Latest Odisha News

BREAKING NEWS

Browsing Category

ହକି

ହକି ବିଶ୍ୱକପ ୨୦୨୩ର ପ୍ରଥମ ମ୍ୟାଚ ଜିତିଲା ଆର୍ଜେଂଟିନା

ଭୁବନେଶ୍ୱର: ଆର୍ଜେଂଟିନାକୁ ହକି ବିଶ୍ୱକପ ୨୦୨୩ର ପ୍ରଥମ ମୁକାବିଲା ଜିତିବା ଶ୍ରେୟ ଯାଇଛି । କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଉଦଘାଟନୀ ମ୍ୟାଚରେ ଆର୍ଜେଂଟିନା ୧-୦ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ମାଇକୋ କାସେଲ୍ଲା ମ୍ୟାଚର ୪୩ତମ ମିନିଟରେ ବିଜୟସୂଚକ ଗୋଲଟି ସ୍କୋର କରିଥିଲା ।…

୧୦୦ ବସ୍ତା ଧାନ କୁଣ୍ଡାରେ ହକି ବିଶ୍ବକପ୍‌

ସୁବର୍ଣ୍ଣପୁର : ପୁରୁଷ ହକି ବିଶ୍ୱକପ ପାଇଁ ଏବେ ସାରା ଓଡିଶାରେ ଚାଲିଛି ଉତ୍ସବର ମାହୋଲ । ସେହିପରି ଭାବରେ ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ଇନଡୋର ଷ୍ଟାଡିୟମ ଠାରେ ମଧ୍ୟ ଦେଖିବାକୁ ମିଳିଛି ଏହାର କ୍ରେଜ୍‌  । ଧାନ କୁଣ୍ଡାରେ ଏକ ବିଶାଳ ହକି ବିଶ୍ୱକପର ଆକୃତି କରିଛନ୍ତି ବିଶ୍ୱବିଖ୍ୟାତ…

ହକି ବିଶ୍ୱକପ: ଭାରତ ପାଇଁ ଏବେ ନୁହେଁ ତ କେବେ ରଣନୀତି

ଭୁବନେଶ୍ୱର: ହକିର ଜ୍ୱର ଏବେ ସାରା ଭାରତରେ । ଓଡିଶାରେ ବିଗୁଲ ବାଜିସାରିଛି । ମନୋରଞ୍ଜନ ପରେ ଏବେ ଭାରତ ପାଇଁ ସମ୍ମାନର ପ୍ରଶ୍ନ । ବିଶ୍ୱକପରେ ଦୀର୍ଘ ଦିନ ଧରି ପଦକ ଶୂନ୍ୟ ରହିଛି ଟିମ ଇଣ୍ଡିଆ । ୪୭ ବର୍ଷ ଧରି ଭାରତ ପଦକ ଜିତିନି । ସେଥିପାଇଁ ଓଡିଶାରେ ଆୟୋଜିତ ହେଉଥିବା ହକି ବିଶ୍ୱକପରେ…

ହକି : ନୂଆ ଓଡ଼ିଶାର ପରିଚୟ

ବିମଳ କୁମାର ରାଉଳଙ୍କ ସ୍ୱତନ୍ତ୍ର ଆଲେଖ୍ୟ ଜ୍ଞାନ, ବିଜ୍ଞାନ, ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ବାଣିଜ୍ୟ ଓ ପର୍ଯ୍ୟଟନ ଓଡ଼ିଶାକୁ ଧିରେ ଧିରେ ଊର୍ଦ୍ଧ୍ୱମୁଖୀ କରାଇଛି । ପାରମ୍ପରିକ ଖୋଳପାରୁ ବାହାରି ଓଡ଼ିଶାର ନବକଳେବର ହୋଇଛି । ଶିଳ୍ପ, ବାଣିଜ୍ୟ ଓ ପର୍ଯ୍ୟଟନ ଏହି କଳେବରର ପ୍ରମୁଖ ଅଂଶ…

ହକି ବିଶ୍ୱକପ ଖେଳିଥିବା ଓଡିଆ ତାରକା

ଭୁବନେଶ୍ୱର: ହକି ବିଶ୍ୱକପ ବିଗୁଲର ସ୍ୱର ଶୁଭିଲାଣି । ଆଉ ହକିରେ ବିଭୋର ଓଡିଆ କ୍ରୀଡାପ୍ରେମୀ ନିଜକୁ ଏହି ମେଗା ଇଭେଂଟ ପାଇଁ ପ୍ରସ୍ତୁତ କରି ସାରିଲେଣି । ଦ୍ୱିତୀୟ ଥର ପାଇଁ ଓଡିଶାରେ ହକି ବିଶ୍ୱକପ ଆୟୋଜିତ ହେଉଛି । ଆଉ ଭାରତୀୟ ହକିରେ ଓଡିଶା ଖେଳାଳିଙ୍କ ଯୋଗଦାନ କେବେ ହେଲେ ଉଣା ହୋଇ…

ଗାଁର ନାମ ସଉନାମରା..ଏହି ମାଟିରେ ରହିଛି ହକିର ବାସ୍ନା

ସଉନାମରା: ସୁନ୍ଦରଗଡର ଛୋଟ ଗାଁ ସଉନାମରା ଯେଉଁ ପ୍ରସିଦ୍ଧି ହାସଲ କରିଛି ତାହା ବୋଧହୁଏ ବିରଳ । ଏହି ଗାଁରେ ହକିର ବାସ୍ନା ବହୁଛି । ଏଠି ପାଣି ପବନ ସବୁଠାରେ ହକି...ଆଉ ହକି । ଆଉ ଏଥିପାଇଁ ଗୋଟିଏ ପରେ ଗୋଟିଏ ଆନ୍ତର୍ଜାତୀୟ ହକି ଷ୍ଟାର ଏହିଠାରୁ ବାହାରୁଛନ୍ତି । କେନ୍ଦୁଗଛର ବଙ୍କା କାଠରୁ…

ହକି ବିଶ୍ୱକପ ଦେଖିବା ପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି

ପୁରୀ: ଓଡିଶାରେ ଆଉ କିଛି ଘଂଟା ପରେ ଆରମ୍ଭ ହୋଇଯିବ ହକି ବିଶ୍ୱକପ । ଏଥିପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି କରିଛନ୍ତି । ପୁରୀ ପ୍ରଶାସନ ମଧ୍ୟ ବେଳାଭୂମିରେ ବନ୍ଦୋବସ୍ତ କରିଛନ୍ତି । ଉଦଘାଟନୀ ଉତ୍ସବର କାର୍ଯ୍ୟକ୍ରମର ସିଧା ପ୍ରସାରଣ ଏଲଇଡି ଟିଭି ମାଧ୍ୟମରେ ପୁରୀ ସମୁଦ୍ର କୂଳ…

ପନ୍ତଙ୍କ ଦୁର୍ଘଟଣା ଖବର କଭରେଜ ନେଇ ଅସନ୍ତୋଷ ବ୍ୟକ୍ତ କଲେ ସରକାର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସଡକ ଦୁର୍ଘଟଣା ଖବର ପରିବେଷଣ ନେଇ କେତେକ ଟିଭି ଚ୍ୟାନେଲ ଉପରେ ସରକାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଚ୍ୟାନେଲଗୁଡିକ ନିୟମ ମୁତାବକ କାର୍ଯ୍ୟ କରିବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଚେତାବନୀ ଦିଆଯାଇଛି । ପନ୍ତଙ୍କ ଦୁର୍ଘଟଣା…

ନାଁ ତ ଶୁଣିଥିବେ ଅମିତ ରୋହିଦାସ……

ସୁନ୍ଦରଗଡ: ଭାରତୀୟ ହକିର ଜଣାଶୁଣା ନାମ ହେଲେ ଅମିତ ରୋହିଦାସ । ରାଜ୍ୟଗୋଷ୍ଠୀ କ୍ରୀଡା (୨୦୨୨), ୨୮ତମ ସୁଲତାନ ଆଜଲାନ ଶାହ କପ, ୨୦୧୮ ଚାମ୍ପିୟନ୍ସ ଟ୍ରଫି, ୨୦୧୬ ହକି ୱାର୍ଲ୍ଡ ଲିଗ ଓ ଏସିଆ କପ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲେ । ଜଣେ ଭଲ ଡିଫେଣ୍ଡର ଭାବେ ଦେ ଭାରତୀୟ ଦଳରେ ନିଜସ୍ୱ ଏକ ଛାପ…

ହକି ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷିତ: ହରମନପ୍ରୀତ ଅଧିନାୟକ, ଅମିତ ଉପଅଧିନାୟକ

ଭୁବନେଶ୍ୱର: ଭୁବନେଶ୍ୱର ଓ ରାଉରକେଲାରେ ଜାନୁୟାରୀ ୧୩ରୁ ୨୯ ପର୍ଯ୍ୟନ୍ତ ହେବାକୁ ଥିବା ଏଫଆଇଏଚ ଓଡିଶା ହକି ପୁରୁଷ ବିଶ୍ୱକପ ପାଇଁ ଶୁକ୍ରବାର ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ୧୮ଜଣିଆ ଦଳର ନେତୃତ୍ୱ ହରମନପ୍ରୀତ ସିଂ ନେବେ । ଦଳର ଉପ ଅଧିନାୟକ ଦାୟିତ୍ୱ ଓଡିଶାର ଅମିତ ରୋହିଦାସଙ୍କୁ…