Latest Odisha News

BREAKING NEWS

Browsing Category

ଖେଳ

ଭାରତ ଏ ଦଳ ଘୋଷିତ: ରୋହିତ, କୋହଲିଙ୍କୁ ମିଳିଲାନି ସୁଯୋଗ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଏ ବିପକ୍ଷ ଦିିନିକିଆ କ୍ରିକେଟ ସିରିଜ ପାଇଁ ଭାରତ ଏ ଦଳ ଘୋଷଣା କରାଯାଇଛି । ରୋହିତ ଶର୍ମା ଓ ବିରାଟ କୋହଲି ଏହି ସିରିଜରେ ଖେଳିବେ ବୋଲି ଅନୁମାନ କରାଯାଉଥିଲା । ତେବେ ପ୍ରଶଂସକଙ୍କୁ ନିରାଶ ହେବାକୁ ପଡିଛି । କୋହଲି, ରୋହିତ ଏବଂ ଶ୍ରେୟାଶ ଆୟାରଙ୍କୁ ଦଳରେ ସ୍ଥାନ…

ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପରେ ଭାରତର ଅମନ ଅଯୋଗ୍ୟ ଘୋଷିତ

ନୂଆଦିଲ୍ଲୀ: ଅଲିମ୍ପିକ ପକଦ ବିଜେତା ଭାରତର ଷ୍ଟାର ରେସଲର ଅମନ ସେହରାୱତ ଚଳିତ ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପରେ ଅଯୋଗ୍ୟ ଘୋଷିତ ହୋଇଛନ୍ତି । ଯାହାକି କ୍ରୀଡାପ୍ରେମୀଙ୍କୁ ଶକ୍ତ ଧକ୍କା ଦେଇଛି । ଅମନଙ୍କ ଓଜନ ୧.୭ କିଲୋଗ୍ରାମ ଆବଶ୍ୟକଠାରୁ ଅଧିକ ରହିଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ…

Davis Cup: ୩୨ ବର୍ଷ ପରେ ଇତିହାସ ରଚିଲା ଭାରତୀୟ ଟେନିସ୍ ଦଳ, ୩-୧ରେ ସ୍ୱିଜରଲ୍ୟାଣ୍ଡକୁ ପରାସ୍ତ କଲା…

ନୂଆଦିଲ୍ଲୀ: ସ୍ୱିଜରଲ୍ୟାଣ୍ଡର ବିଏଲ୍ ସହରରେ ଶନିବାର ଭାରତୀୟ ପୁରୁଷ ଟେନିସ୍ ଦଳ ଇତିହାସ ରଚିଛି। ଭାରତୀୟ ଦଳ ସ୍ୱିଜରଲ୍ୟାଣ୍ଡକୁ ୩-୧ ଗୋଲରେ ପରାସ୍ତ କରି ଡେଭିସ୍ କପ୍ ୨୦୨୫ ବିଶ୍ୱ ଗ୍ରୁପ୍ ଆଇ ଟାଇ ଜିତିଛି ଏବଂ ୨୦୨୬ କ୍ୱାଲିଫାୟରରେ ସ୍ଥାନ ସୁରକ୍ଷିତ କରିଛି। ତେବେ ୩୨ ବର୍ଷ ମଧ୍ୟରେ ଏକ…

IND vs PAK: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ୫ T20, ଆଗରେ ରହିଛି ଟିମ୍ ଇଣ୍ଡିଆ, ଏଥର ବି…

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପ୍ ୨୦୨୫ରେ ଗ୍ରୁପ-ଏର ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ରବିବାର ଅର୍ଥାତ୍ ଆଜି ଭାରତୀୟ ସମୟ ରାତି ୮ ଟାରେ ଖେଳାଯିବ। ଏହି ମ୍ୟାଚ୍ ବିଷୟରେ ବହୁତ ଦିନ ଧରି ଆଲୋଚନା ଚାଲିଛି, ଯେଉଁଥିରେ ଟିମ୍ ଇଣ୍ଡିଆ ପାକିସ୍ତାନ ବିପକ୍ଷରେ ବହୁତ ଦୃଢ଼…

IND vs PAK Match: “ଭାରତ-ପାକିସ୍ତାନ ମ୍ୟାଚ୍ ଦେଖାଇଲେ, ଭାଙ୍ଗିଦେବୁ ସବୁ ହୋଟେଲ୍”, ଧମକ ଦେଲେ…

ନୂଆଦିଲ୍ଲୀ: ରବିବାର ଦୁବାଇରେ ହେବାକୁ ଥିବା ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ମ୍ୟାଚ୍‌କୁ ନେଇ ଏବେ ସେରା ଦେଶରେ ବିରୋଧର ସ୍ବର ଦେଖିବାକୁ ମିଳୁଛି । ବିଭିନ୍ନ ସ୍ଥନରେ ଏହି ମ୍ୟାଚକୁ ବୟକଟ କରାଯାଇଥିବା ବେଳେ ମହାରାଷ୍ଟ୍ରରେ ହଙ୍ଗାମା ଦେଖିବାକୁ ମିଳିଛି । ବିଭିନ୍ନ କ୍ରିକେଟ…

IND vs PAK: ଏସିଆ କପରେ ହାଇଭୋଲଟେଜ ମ୍ୟାଚ୍, ପହଲଗାମ କ୍ଷୋଭ ଭିତରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ…

ନୂଆଦିଲ୍ଲୀ: ଆଉ ମାତ୍ର କିଛି ଘଣ୍ଟା ଭିତରେ ବିଦେଶ ମାଟିରେ ହେବ ସବୁଠାରୁ ବଡ ହାଇଭୋଲଟେଜ୍ ମ୍ୟାଚ୍ । ରବିବାର ରାତି ୮ ଟାରେ, ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସବୁଠାରୁ ବଡ କ୍ରିକେଟ୍ ଯୁଦ୍ଧ ଆରମ୍ଭ ହେବାକୁ ଯାଉଛି। ପହଲଗାମ ଆକ୍ରମଣର ଜବାବରେ…

Women’s Hockey Asia Cup: ଏସିଆ କପ ଫାଇନାଲରେ ଭାରତ; ଆଜି ଏହି ଦଳ ସହ ଟାଇଟଲ ଲଢେଇ

ନୂଆଦିଲ୍ଲୀ: ମହିଳା ହକି ଏସିଆ କପ୍ ୨୦୨୫ ର ଫାଇନାଲରେ ଭାରତ ନିଜର ସ୍ଥାନ ପକ୍କା କରିଛି। ଭାରତୀୟ ଦଳ ଆଜି (୧୪ ସେପ୍ଟେମ୍ବର) ଫାଇନାଲ ମ୍ୟାଚ ରେ ଆୟୋଜକ ଦଳ ଚୀନକୁ ଭେଟିବ। ଶନିବାର ଦିନ ଭାରତୀୟ ମହିଳା ହକି ଦଳ ଜାପାନ ବିପକ୍ଷରେ ସୁପର-୪ ମ୍ୟାଚ୍ ରେ ଚମତ୍କାର ପ୍ରଦର୍ଶନ କରିଥିଲା ​​ଏବଂ ୧-୧…

‘ପୋଲିସ ବଳରେ କ୍ରୀଡା ପ୍ରତିଯୋଗିତା ସୁସ୍ଥ, ଶୃଙ୍ଖଳିତ ଓ ପ୍ରେରଣାଦାୟକ ପରିବେଶ ଗଠନ କରୁଛି’

କେନ୍ଦୁଝର: ୭୮ତମ ରାଜ୍ୟ ପୋଲିସ ପୁରୁଷ କବାଡି ଚାମ୍ପିୟାନସିପ୍ ଓ ଦଶମ ପୋଲିସ ହ୍ୟାଣ୍ଡବଲ ଚାମ୍ପିୟାନସିପ୍ ଉଦ୍‌ଯାପନ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ । ଏହି ଅବସରରେ କହିଥିଲେ ଯେ, ଓଡ଼ିଶା ପୋଲିସର ଖେଳାଳିମାନେ ବିଭିନ୍ନ ଆଥଲେଟିକ୍ସ ଗେମରେ ସେମାନଙ୍କର ଉତ୍କୃଷ୍ଟ…

ଓଡିଶା ପ୍ରୋ ଟି୨୦ ଲିଗ: ଆସନ୍ତୁ ନଜର ପକାଇବା ୬ଟି ଟିମର ଖେଳାଳିଙ୍କ ଉପରେ

କଟକ: ଓଡିଶା ପ୍ରୋ ଟି୨୦ ଲିଗ ତାର ଉଦଘାଟନୀ ସଂସ୍କରଣରେ କ୍ରିକେଟପ୍ରେମୀଙ୍କୁ ପ୍ରଭାବିତ କରିବ ବୋଲି ଆଶା କରାଯାଉଛି । ସେପ୍ଟମ୍ବର ୧୭ରୁ ଏହି ଲିଗ ଆରମ୍ଭ ହେବ । ଏହାର ଫାଇନାଲ ମ୍ୟାଚ ୨୬ରେ ଖେଳାଯିବ । ଇତି ମଧ୍ୟରେ ୬ଟି ଟିମର ନାମ ଘୋଷଣା କରାଯାଇ ସାରିଛି । ଟିମଗୁଡିକ ହେଲା- କଟକ…

ପାକିସ୍ତାନ ବିପକ୍ଷରେ ପ୍ରଥମ ଟି୨୦ ମ୍ୟାଚ ଖେଳିବେ ଭାରତର ଏହି ୫ ଖେଳାଳି

ଦୁବାଇ: ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ କ୍ରିକେଟର ହାଇ ଭୋଲଟେଜ ମୁକାବିଲା ଆଉ କିଛି ଘଂଟା ପରେ ଆରମ୍ଭ ହୋଇଯିବ । କ୍ରିକେଟପ୍ରେମୀ ଏହି ମ୍ୟାଚକୁ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ବର୍ତମାନର ଫର୍ମ ବିଚାରକୁ ନେଲେ ଭାରତର ପଲା ଭାରୀ ରହିଛି । ଏହି ମ୍ୟାଚରେ ଭାରତର ୫ଜଣ ଖେଳାଳି…