Latest Odisha News

BREAKING NEWS

Browsing Category

ହକି

Junior Men’s Hockey Team: ରୌପ୍ୟ ପଦକ ବିଜେତା ଓଡ଼ିଶା ହକି ଦଳକୁ ସମ୍ବର୍ଦ୍ଧିତ କଲେ କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ବର:୧୫ତମ କନିଷ୍ଠ ଜାତୀୟ ହକି ଚାମ୍ପିୟନସିପ୍‌ର ପୁରୁଷ ବିଭାଗରେ ରୌପ୍ୟ ପଦକ ଜିତିଥିବା ଓଡ଼ିଶା ହକି ଦଳକୁ ଆଜି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସମ୍ବର୍ଦ୍ଧିତ କରିଛନ୍ତି। କ୍ରୀଡ଼ାମନ୍ତ୍ରୀ ସୂରଜ ପୁରୁଷ ହକି ଦଳର ଏହି ସଫଳତା ପାଇଁ ଦଳର ସମସ୍ତ କ୍ରୀଡ଼ାବିତ୍‌ମାନଙ୍କୁ…

ହକି ବିଶ୍ୱକପ୍ -୨୦୨୬ ପାଇଁ ଜର୍ମାନୀର ଯୋଗ୍ୟତା ହାସଲ; ଏବେ ଭାରତର ପାଳି…

ନୂଆଦିଲ୍ଲୀ: ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ବକପ-୨୦୨୬ ଲାଗି ୩ ଥର ଚମ୍ପିଆନ ଜର୍ମାନୀ ଯୋଗ୍ୟତା ହାସଲ କରିଛି । ଚଳିତ ୟୁରୋହକି ଚାମ୍ପିଅନସିପ୍ ୨୦୨୫ର ଫାଇନାଲରେ ପ୍ରବେଶ କରିବା ପରେ ଜର୍ମାନୀ ଆଗାମୀ FIH ହକି ବିଶ୍ୱକପ୍ ବେଲଜିୟମ ଏବଂ ନେଦରଲ୍ୟାଣ୍ଡ ୨୦୨୬ ପାଇଁ ଯୋଗ୍ୟତା ଅର୍ଜନ କରିଛି ।…

ଏହି କାରଣରୁ ଏସିଆ କପରୁ ଓହରିଲା ପାକିସ୍ତାନ

ନୂଆଦିଲ୍ଲୀ:ଭାରତ ଆସିବନି ପାକିସ୍ତାନ । ପାକିସ୍ତାନ ପୁରୁଷ ହକି ଦଳ ଅଗଷ୍ଟ ୨୯ ରୁ ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ବିହାରର ରାଜଗିରରେ ଅନୁଷ୍ଠିତ ହେବାକୁ ଥିବା ଏସିଆ କପରୁ ଓହରି ଯାଇଛି । ବୁଧବାର ଦିନ ଏକ ସାକ୍ଷାତକାରରେ ହକି ଇଣ୍ଡିଆର ଜଣେ ଅଧିକାରୀ କହିଛନ୍ତି ଯେ, ଭାରତ ସରକାର…

ଭାରତୀୟ ହକି ଖେଳାଳିଙ୍କୁ ମିଳିବ ମାସିକ ଭତ୍ତା

ନୂଆଦିଲ୍ଲୀ:ହକି ଇଣ୍ଡିଆର ବାରମ୍ବାର ଅନୁରୋଧ ପରେ କ୍ରୀଡ଼ା ମନ୍ତ୍ରଣାଳୟ ପୁରୁଷ ଏବଂ ମହିଳା ଉଭୟ ବର୍ଗରେ ଜାତୀୟ ଶିବିର ପାଇଁ ମନୋନୀତ ଖେଳାଳିମାନଙ୍କ ପାଇଁ ପ୍ରତିମାସ ୨୫,୦୦୦ଟଙ୍କାର ଭତ୍ତା ମଞ୍ଜୁର କରିଛି। ଫଳରେ ପ୍ରଥମଥର ପାଇଁ ହକି ଖେଳାଳି ଭତ୍ତା ପାଇବାକୁ ଯାଉଛନ୍ତି । ଟାର୍ଗେଟ…

FIH ହକି ପ୍ରୋ ଲିଗ୍ ୟୁରୋପିଆନ ଲେଗ୍ :ନେଦରଲ୍ୟାଣ୍ଡ ବିପକ୍ଷରେ ଭାରତୀୟ ପୁରୁଷ ଦଳର ପରାଜୟ

ନୂଆଦିଲ୍ଲୀ: ଏଫଆଇଏଚ ପୁରୁଷ ହକି ପ୍ରୋ ଲିଗ ୨୦୨୪-୨୫ର ୟୁରୋପିଆନ ଲେଗ୍ ଆରମ୍ଭ ହୋଇଯାଇଛି । ଶନିବାର ଭାରତୀୟ ପୁରୁଷ ହକି ଦଳ ଏହି ଲେଗ୍ ରେ ପ୍ରଥମ ମ୍ୟାଚ ନେଦରଲ୍ୟାଣ୍ଡ ବିପକ୍ଷରେ ନେଦରଲ୍ୟାଣ୍ଡର ଆମଷ୍ଟେଲଭିନର ୱାଗେନର ହକି ଷ୍ଟାଡିୟମରେ ଖେଳିଥିଲେ । ତେବେ ଭାରତୀୟ ପୁରୁଷ ଦଳ ଏହି ମ୍ୟାଚରେ…

ଓଡ଼ିଆ ପୁଅ ହେଲେ ଭାରତୀୟ ଜୁନିଅର ପୁରୁଷ ହକି ଦଳର ସହାୟକ ପ୍ରଶିକ୍ଷକ; ଲକ୍ଷ୍ୟ ନିର୍ଭୀକ ଦଳ ଗଠନ

ନୂଆଦିଲ୍ଲୀ: ଆଗାମୀ FIH ହକି ପୁରୁଷ ଜୁନିଅର ବିଶ୍ୱକପ୍ ୨୦୨୫ ପୂର୍ବରୁ, ପୂର୍ବତନ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା ଭାରତୀୟ ଜୁନିଅର ପୁରୁଷ ହକି ଦଳରେ ସହାୟକ ପ୍ରଶିକ୍ଷକ ଭାବରେ ଯୋଗ ଦେଇଛନ୍ତି। ୩୫ ବର୍ଷୀୟ ଅଭିଜ୍ଞ ଡିଫେଣ୍ଡର କିମ୍ବଦନ୍ତୀ ଗୋଲକିପର ପିଆର ଶ୍ରୀଜେଶଙ୍କ ସହିତ କାର୍ଯ୍ୟ କରିବେ…

ଓଡିଶା ପୋଲିସର ବିଜୟ ;୩-୨ ଗୋଲରେ ହାରିଲା ମହାରାଷ୍ଟ୍ର

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପର ପଞ୍ଚମ ଦିନ (ଶୁକ୍ରବାର)ରେ ମୋଟ ୭ ଟି ମ୍ୟାଚ ଖେଳାଯାଇଛି। ଶୁକ୍ରବାର ପ୍ରଥମ ମ୍ଯାଚ ଜମ୍ମୁ କାଶ୍ମୀର ଓ କର୍ଣ୍ଣାଟକ ଦଳ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ କର୍ଣ୍ଣାଟକ , ଜାମ୍ମୁ କାଶ୍ମୀର ଦଳକୁ…

ମହିଳା ହକି ସିରିଜ: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଖେଳିବ ୫ ମ୍ୟାଚ୍

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଦଳ ୨୬ ଏପ୍ରିଲରୁ ୪ ମଇ ୨୦୨୫ ପର୍ଯ୍ୟନ୍ତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆର ଗସ୍ତ କରିବ । ଭାରତୀୟ ଦଳ ଅଷ୍ଟ୍ରେଲିଆର ଦୁଇଟି ମହିଳା ଦଳ ବିପକ୍ଷରେ ପାଞ୍ଚଟି ମ୍ୟାଚ ଖେଳିବ । ଭାରତ ଅଷ୍ଟ୍ରେଲିଆ -ଏ ବିପକ୍ଷରେ ଦୁଇଟି ମ୍ୟାଚ୍ ସହିତ ସିରିଜ…

ସର୍ବଭାରତୀୟ ପୋଲିସ ହକି ଚମ୍ପିଆନସିପ: ପଞ୍ଜାବ ଦଳର ଏକତରଫା ବିଜୟ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୭୩ତମ ସର୍ବଭାରତୀୟ ପୋଲିସ ହକି ଚମ୍ପିଆନସିପର ଚତୁର୍ଥ  ଦିନରେ  ୭ଟି ମ୍ୟାଚ ଖେଳାଯାଇଛି। ଗୁରୁବାର ସକାଳ ଅଧିବେଶନରେ ୪ଟି ମ୍ୟାଚ ଖେଳାଯାଇଥିଲା । ଦ୍ବିତୀୟ ଅଧିବେଶନରେ ତିନିଟି ମ୍ୟାଚ ଖେଳାଯାଇଛି । ତେବେ ଅପରାହ୍ଣ ୪ଟାରେ ଚତୁର୍ଥ  ଦିନର…

ଘରୋଇ ଓଡିଶା ଦଳ ପରାସ୍ତ , ୨ -୧ ଗୋଲରେ ମାତ୍ ଦେଲା ୟୁପି ପୋଲିସ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପର ତୃତୀୟ ଦିନରେ ୭ଟି ମ୍ୟାଚ ଖେଳାଯାଇଛି। ଆଜି ସକାଳେ ୪ଟି ମ୍ୟାଚ ଖେଳାଯାଇଥିଲା । ଏହାପରେ ଅପରାହ୍ଣ ଓ ସନ୍ଧ୍ୟାରେ ମୋଟ୍ ତିନୋଟି ମ୍ୟାଚ ଖେଳାଯାଇଛି । ତେବେ ଅପରାହ୍ଣ ୪ଟାରେ ପଞ୍ଚମ ମ୍ୟାଚ…