Latest Odisha News

BREAKING NEWS

Browsing Category

ଖେଳ

ଏସିଆ କପ ଟ୍ରଫି ଶୀଘ୍ର ଦେବାକୁ ଏସିସି ମୂଖ୍ୟଙ୍କୁ ପତ୍ର ଲେଖିଲା ବିସିସିଆଇ

ନୂଆଦିଲ୍ଲୀ: ଏସିଆ କପ ଟ୍ରଫି ଶୀଘ୍ର ଦେବାକୁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏସିଆନ କ୍ରିକେଟ କାଉନସିଲ ମୁଖ୍ୟ ମୋହସିନ ନକବୀଙ୍କ ନିକଟକୁ ପତ୍ର ଲେଖିଛି । ଯଦି ଏହାର ଶୀଘ୍ର ସମାଧାନ ନ ହେବ ତାହାହେଲେ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ନିକଟରେ ଏହି ମାମଲା ଉଠାଯିବ ବୋଲି ବିସିସିଆଇ…

ସେହ୍ୱାଗଙ୍କ ପାରିବାରିକ ଜୀବନକୁ ନେଇ ଜୋର ଧରିଲା ଚର୍ଚ୍ଚା

ନୂଆଦିଲ୍ଲୀ: ଭାରତର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗଙ୍କ ଦୀପାବଳୀ ଫଟୋ ଏବେ ଚର୍ଚ୍ଚାର କାରଣ ସାଜିଛି । ଏହି ଫଟୋରେ ପତ୍ନୀ ଆରତୀଙ୍କ ବ୍ୟତୀତ ଅନ୍ୟ ସମସ୍ତେ ରହିଛନ୍ତି । ଯାହାକୁ ନେଇ ଅନେକ ଗୁଜବ ସୃଷ୍ଟି ହୋଇଛି । ସେହ୍ୱାଗ ଓ ଆରତୀଙ୍କ ସମ୍ପର୍କରେ ତିକ୍ତତା ଆସିଥିବା…

ଦକ୍ଷିଣ ଆଫ୍ରିକା ବିପକ୍ଷରେ ପନ୍ତ ହେବେ ଅଧିନାୟକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଏବେ ଆଘାତ ସମସ୍ୟା ଯୋଗୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଖେଳୁ ନାହାନ୍ତି । ପନ୍ତ ଏବେ ଫିଟ ହେଉଛନ୍ତି ଓ ଅଭ୍ୟାସ ମଧ୍ୟ ଆରମ୍ଭ କରିଛନ୍ତି । ରିପୋର୍ଟ ମୁତାବକ ପନ୍ତଙ୍କୁ ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ…

ରାୱଲପିଣ୍ଡି ଟେଷ୍ଟ ଅବସରରେ ରିଜୱାନଙ୍କୁ ହଟେଇଲା ପିସିବି

କରାଚୀ: ମହମ୍ମଦ ରିଜୱାନଙ୍କୁ ପାକିସ୍ତାନ ଦିନିକିଆ କ୍ରିକେଟ ଟିମର ଅଧିନାୟକ ପଦରୁ ହଟେଇ ଦିଆଯାଇଛି । ତାଙ୍କ ସ୍ଥାନରେ ପେସ ବୋଲର ଶାହୀନ ଆଫ୍ରିଦୀଙ୍କୁ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଛି । ୧୦ ମାସ ତଳେ ରିଜୱାନଙ୍କୁ ଦଳର ଅଧିନାୟକ ନିଯୁକ୍ତ କରାଯାଇଥିଲା । ରାୱଲପିଣ୍ଡିରେ…

ଭାରତ ଆସିବ ଆଫଗାନିସ୍ତାନ କ୍ରିକେଟ ଟିମ

ନୂଆଦିଲ୍ଲୀ: ପାକିସ୍ତାନ ଆକ୍ରମଣରେ ଆଫଗାନିସ୍ତାନର ୩ଜଣ କ୍ରିକେଟର ମୃତ୍ୟୁବରଣ କରିଛନ୍ତି । ଏଥିନେଇ ପାକିସ୍ତାନ ସହ ଆଫଗାନିସ୍ତାନ କ୍ରିକେଟ ସମ୍ପର୍କ ଚ୍ଛିନ୍ନ କରିଛି । ରିପୋର୍ଟ ମୁତାବକ ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ ସିରିଜ ଆରମ୍ଭ ହେବ । ଏହା ପରୋକ୍ଷରେ…

ଗମ୍ଭୀର, ଅଗରକରଙ୍କ ସମ୍ପର୍କୀତ ଖବରକୁ ନେଇ ରାଗିଗଲେ ସିଦ୍ଧୁ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଏବେ ୩ ମ୍ୟାଚ ବିଶିଷ୍ଟ ଦିିନିକିଆ ସିରିଜ ଖେଳିବା ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଅଛି । ପ୍ରଥମ ଦିନିକିଆରେ ଭାରତ ପରାଜିତ ହୋଇଛି । ଦୁଇ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ ରୋହିତ ଶର୍ମା ଏହି ମ୍ୟାଚରେ ବିଫଳ ହୋଇଛନ୍ତି । ଯାହାକୁ ନେଇ ତୀବ୍ର…

ଟିମ୍ ଇଣ୍ଡିଆର ସେ ଥିଲେ ବିସ୍ପୋରକ ବ୍ୟାଟର, ଜନ୍ମଦିରେ ଜାଣନ୍ତୁ ତାଙ୍କ ବାବଦରେ ୫ଟି ଅଜଣା କାହାଣୀ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ବିସ୍ଫୋରକ୍ ଓପନର ବିରେନ୍ଦ୍ର ସେହ୍ୱାଗ ୪୭ରୁ ବର୍ଷରେ ପାଦ ଥାପିଛନ୍ତି। ୧୯୭୮ ଅକ୍ଟୋବର ୨୦ରେ ଦିଲ୍ଲୀର ନଜଫଗଢ଼ରେ ଜନ୍ମ ହୋଇଥିଲେ ସେହ୍ୱାଗ। ଜାଣନ୍ତୁ ତାଙ୍କ ବାବଦରେ ୫ଟି ଅଜଣା କାହାଣୀ, ଯାହା କେବଳ ବହୁତ କମ୍ ଲୋକ ଜାଣିଛନ୍ତି। ସେହ୍ୱାଗ ଦେଶ ପାଇଁ ୧୦୪ଟି…

ଭାଇରାଲ ହେଲା ଭାରତୀୟ କ୍ରିକେଟ ଟିମର ଉପ ଅଧିନାୟକଙ୍କ ଭିଡିଓ

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମ ଏବେ ଅଷ୍ଟ୍ରେଲିଆରେ ଦିନିକିଆ ସିରିଜ ଖେଳୁଛି । ୩ ମ୍ୟାଚ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୧-୦ରେ ଅଗ୍ରଣୀ ରହିଛି । ଏହି ମ୍ୟାଚରେ ଟିମ ଇଣ୍ଡିଆର ଉପ ଅଧିନାୟକ ଶ୍ରେୟାଶ ଆୟର ଆଭରେଜ ପ୍ରଦର୍ଶନ କରିଥିଲେ । ତେବେ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ…

ପ୍ରଥମ ଦିନିକିଆରେ ହାରିଲା ଟିମ ଇଣ୍ଡିଆ

ପର୍ଥ: ଏଠାରେ ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଅଷ୍ଟ୍ରେଲିଆ ୭ ୱିକେଟରେ ଭାରତକୁ ପରାସ୍ତ କରିଛି । ଚଳିତ ବର୍ଷ ଦିିନିକିଆ କ୍ରିକେଟରେ ଭାରତର ଏହା ପ୍ରଥମ ପରାଜୟ । ବର୍ଷା ଯୋଗୁ ମ୍ୟାଚକୁ ୪ଥର ବନ୍ଦ ରଖିବାକୁ ପଡିଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ୨୬…

ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ନିରାଶ କଲେ ରୋହିତ, କୋହଲି

ପର୍ଥ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ କ୍ରିକେଟ ସିରିଜ ପର୍ଥରେ ଆରମ୍ଭ ହୋଇଯାଇଛି । ୭ ମାସ ପରେ ଭାରତର ଦୁଇ ମହାନ ଖେଳାଳି ତଥା ପୂର୍ବତନ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି ଆର୍ନ୍ତାତୀୟ କ୍ରିକେଟକୁ ପ୍ରତ୍ୟାବର୍ତନ କରିଛନ୍ତି । ସେମାନଙ୍କ ପ୍ରଦର୍ଶନକୁ ବ୍ୟଗ୍ରତା ସହକାରେ…