Latest Odisha News

BREAKING NEWS

Browsing Category

ଖେଳ

ଟି୨୦: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ଏକତରଫା ବିଜୟ

ଧର୍ମଶାଳା: ଏଠାରେ ଅନୁଷ୍ଠିତ ତଢତୀୟ ଟି୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଏକତରଫା ବିଜୟ ହାସଲ କରିଛି । ୧୧୮ ରନର ଲକ୍ଷ୍ୟକୁ ଭାରତ ୧୫.୫ ଓଭରରେ ୩ ୱିକେଟ ହରାଇ ହାସଲ କରି ନେଇଥିଲା । ଏଥିସହ ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୧ରେ ଅଗ୍ରଣୀ ହାସଲ କରିଛି । ଅଭିଷେକ ଶର୍ମା ୧୮…

ଆନ୍ତର୍ଜାତୀୟ ଟି୨୦ରେ ୧୦୦ ୱିକେଟ ନେଲେ ହାର୍ଦ୍ଦିକ

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତୃତୀୟ ଟି୨୦ରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏକ ବଡ ଉପଲବ୍ଧି ହାସଲ କରିଛନ୍ତି । ସେ ଆନ୍ତର୍ଜାତୀୟ ଟି୨୦ରେ ୧୦୦ ୱିକେଟ ନେବାର ଗୌରବ ଅର୍ଜନ କରିଛନ୍ତି । ୧୦୦ ୱିକେଟ ଓ ୧୦୦୦ ରନ କରିବାରେ ସେ ଭାରତର ପ୍ରଥମ ଏବଂ ବିଶ୍ୱର…

Messi’s ‘Messy’ Event: କୋଲକାତା ଷ୍ଟାଡିୟମରେ ଭଙ୍ଗାରୁଜା ଘଟଣାରେ ମୁଖ୍ୟ ଆୟୋଜକ ବନ୍ଧା… 

କୋଲକାତା: ଶନିବାର ଅପରାହ୍ନରେ ସଲ୍ଟ ଲେକ୍ ଷ୍ଟାଡିୟମରେ କିମ୍ବଦନ୍ତୀ ଫୁଟବଲର ଲିଓନେଲ ମେସିଙ୍କୁ ଦେଖିବା ପାଇଁ ଲୋକମାନେ ୧୪୦୦୦ ଟଙ୍କା ଦେଇ ଟିକେଟ୍ କିଣିଥିଲେ। କିନ୍ତୁ ମେସି ପଡ଼ିଆରେ ପ୍ରବେଶ କରିବା ମାତ୍ରେ ଅନେକ ରାଜନେତା, ଅଧିକାରୀ ଏବଂ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଘେରି…

୧୯ ବର୍ଷରୁ କମ ଏସିଆ କପ: ପାକିସ୍ତାନକୁ ହରାଇଲା ଭାରତ

ନୂଆଦିଲ୍ଲୀ: ଚଳିତ ୧୯ ବର୍ଷରୁ କମ ଏସିଆ କପ କ୍ରିକେଟରେ ଭାରତ ୯୦ ରନରେ ପାକିସ୍ତାନକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୨୪୦ ରନ ସଂଗ୍ରହ କରିଥିଲା । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ଏରୋନ ଜର୍ଜ ୮୮ ରନରେ ୮୫ ରନ କରି ଭାରତକୁ ଏକ ସମ୍ମାନଜନକ ସ୍କୋର ପ୍ରଦାନ କରିଥିଲେ ।…

ଭାରତର ୱାଟର ବେବୀ: ୨ ବର୍ଷ ହୋଇନି, ସନ୍ତରଣରେ କରୁଛନ୍ତି କମାଲ

ନୂଆଦିଲ୍ଲୀ: ମହାରାଷ୍ଟ୍ରର କୁନି ଝିଅ ବେଦା ପାରେଶ ସରଫେରା ଏବେ ଭାରତର ୱାଟର ବେବୀ ଭାବେ ପରିଚିତ ହୋଇଛନ୍ତି । ଏହି କୁନି ଝିଅର ବୟସ ୧ ବର୍ଷ ୯ ମାସ । ସେ ସବୁଠାରୁ କମ ବୟସରେ ୧୦୦ ମିଟର ପହଁରିବାରେ ରେକର୍ଡ କରିଛନ୍ତି । ବେଦାଙ୍କ ନାମ ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଛି । ବେଦା…

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ସହ ଫୁଟବଲ୍ ଖେଳିଲେ, ରାହୁଲ ଗାନ୍ଧୀଙ୍କୁ ଆର୍ଜେଣ୍ଟିନା ଜର୍ସି ପ୍ରଦାନ କଲେ ମେସି

ହାଇଦ୍ରାବାଦ: ଭାରତ ଗସ୍ତରେ ଅଛନ୍ତି ଆର୍ଜେଣ୍ଟିନାର ଫୁଟବଲ ସୁପରଷ୍ଟାର ଲିଓନେଲ ମେସି । କୋଲକାତା ଗସ୍ତ ପରେ ସେ ଏବେ ହାଇଦ୍ରାବାଦରେ ପହଞ୍ଚିଛନ୍ତି । ଶନିବାର ରାତି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଫୁଟବଲ୍ ପ୍ରଶଂସକଙ୍କ ହୃଦୟ ଏବଂ ମନରେ ଏକ ଅମିମାଂସିତ…

Odisha Masters 2025:ଡିସେମ୍ବର ୧୪ରେ ଫାଇନାଲ ମ୍ୟାଚ; ଏହି ଭାରତୀୟ ଖେଳାଳୀ ଦେଖାଇବେ ଦମ୍

କଟକ: କଟକ ସ୍ଥିତ ଜବାହାର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା "ଓଡିଶା ମାଷ୍ଟର୍ସ ୨୦୨୫" ଅନୁଷ୍ଠିତ ହେଉଛି। ପ୍ରତିଯୋଗିତାରେ ମହିଳା ସିଙ୍ଗଲସ, ପୁରୁଷ ସିଙ୍ଗଲସ, ମହିଳା ଡବଲସ, ପୁରୁଷ ଡବଲସ ଏବଂ ମିକ୍ସଡ଼ ଡବଲସ ଏ ସମସ୍ତ ବର୍ଗର ଫାଇନାଲ ମ୍ୟାଚ…

ଆଇପିଏଲ: ୯ ଖେଳାଳିଙ୍କୁ ନିଲାମ ତାଲିକାରୁ ବାଦ ଦେଲା ବିସିସିଆଇ

ନୂଆଦିଲ୍ଲୀ: ଡିସେମ୍ବର ୧୬ରେ ହେବାକୁ ଥିବା ଆଇପିଏଲ ନିଲାମ ପୂର୍ବରୁ ବିସିସିଆଇ ହଠାତ ୯ଜଣ ଖେଳାଳିଙ୍କୁ ତାଲିକାରୁ ବାଦ ଦେଇଛି । ପୂର୍ବରୁ ୩୫୦ ଖେଳାଳି ନିଲାମ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ଏହା ପରେ କିଛି ଖେଳାଳିଙ୍କୁ ବିସିସିଆଇ ପରେ ସାମଲ କରିଥିଲେ ମଧ୍ୟ ଏବେ ସେମାନଙ୍କୁ ବାଦ ଦେଇଛି…

ଅବୈଧ ବୋଲିଂ ଆକ୍ସନ ତାଲିକାରେ ଦୀପକ ହୁଡା

ନୂଆଦିଲ୍ଲୀ: ଆବୁଧାବୀରେ ଆଇପିଏଲ ୨୦୨୬ ପାଇଁ ନିଲାମ ପ୍ରକ୍ରିୟା ଆୟୋଜିତ ହେବ । ଏଥର ୩୫୦ ଖେଳାଳିଙ୍କ ପାଇଁ ଫ୍ରାଂଚାଇଜରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ । ତେବେ ଏହା ମଧ୍ୟରେ ରିପୋର୍ଟ ଅନୁସାରେ ବିସିସିଆଇ ଦୀପକ ହୁଡାଙ୍କ ବୋଲିଂ ଆକ୍ସନ ସନ୍ଦେହ ଘେରରେ ରହିଥିବା ସମସ୍ତ ଫ୍ରାଂଚାଇଜଙ୍କୁ…

ଟି୨୦: କୋହଲିଙ୍କ ରେକର୍ଡ ଭାଙ୍ଗିବା ପାଇଁ ଅଭିଷେକଙ୍କୁ ଆବଶ୍ୟକ ୮୨ ରନ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ଟି୨୦ରେ ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ଆକର୍ଷଣୀୟ ପ୍ରଦର୍ଶନ ଜାରୀ ରଖିଛି । ଅବଶ୍ୟ ସେ ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜରେ ଭଲ ପ୍ରଦର୍ଶନ କରିପାରି ନାହାନ୍ତି । ସେ ଖେଳାଯାଇଥିବା ୨ଟି ଟି୨୦ରେ ୧୭ ଓ ୧୭ ରନ କରିଛନ୍ତି । ତେବେ…