Latest Odisha News

BREAKING NEWS

Browsing Category

ଖେଳ

ଶ୍ରେୟାଶ ଫିଟ, ଖେଳିବେ ପ୍ରଥମ ଦିନିକିଆ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଉପ ଅଧିନାୟକ ଶ୍ରେୟାଶ ଆୟାର ନ୍ୟୁଜିଲାଣ୍ଡ ବିପକ୍ଷ ଦିିନିକିଆ ସିରିଜ ପୂର୍ବରୁ ସମ୍ପୂର୍ଣ୍ଣ ଭାବେ ଫିଟ ହୋଇଛନ୍ତି । ବୁଧବାର ବିସିସିଆଇର ସେଂଟର ଅଫ ଏକ୍ସିଲେନ୍ସିରୁ ତାଙ୍କୁ ପଜିଟିଭ ରିପୋର୍ଟ ସହ ଛୁଟି ଦିଆଯାଇଛି । ସିଓଇର ମୂଖ୍ୟ ଭିଭିଏସ ଲକ୍ଷ୍ମଣ ଚୟନ…

ଆଉ ଭାରତର ଏସଜି କମ୍ପାନୀର ବ୍ୟାଟ ବ୍ୟବହାର କରିପାରିବେନି ବାଂଲାଦେଶ ଖେଳାଳି

ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ଅଶାନ୍ତି ବୃଦ୍ଧି ପାଇବାରେ ଲାଗିଛି । ଏହାର ପ୍ରଭାବ କ୍ରୀଡା କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଛି । ଆଇପିଏଲରୁ ମୁସ୍ତାଫିଜୁର ରହେମାନଙ୍କୁ ବାହାର କରାଯିବା ପରେ ବାଂଲାଦେଶ ଆଇପିଏଲ ପ୍ରସାରଣ ଉପରେ ରୋକ ଲଗାଇଛି । ଭାରତର ପ୍ରତିଷ୍ଠିତ ବ୍ୟାଟ…

ଟି୨୦ ବିଶ୍ୱକପ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷିତ

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କାରେ ହେବାକୁ ଥିବା ଟି୨୦ ବିଶ୍ୱକପ ପାଇଁ ବୁଧବାର ନ୍ୟୁଜିଲାଣ୍ଡ ଦଳର ଘୋଷଣା କରାଯାଇଛି । ମିଚେଲ ସାଂଟେନରଙ୍କ ନେତୃତ୍ୱରେ ଏହି ଦଳ ଘୋଷଣା କରାଯାଇଛି । ଅଭିଜ୍ଞତା ସମ୍ପନ୍ନ ଖେଳାଳିଙ୍କ ଉପରେ ନ୍ୟୁଜିଲାଣ୍ଡ ଗୁରୁତ୍ୱ ଦେଇଛି । ଜ୍ୟାକବ ଡଫି ନିକଟରେ ନିଜ ଦେଶର…

ICC World Cup T20 ପୂର୍ବରୁ ବାଂଲାଦେଶକୁ ଝଟକା: ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲା ଆଇସିସି

ନୂଆଦିଲ୍ଲୀ: ICC World Cup T20 ପୂର୍ବରୁ ବାଂଲାଦେଶକୁ ଝଟକା। ଭାରତରୁ ଟି-୨୦ ବିଶ୍ୱକପ୍ ମ୍ୟାଚ୍ ସ୍ଥାନାନ୍ତର କରିବାକୁ ବାଂଲାଦେଶ କ୍ରିକେଟ୍ ବୋର୍ଡର ଅନୁରୋଧକୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ପ୍ରତ୍ୟାଖ୍ୟାନ କରିଛି। ଜାତୀୟ ଗଣମାଧ୍ୟମ ଏନେଇ ରିପୋର୍ଟ କରିଛି। ଦୁଇ ସଂସ୍ଥା ମଧ୍ୟରେ ଏକ…

Steve Smith: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍‌ଙ୍କ ବିସ୍ଫୋରକ ପ୍ରଦର୍ଶନ! ଭାଙ୍ଗିଲେ ୯୬ ବର୍ଷର…

ସିଡ୍‌ନି: ଅଷ୍ଟ୍ରେଲିଆର ସିଡ୍‌ନି କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଉଥିବା ପଞ୍ଚମ ଏବଂ ଅନ୍ତିମ ଆସେସ୍ ଟେଷ୍ଟରେ ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ଏକ ସଫଳତା ହାସଲ କରିଛନ୍ତି ଯାହା କ୍ରିକେଟ୍ ଇତିହାସରେ ତାଙ୍କ ନାମକୁ ଆହୁରି ଉଚ୍ଚ କରିଛି। ଇଂଲଣ୍ଡ ବିପକ୍ଷରେ ତୃତୀୟ…

ବିିସିସିଆଇ ସହ ବିବାଦ: ବିସିବି ସହ ଆଲୋଚନା କରିବ ଆଇସିସି

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ଟି୨୦ ବିଶ୍ୱକପ କାର୍ଯ୍ୟସୂଚୀ ବିବାଦ ନେଇ ବାଂଲାଦେଶ ବୋର୍ଡକୁ ଭେଟିବ । ବିସିସିଆଇ ବାଂଲାଦେଶର ପେସ ବୋଲର ମୁସ୍ତାଫିଜୁର ରହେମାନଙ୍କୁ ଆଇପିଏଲରେ ଖେଳିବା ପାଇଁ ଅନୁମତି ଦେଇ ନ ଥିଲା । ଏଥିରେ ଅସନ୍ତୋଷ ବ୍ୟକ୍ତ କରି ବାଂଲାଦେଶ ବୋର୍ଡ ଭାରତରେ…

ଚର୍ଚ୍ଚାର କାରଣ ସାଜିଛି କୋହଲିଙ୍କୁ ନେଇ ମଂଜ୍ରେକରଙ୍କ ବୟାନ

ନୂଆଦିଲ୍ଲୀ:ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ଟେଷ୍ଟ ଏବଂ ଆନ୍ତର୍ଜାତୀୟ ଟି୨୦କୁ ଅଲବିଦା କହି ସାରିଛନ୍ତି । ନିକଟରେ ପୂର୍ବତନ ବ୍ୟାଟ୍ସମ୍ୟାନ ସଞ୍ଜୟ ମଂଜ୍ରେକର ଭାରତର ଏହି ଷ୍ଟାର ବ୍ୟାଟ୍ସମ୍ୟାନ ଟେଷ୍ଟ କ୍ରିକେଟକୁ ସଂଘର୍ଷ ନ କରି ଛାଡିଦେବାକୁ ପରୋକ୍ଷରେ ସମାଲୋଚନା କରିଛନ୍ତି…

ବିଜୟ ହଜାରେ ଟ୍ରଫି: ଗୁଜରାଟ ନିକଟରୁ ଶୋଚନୀୟ ଭାବେ ହାରିଲା ଓଡିଶା

ବେଙ୍ଗାଲୁରୁ: ଚଳିତ ବିଜୟ ହଜାରେ ଟ୍ରଫିରେ ମଙ୍ଗଳବାର ଓଡିଶା ଶୋଚନୀୟ ଭାବେ ଗୁଜରାଟ ନିକଟରୁ ପରାଜିତ ହୋଇଛି । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୬ ୱିକେଟ ବିନିମୟରେ ୩୩୩ ରନ ସଂଗ୍ରହ କରିଥିଲା । ଆର୍ଯ୍ୟ ଦେଶାଇ(୫୪), ଉର୍ଭିଲ ପଟେଲ(୬୪), ଆହାନ ପୋଦ୍ଦାର(୬୪) ଓ ଅକ୍ଷର ପଟେଲ(୭୩) ଅର୍ଦ୍ଧଶତକ…

Junior Fencing Championship: ଇଣ୍ଡୋର ଷ୍ଟାଡିୟମ୍ ରେ ୩୩ ତମ ଜାତୀୟ ଜୁନିଅର ଫେନ୍ସିଙ୍ଗ ଚମ୍ପିୟାନସିପ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଆରମ୍ଭ ହୋଇଛି  ୩୩ ତମ ଜାତୀୟ ଜୁନିଅର ଫେନ୍ସିଙ୍ଗ ଚମ୍ପିୟାନସିପ। ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଓଡ଼ିଶା ସମେତ ୩୨ ଟି ରାଜ୍ୟରୁ ପାଖାପାଖି ୬୦୦ ରୁ ଉର୍ଦ୍ଧ୍ବ ବାଳକ ବାଳିକା ପ୍ରତିଯୋଗୀ ଅଂଶ…

ଖୁବ ଶୀଘ୍ର ସୋଫିଙ୍କୁ ବିବାହ କରିବେ ଶିଖର ଧାୱନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଓପନର ଶିଖର ଧାୱନ ଖୁବ ଶୀଘ୍ର ତାଙ୍କର ଦୀର୍ଘ ଦିନର ବାନ୍ଧବୀ ସୋଫି ଶାଇନଙ୍କୁ ବିବାହ କରିବେ । ରିପୋର୍ଟ ମୁତାବକ ଫେବୃୟାରୀ ମାସର ତୃତୀୟ ସପ୍ତାହରେ ସେମାନେ ବିବାହ କରିବେ । ଗତ ବର୍ଷ ଚାମ୍ପିୟନ୍ସ ଟ୍ରଫି ଅବସରରେ ଉଭୟଙ୍କୁ ପ୍ରଥମେ ଏକତ୍ର…