Latest Odisha News

BREAKING NEWS

Browsing Category

ଖେଳ

ପ୍ଲେ ଅଫରେ ସର୍ବନିମ୍ନ ସ୍କୋର କଲା ପଞ୍ଜାବ କିଙ୍ଗସ

ଚଣ୍ଡୀଗଡ: ଚଳିତ ଆଇପିଏଲ ୨୦୨୫ରେ ପଞ୍ଜାବ କିଙ୍ଗସ କ୍ୱାଲିଫାୟର ୧ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ବିପକ୍ଷରେ ପଞ୍ଜାବ ମାତ୍ର ୧୦୧ ରନରେ ଅଲଆଉଟ ହୋଇଯାଇଛି । ପ୍ଲେ ଅଫରେ ଏହା ସର୍ବନିମ୍ନ ସ୍କୋର । ପୂର୍ବରୁ ଲକ୍ଷ୍ନୌ ସୁପର ଜ୍ୟାଂଟସ ୨୦୨୩ରେ ମୁମ୍ବାଇ…

ଜାଡେଜାଙ୍କ ମନ ଭାଙ୍ଗିଦେଲେ ଗମ୍ଭୀର

ନୂଆଦିଲ୍ଲୀ: ଆଗାମୀ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଶୁଭମନ ଗିଲ ଭାରତୀୟ କ୍ରିକେଟ ଦଳର ନେତୃତ୍ୱ ନେବେ । ଏଥିପାଇଁ ଦଳଘୋଷଣା ଆଉ ସମ୍ପୂର୍ଣ୍ଣ ପ୍ରସ୍ତୁତି ସରିଛି । ଇତି ମଧ୍ୟରେ ଏକ ଖବର ଏବେ ପୂନର୍ବାର ସୋସିଆଲ ମିଡିଆରେ ଚର୍ଚ୍ଚାର କାରଣ ସାଜିଛି । ରୋହିତ ଶର୍ମା, ବିରାଟ…

ପ୍ଲେ ଅଫରେ ମ୍ୟାନ ଅଫ ଦି ମ୍ୟାଚ ହୋଇ ନାହାନ୍ତି କୋହଲି

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ୨୦୨୫ ସଂସ୍କରଣର ପ୍ଲେ ଅଫରେ ପ୍ରବେଶ କରିଛି । ଆରସିବି ଓ ପଞ୍ଜାବ କିଙ୍ଗସ ମଧ୍ୟରେ କ୍ୱାଲିଫାୟର ୧ ଖେଳାଯିବ । ଉଭୟ ଦଳ ବିଜୟ ସହ ସହଜରେ ଫାଇନାଲରେ ପ୍ରବେଶ କରିବା ପାଇଁ ଚାହିଁବେ । ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ୨୦୦୯ରୁ ୨୦୨୪…

ରୋବଟଙ୍କ ମଧ୍ୟରେ ଆୟୋଜିତ ହେଲା ରୋମାଂଚକ ବକ୍ସିଂ ପ୍ରତିଯୋଗିତା

ନୂଆଦିଲ୍ଲୀ: ଅତ୍ୟାଧୂନିକ ଟେକ୍ନୋଲୋଜି ଏବେ ଲୋକମାନଙ୍କ ମନୋରଞ୍ଜନର ମାଧ୍ୟମ ପାଲଟିଯାଇଛି । ଚୀନର ହାଙ୍ଗଝୋଉରେ ରୋବୋଟମାନଙ୍କୁ ନେଇ ଏକ ବକ୍ସିଂ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ରୋବୋଟଙ୍କୁ ଅବଶ୍ୟ ଦୂରରେ ବସି କଂଟ୍ରୋଲ କରାଯାଉଥିଲା । ସମସ୍ତ ରୋବୋଟର ଉଚ୍ଚତା ୧.୩ ମିଟର ଥିବା ବେଳେ ଓଜନ…

ଆଇପିଏଲ ପ୍ଲେ ଅଫ: କେଉଁ ଟିମ ରହିଛି କେତେ ମଜଭୁତ

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ପ୍ଲେ ଅଫ ପାଇଁ ଟିମ ଚୂଡାନ୍ତ ହୋଇ ସାରିଛି । ଲକ୍ଷ୍ନୌ ସୁପର ଜ୍ୟାଂଟସକୁ ହରାଇ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର କ୍ୱାଲିଫାୟର ୧କୁ ଉନ୍ନୀତ ହୋଇଛି । ଗୁଜରାଟ ଟାଇଟାନ୍ସ ଏଲିମିନେଟରରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ । ଆସନ୍ତୁ ୪ଟିମର ପ୍ଲେ ଅଫ ପ୍ରଦର୍ଶନ ଉପରେ…

ଦିଲୀପଙ୍କୁ ନେଇ ରୋହିତଙ୍କ କଥା ମାନିଲା ବିସିସିଆଇ

ନୂଆଦିଲ୍ଲୀ: ଟି ଦିଲୀପଙ୍କୁ ପୂନର୍ବାର ଭାରତୀୟ କ୍ରିକେଟ ଟିମର ଫିଲ୍ଡିଂ କୋଚ ଭାବେ ନିଯୁକ୍ତ କରାଯାଇଛି । କ୍ରିକବିଜ ରିପୋର୍ଟ ଅନୁସାରେ ତାଙ୍କୁ ପୂନର୍ବାରେ ୧ ବର୍ଷର ଚୁକ୍ତି ପ୍ରଦାନ କରାଯାଇଛି । ଅବଶ୍ୟ ବିସିସିଆଇ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ କୌଣସି ବୟାନ ଜାରୀ କରାଯାଇ ନାହିଁ ।…

୭ ବର୍ଷ ପରେ ଶତକ ମାରିଲେ ପନ୍ତ

ଲକ୍ଷ୍ନୌ: ମେଗା ନିଲାମରେ ଆଇପିଏଲର ଦାମୀ ଖେଳାଳି ସାଜିଥିବା ରିଷଭ ପନ୍ତ ୭ ବର୍ଷ ପରେ ଶତକ ମାରିଛନ୍ତି । ଲକ୍ଷ୍ନୌ ସୁପର ଜ୍ୟାଂଟସ ପକ୍ଷରୁ ଖେଳୁଥିବା ପନ୍ତ ୨୦୨୫ ସଂସ୍କରଣର ଶେଷ ଲିଗ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ବିପକ୍ଷରେ ଏହି ଶତକ ମାରିଥିଲେ । ପନ୍ତ ୬୧ ବଲରେ ୧୧୮ ରନ କରି…

ତିୱାରୀ ରାଗି କରି କହିଲେ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବେନି, ଅଥଚ ହେଲେ ଅଧିନାୟକ

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ଅବସର ପରେ ଶୁଭମନ ଗିଲଙ୍କୁ ଭାରତୀୟ ଟେଷ୍ଟ ଟିମର ଅଧିନାୟକ କରାଯାଇଛି । ଗିଲ ଅଧିନାୟକ ହେବା ପରେ ମିଶ୍ର ପ୍ରତିକ୍ରିୟା ଆସିଛି । ଅନେକ ପୂର୍ବତନ ଖେଳାଳି ଏହାକୁ ସମର୍ଥନ କରିଥିବା ବେଳେ ଅନ୍ୟମାନେ ପସନ୍ଦ କରି ନାହାନ୍ତି । ଏକ ସାକ୍ଷାତକାରରେ ମନୋଜ ତିୱାରୀ…

IPL କ୍ଲୋଜିଂ ସେରିମନିରେ ଭାରତୀୟ ସେନାଙ୍କୁ କରାଯିବ ସମ୍ମାନିତ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) 2025 ର ଶେଷ ସମାରୋହ ଭାରତୀୟ ସଶସ୍ତ୍ର ବାହିନୀକୁ ଉତ୍ସର୍ଗ କରାଯିବ । ଏହି ସମୟରେ, 'ଅପରେସନ୍ ସିନ୍ଦୂର'ର ବୀର ଯବାନମାନଙ୍କୁ ସମ୍ମାନିତ କରାଯିବ । ଏନେଇ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ଘୋଷଣା କରିଛି ଯେ, ଆଗାମୀ IPL 2025 ର…

ବ୍ୟାଟରେ ନା ମୁହଁରେ କେଉଁଥିରେ ଅଗରକରଙ୍କୁ ଜବାବ ଦେବେ ଶ୍ରେୟାଶ

ନୂଆଦିଲ୍ଲୀ: ଭାରତର ଯୁବ କ୍ରିକେଟର ଶ୍ରେୟାଶ ଆୟାର ତାଙ୍କ ପ୍ରଦର୍ଶନ ମାଧ୍ୟମରେ ସର୍ବଦା ଜବାବ ଦେଇ ଆସିଛନ୍ତି । ସେ କହିବା ବଦଳରେ କରିକି ଦେଖାଇଥାନ୍ତି । ବାରମ୍ବାର ତାଙ୍କୁ ଅପମାନିତ କରାଯାଉଥିଲେ ମଧ୍ୟ ସେ ପ୍ରଦର୍ଶନ ମାଧ୍ୟମରେ ମୁହଁ ବନ୍ଦ କରିବାରେ ସଫଳ ହୋଇଛନ୍ତି । ଏବେ ପ୍ରଶ୍ନ ଉଠିଛି…