Latest Odisha News

BREAKING NEWS

Browsing Category

ଖେଳ

ଭାରତରେ ହେବାକୁ ଥିବା ଜୁନିୟର ବିଶ୍ୱକପ ହକିରୁ ଓହରିଲା ପାକିସ୍ତାନ

ନୂଆଦିଲ୍ଲୀ: ଆଗାମୀ ଜୁନିୟର ବିଶ୍ୱକପ ହକି ଭାରତରେ ଆୟୋଜିତ ହେବ । ରିପୋର୍ଟ ମୁତାବକ ପାକିସ୍ତାନ ଏହି ପ୍ରତିଯୋଗିତାରୁ ଓହରିଯାଇଛି । ଆନ୍ତର୍ଜାତୀୟ ହକି ମହାସଂଘ ଶୁକ୍ରବାର ବିଧିବଦ୍ଧ ଭାବେ ଏହା ଘୋଷଣା କରିଛି । ପାକିସ୍ତାନ ବଦଳରେ କେଉଁ ଦଳ ଏହି ମେଗା ଇଭେଂଟରେ ଅଂଶଗ୍ରହଣ କରିବେ ତାହା ଖୁବ…

ତୃତୀୟ ଦିିନିକିଆ, ଟି୨୦ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷିତ

ଆଡିଲେଡ: ଭାରତ ବିପକ୍ଷ ତୃତୀୟ ଦିନିକିଆ ଓ ଟି୨୦ ସିରିଜ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ଟିମ ତାର ଦଳ ଘୋଷଣା କରିଛି । ୩ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଅନ୍ତିମ ମୁକାବିଲା ସିଡନୀରେ ଖେଳାଯିବ । ଅଷ୍ଟ୍ରେଲିଆ ୨-୦ରେ ଅଗ୍ରଣୀ ରହି ଆଗୁଆ ସିରିଜ ଜିତିନେଇଛି । ମାର୍ନସ ଲାବୁଶେନଙ୍କ ରିଲିଜ…

ମହିଳା ବିଶ୍ୱକପ କ୍ରିକେଟ: ଅଦ୍ଭୁତ ସଂଯୋଗ ଟିମ ଇଣ୍ଡିଆ ଫାଇନାଲ ଖେଳିବ ନିଶ୍ଚିତ !

ନୂଆଦିଲ୍ଲୀ: ଚଳିତ ମହିଳା ବିଶ୍ୱକପ କ୍ରିକେଟରେ ଭାରତୀୟ ଟିମ ଚମତ୍କାର ପ୍ରଦର୍ଶନ କରି ସେମି ଫାଇନାଲରେ ପ୍ରବେଶ କରିଛି । ଆଇସିସି ଟୁର୍ଣ୍ଣାମେଂଟରେ ଭାରତ ଯେବେ ବି ନ୍ୟୁଜିଲାଣ୍ଡକୁ ହରାଇଛି ଫାଇନାଲରେ ପ୍ରବେଶ କରିଛି । ଅବଶ୍ୟ ଏହା ସଂଯୋଗ । ମାତ୍ର ଏହି ସଂଯୋଗ ଭାରତୀୟ କ୍ରିକେଟପ୍ରେମୀଙ୍କ…

ରୋହିତ କେବେ ଅବସର ନେବେ ଖୁଲାସା କଲେ ଗମ୍ଭୀର

ଆଡିଲେଡ: ରୋହିତ ଶର୍ମା କେବେ ଅବସର ନେବେ ସେ ନେଇ ବେଶ କିଛି ଦିନ ହେବ ଆଲୋଚନା ଜୋର ଧରିଛି । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପରେ ସେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ ବୋଲି ଅନୁମାନ କରାଯାଉଥିଲା । ଏବେ ଏ ନେଇ କୋଚ ଗୌତମ ଗମ୍ଭୀର ବଡ ଖୁଲାସା କରିଛନ୍ତି । ରୋହିତଙ୍କ ସହ…

ଗୋଟିଏ ମ୍ୟାଚ୍‌ରେ କୋହିଲଙ୍କୁ କେତେ ଟଙ୍କା ମିଳେ? ରୋହିତଙ୍କଠୁ ଅଧିକ ନା କମ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଦୁଇ ଦିଗ୍‌ଜ ବ୍ୟାଟର୍ ବିରାଟ କୋହଲି ଓ ରୋହିତ ଶର୍ମା ପ୍ରତ୍ୟେକ କ୍ରିକେଟ୍ ପ୍ରେମୀଙ୍କ ହୃଦୟରେ ବିଶେଷ ସ୍ଥାନ ନେଇଛନ୍ତି। ଉଭୟ ଖେଳାଳି ନିଜ ପରିଶ୍ରମ ଓ ଖେଳ ମାଧ୍ୟମରେ କେବଳ ଭାରତୀୟ କ୍ରିକେଟ୍‌କୁ ନୂଆ ଉଚ୍ଚତାକୁ ପହଞ୍ଚାଇ ନାହାନ୍ତି, ବରଂ…

ମହଙ୍ଗା ସାବ୍ୟସ୍ତ ହେଲା ଗମ୍ଭୀରଙ୍କ ଅତିରିକ୍ତ ଅଲରାଉଣ୍ଡର ଖେଳାଇବା ଜିଦ

ଭାରତୀୟ କ୍ରିକେଟ ଟିମ ଅଷ୍ଟ୍ରେଲିଆ ବିପକ୍ଷରେ କ୍ରମାଗତ ୨ଟି ଦିନିକିଆ ମ୍ୟାଚରେ ପରାଜିତ ହୋଇଛି । ଏଥିସହ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ଆଗୁଆ ପରାଜୟବରଣ କରିଛି । ବ୍ୟାଟିଂ ବିଫଳତା ଓ ଖରାପ ଫିଲ୍ଡିଂ ଦ୍ୱିତୀୟ ଦିିନିକିଆ ପରାଜୟର ମୂଖ୍ୟ କାରଣ ଭାବେ ବିବେଚନା କରାଯାଉଛି । ବିରାଟ କୋହଲି,…

ଓପିଟିସିଏଲ କଲୋନୀରେ ଅତ୍ୟାଧୁନିକ କ୍ରୀଡା କ୍ଷେତ୍ରର ଶିଳାନ୍ୟାସ; ରହିବ ଅଲିମ୍ପିକ୍-ମାନକ ନିର୍ଦ୍ଧାରିତ ସୁଇମିଂ ପୁଲ୍…

ଭୁବନେଶ୍ୱର:ଓଡିଶା ପାୱାର ଟ୍ରାନ୍ସମିସନ କର୍ପୋରେସନ ଲିମିଟେଡ (OPTCL) ଏହାର ସ୍ପୋର୍ଟସ ଆରେନା - ସ୍ୱାସ୍ଥ୍ୟ, ମନୋରଞ୍ଜନ ଏବଂ କ୍ରୀଡା ଉତ୍କର୍ଷତାକୁ ପ୍ରୋତ୍ସାହିତ କରିବା ପାଇଁ ଡିଜାଇନ୍ କରାଯାଇଥିବା ଏକ ଆଧୁନିକ, ଏକାଧିକ-କ୍ରୀଡା ସୁବିଧାର ଶିଳାନ୍ୟାସ ସହିତ କର୍ମଚାରୀ କଲ୍ୟାଣ ଏବଂ…

ଅଶ୍ୱୀନ ଲେଖିଲେ ଜଷ୍ଟ ଲିଭ ଇଟ, ଏହା କୋହଲିଙ୍କ ପ୍ରତି ଥିଲା କି ମେସେଜ

ଆଡିଲେଡ: ବିରାଟ କୋହଲି ପ୍ରଥମ ଥର ପାଇଁ ଦିନିକିଆ କ୍ରିକେଟରେ କ୍ରମାଗତ ୨ଟି ମ୍ୟାଚରେ ଶୂନରେ ଆଉଟ ହୋଇଛନ୍ତି । ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିିନିକିଆ ମୁକାବିଲାରେ ଭାରତ ୨ଟି ମ୍ୟାଚରେ ହାରି ଆଗୁଆ ସିରିଜ ପରାଜୟବରଣ କରିଛି । ଭାରତର ପୂର୍ବତନ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ…

କୋହଲିଙ୍କୁ ଦେଖି କ୍ରିକେଟକୁ ଆସିଥିଲେ, ଏବେ ନେଲେ ୱିକେଟ

ଆଡିଲେଡ:ଆଡିଲେଡରେ ଖେଳାଯାଇଥିବା ଦ୍ୱିତୀୟ ଦିିନିକିଆ କ୍ରିକେଟ ମ୍ୟାଚରେ ଭାରତ ପରାଜିତ ହୋଇଛି । ଏହି ମ୍ୟାଚରେ ଅଷ୍ଟ୍ରେଲିଆର ପେସ ବୋଲର ଜେଭିୟର ୱାର୍ଟଲେଟ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ । ୱାର୍ଟଲେଟ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ୱିକେଟ ନେଇଥିଲେ । ସେ ୩ଟି ବଲ…

ସଂଘର୍ଷପୂର୍ଣ୍ଣ ମୁକାବିଲାରେ ହାରିଲା ଟିମ ଇଣ୍ଡିଆ, ସିରିଜ ହାତେଇଲା ଅଷ୍ଟ୍ରେଲିଆ

ଆଡିଲେଡ: ଏଠାରେ ଅନୁଷ୍ଠିତ ରୋମାଂଚକର ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଅଷ୍ଟ୍ରେଲିଆ ୨ ୱିକେଟରେ ଭାରତକୁ ପରାସ୍ତ କରିଛି । ଏଥିସହ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଅଗ୍ରଣୀ ରହି ଅଷ୍ଟ୍ରେଲିଆ ଆଗୁଆ ସିରିଜ ଜିତିନେଇଛି । ଭାରତୀୟ ଟିମ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୯ ୱିକେଟ ହରାଇ…