିଆକୁ ୨-୧ ଗୋଲରେ ପରାସ୍ତ କରିଛି ଟିମ୍…

Sultan Of Johor Cup 2025: ବିଜୟ ଧାରା ବଜାୟ ରଖିଲା ଭାରତ; ପରବର୍ତ୍ତୀ ମ୍ୟାଚରେ ପାକ୍ ସହ ଟକ୍କର

ନୂଆଦିଲ୍ଲୀ:ଭାରତୀୟ ଜୁନିଅର ପୁରୁଷ ହକି ଦଳ ରବିବାର ଦିନ ଜୋହୋର ବାହରୁ (ମାଲେସିଆ)ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୪-୨ ଗୋଲରେ ସହଜ ବିଜୟ ହାସଲ କରିଛି । ଫଳରେ ସୁଲତାନ ଜୋହୋର କପରେ ବିଜୟ ଧାରା ଜାରି ରଖିଛି ଟିମ୍ ଇଣ୍ଡିଆ । ଭାରତ ଟିମ୍ ପକ୍ଷରୁ ଅର୍ଶଦୀପ ସିଂହ (୨ ମିନିଟ୍), ପିବି ସୁନୀଲ (୧୫…

Sultan of Johor Cup 2025: ବିଜୟରୁ ଟିମ୍ ଇଣ୍ଡିଆର ଅଭିଯାନ ଆରମ୍ଭ, ଆଜି ଏହି ଦଳକୁ ଭେଟିବ…

ନୂଆଦିଲ୍ଲୀ:ଭାରତୀୟ ଜୁନିଅର ପୁରୁଷ ହକି ଦଳ ସୁଲତାନ ଜୋହୋର କପ୍ ୨୦୨୫ (Sultan of Johor Cup) ରେ ଦମଦାର ପ୍ରଦର୍ଶନ କରି ବିଜୟରୁ ଅଭିଯାନ ଆରମ୍ଭ କରିଛି । ଶନିବାର ଦିନ ମାଲେସିଆର ଜୋହୋର ବାହରୁର ତମାନ ଦୟା ହକି ଷ୍ଟାଡିୟମରେ ଗ୍ରେଟ ବ୍ରିଟେନକୁ ୩-୨ ଗୋଲରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ ।…

ହକି ଇଣ୍ଡିଆ ଲିଗରେ କମୁଛନ୍ତି ଓଡିଶାର ଖେଳାଳି: ଅଣଦେଖା ନାଁ ଦକ୍ଷତାର ଅଭାବ

ରାଉରକେଲା: ସେପ୍ଟମ୍ବର ୨୪ରେ ହକି ଇଣ୍ଡିଆ ଲିଗର ଖେଳାଳିଙ୍କ ନିଲାମ ହୋଇଛି । ଆସନ୍ତା ବର୍ଷ ଜାନୁୟାରୀ ୫ରୁ ଏହି ଲୋକପ୍ରିୟ ଲିଗ ଆରମ୍ଭ ହେବ । ନିଲାମ ପ୍ରକ୍ରିୟାରେ ୧୦୦ ପୁରୁଷ ଓ ୧୦୦ ମହିଳା ହକି ଖେଳାଳି ସାମିଲ ହୋଇଥିଲେ । ଗତ ସଂସ୍କରଣରେ ଓଡିଶାର ୨୦ ପୁରୁଷ ଓ ୬ ମହିଳା ଖେଳାଳି ବିଭିନ୍ନ…

Women’s Hockey Asia Cup: ଏସିଆ କପ ଫାଇନାଲରେ ଭାରତ; ଆଜି ଏହି ଦଳ ସହ ଟାଇଟଲ ଲଢେଇ

ନୂଆଦିଲ୍ଲୀ: ମହିଳା ହକି ଏସିଆ କପ୍ ୨୦୨୫ ର ଫାଇନାଲରେ ଭାରତ ନିଜର ସ୍ଥାନ ପକ୍କା କରିଛି। ଭାରତୀୟ ଦଳ ଆଜି (୧୪ ସେପ୍ଟେମ୍ବର) ଫାଇନାଲ ମ୍ୟାଚ ରେ ଆୟୋଜକ ଦଳ ଚୀନକୁ ଭେଟିବ। ଶନିବାର ଦିନ ଭାରତୀୟ ମହିଳା ହକି ଦଳ ଜାପାନ ବିପକ୍ଷରେ ସୁପର-୪ ମ୍ୟାଚ୍ ରେ ଚମତ୍କାର ପ୍ରଦର୍ଶନ କରିଥିଲା ​​ଏବଂ ୧-୧…

୪ର୍ଥ ସିନିୟର ପୁରୁଷ ହକି ରାଜ୍ୟ ଚାମ୍ପିଅନସିପ୍ ୨୦୨୫: ପୂର୍ବତଟ ରେଳପଥ ହକି ଟିମର ଟାଇଟଲ ହାସଲ

ରାଉରକେଲା: ପୂର୍ବତଟ ରେଳପଥ ହକି ଟିମ (East Coast Railway (ECoR) )ଓଡ଼ିଶା ହକି ସଂଘ (HAO) ଦ୍ୱାରା ଆୟୋଜିତ ଚତୁର୍ଥ ସିନିୟର ପୁରୁଷ ହକି ରାଜ୍ୟ ଚାମ୍ପିଅନସିପ୍ ୨୦୨୫ ର ଟାଇଟଲ ବିଜେତା ହୋଇଛି। ୬ ରୁ ୧୧ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ରାଉରକେଲାରେ ଅନୁଷ୍ଠିତ ଏହି ଚାମ୍ପିଅନସିପ୍ ରେ…

Women’s Asia Cup Gongshu 2025: ଭାରତୀୟ ଦଳ ସିଙ୍ଗାପୁରକୁ ୧୨-୦ ପରାସ୍ତ କରି ସୁପର -୪ରେ ମାରିଲା ଏଣ୍ଟ୍ରି

ନୂଆଦିଲ୍ଲୀ: ସିଙ୍ଗାପୁର ବିପକ୍ଷରେ ୧୨-୦ ଗୋଲରେ ବିଜୟ ହାସଲ କରି ଭାରତୀୟ ମହିଳା ହକି ଦଳ, ଚୀନରେ ଆୟୋଜିତ ମହିଳା ଏସିଆ କପ୍ ୨୦୨୫ (Women’s Asia Cup 2025)ର ସୁପର ୪ରେ ନିଜ ସ୍ଥାନ ପକ୍କା କରିଛି। ଏହି ମ୍ୟାଚ୍‌ରେ ଭାରତୀୟ ଦଳ ପାଇଁ କେବଳ ୨ ଜଣ ଖେଳାଳି ୬ଟି ଗୋଲ ଦେଇଛନ୍ତି । ଦଳର ଷ୍ଟାର…