Latest Odisha News

BREAKING NEWS

Browsing Category

ଖେଳ

ବେଙ୍ଗାଲୁରୁରେ ଦଳାଚକଟା ଘଟଣା; କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘ ଅଧିକାରୀଙ୍କ ଇସ୍ତଫା

ନୂଆଦିଲ୍ଲୀ: ଜୁନ୍ ୩ ତାରିଖରେ ଆରସିବି ପ୍ରଥମ ଥର ପାଇଁ ଆଇପିଏଲରେ ବିଜୟ ହାସଲ କରିଥିଲା। ତେବେ ଏହା ପରଦିନ ବେଙ୍ଗାଲୁରୁର ଚିନ୍ନାସ୍ଵାମୀ ଷ୍ଟାଡିୟମ୍ ରେ ଦଳାଚକଟା ଘଟିଥିଲା। ଏହି ଘଟଣା କୁ ନେଇ ୬ ତାରିଖ ଅର୍ଥାତ୍ ଶୁକ୍ରବାର ଦିନ କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘ (KSCA) ର ସମ୍ପାଦକ ଏ…

ଅଲ୍ଲୁଙ୍କ ଭଳି ଫସିବେ କି ବିରାଟ?: ଦଳଚକଟା ମାମଲାରେ ଆସିଲା ଅଭିଯୋଗ….

ବେଙ୍ଗାଲୁରୁ: ବେଙ୍ଗାଲୁରୁ ଦଳଚକଟା ମାମଲା ଏବେ ନୂଆ ମୋଡ ନେଇଛି । ଗତ ୪ ତାରିଖରେ ଆରସିବି ଜିତିବା ପରେ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା ସମ୍ପର୍କରେ କ୍ରିକେଟର ବିରାଟ କୋହଲିଙ୍କ ବିରୋଧରେ ଅଭିଯୋଗ ଦାଖଲ କରାଯାଇଛି। ଏଚ୍ ଏମ୍ ଭେଙ୍କଟେଶ ନାମକ ଜଣେ ସାମାଜିକ କର୍ମୀ ପୋଲିସରେ…

ଫ୍ରେଂଚ ଓପନ ଫାଇନାଲରେ ଆଲକାରେଜ

ନୂଆଦିଲ୍ଲୀ: ସ୍ପେନର ଷ୍ଟାର ଖେଳାଳି କାର୍ଲୋସ ଆଲକାରେଜ ୨୦୨୫ ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟର ଫାଇନାଲରେ ପ୍ରବେଶ କରିଛନ୍ତି । ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ଇଟାଲୀର ଲୋରେଞ୍ଜୋ ମୁସେଟ୍ଟି ଆଘାତ ସମସ୍ୟା ଯୋଗୁ ମ୍ୟାଚ ଅଧାରୁ ଓହରି ଯାଇଥିଲେ । ୨୨ ବର୍ଷୀୟ କାର୍ଲୋସ ଓ ମୁସେଟ୍ଟିଙ୍କ…

ଜାହୀରଙ୍କ ଅଡୁଆ ବଢ଼ିଲା, ରାଗି ଯାଇଛନ୍ତି ସଞ୍ଜୀବ

ଲକ୍ଷ୍ନୌ: ଆଇପିଏଲ ୨୦୨୫ରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଦଳ ପ୍ଲେ ଅଫରେ ପ୍ରବେଶ ମଧ୍ୟ କରିପାରି ନ ଥିଲା । ଓଭରାଲ ଷଷ୍ଠ ସ୍ଥାନରେ ରହି ଦଳ ତାର ଅଭିଯାନ ଶେଷ କରିଛି । ଲକ୍ଷ୍ନୌ ଟିମର ମାଲିକ ସଞ୍ଜୀବ ଗୋଏନକା ଟିମର ଅଧିନାୟକ ରିଷଭ ପନ୍ତ ଓ ମେଂଟର ଜାହୀର ଖାଁଙ୍କ…

କର୍ଣ୍ଣାଟକ ହାଇକୋର୍ଟରୁ କେଏସସିଏକୁ ବଡ଼ ଆଶ୍ୱସ୍ତି, ଦଣ୍ଡମୂଳକ କାର୍ଯ୍ୟାନୁଷ୍ଠାନ ଉପରେ ସ୍ଥଗିତାଦେଶ

କର୍ଣ୍ଣାଟକ: ଶୁକ୍ରବାର କର୍ଣ୍ଣାଟକ ହାଇକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ବେଙ୍ଗାଲୁରୁ ଷ୍ଟାଡିୟମ ଦଳାଚକଟା ମାମଲାରେ କର୍ଣ୍ଣାଟକ ରାଜ୍ୟ କ୍ରିକେଟ ଆସୋସିଏସନ ବିରୁଦ୍ଧରେ କୌଣସି ପ୍ରକାରର ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ କୋର୍ଟ କହିଛନ୍ତି। କିନ୍ତୁ କୋର୍ଟ କେଏସସିଏ…

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ପୀୟୁଷ

ନୂଆଦିଲ୍ଲୀ:ଭାରତର ଷ୍ଟାର ସ୍ପିନର ପୀୟୁଷ ଚାୱଲା କ୍ରିକେଟର ସମସ୍ତ ଫର୍ମାଟର ଅବସର ଘୋଷଣା କରିଛନ୍ତି । ୩୬ ବର୍ଷୀୟ ଏହି ସ୍ପିନର ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କୁ ଏହି ସୂଚନା ଦେଇଥିଲେ । ୨୦୦୭ ଟି୨୦ ଓ ୨୦୧୧ ଦିନିକିଆ ବିଶ୍ୱକପ ବିଜୟୀ ଭାରତୀୟ ଦଳର ସେ ସଦସ୍ୟ ଥିଲେ । ଆଇପିଏଲରେ ମଧ୍ୟ…

ଦଳାଚକଟା ଘଟଣାରେ ବଡ କାର୍ଯ୍ୟନୁଷ୍ଠାନ: ଟପ୍ ଅଧିକାରୀ ସସପେଣ୍ଡ, ଆରସିବି ମାର୍କେଟିଂ ହେଡ୍ ସହ ୩ ଗିରଫ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଆରସିବି ବିଜୟ ଉତ୍ସବରେ ଦଳାଚକଟା ଘଟଣାରେ ବଡ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି କର୍ଣ୍ଣାଟକ ସରକାର ।  କର୍ଣ୍ଣାଟକ ପୋଲିସ ଚାରି ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଆରସିବିର ମାର୍କେଟିଂ ମୁଖ୍ୟଙ୍କୁ ଗିରଫ କରାଯାଇଛି । ଏଥିସହିତ ଆଉ ତିନି ଜଣଙ୍କୁ ଅଟକ…

ବେଙ୍ଗାଲୁରୁ ଦଳାଚକଟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ, ପୋଲିସ କମିଶନରଙ୍କ ସମେତ ଅନେକ ଅଧିକାରୀଙ୍କୁ ନିଲମ୍ବିତ

ବେଙ୍ଗାଲୁରୁ:ବେଙ୍ଗାଲୁରୁରେ IPL 2025 ବିଜୟର ଉତ୍ସବ ପାଳନ ବେଳେ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟାରେ ୧୧ ଜଣ ପ୍ରଶଂସକଙ୍କ ମୃତ୍ୟୁ ଘଟଣା । ଏହି ଘଟଣାରେ ରାଜ୍ୟ ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପୋଲିସର ଅବହେଳାକୁ ଦାୟୀ କରି ସରକାର ବେଙ୍ଗାଲୁରୁ ସିଟି ପୋଲିସ…

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ନାମ ହେବ ତେନ୍ଦୁଲକର-ଆଣ୍ଡରସନ ଟ୍ରଫି

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ର ରୋମାଂଚ ଶେଷ ହେବା ପରେ ଏବେ ଭାରତୀୟ କ୍ରିକେଟ ଟିମ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ ଇଂଲଣ୍ଡ ଗସ୍ତରେ ଯିବ । ଜୁନ ୨୦ରୁ ଏହି ସିରିଜ ଆରମ୍ଭ ହେବ । ପ୍ରାୟ ଏକ ଦଶନ୍ଧି ପରେ ରବିଚନ୍ଦ୍ରନ ଅଶ୍ୱୀନ, ରୋହିତ ଶର୍ମା, ବିରାଟ କୋହଲିଙ୍କ ଅନୁପସ୍ଥିତିରେ…

ଗିଲ କହିଲେ କୋହଲି, ରୋହିତଙ୍କ ଅଭାବ ପରିଲକ୍ଷିତ ହେବ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଇଂଲଣ୍ଡ ଗସ୍ତରେ ଯିବା ପୂର୍ବରୁ ଆୟୋଜିତ ପ୍ରେସ ମିଟରେ ଅଧିନାୟକ ଶୁଭମନ ଗିଲ ଓ କୋଚ ଗୌତମ ଗମ୍ଭୀର ସେମାନଙ୍କ ରଣନୀତି ଓ ପ୍ରସ୍ତୁତି ନେଇ ମୁହଁ ଖୋଲିଛନ୍ତି । ଦୁଇ ସିନିୟର ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଅଭାବ ନିଶ୍ଚିତ ଭାବେ ଏହି ଗସ୍ତରେ…