Latest Odisha News

BREAKING NEWS

Browsing Category

ଖେଳ

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ନ୍ୟୁଜିଲାଣ୍ଡର ଏହି ଅଲରାଉଣ୍ଡର

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ଅଭିଜ୍ଞ ଅଲରାଉଣ୍ଡର ଡଗ ବ୍ରେସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ୩୫ ବର୍ଷୀୟ ବ୍ରେସୱେଲ ୨୦୧୧ରୁ ୨୦୨୩ ପର୍ଯ୍ୟନ୍ତ ୨୮ ଟେଷ୍ଟ, ୨୧ ଦିନିକିଆ ଓ ୨୦ଟି ଟି୨୦ ମ୍ୟାଚ ଖେଳିଛନ୍ତି । ସେ ଓଭରାଲ ୭୪ ୱିକେଟ ଅକ୍ତିଆର କରିଛନ୍ତି । ନ୍ୟୁଜିଲାଣ୍ଡ…

ବିଜୟ ହଜାରେ ଟ୍ରଫି: ଗୋବିନ୍ଦଙ୍କ ଅଲରାଉଣ୍ଡ ପ୍ରଦର୍ଶନ, ଆନ୍ଧ୍ରକୁ ହରାଇଲା ଓଡିଶା

ଭୁବନେଶ୍ୱର: ଅଲୂରରେ ଅନୁଷ୍ଠିତ ବିଜୟ ହଜାରେ ଟ୍ରଫିରେ ଗୋବିନ୍ଦ ପୋଦ୍ଦାରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଓଡିଶା ୬ ୱିକେଟରେ ଆନ୍ଧ୍ରପ୍ରଦେଶକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଆନ୍ଧ୍ରପ୍ରଦେଶ ୪୯.୨ ଓଭରରେ ୨୨୧ ରନ କରି ଅଲଆଉଟ ହୋଇ ଯାଇଥିଲା । ଏସଡିଏନଭି ପ୍ରସାଦ ଦଳ ପକ୍ଷରୁ…

ଦିିନିକିଆ ଦଳରେ ସ୍ଥାନ ପାଇବା ପାଇଁ ବିଜୟ ହଜାରେ ଟ୍ରଫିକୁ ଟାର୍ଗେଟ କରୁଛନ୍ତି ଅଭିଷେକ

ନୂଆଦିଲ୍ଲୀ: ଭାରତୀୟ ଟି୨୦ ଟିମର ବିସ୍ଫୋରକ ଓପନର ଅଭିଷେକ ଶର୍ମା ଏଥର ଦିିନିକିଆ ଦଳରେ କିପରି ସ୍ଥାନ ପାଇବେ ସେ ନେଇ ସଂଘର୍ଷ ଆରମ୍ଭ କରି ଦେଇଛନ୍ତି । ଚଳିତ ବିଜୟ ହଜାରେ ଟ୍ରଫିକୁ ସେ ଏଥିନେଇ ଟାର୍ଗେଟ କରିଛନ୍ତି । ତାଙ୍କୁ ମିଳିଥିବା ସୁଯୋଗକୁ ସେ ହାତଛଡା କରୁ ନାହାନ୍ତି । ଏପରିକି ସେ…

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଖେଳି ନ ପାରନ୍ତି ହାର୍ଦ୍ଦିକ, ବୁମରାହ

ନୂଆଦିଲ୍ଲୀ: ଭାରତ ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଦିିନିକିଆ ସିରିଜ ଖେଳିବ । ରିପୋର୍ଟ ମୁତାବକ ଭାରତର ଦୁଇ ଅଭିଜ୍ଞ ଖେଳାଳି ଯଶପ୍ରୀତ ବୁମରାହ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇ ପାରେ । ୨୦୨୬ର ବ୍ୟସ୍ତବହୂଳ କାର୍ଯ୍ୟସୂଚୀକୁ ଦେଖି ବିସିସିଆଇ ଖେଳାଳିଙ୍କ…

Women’s Hero Hockey India League 2025-26: ଆରମ୍ଭ ହେଲା ମହିଳା ହିରୋ ହକି ଇଣ୍ଡିଆ ଲିଗର ୨ୟ ସିଜିନ୍,…

ରାଞ୍ଚି: ମହିଳା ହିରୋ ହକି ଇଣ୍ଡିଆ ଲିଗର ଦ୍ୱିତୀୟ ସିଜିନ୍ ଆରମ୍ଭ ହୋଇଯାଇଛି । ମହିଳା ହକିକୁ ପୁଣି ଥରେ ନୂତନ ଶିଖରରେ ପହଞ୍ଚାଇବାକୁ ପ୍ରସ୍ତୁତ ହୋଇଯାଇଛି ହକି ଇଣ୍ଡିଆ । ଏହି ଟୁର୍ଣ୍ଣାମେଣ୍ଟ ରାଞ୍ଚିରେ ୨୮ ଡିସେମ୍ବର, ୨୦୨୫ ରୁ ୧୦ ଜାନୁଆରୀ, ୨୦୨୬ ପର୍ଯ୍ୟନ୍ତ ଖେଳାଯିବ। ଝାଡ଼ଖଣ୍ଡର…

୧୦୦୦୦ ରନ କ୍ଲବରେ ଭାରତର ସ୍ମୃତି

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମର ଓପନର ବ୍ୟାଟ୍ସମ୍ୟାନ ସ୍ମୃତି ମାନ୍ଧନା ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । ସେ ଆନ୍ତର୍ଜାତୀୟ କ୍ରିକେଟରେ ୧୦୦୦୦ ରନ ପୂର୍ଣ୍ଣ କରିଛନ୍ତି । ଶ୍ରୀଲଙ୍କା ବିପକ୍ଷ ୪ର୍ଥ ଟି୨୦ ମ୍ୟାଚରେ ସ୍ମୃତି ୨୭ ରନ କରିଥିବା ବେଳେ ଏହି ସଫଳତାର ଫର୍ଦ୍ଦ…

ଅଧିନାୟକ ଭାବେ ଟି୨୦ରେ ୩୦୦ ଛକା ମାରିଲେ ପୋଲାର୍ଡ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜର ମହାନ କ୍ରିକେଟର କୀରନ ପୋଲାର୍ଡ ପ୍ରଥମ ଅଧିନାୟକ ଭାବେ ଟି୨୦ କ୍ରିକେଟରେ ୩୦୦ ଛକା ମାରିଛନ୍ତି । ଇଂଟରନ୍ୟାଶନାଲ ଲିଗ ଖେଳୁଥିବା ପୋଲାର୍ଡ ଏହି ମାମଲାରେ ରୋହିତ ଶର୍ମା ଓ ମହେନ୍ଦ୍ର ସିଂ ଧୋନୀଙ୍କ ପରି ଖେଳାଳିଙ୍କୁ ପଛରେ ପକାଇ ଦେଇଛନ୍ତି । ୩୮ ବର୍ଷୀୟ ପୋଲାର୍ଡ…

ଗମ୍ଭୀରଙ୍କ ବଦଳରେ ଲକ୍ଷ୍ମଣ କୋଚ ହେବା ଖବରକୁ ଖଣ୍ଡନ କଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର କୋଚ ଗୌତମ ଗମ୍ଭୀରଙ୍କ କାର୍ଯ୍ୟକାଳ ନେଇ ଅନେକ ଖବର ପ୍ରକାଶ ପାଇ ଆସୁଛି । ନିକଟରେ ଗମ୍ଭୀରଙ୍କ ସ୍ଥାନରେ ଭିିଭିଏସ ଲକ୍ଷ୍ମଣ ଟେଷ୍ଟ କ୍ରିକେଟରେ କୋଚ ଦାୟିତ୍ୱ ତୁଲାଇବେ ବୋଲି ଖବର ପ୍ରକାଶ ପାଇଥିଲା । ଏବେ ଏହି ଖବରକୁ ବିସିସିଆଇ ଖଣ୍ଡନ କରିବା ସହ…

କୋହଲିଙ୍କୁ ନେଇ ସିଦ୍ଧୁଙ୍କ ପୋଷ୍ଟ ହେଉଛି ଭାଇରାଲ

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ନେଇ ପୂର୍ବତନ କ୍ରିକେଟର ନଭଜୋତ ସିଂ ସିଦ୍ଧୁଙ୍କ ଏକ ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି । ଟେଷ୍ଟ ଏବଂ ଟି୨୦ରୁ କୋହଲି ଅବସର ନେଇ ସାରିଛନ୍ତି । ସେ ଦିନିକିଆ କ୍ରିକେଟ ଖେଳିବା ଜାରୀ ରଖିଛନ୍ତି । ତାଙ୍କ ଫର୍ମ ଏବଂ ଫିଟନେସକୁ…

ନୀରଜ ଚୋପ୍ରାଙ୍କ ବିବାହ ରିସେପ୍ସନରେ ପ୍ରଧାନମନ୍ତ୍ରୀ ମୋଦି…

ନୂଆଦିଲ୍ଲୀ: ୨୦୨୫ ଆରମ୍ଭରେ ଅର୍ଥାତ୍ ଜାନୁଆରୀ ମାସରେ ନୀରଜ ଚୋପ୍ରା ହିମାନୀ ମୋର ଏକ ବ୍ୟକ୍ତିଗତ ଉତ୍ସବରେ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଦିଲ୍ଲୀର ଦି ଲୀଲା ପ୍ୟାଲେସରେ ଆୟୋଜିତ ବିବାହ ରିସେପ୍ସନରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସୂଚନା ଅନୁଯାୟୀ,…